Raja in Full Swing

0

Bhubaneswar: Odia people residing in Odisha and outside the State have started celebrating the three-day long annual Raja Festival with much fun and fare.   Raja Parba or Mithuna Sankranti is a three-day-long festival and the second day signifies the beginning of the solar month of Mithuna from which the season of rains starts. Though celebrated all over the state it...

Season Of Protests

0

Bhubaneswar: Ahead of the crucial 2024 elections, all three major political parties in Odisha have started playing politics by stating protest over different public issues. Not it seems 'Season Of Protests' has unveiled, pointed out a political observer. The BJP Wednesday launched a two-day long protest before the offices of Tata Power in different places, while, countering BJP’s protest, the...

 ଗ୍ରିଡ଼କୋ ଅଫିସ ଘେରିବ କଂଗ୍ରେସ

ଭୁବନେଶ୍ୱର : ବାରମ୍ବାର ବାରମ୍ବାର ବିଦ୍ୟୁତ କାଟ ଏବଂ ଅହେତୁକ ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୯ ଜୁନରେ ପ୍ରଦେଶ କଂଗ୍ରେସ ରାଜ୍ୟ ଗ୍ରିଡ଼କୋ ଅଫିସ ସମ୍ମୁଖରେ ବିକ୍ଷୋଭର ନିଷ୍ପତି ନିଆଯାଇଛି ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଛନ୍ତି ।   ଶ୍ରୀ ପଟ୍ଟନାୟକ କହିଛନ୍ତି ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଆଣିବାରେ ଓଡ଼ିଶା ସାରା ଭାରତ ବର୍ଷର ପ୍ରଥମ ରାଜ୍ୟ । ମୂଳ ଉଦ୍ଦେଶ୍ୟ ଥିଲା ଓଡ଼ିଶାର ଜନସାଧାରଣଙ୍କୁ ଗୁଣାତ୍ମକ ଓ ସ୍ୱଳ୍ପ ଦରରେ ବିଦ୍ୟୁତ ଯୋଗାଇବା । କିନ୍ତୁ...

ବର୍ଷକରେ ୫୬ହଜାର ଅବକାରୀ ଘଟଣା

0

ଭୁବନେଶ୍ୱର : ଓଡିଶାରେ ଗତ ଆର୍ଥିକ ବର୍ଷରେ ପ୍ରାୟ ୫୬ହଜାର ଚୋରା ନିଶା କାରବାର ଘଟଣା ଅବକାରୀ ବିଭାଗର ଦୃଷ୍ଟିକୁ ଆସିଥିବାବେଳେ ଏ ପ୍ରସଙ୍ଗରେ ପାଖପାଖି ୪୫ହଜାର ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅବକାରୀ ମାମଲାରେ ୨୦୧୭-୧୮ବର୍ଷରେ ୧୮,୨୧୬ଜଣ ଗିରଫ ହୋଇଥିବାବେଳେ ଏହି ସଂଖ୍ୟା ୨୦୧୯-୨୦ବର୍ଷରେ ୨୦,୮୬୩ ଥିଲା । ତେବେ ୨୦୨୧-୨୨ ବର୍ଷରେ ଚୋରା ନିଶା କାରବାର ଅଭିଯୋଗରେ ୩୪,୪୬୬ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଗତ ଆର୍ଥିକବର୍ଷରେ କିନ୍ତୁ ଏହି ସଂଖ୍ୟା ୪୫ହଜାରକୁ ଟପିଛି । ଏଠାରେ ଉଲ୍ଲେଖନୀୟ ଯେ ୨୦୧୭-୧୮ବର୍ଷରେ ଅବକାରୀ ବିଭାଗର...

ହେକ୍ଟର ପ୍ରତି ୧୨.୧୭ ଟନ୍‍ ମୃତ୍ତିକା କ୍ଷୟ

ଭୁବନେଶ୍ୱର : ରାଜ୍ୟରେ ବର୍ଷକୁ ହେକ୍ଟର ପ୍ରତି ହାରାହାରି ୧୨.୧୭ ଟନ୍‍ ମୃତ୍ତିକା କ୍ଷୟ ହେଉଛି । ଏପରିକି କେତେକ ସ୍ଥରେ ହେକ୍ଟର ପ୍ରତି ୮୦ଟନ୍‍ରୁ ଅଧିକ ମୃତ୍ତିକା କ୍ଷୟ ହେଉଛି । ଏହାର ନିରାକରଣ ଲାଗି ଗତ ୧୦ବର୍ଷ ମଧ୍ୟରେ ୩ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଲାଣି । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ହେକ୍ଟର ପ୍ରତି ୫ ପ୍ରତିଶତରୁ କମ୍‍ ମୃତ୍ତିକା କ୍ଷୟ ଦ୍ୱାରା ପ୍ରଭାବିତ ହେଉଥିବା ଜମିର ପରିମାଣ ୭୭.୨୬ଲକ୍ଷ ହେକ୍ଟର ହୋଇଥିବାବେଳେ ୭.୫ ଟନ୍‍ ମୃତ୍ତିକା କ୍ଷୟ...

Move To Cool Wheat Price

0

New Delhi: In a move to moderate the price of Wheat and ensure easy availability in the market, Secretary Food and Public Distribution, Sanjeev Chopra today met with Food Secretaries of States through VC.  In course of the meeting, Wheat Stock Limit Order Notified on 12.06.2023 and its compliance, was discussed in detail. The meeting comes a day after...

ଅଭିଯୋଗ ପୋର୍ଟାଲ ୯୦ ଦିନ ଖୋଲା

ଭୁବନେଶ୍ୱର : କାଳିଆ ହିତାଧିକାରୀ କୃଷକମାନଙ୍କ ହିତକୁ ଦୃଷ୍ଟିରେ ରଖି କାଳିଆ ସହାୟତା ଅନ୍‌ଲାଇନ୍‌ ଅଭିଯୋଗ ପୋର୍ଟାଲ ଖୋଲା ରହିବାର ପଦ୍ଧତିରେ ପରିବର୍ତ୍ତନ କରାଯିବା ସହିତ ସମୟସୀମାକୁ ବୃଦ୍ଧି କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅନୁମୋଦନ କ୍ରମେ ଏ ସଂପର୍କିତ ସଂଶୋଧିତ ଆଦେଶନାମା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଜାରି କରାଯାଇଛି । ସଂଶୋଧିତ ଆଦେଶନାମାରେ ୨୦୨୧ ମଇ ୫ ତାରିଖରେ ଜାରି କରାଯାଇଥିବା ଅଦେଶନାମାକୁ ସଂଶୋଧନ...

ପ୍ରଧାନମନ୍ତ୍ରୀ ବାଣ୍ଟିଲେ ନିଯୁକ୍ତିପତ୍ର

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରାୟ ୭୦,୦୦୦ ନିଯୁକ୍ତିପତ୍ର ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନର ନବନିଯୁକ୍ତଙ୍କୁ ବାଣ୍ଟିଛନ୍ତି । ଦେଶବ୍ୟାପୀ ବଛାଯାଇଥିବା ନବନିଯୁକ୍ତମାନେ ସରକାରଙ୍କ ବିଭିନ୍ନ ବିଭାଗ ଯଥା- ଆର୍ଥିକ ସେବା ବିଭାଗ, ଡାକ ବିଭାଗ, ବିଦ୍ୟାଳୟ ଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ରାଜସ୍ୱ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆଣବିକ ଶକ୍ତି ବିଭାଗ, ରେଳ ମନ୍ତ୍ରଣାଳୟ, ହିସାବ ଓ ଲେଖା ବିଭାଗ ଏବଂ ସୌରାଷ୍ଟ୍ର ମନ୍ତ୍ରଣାଳୟ ଇତ୍ୟାଦିରେ ଯୋଗଦେବେ । ସମବେତ...

ରାଜଭବନ ସମ୍ମୁଖରେ ଧାରଣା ଦେବ ବିଜେଡି

ଭୁବନେଶ୍ୱର : ରନ୍ଧନ ଗ୍ୟାସ ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଯେଭଳି ଅହେତୁକ ଦରବୃଦ୍ଧି ଘଟୁଛି ଏବଂ ଏହାକୁ ହ୍ରାସ ପାଇଁ ବାରମ୍ବାର ଦାବି କରାଗଲେ ସୁଦ୍ଧା କେନ୍ଦ୍ର ସରକାର ନିରବ ରହୁଛନ୍ତି ତାହାର ପ୍ରତିବାଦରେ ବୁଧବାର ପୂର୍ବାହ୍ନ ୧୦ଘଟିକା ସମୟରେ ରାଜଭବନ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ଧାରଣା ଦିଆଯିବ ବୋଲି ବିଜେଡି ମୁଖପାତ୍ର ଶ୍ରୀମତୀ ଶ୍ରୀମୟୀ ମିଶ୍ର ସୂଚନା ଦେଇଛନ୍ତି । ଆଜି ଏଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀମତୀ ମିଶ୍ର କହିଛନ୍ତି ଯେ ରନ୍ଧନ ଗ୍ୟାସର ଦରବୃଦ୍ଧି ଯୋଗୁଁ...

CM Favors Timely Rath Jatra

Puri: Chairing a high-level Rath Jatra coordination meeting, Chief Minister Naveen Patnaik on Tuesday sought cooperation from all for timely conduct of all rituals of Mahaprabhu Lord Jagannath and his sibling deities during the Rath Jatra. Secretary to CM V K Pandian coordinated the Meeting. Shri Patnaik reviewed the preparedness made by different departments for smooth conduct of the annual...