Maoists On Wane

0

New Delhi: As many as 1246 Left Wing Extremism (LWE) menace cases and 357 related deaths were reported in Odisha during 2010 and 2021. This was informed by Union Minister of State for Home Affairs, Nityanand Rai, told Lok Sabha in a written statement on Tuesday. Shri Rai said steadfast implementation of the National Policy and Action Plan to address LWE...

Sargiful Kick-Starts

0

Bhubaneswar: Odisha Government in the Department of ST & SC Development on Tuesday launched Sargiful-2022, the state level students' festival and science exhibition, at the Adivasi Exhibition Ground here. Sargiful is an initiative for providing students of SSD schools a platform to participate, showcase their talents and exhibit their creativity through various extracurricular activities. ST & SC Development, Minority & Backward...

ରାଜସ୍ୱ ନିଅଣ୍ଟ ହେବ ୬୫ହଜାର କୋଟି

0

ଭୁବନେଶ୍ୱର : ଆସନ୍ତା ୫ବର୍ଷ ମଧ୍ୟରେ ଓଡିଶାର ନିଜସ୍ୱ ରାଜସ୍ୱ ନିଅଣ୍ଟ ପରିମାଣ ପ୍ରାୟ ୬୫,୦୦୦ କୋଟି ଟଙ୍କା ହେବ । ୨୦୨୨ ଜୁଲାଇରୁ ଜିଏସ୍‍ଟି ବାବଦରେ ମିଳୁଥିବା କ୍ଷତିପୂରଣ ବନ୍ଦ ହେବା ଯୋଗୁଁ ଏଭଳି ଆକଳନ କରାଯାଇଛି । ଜିଏସ୍‍ଟି କ୍ଷତିପୂରଣ ସଂକ୍ରାନ୍ତରେ କରାଯାଇଥିବା ସର୍ବଶେଷ ସମୀକ୍ଷାରୁ ଏଭଳି ସ୍ଥିତି ଓଡିଶାର ଅର୍ଥନୀତି ଉପରେ ପ୍ରଭାବ ପକାଇବାକୁ ଥିବାରୁ ରାଜ୍ୟ ପ୍ରଶାସନ ଚିନ୍ତିତ ହୋଇପଡିଛି । ତେଣୁ ଜୁଲାଇ ୨୦୨୨ ବାଦ୍‍ ବି ରାଜ୍ୟକୁ ଜିଏସଟି କ୍ଷତିପୂରଣ ପ୍ରଦାନ ପାଇଁ ରାଜ୍ୟ ସରକାର...

ଏସ୍‍ସି ଏସ୍‍ଟି ମାମଲାରେ ଦଣ୍ଡବିଧାନ ୬ ପ୍ରତିଶତରୁ କମ୍‍

0

ଭୁବନେଶ୍ୱର : ରାଜ୍ୟରେ ଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କ ଉପରେ ଲଗାତାର ଭାବେ ଅତ୍ୟାଚାର ମାମଲା ବଢୁଥିବାବେଳେ ଏହିସବୁ ମାମଲାରେ ଦଣ୍ଡହାର ଅତ୍ୟନ୍ତ ନଗଣ୍ୟ ରହୁଛି । ଏହି ମାମଲାରେ ଦଣ୍ଡବିଧାନ ହାର ୬ ପ୍ରତିଶତରୁ ବି କମ୍‍ ରହିଛି । ମିଳିଥିବା ସୂଚନା ଅନୁଯାୟୀ ୨୦୧୯ ରୁ ୨୦୨୧ ମଧ୍ୟରେ ଲଗାତାର ତିନି ବର୍ଷ ଧରି ଏଭଳି ଅତ୍ୟାଚାର ବଢିବାରେ ଲାଗିଛି । ୨୦୧୯ରେ ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ଉପରେ ହୋଇଥିବା ଅତ୍ୟାଚାର ସଂକ୍ରାନ୍ତରେ...

BJP MPs Meet Goyal

0

New Delhi: A day after BJD MPs met Union Minister Piyush Goyal demanding release of pending food subsidy dues of Rs 14,292 crore, BJP MPs from Odisha met Goyal alleging gross irregularities in procurement of paddy in the State. A delegation of the BJP Parliamentarians led by Union Minister Dharmendra Pradhan met the Union Food Minister and sought his intervention to deal...

Suicide Ignites Politics

0

Balangir: In a major incident that hots up political atmosphere in the State, sensational Mamita Meher murder case’s prime accused Gobind Sahu has allegedly committed suicide in Kantabanji sub-jail in Bolangir district on Tuesday. Gobind Sahu has made an attempt for suicide in the jail. When he was taken to the hospital, the doctor declared him dead. This incident happened...

Plea For Tribal Inclusion

0

New Delhi: A delegation of BJD MPs on Tuesday met Union Tribal Affairs Minister Arjun Munda here and demanded inclusion of 160 communities of Odisha in ST list. The delegation includes Amar Patnaik, Sasmit Patra, Sujeet Kumar, Chandrani Murmu, Sulata Deo, Niranjan Bishi, Manas Mangaraj, Achyut Samant and Mamata Mahant have submitted a memorandum to Munda on the issue.   There...

ପିୟୂଷ ଗୋୟଲଙ୍କ ହସ୍ତକ୍ଷେପ ଲୋଡିଲା ବିଜେପି

0

ନୂଆଦିଲ୍ଲୀ : ଓଡ଼ିଶାରେ କ୍ରମାଗତ ଧାନ କିଣାରେ ଦୁର୍ନୀତି, ମଣ୍ଡି ପରିଚାଳନାରେ ଅବ୍ୟବସ୍ଥା ଓ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ହସ୍ତକ୍ଷେପ କରିବାକୁ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାର ବିଜେପି ସାଂସଦମାନେ ନୂଆଦିଲ୍ଲୀ ଠାରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀ ମଧ୍ୟରେ ସାଂସଦ ବସନ୍ତ ପଣ୍ଡା, ପ୍ରତାପ ଷଡଙ୍ଗୀ, ସୁରେଶ ପୂଜାରୀ, ସଙ୍ଗୀତା ସିଙ୍ଗଦେଓ, ନିତିଶ...

ମିଥ୍ୟା ସୂଚନା ପାଇଁ କାର୍ଯ୍ୟାନୁଷ୍ଠାନ

0

ନୂଆଦିଲ୍ଲୀ : ପିଆଇବି ଫ୍ୟାକ୍ଟ ଚେକ ୟୁନିଟ (ଏଫସିୟୁ), ୪୦ରୁ ଅଧିକ ସିରିଜ ଫ୍ୟାକ୍ଟ-ଚେକ ଦ୍ୱାରା ଭାରତରେ ମିଥ୍ୟା ଖବର ପ୍ରସାରଣ କରିଥିବା ୩ଟି ୟୁଟ୍ୟୁବ ଚ୍ୟାନେଲର ପର୍ଦ୍ଦାଫାସ କରିଛି । ଏହି ୟୁଟ୍ୟୁବ ଚ୍ୟାନେଲଗୁଡ଼ିକର ପାଖାପାଖି ୩୩ ଲକ୍ଷ ଉପଭୋକ୍ତା ଥିଲେ ଏବଂ ଏଗୁଡ଼ିକର ମିଥ୍ୟା ଖବର ସମ୍ପର୍କିତ ଭିଡ଼ିଓ ଗୁଡିକୁ ୩୦ କୋଟିରୁ ଅଧିକ ଥର ଦେଖାଯାଇଥିଲା । ପ୍ରଥମ ଥର ପାଇଁ ସୋସିଆଲ ମିଡିଆରେ ମିଥ୍ୟା ଖବର ଉପରେ ବ୍ୟକ୍ତିଗତ ପୋଷ୍ଟଗୁଡ଼ିକୁ ଦୃଷ୍ଟିରେ ରଖି ପିଆଇବି ତମାମ ୟୁଟ୍ୟୁବ ଚ୍ୟାନେଲଗୁଡ଼ିକର...

ଫଟୋ ସାମ୍ବାଦିକତା କ୍ଷେତ୍ରରେ ଇପିଏ ଅଦ୍ୱିତୀୟ

0

ଭୁବନେଶ୍ୱର : ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି (ଇପିଏ) କେବଳ ଓଡ଼ିଶା ନୁହେଁ ଭାରତବର୍ଷରେ ଫଟୋ ସାମ୍ବାଦିକତା କ୍ଷେତ୍ରରେ ଏକ ଅଦ୍ୱିତୀୟ ସଂସ୍ଥା । ସମ୍ବାଦ, ଫଟୋ ଏବଂ ଫଟୋ ଫିଚର ପାଇଁ ଏହା ଦେଶ ଓ ଦେଶ ବାହାରେ ଯଥେଷ୍ଟ ସୁନାମ ଅର୍ଜନ କରିଛି । ୧୯୮୪ ମସିହା ସେପ୍ଟେମ୍ବର ୧୭ ତାରିଖରେ ଗଠନ ହୋଇଥିବା ଏହି ସଂସ୍ଥା ବହୁ ଘାତ ପ୍ରତିଘାତ ଦେଇ ଚାଲି ଆସିଛି । ଏହି ସଂସ୍ଥାରୁ ପ୍ରଶିକ୍ଷଣ ନେଇ ଅନେକ ଫଟୋ ସାମ୍ବାଦିକ ବିଭିନ୍ନ ପ୍ରତିଷ୍ଠିତ ଖବରକାଗଜରେ ନିଜର...