Alert On Heatwave
Bhubaneswar: With the IMD’s warning for heatwave in many places across the State for next four to five days, Special Relief Commissioner (SRC) and Additional Chief Secretary Revenue & Disaster Management, Satyabrata Sahu held a meeting to review the prevailing situation and preparedness made to SRC & ACS Shri Sahu asked concerned departments to take necessary steps to mitigate the...
Das Takes Sports Charge
Bhubaneswar: Senior IAS Officer Siddhartha Das has taken charge of Director Sports & Youth Services Department on 11 May. Honest, Hardworking and a Suave Mandarin, Shri Das has served in State Finance Sector for long time and brings in indepth knowledge on various sectors of the Governance. After taking charge as Director Sports, Shri Das called on Minister for Sports and...
ସରକାରୀ ୱେବସାଇଟ୍ ଉପରେ ହ୍ୟାକରଙ୍କ ନଜର
ଭୁବନେଶ୍ୱର : ହ୍ୟାକରଙ୍କ ନଜର ଏବେ ସରକାରୀ ୱେବସାଇଟ୍ ଉପରେ । ଗତ ତିନିବର୍ଷ ମଧ୍ୟରେ ସେମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ପ୍ରାୟ ଦେଢଶହ ୱେବସାଇଟ୍କୁ ହ୍ୟାକ କରିଛନ୍ତି । କେନ୍ଦ୍ର ସରକାରଙ୍କ ସିଇଆରଟି-ଇନ୍ ପକ୍ଷରୁ ଦର୍ଶାଯାଇଛି ଯେ ୨୦୨୦ରେ ହ୍ୟାକରମାନେ ଦେଶରେ ୫୯ଟି ସରକାରୀ ୱେବସାଇଟ୍କୁ ହ୍ୟାକିଂ କରିଥିବାବେଳେ ୨୦୨୧ ରେ ୪୨ଟି ଓ ୨୦୨୩ରେ ୫୦ଟି ୱେବସାଇଟ୍କୁ ହ୍ୟାକିଂ କରିବାରେ ସଫଳ ହୋଇଥିଲେ । ହ୍ୟାକରମାନେ କେବଳ ୱେବସାଇଟ୍ ହ୍ୟାକିଂ...
Nay To Third Front
New Delhi: BJD Supremo and Chief Minister Naveen Patnaik on Thursday made it clear that he is not going to join the possible third front or a common political platform of non-BJP and non-Congress parties. The CM also said that his party-Biju Janata Dal (BJD) is going to fight the next Assembly and Lok Sabha polls alone. The Chief...
ହାଇକୋର୍ଟ ଉପରେ ଦେଢ ଲକ୍ଷ ମାମଲା ବୋଝ
ଭୁବନେଶ୍ୱର : ଓଡିଶା ହାଇକୋର୍ଟରେ ବର୍ଷକୁ ବର୍ଷ ଅଧିକରୁ ଅଧିକ ମାମଲା ରୁଜୁ ହେଉଥିବାବେଳେ ଏବେ ମାମଲା ଫଏସଲା ହାର ବଢୁଛି । ଏହା ସତ୍ୱେ ବି ହାଇକୋର୍ଟ ଉପରେ ଦେଢ ଲକ୍ଷରୁ ଅଧିକ ମାମଲାର ଚାପା ରହିଛି । ୨୦୧୮ ବର୍ଷରେ ଓଡିଶା ହାଇକୋର୍ଟରେ ୬୨,୫୬୬ଟି ମାମଲା ରୁଜୁ ହୋଇଥିବାବେଳେ ୨୦୧୯ରେ ୮୧,୧୨୧ଟି ମାମଲା ରୁଜୁ ହୋଇଥିଲା । ୨୦୨୦ରେ ଏଠାେ ରୁଜୁ ହୋଇଥିବା ମାମଲା ସଂଖ୍ୟା ୮୩,୪୯୯ ଥିବାବେଳେ ୨୦୨୧ରେ କରୋନା ସତ୍ୱେ ଓଡିଶା ହାଇକୋର୍ଟରେ ୧,୨୮,୭୮୬ ଟି ମାମଲା ରୁଜୁ...
ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ
ଭୁବନେଶ୍ୱର : ୨୦୨୨-୨୩ ବର୍ଷରେ ଓଡ଼ିଶାରେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ତୃତୀୟ ଆଗୁଆ ଆକଳନ ଅନୁଯାୟୀ ୨୦୨୨-୨୩ ବର୍ଷରେ ରାଜ୍ୟରେ ୧୩୬ ଲକ୍ଷ ୬ ହଜାର ମେଟ୍ରିକ ଟନ୍ରୁ ଉର୍ଦ୍ଧ ଖାଦ୍ୟଶସ୍ୟ ଉତ୍ପାଦନ ହେବାର ଆକଳନ କରାଯାଇଛି । ଏହା ପୂର୍ବରୁ ୨୦୨୦-୨୧ ବର୍ଷରେ ରାଜ୍ୟରେ ୧୩୦ ଲକ୍ଷ ୩୮ ହଜାର ମେଟ୍ରିକ ଟନ୍ରୁ ଉର୍ଦ୍ଧ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିଲା । ରାଜ୍ୟରେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିବା ପରିପ୍ରେକ୍ଷୀରେ...
ଆଉ ଚାରି ପାଞ୍ଚଦିନ ପ୍ରବଳ ତାତି
ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ରାଜ୍ୟରେ ଆଗାମୀ ୪ରୁ ୫ ଦିନ ପାଇଁ ତାପମାତ୍ରା ବୃଦ୍ଧିଯୋଗୁ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ । ପୂର୍ବାନୁମାନ ଅନୁଯାୟୀ ଅନୁଗୋଳ, ବୌଦ୍ଧ, ବଲାଙ୍ଗିର, ବରଗଡ଼, ଭଦ୍ରକ, କଟକ, ଦେଓଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ତାପମାତ୍ରା ଅଧିକ ହେବାର ସମ୍ଭାବନା ଅଛି । ଏହାକୁ ଦୃଷ୍ଟିରେ ରଖି ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ...
Dateline For School Transformation
Bhubaneswar: In an aim to provide all modern school like facilities, the State Government has decided to complete 5T transformation of all High Schools by December 2023. The high schools that have undergone transformation under the 5T High School Transformation Programme are delivering exemplary results. Be it the increased participation of the students at national level sports and debate competitions...
କୋଟପା ଆଇନ୍କୁ କେହି ମାନୁ ନାହାନ୍ତି
ଭୁବନେଶ୍ୱର : ତମାଖୁ ଠାରୁ ପିଲାମାନଙ୍କୁ ଦୂରେଇ ରଖିବାପାଇଁ କେନ୍ଦ୍ର ସରକାର ପ୍ରଣୟନ କରିଥିବା କୋଟ୍ପା ଆଇନ୍କୁ କେହି ଗୁରୁତ୍ୱ ଦେଉନାହାନ୍ତି । ରାଜ୍ୟର ବିଭନ୍ନ ଶିକ୍ଷାନୁଷ୍ଠାନ ଆଖପାଖରେ ଖୁଲମଖୁଲା ସିଗାରେଟ୍ ଓ ତମାଖୁ ଆଦିର ବିକ୍ରିକୁ ଦେଖିଲେ ଏହି କେନ୍ଦ୍ରୀୟ ଆଇନ୍ ଏଠାରେ କିଭଳି ଏକ ପ୍ରକାର ଅକାମୀ ତାହା ଜଳ ଜଳ ହୋଇ ଦିଶୁଛି । ସିଗାରେଟ୍ ଓ ଅନ୍ୟ ତମାଖୁ ଜାତୀୟ ସାମଗ୍ରୀର ବିଜ୍ଞାନ, ବ୍ୟବସାୟ, ଉତ୍ପାଦନ, ଯୋଗାଣ ଓ ବିତରଣକୁ ନିଷେଧ କରିବାପାଇଁ କେନ୍ଦ୍ର ସରକାର କୋଟ୍ପା ଆଇନ୍...
ଆଶା କର୍ମୀଙ୍କୁ ସହାୟତା
ଭୁବନେଶ୍ୱର : ସ୍ୱାସ୍ଥ୍ୟସେବାର ମଙ୍ଗ ଧରିଥିବା ଆଶା କର୍ମୀଙ୍କ ସଂଖ୍ୟା ରାଜ୍ୟରେ ୪୯ହଜାରରୁ ଅଧିକ ରହିଥିବାବେଳେ ସମଗ୍ର ଦେଶରେ ଏମାନଙ୍କ ସଂଖ୍ୟା ସାଢେ ୧୦ଲକ୍ଷରୁ ଅଧିକ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଣାଳୟର ସୂଚନାରୁ ଏହା ଜଣାପଡିଛି । ଏହି ସୂଚନା ଅନୁଯାୟୀ ସମଗ୍ର ଦେଶରେ ୧୦,୫୦,୭୮୪ଜଣ ଆଶାକର୍ମୀ ନିୟୋଜିତ ଥିବାବେଳେ ଓଡିଶାରେ ଏମାନଙ୍କ ସଂଖ୍ୟା ୪୯,୦୨୭ ରହିଛି । ତେବେ ପଡୋଶୀ ଛତିଶଗଡରେ ୭୨ହଜାରରୁ ଅଧିକ ଆଶାକର୍ମୀ ଥିବାବେଳେ ଝାଡଖଣ୍ଡରେ ଏମାନଙ୍କ ସଂଖ୍ୟା ୪୭ହଜାରରୁ ଅଧିକ ରହିଛି ।...










