Skill On Aussie Fashion
Bhubaneswar: Six first nation students from the Wadeye community in Victoria, Australia graduated from India's premier skill university Centurion University. These students have successfully completed a six month garment manufacturing skill course under "WADEYE Training Project" at Centurion University. The "WADEYE Training Project" is a six-month training project organized by Centurion University, Odisha, India to impart the technical skills required...
Singh Boosts Youth Mind
Patna:Raksha Mantri Rajnath Singh has called upon the young ignited minds of the country to come out with new ideas & innovations and help the Government in making India a developed nation by 2047 as envisioned by Prime Minister Narendra Modi. He was addressing the convocation ceremony of Gopal Narayan Singh University in Rohtas district of Bihar on June...
Bhima Bhoi Center For Research
Bhubaneswar: To promote the chronology of the works and study the development of spiritual vision of Bhima Bhoi, the State Government has decided to set up Bhima Bhoi Field Center to be set up at Kandhara and Khaliapalli. Department of Higher Education has also approved the project for establishment of the field center at Kandhara and Khaliapalli for studies and...
Agrawal Gets Higher Education
Bhubaneswar: Senior IAS Officer, Aravind Agrawal is appointed as the Secretary, Higher Education. 2007 Batch IAS Shri Agrawal is serving as Director,Social Welfare & ICDS In the Department of Women & Child Development. He is also Managing Director, Mahila Vikas Samabaya Nigam and Director Rural Development, The State Government on 9 June effected the reshuffle and appointed Shri Agrawal in the...
ଏମ୍ସ ଧର୍ମଶାଳା ଭୂତକୋଠି ହୋଇ ପଡିଛି
ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସକୁ ଚିକିତ୍ସାପାଇଁ ଆସୁଥିବା ରୋଗୀ ଓ ସେମାନଙ୍କ ଶହ ଶହ ସମ୍ପର୍କୀୟ ଖରା ବର୍ଷାରେ ସିଝୁଥିବାବେଳେ ଏମାନଙ୍କ ରହଣୀପାଇଁ ନାଲ୍କୋ ଅନୁଦାନରେ ବହୁ କୋଟି ଟଙ୍କା ବ୍ୟୟରେ ନିର୍ମିତ ସୁଉଚ୍ଚ ଧର୍ମଶାଳା ଭୂତକୋଠି ଭଳି ପଡିଛି । ଏହି ଧର୍ମଶାଳାର ନିର୍ମାଣକାମ ସରି ଏଠାରେ ଆସବାବପତ୍ର, ବିଦ୍ୟୁତ୍ ଓ ପାଣି ବ୍ୟବସ୍ଥା ଆଦି ସରିଥିଲେ ମଧ୍ୟ ନୂତନ ସୌଧଟି ଉଦଘାଟିତ ହୋଇପାରୁ ନଥିବାରୁ ତାହା ଦୀର୍ଘଦିନ ଧରି ଅବ୍ୟବହୃତ ହୋଇ ପଡିରହିଛି । ଏଠାରେ ଉଲ୍ଲେଖନୀୟ ଯେ ଏମ୍ସରେ ଉନ୍ନତମାନର...
ଏମ୍ଜି ନରେଗାରେ ୫୭ ଦିନର କାମ
ଭୁବନେଶ୍ୱର : ଗାଁ ଗହଳର ଲୋକଙ୍କ ହାତକୁ କାମ ଯୋଗାଇବାପାଇଁ କାର୍ଯ୍ୟକାରୀ ହେଉଥିବା ମହାତ୍ମା ଗାନ୍ଧୀ ଏନଆରଇଜିଏସ୍ ଯୋଜନାରେ ଲୋକଙ୍କୁ ମିଳୁଥିବା କାର୍ଯ୍ୟଦିବସ ହାର ବଢିବାରେ ଲାଗିଛି । ଜାତୀୟସ୍ତରରେ ଗୋଟିଏ ପରିବାରକୁ ବର୍ଷକୁ ହାରାହାରି ୫୦ଦିନ କାମ ଯୋଗାଇ ଦିଆଯାଉଥିବାବେଳେ ଓଡିଶାରେ ଏହା ପ୍ରାୟ ୫୭ଦିନ ରହିଛି । ୨୦୧୭-୧୮ ବର୍ଷରେ ଓଡିଶାରେ ଏମ୍ଜି ଏନ୍ଆରଇଜିଏସ୍ ଯୋଜନାରେ ସାମିଲ ହୋଇଥିବା ପରିବାରକୁ ବର୍ଷକୁ ହାରାହାରି ୪୦ ଦିନର କାମ ଯୋଗାଇ ଦିଆଯାଉଥିବାବେଳେ ୨୦୧୮-୧୯ ବର୍ଷରେ କିନ୍ତୁ ଏହା ହ୍ରାସ ପାଇ ହାରାହାରି ୩୮.୬୪...
ତାଲିମପ୍ରାପ୍ତ ଶିକ୍ଷକ ନିଯୁକ୍ତି ଜରୁରୀ
ଭୁବନେଶ୍ୱର : ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ପାଠ ପଢ଼ାଇବା ନିମନ୍ତେ ଦକ୍ଷ ଓ ତାଲିମପ୍ରାପ୍ତ ଶିକ୍ଷକଙ୍କ ଆବଶ୍ୟକତା ଜାରୁରୀ। ଶିକ୍ଷକ ନୂଆ ଜ୍ଞାନକୌଶଳ ବିଷୟରେ ଅବଗତ ହେବା ସହିତ ଉନ୍ନତ ମାନର ତାଲିମ ନନେଲେ ପିଲାଙ୍କୁ ସୃଜନଶୀଳ ଶିକ୍ଷାପ୍ରଦାନ ସମ୍ଭବ ନୁହେଁ। ତେବେ ପ୍ରାଥମିକ ସ୍ତରରେ ଶିକ୍ଷାଦାନ ବ୍ୟବସ୍ଥା ମଜଭୁତ କରିବାକୁ ହେଲେ ଶିକ୍ଷକ ତାଲିମ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ହେବବୋଲି ପ୍ରାଥମିକ ଶିକ୍ଷାର ବିକାଶ: ନବସୃଜନ ଓ ସୁଯୋଗ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ବହୁ ବିଶିଷ୍ଟ ବକ୍ତା ମତପୋଷଣ କରିଛନ୍ତି। ପିପୁଲସ...
ସେଣ୍ଟର ଅଫ୍ ଏକ୍ସଲେନ୍ସ ଉଦଘାଟିତ
ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଆଇଆଇଟି ଭୁବନେଶ୍ୱରରେ ଭର୍ଚ୍ଚୁଆଲ ଏବଂ ଅଗମେଣ୍ଟେଡ୍ ରିଆଲିଟି ସେଣ୍ଟର ଅଫ୍ ଏକ୍ସଲେନ୍ସ ଉଦଘାଟନ କରିଛନ୍ତି । ଏହା ସେଣ୍ଟର ବିଭିନ୍ନ କ୍ଷେତ୍ରରେ ଡିଜିଟାଲ ପରିବର୍ତ୍ତନ ତ୍ୱରାନ୍ୱିତ କରିବ ଓ ଆପ୍ଲିକେସନ୍ ଦ୍ୱାରା ପରିଚାଳିତ ଗବେଷଣାକୁ ପ୍ରୋତ୍ସାହନ ଦେବା ସହ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ସ୍ଥାପତ୍ୟ ଆଦି କ୍ଷେତ୍ରରେ ପରିବର୍ତ୍ତନ କରିବା ପାଇଁ...
କର୍କଟ ମୁକାବିଲା ପାଇଁ ସୋଆରେ ଗବେଷଣା ଜାରୀ
ଭୁବନେଶ୍ୱର : କର୍କଟ ରୋଗର ମୁକାବିଲା ନିମନ୍ତେ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଗବେଷକମାନେ ନୂତନ ଡ୍ରଗ୍ ଓ ଡାଏଗ୍ନୋଷ୍ଟିକ୍ ଟେକ୍ନିକ୍ସର ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଏହି ଗବେଷଣା କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ୪.୫୪ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶୁକ୍ରବାର ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ଗଣାଯାଉଥିବା ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ରେ ଆୟୋଜିତ ଏକ ତିନି ଦିନିଆ ଆନ୍ତର୍ଜାତିକ ସମ୍ମିଳନୀରେ...
Research On Cancer Drug
Bhubaneswar: Researchers are working to develop new drugs and diagnostic techniques to fight cancer and infectious diseases at Siksha ‘O’ Anusandhan (SOA) Deemed to be University here, counted among the top universities in the country, at its DBT BUILDER National Laboratory. “The research work has started for which Rs. 4.54 crore had been sanctioned by the Department of Biotechnology,” Prof....










