ଟଙ୍କା ଖର୍ଚ୍ଚ ନେଇ ଚିନ୍ତାରେ ସରକାର
ଭୁବନେଶ୍ୱର : ବଜେଟ୍ରେ ରାଜ୍ୟ ସରକାର ଅଧିକ ଅର୍ଥ ବ୍ୟବସ୍ଥା କରୁଥିବାବେଳେ ବିଭାଗଗୁଡିକ ଆଶାନୁରୂପ ଭାବେ ବ୍ୟୟ କରୁନଥିବା ଯୋଗୁଁ ଏହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଟଙ୍କା ଖର୍ଚ୍ଚ ନହେବା ସରକାରଙ୍କ ପାଇଁ ନୂଆ ସମସ୍ୟା ବି ଆଣି ଦେଉଛି । ସଦ୍ୟତମ ଅର୍ଥନୈତିକ ସମୀକ୍ଷାରୁ ଜଣାପଡିଛି ଯେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଗତବର୍ଷ ଅପେକ୍ଷା ଏବର୍ଷ ଅଧିକ ପୁଞ୍ଜିର ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ଏହି କ୍ଷେତ୍ରରେ ଅର୍ଥ ବ୍ୟୟ କମ୍ ହୋଇଛି । ଗତ ଆର୍ଥିକ...
ପାନୀୟ ଜଳରେ ଫ୍ଲୋରାଇଡ୍ ଓ ନାଇଟ୍ରେଟ
ଭୁବନେଶ୍ୱର : ରାଜ୍ୟର କେତେକ ଜିଲ୍ଲାରେ ଲୋକେ ପିଉଥିବା ପାଣିରେ ଫ୍ଲୋରାଇଡ୍ ସମେତ ଲୌହ, ଲବଣ ଓ ନାଇଟ୍ରେଟ ଭଳି ରସାୟନିକ ସାମଗ୍ରୀ ରହିଛି । ତେବେ ସବୁଠାରୁ ଅଧିକ ସ୍ଥାନରେ ପାନୀୟଜଳରେ ଲୌହ ଅଂଶ ଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ୮ଟି ଜିଲ୍ଲାରେ ଥିବା ୩୬ଟି ଜନବସତିରେ ଲୋକେ ପିଉଥିବା ପାଣିରେ ଫ୍ଲୋରାଇଡ୍ ଥିବା ପରୀକ୍ଷାରୁ ଜଣାଯାଇଛି । ସେହିଭଳି ୧୯ଟି ଜିଲ୍ଲାର ୧୯୧୧ଟି ଜନବସତିରେ ଜଳରେ ଲୌହ ଅଂଶ ଠାବ ହୋଇଥିବାବେଳେ ତିନିଟି ଜିଲ୍ଲାରେ ଲବଣାଂଶ ଓ...
ଜାନୁଆରୀ ୫ରୁ ଧଉଳିରେ ବର୍ଦ୍ଧିତ ଫି
ଭୁବନେଶ୍ୱର : ଧଉଳି ଶାନ୍ତିସ୍ତୂପକୁ ଯାତାୟତ କରୁଥିବା ଯାନବାହନ ପାଇଁ ଟୋଲ ଫି ଦେୟ ବୃଦ୍ଧି ଆଗାମୀ ଜାନୁଆରୀ ୫ତାରିଖ,୨୦୨୩ରୁକାର୍ଯ୍ୟକାରୀ କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ଅନୁସାରେ ଧଉଳି ଶାନ୍ତିସ୍ତୁପ ପରିସରକୁ ଆସୁଥିବା ପ୍ରତି ଅଟୋ ରିକ୍ସା ପାଇଁ ବର୍ତ୍ତମାନର ଥିବା ଟୋଲ ଫି ୧୫ଟଙ୍କାରୁ ୨୦ ଟଙ୍କା, ୫-ସିଟ୍ ବିଶିଷ୍ଟ କାର ପାଇଁ ୩୦ ଟଙ୍କାରୁ ୪୦ ଟଙ୍କା ବୃଦ୍ଧି ହୋଇଥିବା ବେଳେ ୭ ସିଟ୍ ବିଶିଷ୍ଟ ଇନୋଭା ଏବଂ ସେହିଭଳି ଯାନ ପାଇଁ ଏହା ୫୦ ଟଙ୍କାରୁ ୬୦...
ବର୍ଜ୍ୟ ପ୍ଲାଷ୍ଟିକ ବ୍ୟବହାର ଉତ୍ସାହ ଜନକ ନୁହେଁ
ଭୁବନେଶ୍ୱର : ସଡକ ନିର୍ମାଣରେ ବର୍ଜ୍ୟ ପ୍ଲାଷ୍ଟିକର ବ୍ୟବହାର ଓଡିଶାରେ ସେତେଟା ଉତ୍ସାହ ଜନକ ହେଉନାହିଁ । ପଡୋଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ ଏ କ୍ଷେତ୍ରରେ ଓଡିଶା ଠାରୁ ବହୁ ଆଗରେ ରହିଛନ୍ତି । ସଡକ ନିର୍ମାଣ କ୍ଷେତ୍ରରେ ବର୍ଜ୍ୟ ପ୍ଲାଷ୍ଟିକ ବ୍ୟବହାର ଲାଗି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି । ତଦନୁଯାୟୀ ବର୍ଜ୍ୟ ପ୍ଲାଷ୍ଟିକ ସମେତ ଅନ୍ୟାନ୍ୟ ବର୍ଜ୍ୟ ଯଥା ତାପଜ କେନ୍ଦ୍ରରୁ ବାହାରୁ ଥିବା ପାଉଁଶ, ଲୁହା ଏବଂ ଇସ୍ପାତରୁ ବାହାରୁଥିବା ବର୍ଜ୍ୟ,...
ବିଶ୍ୱବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧୀନ ବିଶ୍ୱବିଦ୍ୟାଳୟ ଗୁଡିକରେ ଏବେ ହଜାରେରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡିଛି । ନିୟମିତ ନିଯୁକ୍ତି ଓ ପଦୋନ୍ନତି ଦିଆଯାଉନଥିବାରୁ ଏବେ ବିଶ୍ୱ ବିଦ୍ୟାଳୟ ଗୁଡିକ ପାଇଁ ଠିକା ଶିକ୍ଷକ ଭରସା । ଓଡିଶାରେ ଥିବା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ଓ ଇଗ୍ନୁରେ ଅବସ୍ଥା ଅତି ସାଙ୍ଘାତିକ । ପ୍ରାକ୍ ସ୍ୱାଧୀନତା କାଳରେ ଓଡିଶାରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ଥିଲା ଏକମାତ୍ର ବିଶ୍ୱବିଦ୍ୟାଳୟ । ପରବର୍ତ୍ତୀ ସମୟରେ ବ୍ରହ୍ମପୁର ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସହିତ ଓଡିଶା...
Politically Hot 2023
Bhubaneswar: Nobody actually knows whether the general elections for the ensuing Lok Sabha and Odisha Legislative Assembly will be held in 2023 instead of its original schedule of 2024. However, the stage is already set and the captains of both the warring parties have already blown the poll bugles. There should be no doubt that 2023 will be a...
Proper Fund Use Plea
Bhubaneswar: Vishal Dev, Principal Secretary Finance has advised All Administrative Departments for proper utilization of the Supplementary Budget. Mr.Dev has advised all administrative departments to give priority to spending on creation of capital assets and social sector. Writing a letter to all departments, Mr.Dev said priority should be given to expedite expenditure in respect of capital outlay for creation of capital...
BJD Leaders Get New Jobs
Bhubaneswar: Governing Biju Janata Dal (BJD) President Naveen Patnaik Saturday reconstituted Chairmen to different Corporations, Members to Western Odisha Development Council in different districts and other party posts including the Media. According to a press release issued by the party’s Organisational Secretary Pranab Prakash Das, Subash Chandra Patra has been appointed the Chairman of Odisha Pisciculture Development Corporation while Mahendra...
Brahma Mishra In FICCI Team
Bhubaneswar: Ace Industry Leader, Brahma Mishra has been invited to join in the Executive Committee of Federation of Indian Chambers of Commerce and Industry (FICCI). Mr.Mishra, whose is spearheading causes of Industry and Trade in general and MSME Sector in particular has richly contributed to the development of the sector. Naturally recognizing his contributions to the growth of trade and industry...
ରକ୍ତ ଶିକୁଳୀ ନିରାକରଣ ପାଇଁ ସ୍ବତନ୍ତ୍ର ପଦକ୍ଷେପ
ଭୂବନେଶ୍ବର : ଉତ୍ତମ ଜନସ୍ବାସ୍ଥ୍ୟ ଦିଗରେ ଅନ୍ୟଏକ ପଦକ୍ଷେପ ସ୍ବରୁପ ସରକାର ରକ୍ତ-ଶିକୁଳୀ (ସିକିଲ୍ ସେଲ୍) ରୋଗର ନିରାକରଣ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନେଇଛନ୍ତି । ଆଜି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ ଏକ କାର୍ଯ୍ୟାଳୟ ଆଦେଶନାମାରୁ ଏହା ଜଣାପଡିଛି । ଏ ବିଷୟରେ ସୁଚନା ଦେଇ ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ୍ କହିଥିଲେ ଯେ ରକ୍ତ-ଶିକୁଳୀ (ସିକିଲ୍ ସେଲ୍) ରୋଗ ନିରାକରଣ ନିମନ୍ତେ ରାଜ୍ୟରୁ ବ୍ଲକ୍ ସ୍ତର ପର୍ଯ୍ୟନ୍ତ ଆନୁଷ୍ଠାନିକ ବ୍ୟବସ୍ଥା କରିବା ପାଇଁ ରାଜ୍ୟ...










