Ghat Accident Probe Ordered
State Government has ordered a probe into the bus accident on Kalinga Ghat on Ganjam-Kandhamal district link road, in which six tourists from West Bengal killed and over 40 injured. The Ghat has turned into an accident spot as bus accidents were reported there during the past two/three years. Earlier, during Covid-19 pandemic period, two buses carrying migrant labourers were...
State Forms Compensation Committee
Bhubaneswar: The State Government has formed District-Level Committees for disbursement of compensation to hit & run victims and cashless treatment of road mishap victims. Principal Secretary Commerce & Transport Bishnupada Sethi has notified the Committee in accordance with the Compensation to Victims of Hit and Run Motor Accidents Scheme, 2022 and Motor Vehicle Accident Fund.The Scheme was launched by the Ministry...
ବିଧାନସଭାରେ କୃଷ୍ଣଚନ୍ଦ୍ର ଗଜପତିଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର : ଓଡ଼ିଶା ବିଧାନସଭା ପରିସରରେ ଓଡ଼ିଶାର ବରପୁତ୍ର ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଶ୍ରାଦ୍ଧଦିବସ ଆଜି ପୂର୍ବାହ୍ନରେ ପାଳିତ ହୋଇଯାଇଛି । ଓଡ଼ିଶା ବିଧାନସଭାର ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ, ରାଜ୍ୟ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବରିଷ୍ଠ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ନିର୍ଦ୍ଦେଶକ (ଗବେଷଣା) ଶ୍ରୀ...
ପୁରୀ ଜିଲ୍ଲାପାଳଙ୍କ ସତସଙ୍ଗ ଠାକୁର ବାଡି ପରିଦର୍ଶନ
ପୁରୀ : ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ପୁରୀ ଚକ୍ରତୀର୍ଥ ରୋଡ ରେ ଥିବା ସତସଙ୍ଗ ଠାକୁର୍ ବାଡି ପରିସର କୁ ଜିଲ୍ଲାପାଳ ପୁରୀ ସମର୍ଥ ବର୍ମା ପ୍ରାତଃ ସମୟରେ ଦର୍ଶନ ପ୍ରଣାମ ନିବେଦନ କରିଥିଲେ। ତାଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ, ଏଵଂ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସୁବୁଦ୍ଧି ମଧ୍ୟ ଉପସ୍ଥିତ ଥିଲେ। ଠାକୁର ବାଡିର କର୍ତ୍ତୃପକ୍ଷ ଙ୍କ ତରଫରୁ ଡକ୍ଟର ନନ୍ଦ କିଶୋର ପ୍ରଧାନ ଏବଂ ଅରୁଣ କୁମାର ସାହୁ ସହ ପ୍ରତି ରିତ୍ୱିକ...
ଆଖୁ ଚାଷ ପାଇଁ ଆଗ୍ରହ କମୁଛି
ଭୁବନେଶ୍ୱର : ଆଖୁ ଚାଷ ପାଇଁ ଓଡିଶାରେ ଚାଷୀଙ୍କ ଆଗ୍ରହ କମୁଛି । ଫଳରେ ବର୍ଷକୁ ବର୍ଷ ଆଖୁ ଚାଷୀଙ୍କ ସଂଖ୍ୟା କମିବା ସଂଗେ ସଂଗେ ଆଖୁଚାଷ ହେଉଥିବା ଜମି ଓ ଆଖୁ ଉତ୍ପାଦନ ମଧ୍ୟ ହ୍ରାସ ପାଉଛି । ଓଡିଶାରେ ଲୋକଙ୍କର ଚିନି ଚାହିଦା ବଢିବାରେ ଲାଗିଥିବାବେଳେ ରାଜ୍ୟରେ ଚିନି ଉତ୍ପାଦନ ଉଦ୍ବେଗଜନକ ଭାବେ କମିଛି । ସରକାରୀ ତଥ୍ୟ ମୁତାବକ ଓଡିଶା ପାଇଁ ବାର୍ଷିକ ୩ଲକ୍ଷ ମେଟ୍ରିକ ଟନ୍ରୁ ଅଧିକ ଚିନି ଆବଶ୍ୟକ ପଡୁଥିବାବେଳେ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଚିନିକଳ...
ସରକାରଙ୍କୁ ମାମଲାରେ ଛନ୍ଦୁଛନ୍ତି ଜବରଦଖଲକାରୀ
ଭୁବନେଶ୍ୱର : ରାଜଧାନୀରେ ସରକାରୀ ଜମିକୁ ଜବରଦଖଲ କରୁଥିବା ଲୋକେ ସରକାରଙ୍କୁ ମାମଲାରେ ଛନ୍ଦୁଥିବା ଯୋଗୁଁ ସେମାନଙ୍କ ଠାରୁ ଜବରଦଖଲ ଜମି ଫେରାଇ ଆଣିବା ସହଜ ହେଉନାହିଁ । ଏହି ଜବରଦଖଲକାରୀମାନଙ୍କୁ ଦେଖି ଅନ୍ୟମାନେ ବି ସରକାରୀ ଜମି ମାଡି ବସୁଛନ୍ତି । ସରକାରୀ ହିସାବରେ ଏବେ ରାଜଧାନୀର ବିଭିନ୍ନ ସ୍ଥାନରେ ୪୭୦ଏକରରୁ ଅଧିକ ଜମି ଜବରଦଖଲରେ ରହିଛି । ଏଥି ମଧ୍ୟରେ ବାପୁଜୀନଗର ଠାରୁ ଆରମ୍ଭକରି ଶହୀଦନଗର ଓ ପଟିଆ ଆଦି ଅଞ୍ଚଳ ରହିଛି । ଜମି ଜବରଦଖଲକାରୀମାନେ ସରକାରଙ୍କ ବିରୁଦ୍ଧରେ ୧୦ହଜାରରୁ...
ସହାରାଞ୍ଚଳ ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ରୂପାନ୍ତର ଶୃଙ୍ଖଳାର ଦ୍ୱିତୀୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରମୁଖ ସଚିବ ଜି. ମାଥିଭାତନନ୍ ବିଭାଗର ରୂପାନ୍ତରଣ ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ । ଏହିସବୁ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ସାଧାରଣ ବୈଷୟିକ ଜ୍ଞାନର ପ୍ରୟୋଗ କରାଯାଇଥିବା ବେଳେ, ଗୋଷ୍ଠୀ ସହଭାଗୀତା ଜରିଆରେ କାର୍ଯ୍ୟକାରୀ କରାଯାଇଛି । ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଗରିବ ଲୋକଙ୍କ...
State Signs Gopalpur Port Agreement
Bhubaneswar: Port Major, Gopalpur Port Limited and Odisha State Commerce & Transport Department on Tuesday have signed a Revised Concession Agreement for the development and expansion of the Port. The agreement was signed at the Commerce & Transport Department conference hall here today in presence of State Commerce & Transport Minister Padmanav Behera and Principal Secretary Bishnupada Sethi. Gopalpur Port was...
Odisha Adopts Olympic Edu Program
Bhubaneswar: Sports is an important part of our vision for education and personality development in Odisha and the State Government has strived hard to achieve excellence in both education and sports, Chief Minister Naveen Patnaik said here on Tuesday. Launching the country's first Olympic Values Education Programme here he said, “We have always strived to achieve excellence in the education...
ଗୋପାଳପୁର ବନ୍ଦର ସମ୍ପ୍ରସାରଣ ପାଇଁ ଚୁକ୍ତିନାମା
ଭୁବନେଶ୍ୱର : ଗୋପାଳପୁର ବନ୍ଦରର ବିକାଶ ଓ ସମ୍ପ୍ରସାରଣ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଗୋପାଳପୁର ବନ୍ଦର ଲିମିଟେଡ୍ ମଧ୍ୟରେ ଆଜି ସଂଶୋଧିତ ରିହାତି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଖାରବେଳ ଭବନସ୍ଥିତ ବାଣିଜ୍ୟ ଓ ପରିବହନ ବିଭାଗ ସମ୍ମିଳନୀ କକ୍ଷରେ ମନ୍ତ୍ରୀ ପଦ୍ମନାଭ ବେହେରା, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଉପସ୍ଥିତିରେ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷ ଓ ବାଣିଜ୍ୟ ଓ ପରିବହନ ବିଭାଗ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଗଞ୍ଜାମ ଜିଲ୍ଲାର...








