ସମ୍ରେ ଯୁବତୀଙ୍କ ଛାତିରୁ ବାହାରିଲା ୩ କେଜିର ଟ୍ୟୁମର
ଭୁବନେଶ୍ୱର : “ହସ୍ପିଟାଲ୍କୁ ଆସିବା ବେଳେ ମୁଁ ଆଉ ବଂଚିବି ବୋଲି ଭାବି ନଥିଲି । ଏବେ କିନ୍ତୁ ସୁସ୍ଥ ହୋଇ ଘରକୁ ଫେରୁଛି” । ଆନନ୍ଦଭରା କଣ୍ଠରେ ଏଭଳି କହିଛନ୍ତି ସମ୍ ହସ୍ପିଟାଲ୍ରୁ ସୋମବାର ଡିସ୍ଚାର୍ଜ ହୋଇ ଘରକୁ ଫେରୁଥିବା ଜଣେ ୨୩ ବର୍ଷର ଯୁବତୀ । ସମ୍ ହସ୍ପିଟାଲ୍ ଡାକ୍ତରଙ୍କ ଚିକିତ୍ସା ଓ ବିରଳ ଟ୍ୟୁମର ଅସ୍ତ୍ରୋପଚାର ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିଛନ୍ତି ସୋନାଲୀ ଦଳାଇ । ସୋନାଲୀଙ୍କ ଉପସ୍ଥିତିରେ ଏହି ସଫଳ ଅସ୍ତ୍ରୋପଚାର ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା...
ଓଏସ୍ଏଲ୍ର ନିର୍ଦେଶକ ଚର୍ଚ୍ଚିତ ମିଶ୍ର ପୁରସ୍କୃତ
ଭୁବନେଶ୍ୱର : ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍ (ଓଏସ୍ଏଲ୍) ଗ୍ରୁପ୍ର ଯୁବ ନିର୍ଦେଶକ ଶ୍ରୀ ଚର୍ଚ୍ଚିତ ମିଶ୍ର ଟାଇମ୍ସ ବିଜନେସ୍ ଆୱାର୍ଡସ୍ ୨୦୨୧-୨୨ର ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ମାନଜନକ “ଟାଇମସ୍ ଡାଇନାମିକ୍ ଏଟଂରପ୍ରେନ୍ୟୁଅର ଅଫ୍ ଦି ଇୟର’ ପୁରସ୍କାର ହାସଲ କରିଛନ୍ତି । ଓଏସ୍ଏଲ୍ ଗ୍ରୁପ୍ ତରଫରୁ ଶ୍ରୀ ଦୀନେଶ କୁମାର ପରିଡା ସିନିୟର ମ୍ୟାନେଜର, ମାର୍କେଟିଂ ଏହି ପୁରସ୍କାର ଗ୍ରହଣ କରିଥିଲେ | ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ସଚିବ ଆଇଏଏସ୍ ଶ୍ରୀଯୁକ୍ତ ବିଶାଲ ଦେବ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଆଇଆରଟିଏସ୍...
Charchit Mishra Bags Times Award
Charchit Mishra, Director of Orissa Stevedores Limited (OSL) Group was conferred with the prestigious ‘Times Dynamic Entrepreneur of the Year’ Times Business Award 2021-22 at a spectacular function organised in the smart city here today. On behalf of OSL Group the award was received by Dinesh Kumar Parida, Senior Manager, Marketing, OSL Group. The award was conferred by Bollywood Actor...
ଗହମ କଟକଣା ପରେ ଅଟା ଦର ବୃଦ୍ଧି
ଭୁବନେଶ୍ୱର : ଜୁନ୍ ମାସରୁ ଓଡିଶାକୁ ପିଡିଏସ୍ ଗହମ ଯୋଗାଣ ପାଇଁ କେନ୍ଦ୍ର ମନା କରିଦେବା ପରେ ଏବେ ରାଜ୍ୟରେ ଅଟା ଦର ଧିରେ ଧିରେ ବଢିବା ଆରମ୍ଭ କଲାଣି । ବଜାରରେ ଅଟା କିଲୋ ୪୦ ଟଙ୍କା ଟପିଥିବାବେଳେ ଆଗାମୀ ଦିନରେ ଏହା ଆହୁରି ବଢିବ ବୋଲି ବ୍ୟବସାୟୀମାନେ ଆଶଙ୍କା କରୁଛନ୍ତି । କେନ୍ଦ୍ର ସରକାର ଓଡିଶାକୁ ପ୍ରତିମାସରେ ୨୪,୭୦୦ ମେଟ୍ରିକ ଟନ୍ ପିଡିଏସ୍ ଗହମ ଯୋଗାଣ କରୁଥିଲେ । ଏହି ଗହମକୁ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ କିଲୋ ପ୍ରତି ୧ଟଙ୍କା...
ହାଇ ସିକ୍ୟୁରିଟି ନମ୍ବରପ୍ଲେଟ ସଂକ୍ରାନ୍ତରେ ଡିଲର ଅନ୍ଧାରରେ
ଭୁବନେଶ୍ୱର : କେଉଁ ଯାନବାହାନର ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ କେବେ ସୁଦ୍ଧା ଲଗାଯିବ ଓ ଏହା ନଲଗାଇଲେ କେତେ ଜୋରିମାନା ହେବ ସେଥିଘେନି ଗଣମାଧ୍ୟମରେ ତୁହାକୁ ତୁହା ଘୋଷଣା ପରେ ଅନେକ ଗାଡିମାଲିକ ସେମାନଙ୍କ ଡିଲରମାନଙ୍କ ସହିତ ଯୋଗାଯୋଗ କରୁଛନ୍ତି । କିନ୍ତୁ ଡିଲରମାନେ ଏହି ନମ୍ବରପ୍ଲେଟ ଯୋଗାଣ ସଂକ୍ରାନ୍ତରେ ପରବର୍ତ୍ତୀ ନିର୍ଦ୍ଦେଶନାମାକୁ ଅପେକ୍ଷା କରିଥିବାରୁ କୌଣସି ଗ୍ରାହକଙ୍କୁ କିଛି ନିର୍ଭରଯୋଗ୍ୟ ଉତ୍ତର ଦେଇପାରୁ ନାହାନ୍ତି । ଏବେ ରାଜ୍ୟରେ ତିନି ବର୍ଷ ତଳର ପ୍ରାୟ ୫୦ଲକ୍ଷ ଗାଡି ରାସ୍ତାରେ ଚାଲୁଛି ।...
ମଙ୍କି ପକ୍ସ ପାଇଁ ପ୍ରସ୍ତୁତ ରୁହ
ଭୁବନେଶ୍ୱର : ୟୁରୋପ, ଆମେରିକା ଓ ଅନ୍ୟ ଦେଶରେ ମଙ୍କି ପକ୍ସ ଭାଇରସ୍ ଆତଙ୍କ ଖେଳାଇଥିବାବେଳେ ଆମ ଦେଶରେ ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ଘଟଣା ଦେଖାଯାଇନାହିଁ । ତେବେ ଏ ଦିଗରେ ସଚେତନ ରହିବା ସହ ଆବଶ୍ୟକୀୟ ପ୍ରସ୍ତୁତି କରିବାକୁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଭାଇରସ୍ ବିରୁଦ୍ଧରେ ଲଢ଼େଇ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ୱାର୍ଲଡ୍ ହେଲଥ୍ ଅର୍ଗାନାଇଜେସନ୍ ଓ...
Paradip Port On Deepening Mode
New Delhi: Port Major, Paradip Port will be deepening and optimizing its capacity with infusion of over Rs.3004 Crore. The ambitious project involves deepening and optimization of inner harbour facilities including development of western dock on build, operate and transfer (BOT) basis under Public-Private Partnership (PPP)mode at Paradip Port. The estimated cost of the project is Rs 3,004.63 crore. This includes...
ଏମ୍ବିବିଏସ୍ ସିଟ୍ ସଂଖ୍ୟା ୧୭୫୦କୁ ବୃଦ୍ଧି
ଭୁବନେଶ୍ୱର : ମେଡିକାଲ କଲେଜଗୁଡ଼ିକ ପ୍ରତିଷ୍ଠା ଦ୍ୱାରା ରାଜ୍ୟ ସରକାରଙ୍କ ଅଧୀନସ୍ଥ ମେଡିକାଲ କଲେଜରେ ଏମ୍ବିବିଏସ୍ ସିଟ୍ ସଂଖ୍ୟା ୧୨୫୦ରୁ ୧୭୫୦କୁ ବୃଦ୍ଧି ପାଇବ, ଯାହାକି ଆଗକୁ ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟଶିକ୍ଷାରେ ଦେଖାଦେଉଥିବା ଅଭାବକୁ ପୂରଣ କରିବାରେ ଖୁବ୍ ସହାୟକ ହେବ । ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟ ଶିକ୍ଷାର ଦୃଢ଼ ଅଭିବୃଦ୍ଧି ଲକ୍ଷ୍ୟ ରଖି ୨୦୧୭-୧୮ରୁ ପର୍ଯ୍ୟାୟ କ୍ରମେ ନୂଆ ମେଡ଼ିକାଲ କଲେଜ ପ୍ରତିଷ୍ଠା କରୁଛନ୍ତି । ଏହି କ୍ରମରେ ୨୦୧୭-୧୮ରେ କୋରାପୁଟ ଓ ବଲାଙ୍ଗୀରରେ ଓ ୨୦୧୮-୧୯ରେ ବାରିପଦା ଓ...
ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ
ଭୁବନେଶ୍ୱର : ବ୍ରଜରାଜନଗର ଉପନିର୍ବାଚନ ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ କରାଯାଇଛି ବୋଲି ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୩୧ ତାରିଖରେ ୨୭୯ ଗୋଟି ବୁଥ୍ରେ ସକାଳ ୭ ଘଟିକାଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶକରିଛନ୍ତି । ଆଜିଠାରୁ ସମସ୍ତ ପୁଲିଂ ପାର୍ଟି ଭୋଟଗ୍ରହଣ ନିମନ୍ତେ ଆବଶ୍ୟକ ନିର୍ବାଚନ ସାମଗ୍ରୀ...
ପାରାଦୀପ ବନ୍ଦରରେ ଖର୍ଚ୍ଚ ହେବ ୩୦୦୪ କୋଟି
ଭୁବନେଶ୍ୱର : ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଦୀର୍ଘମିଆଦି ରଣନୀତିକ ଭିତ୍ତିଭୂମି ଯୋଜନାର ଖସଡା ପ୍ରସ୍ତୁତ କରିଛି । ଏହି ପ୍ରକଳ୍ପ ଆର୍ଥିକ ସାମାଜିକ ଓ ପରିବେଶ ଦୃଷ୍ଟିରୁ ଅନୁକୂଳ ହେବା ସହ ସ୍ଥାୟୀ ଓ ନିରନ୍ତର ବିକାଶରେ ସହାୟକ ହେବ । ଏହିପରି ଏକ ଆଖିଦୃଶିଆ ପଦକ୍ଷେପ ହେଉଛି ପାରାଦୀପ ବନ୍ଦର ବିକାଶ ପ୍ରକଳ୍ପ ଯାହା ଏହି ବନ୍ଦରକୁ ବିଶ୍ୱ ସ୍ତରୀୟ କରିବା ସହ ବୃହତ ଜାହାଜ ପରିଚାଳନାଗତ ସାମର୍ଥ୍ୟ ବୃଦ୍ଧି କରିବ । ପୂର୍ବାଞ୍ଚଳ ରାଜ୍ୟଗୁଡିକର ବିକାଶ...








