ଅମଲା ଆନ୍ଦୋଳନ ବାଧକ
ଭୁବନେଶ୍ୱର : ଚଳିତ ମାସ ୧୬ତାରିଖରୁ ମୋ ଘର ଯୋଜନାରେ ହିତାଧିକାରୀଙ୍କ ପାଇଁ ଆବେନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବାବେଳେ ସରକାରୀ କର୍ମଚାରୀଙ୍କ ଆନ୍ଦୋଳନ ଏ କ୍ଷେତ୍ରରେ ଅନ୍ତରାୟ ଉପୁଜାଇଲାଣି । ଅମଲାଙ୍କ ଆନ୍ଦୋଳନ ଯୋଗୁଁ ଲୋକେ ସେମାନଙ୍କର ଆୟ, ଜାତିଗତ ଓ ଭିନ୍ନକ୍ଷମ ଆଦି ପ୍ରମାଣପତ୍ର ସହଜରେ ପାଇପାରୁ ନାହାନ୍ତି । ମୋ ଘର ଯୋଜନାରେ ଆବେଦନ ପାଇଁ ହିତାଧିକାରୀଙ୍କ ଫଟୋ, ଆଧାରନମ୍ବର, କେୱାଇସିରେ ଭୋଟର/ପାନ୍/ଜବ କାର୍ଡ ଆବଶ୍ୟକ ହେଉଥିବାବେଳେ ଜମିପଟ୍ଟା ଓ ବ୍ୟାଙ୍କ ପାଶ୍ବୁକ୍ ସହିତ ଆୟ, ଜାତିଗତ ଓ ଆବଶ୍ୟକ...
ଲଢିପାରନ୍ତି ଲୋକସଭା ନିର୍ବାଚନ
ଭୁବନେଶ୍ୱର : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟସଭା ସଦସ୍ୟ ଥିବା ଅନ୍ୟୁନ ୧୦ଜଣ ମନ୍ତ୍ରୀଙ୍କ ସମେତ ୧୮ଜଣ ସାଂସଦ ୨୦୨୪ରେ ହେବାକୁ ଥିବା ସାଧାରଣ ନର୍ବାଚନରେ ଲୋକସଭା କିମ୍ବା ରାଜ୍ୟ ବିଧାନସଭା ପାଇଁ ପ୍ରତ୍ୟେକ୍ଷ ନିର୍ବାଚନ ଲଢି ପାରନ୍ତି । ଏଥିଲାଗି ରାଜ୍ୟସଭା ସଦସ୍ୟ ଥିବା ସମ୍ପୃକ୍ତ ନେତାମାନେ କ୍ଷେତ୍ର ପ୍ରସ୍ତୁତ କରୁଥିବା ଶୁଣିବାକୁ ମିଳୁଛି । ଧର୍ମେନ୍ଦ୍ର ପ୍ରଧାନ ପାଲଲହଡ଼ା ବିଧାନସଭା କ୍ଷେତ୍ରରୁ ଓଡ଼ିଶା ବିଧାନସଭାକୁ ପ୍ରଥମେ ନିର୍ବାଚିତ ହୋଇ ଆସିବାବେଳେ ତାଙ୍କ ପିତା ଡାକ୍ତର ଦେବେନ୍ଦ୍ର ପ୍ରଧାନ ଦେବଗଡ଼...
112 Cr For Mahima Peetha
Bhubaneswar: The World famous Mahima Gadi Peetha at Joranda in Dhenkanal district will be completely transformed under the 5T Initiative of the State Government with an investment of Rs 112 crore, thanks to V K Pandian, Secretary to CM. The entire area of the Mahima Gadi Peetha will be developed as a "Best Spiritual Center". On May 29, Secretary of...
ଗଞ୍ଜାମ ଜିଲ୍ଲାକୁ ଜାତୀୟ ଜଳ ପୁରସ୍କାର
ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ ୧୭ ଜୁନ୍ ୨୦୨୩ରେ ଜଳ ଶକ୍ତି ମନ୍ତ୍ରଣାଳୟର ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ (ଡିଓଡବ୍ଲ୍ୟୁଆର୍, ଆର୍ଡି ଏବଂ ଜିଆର୍) ଦ୍ୱାରା ବିଜ୍ଞାନ ଭବନ, ପ୍ଲେନାରୀ ହଲରେ ଆୟୋଜିତ ଏକ ପୁରସ୍କାର ବିତରଣ ସମାରୋହରେ ଚତୁର୍ଥ ଜାତୀୟ ଜଳ ପୁରସ୍କାର ପ୍ରଦାନ କରିବେ । ୧୧ ଟି ବର୍ଗକୁ ଅନ୍ତର୍ଭୁକ୍ତ କରି ଚତୁର୍ଥ ଜାତୀୟ ଜଳ ପୁରସ୍କାର, ୨୦୨୨ ପାଇଁ ବିଭାଗ ମିଳିତ ବିଜେତାଙ୍କ ସମେତ ମୋଟ ୪୧ ବିଜେତାଙ୍କ ନାମ...
ଖାଇବା ତେଲ ଦର କମିବ
ନୂଆଦିଲ୍ଲୀ : ଦେଶର ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ଖାଇବା ତେଲ ଯୋଗାଇ ଦେବାକୁ ସରକାର ତେଲ ଉପରୁ ମୌଳିକ ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି । ଏହି ମର୍ମରେ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁସାରେ ରିଫାଇନ୍ ହୋଇଥିବା ସୋୟାବିନ୍ ତେଲ ଓ ରିଫାଇନ ହୋଇଥିବା ସୂର୍ଯ୍ୟମୁଖୀ ତେଲ ଉପରୁ ମୌଳିକ ଆମଦାନୀ ଶୁଳ୍କକୁ ୧୭.୫% ଶତାଂଶରୁ ୧୨. ୫ ଶତାଂଶକୁ ହ୍ରାସ କରାଯାଇଛି । ଏହି ଆଦେଶ ତତ୍କାଳ...
Infra Gets Speed
New Delhi: Prime Minister, Narendra Modi has shared articles, graphics, videos and information about various growth and development initiatives that have shaped India’s unparalleled infrastructure landscape. The Prime Minister tweeted : "In #9YearsOfGatiAndPragati, we nurtured the roots of growth and development in India, shaping an infrastructure landscape that is unparalleled. Every sector has witnessed swift advancement, setting the stage for a...
Ganjam Bags Best Award
New Delhi: Vice President of India, Jagdeep Dhankhar will confer the 4th National Water Awards on 17 June, 2023 at an award distribution ceremony being organised at Plenary Hall, Vigyan Bhawan, New Delhi by the Department of Water Resources, River Development, and Ganga Rejuvenation (DoWR, RD &GR), Ministry of Jal Shakti. The Department has announced a total of 41 winners, including...
ସ୍ୱୟଂଶାସିତ କଲେଜର ଦୁର୍ବଳ ରାଙ୍କିଂ
ଭୁବନେଶ୍ୱର : ଓଡ଼ିଶା ସରକାର ୩୭ଟି କଲେଜକୁ ସ୍ୱୟଂଶାସିତ ମର୍ଯ୍ୟାଦା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ଗୋଟିଏ ହେଲେ ଉଚ୍ଚଶିକ୍ଷା ଅନୁଷ୍ଠାନ ‘ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁସନ ରାକିଂ ଫ୍ରେମ୍ ୱାର୍କ’ (ଏନ୍ଆଇଆର୍ଏଫ) ତାଲିକାରେ ସ୍ଥାନ ପାଇନାହାଁନ୍ତି । କେବଳ ଚଳିତ ବର୍ଷ ନୁହେଁ ଗତପ୍ରାୟ ୮ବର୍ଷ ଧରି ଓଡ଼ିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନମାନେ ଏହି ରାକିଂ ତାଲିକାରେ ସ୍ଥାନ ନପାଇବା ଘଟଣାରୁ ରାଜ୍ୟରେ ଉଚ୍ଚଶିକ୍ଷାର ସ୍ଥିତି ତୁଳନାତ୍ମକ ଭାବେ ଦୁର୍ବଳ ଥିବା ଜଣାପଡୁଛି । ରାଜ୍ୟ ସରକାର ଇତିମଧ୍ୟରେ କେତେ ଗୁଡିଏ ସ୍ୱୟଂଶାସିତ କଲେଜକୁ ବିଶ୍ୱ ବିଦ୍ୟାଳୟରେ ପରିଣତ...
ଅସନ୍ତୋଷ ବଢାଉଛି ଷ୍ଟ୍ରିଟ ଲାଇଟ୍ ମରାମତି
ଭୁବନେଶ୍ୱର : ଘନ ଘନ ବିଜୁଳି କାଟକୁ ନେଇ ରାଜ୍ୟ ରାଜନୀତି ସରଗରମ ହେଉଥିବାବେଳେ ବିଏମ୍ସିର ବିଜୁଳି ସେବା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ରାଜଧାନୀରେ ଷ୍ଟ୍ରିଟ୍ ଲାଇଟ୍ ଦାୟିତ୍ୱରେ ବିଏମ୍ସି ଥିବାବେଳେ ଦିନ ଦିନ ଏହାର ମରାମତି ହୋଇପାରୁ ନାହିଁ । ଗତ କିଛିଦିନ ଧରି ରାଜଧାନୀରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳୁଥିବାବେଳେ ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍ କଟି ଯାଉଛି । ତେବେ ଦିନ ଦିନ ଧରି ଏହାର ମରାତି ହୋଇପାରୁ ନାହିଁ ।...
Talk On Digital Economy
Pune: The Third Meeting of ‘G20 Digital Economy Working Group (DEWG)’ with the three days’ agenda concluded on 14 June. Agenda of the meeting included the Global DPI Summit and Global DPI Exhibition as the side events and closed-door meetings among the G20 delegates, invited countries and IOs on the priority areas.The Summit was attended by over 250 delegates...









