ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସମୀକ୍ଷା
ପୁରୀ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀମତି ଶାଳିନୀ ପଣ୍ଡିତ ଆଜି ପୁରୀ ଗସ୍ତ କରି ମହାପ୍ରଭୁଙ୍କ ଚଳିତବର୍ଷ ରଥଯାତ୍ରା ନିମନ୍ତେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ନବଯୌବନ ଦର୍ଶନ ଠାରୁ ଶ୍ରୀଗୁଣ୍ଡିଚା ଏବଂ ବାହୁଡା ସରିବା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ଯୋଗାଣ ନିଶ୍ଚିତ କରାଇବା ପାଇଁ ଆଗୁଆ ପୂର୍ଣ୍ଣ ପ୍ରସ୍ତୁତି ରେ ରହିବା ପାଇଁ ଶ୍ରୀମତୀ ପଣ୍ଡିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକ ରେ ମୁଖ୍ୟତଃ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ...
ସମ୍ରେ ଜାତୀୟ ଟିବି ନିରାକରଣ କାର୍ଯ୍ୟକ୍ରମ
ଭୁବନେଶ୍ୱର : ପୂର୍ବାଂଚଳ ନିମନ୍ତେ ଜାତୀୟ ଟିବି ନିରାକରଣ କାର୍ଯ୍ୟକ୍ରମର ଦୁଇ ଦିନିଆ ଜୋନାଲ୍ ଟାକ୍ସଫୋର୍ସ ବୈଠକ ଆସନ୍ତା ୧୮ ଓ ବ୯ ତାରିଖ ଦୁଇ ଦିନ ଧରି ଇନ୍ଷ୍ଟିୁଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ରେ ଆୟୋଜିତ ହେବ । ଦେଶରେ ଟିବି ଭଳି ବ୍ୟାଧିକୂ ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ମୁଳୋତ୍ପାଟନ କରିବା ଲକ୍ଷ୍ୟ ନେଇ ଜାତୀୟ ସ୍ତରରେ ଯୋଜନାମୂଳକ କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ବୈଠକ ବେଶ ଗୁରୁତ୍ୱ ବହନ କରେ ବୋଲି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ପଲ୍ମୁନାରୀ...
PM To Flag Off VB Express
Bhubaneswar: Prime Minister Narendra Modi will flag off the first Vande Bharat Express (VB) Train from Puri to Howrah route on May 18. Shri Modi will launch the high-speed train service through videoconferencing mode from New Delhi while Governor Ganeshi Lal, Chief Minister Naveen Patnaik, Union Education Minister Dharmendra Pradhan and Union Railway Minister Ashwini Vaishnaw will be present at...
PACS On Chadha Scanner
Bhubaneswar: Ahead of beginning of the Kharif crop season, Principal Secretary Co-operation, Sanjeev Kumar Chadha on Wednesday asked all his Divisional Deputy Registrar of Cooperative Societies (DRCSs) and Assistant Registrar of Cooperative Societies (ARCSs) to make field visits to PACS and LAMPCS on campaigning mode to monitor their activities. Writing a letter to all DRCSs and ARCSs, Shri Chadha said...
ଚିଟ୍ଫଣ୍ଡ ମାମଲା ସରିବ କେବେ ?
କଟକ : ଜମା ଅର୍ଥ ଫେରିପାଇବା ଆଶାରେ ବାରଦ୍ୱାର ଶୁଣ୍ଢିପିଣ୍ଡା ହୋଇ ଅନେକ ଚିଟ୍ଫଣ୍ଡ ଜମାକାରୀଙ୍କ ଇତିମଧ୍ୟରେ ମୃତ୍ୟୁ ହୋଇ ସାରିଥିଲେ ବି ସୁଧ ତ ଦୂରର କଥା ବହୁ ଜମାକାରୀ ମୂଳଅର୍ଥ ମଧ୍ୟ ଫେରସ୍ତ ପାଇପାରିନାହାଁନ୍ତି । ଅର୍ଥନୈତିକ ଅପରାଧ ଶାଖା, କ୍ରାଇମ୍ବ୍ରାଞ୍ଚ, ଓଡ଼ିଶା ପୁଲିସ ସମେତ ସିବିଆଇ ଭଳି ସଂସ୍ଥା ଚିଟ୍ଫଣ୍ଡ କେଳେଙ୍କାରୀର ତଦନ୍ତ ପ୍ରାୟ ୧୩ବର୍ଷ ଧରି ଚଳାଇଥିଲେ ବି ଖୁବ୍କମ୍ ମାମଲାର ସମାପ୍ତି ଘଟିଛି । ସଂଖ୍ୟାଧିକ ମାମଲା ଏବେବି ଅଦାଲତରେ ଗଡୁଛି । କେବଳ ସେତିକି ନୁହେଁ...
ସ୍ମାର୍ଟ ହେବ ପ୍ରାଥମିକ ବିଦ୍ୟାଳୟ
ଭୁବନେଶ୍ୱର : ରାଜ୍ୟର ୬୯୭୪ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ‘ସ୍ମାର୍ଟ’ ହେବ । ହାଇସ୍କୁଲ ରୂପାନ୍ତରଣ ପରେ ପ୍ରାଥମିକ ବିଦ୍ୟାଳୟର ରୂପାନ୍ତରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର (ଓକାକ) ସହାୟତାରେ ୬୯୭୪ ବିଦ୍ୟାଳୟର ୧୩,୯୪୮ଟି ଶ୍ରେଣୀଗୃହକୁ ସ୍ମାର୍ଟ କରିବାକୁ ସ୍ଥିର କରିଛନ୍ତି । ଏଥିପାଇଁ ସ୍ମାର୍ଟ ଶ୍ରେଣୀଗୃହ ଲାଗି ଫ୍ଲାଟ ପ୍ୟାନେଲ ଓ କଣ୍ଟେଟ ଷ୍ଟୋରେଜ ସହିତ ସଫ୍ଟୱେର ବିତରଣ ପାଇଁ...
Transformation Of 7K Schools
Bhubaneswar: After transforming High Schools, the State Government has now initiated steps to set up smart classrooms in 6,974 elementary and secondary schools across the State. According to official sources, the School and Mass Education Department has decided to set up 13,948 smart classrooms in 6,974 elementary and secondary schools with the support of Odisha Computer Application Centre (OCAC). For this...
Odisha To Attract Investors
Bhubaneswar: In their continuing effort to be the investment destination of choice for domestic and global investors, the Government of Odisha is going to host Odisha Investors’ Meet in Bengaluru on 17-18 May 2023 with a special focus on the Textiles, Apparel & Technical Textiles Sector. A senior Government of Odisha delegation led by Pradeep Kumar Jena, Chief Secretary, Hemant...
ବି.ଏସ୍.କେ.ୱାଇ. ରେ ସାମିଲ ହେଲେ ୬୮୧ ହସ୍ପିଟାଲ
ଭୁବନେଶ୍ୱର : ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ନିମନ୍ତେ ଓଡିଶା ସରକାରଙ୍କ ଅନନ୍ୟ ପ୍ରଚେଷ୍ଟା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ.) ୬୮୧ ଟି ଘରୋଇ ସୁପର ସ୍ପେସାଲିଟି ହସ୍ପିଟାଲ ସାମିଲ୍ ହୋଇଛନ୍ତି । ଯୋଜନାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ାକ୍ତର ବୃନ୍ଦା ଡ଼ି. ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆନ୍ତରୀଣ ସମୀକ୍ଷାରୁ ଏହା ଜଣାପଡିଛି । ଚଳିତ ମାସ ସୁଦ୍ଧା ଏହି ଯୋଜନାରେ ୬୮୧ ଟି ଘରୋଇ ସୁପର ସ୍ପେସାଲିଟି ହସ୍ପିଟାଲ ସାମିଲ୍ ହୋଇଛନ୍ତି । ତାଲିକାଭୁକ୍ତ ହସ୍ପିଟାଲ୍ ମଧ୍ୟରୁ ୫୫୫ ଟି ଓଡ଼ିଶାରେ...
କଲମ୍ବୋରେ ସୋଆ ସମ୍ମାନିତ
ଭୁବନେଶ୍ୱର : ଜାତୀୟ ସ୍ତରୀୟ ବୃତିଗତ ଅନୁଷ୍ଠାନ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂ (ଆଇଆଇଆଇଇ) ପକ୍ଷରୁ ଶ୍ରୀଲଙ୍କାର କଲମ୍ବୋରେ ନିକଟରେ ଆୟୋଜିତ ଏହାର ୨୩ତମ ସିଇଓ ସମ୍ମିଳନୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ସମ୍ମାନଜନକ “ପରଫର୍ମାନ୍ସ ଏକ୍ସିଲେନ୍ସ ଆୱାର୍ଡ”ରେ ସମ୍ମାନିତ କରାଯାଇଛି । ସୋମବାର ଆଇଆଇଆଇଇ ଜାତୀୟ କାଉନ୍ସିଲ୍ର ଅଧ୍ୟକ୍ଷ ଡକ୍ଟର ଅମୀୟ ବେହେରା ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଏଠାରେ ଭେଟି ଏହି ସମ୍ମାନ ପ୍ରଦାନ କରିଛନ୍ତି । କାର୍ଯ୍ୟଧାରାରେ ଶ୍ରେଷ୍ଠତା ହାସଲ କରିବାର ଲକ୍ଷ୍ୟ ନେଇ ଅବିରତ...










