ରକ୍ତ ଭଣ୍ଡାର ସ୍ଥିତି ସୁଧୁରିଲା
ଭୁବନେଶ୍ୱର : ବାଲେଶ୍ୱର ରେଳ ଦୁର୍ଘଟଣାରେ ଆହତ ଚିକିତ୍ସାଲାଗି ଲୋକେ ସ୍ୱତଃସ୍ପୁର୍ତ୍ତ ଭାବେ ରକ୍ତଦାନ ପାଇଁ ଆଗେଇ ଆସିବାରୁ ଏବେ ତିରୋଟ ସମୟରେ ରକ୍ତଭଣ୍ଡାର ସ୍ଥିତି ସୁଧୁରିବାରେ ଲାଗିଛି । ଖୋଦ କ୍ୟାପିଟାଲ ହସ୍ପିଟାଲରେ ଥିବା ରକ୍ତଭଣ୍ଡାରରେ ତିନି ଦିନରେ ୮୦୦ ୟୁନିଟ୍ ରକ୍ତ ପହଞ୍ଚିଛି । ଜାରି ରହିଥିବା ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ରକ୍ତଦାନ ଧିମେଇ ଯାଇଥିବାରୁ ରାଜ୍ୟର ପ୍ରମୁଖ ରକ୍ତଭଣ୍ଡାରଗୁଡିକରେ ରକ୍ତ ସଙ୍କଟ ପରିଲକ୍ଷିତ ହୋଇଥିଲା । ଅବସ୍ଥା ଏଭଳି ହୋଇଥିଲା ଯେ ଥାଲାସେମିଆ ଆକ୍ରାନ୍ତଙ୍କୁ ମଧ୍ୟ ରକ୍ତ...
କୃଷିଜାତ ସାମଗ୍ରୀ ରପ୍ତାନିରେ ପଛୁଆ
ଭୁବନେଶ୍ୱର : ବିଦେଶକୁ କୃଷିଜାତ ସାମଗ୍ରୀ ରପ୍ତାନି କରିବାରେ ଓଡିଶା ପଡୋଶୀ ରାଜ୍ୟମାନଙ୍କ ଠାରୁ ଢେର ପଛରେ ପଡିଛି । ଏପରିକି ଏ କ୍ଷେତ୍ରରେ ଛତିଶଗଡ ଆମ ରାଜ୍ୟ ଠାରୁ ଆଗରେ ରହିଛି । କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟର ସୂଚନା ଅନୁଯାୟୀ ୨୦୨୧-୨୨ ବର୍ଷରେ ଭାରତରୁ ମୋଟ୍ ୫୦,୨୦୮ନିୟୁତ ଆମେରିକୀୟ ଡଲାର ମୂଲ୍ୟର କୃଷିଜାତ ସାମଗୀ ବିଦେଶକୁ ରପ୍ତାନି ହୋଇଥିବାବେଳେ ଏହିବର୍ଷ ଓଡିଶାରୁ ରପ୍ତାନି ହୋଇଥିବା ଏହି ଜାତୀୟ ସାମଗ୍ରୀର ପରିମାଣ ଥିଲା ୭୧୫.୬୬ ନିୟୁତ ଡଲାର । ତେବେ ସେହିବର୍ଷ...
ମୋଟ ମୃତକଙ୍କ ସଂଖ୍ୟା ୨୮୮
ଭୁବନେଶ୍ୱର : ବାଲେଶ୍ୱର ବାହାନଗା ଠାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ସଂପର୍କରେ ଜିଲ୍ଲାପାଳ, ବାଲେଶ୍ୱରଙ୍କ ଠାରୁ ମିଳିଥିବା ଶେଷ ତଥ୍ୟ ଅନୁସାରେ ଏହି ସଂଖ୍ୟା ୨୮୮ ବୋଲି ଜଣାପଡିଛି । ଗତକାଲି ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୭୫ ବିବରଣୀ ଦିଆଯାଇଥିଲା । ପ୍ରଥମେ ରେଳ ଟ୍ରାକରୁ ୩୦ ମିଟର, ପରେ ୭୦ ମିଟର ଓ ଏହା ପରେ ୨୦୦ ଫୁଟ ପର୍ଯ୍ୟନ୍ତ ଦୁର୍ଘଟଣା ସ୍ଥାନର ପୁଙ୍ଖାନୁପୁଙ୍ଖ ତନଖି ଏବଂ ଯାଂଚ, ହସ୍ପିଟାଲର କର୍ତ୍ତୃପକ୍ଷଙ୍କ ସୂଚନା ଆଧାରରେ ଜିଲ୍ଲାପାଳ ଚୂଡାନ୍ତ ରିପୋର୍ଟରେ ମୃତକଙ୍କ...
ଆହତଙ୍କ ପାଇଁ ୨୨ଲକ୍ଷ ୫୦ହଜାର ସହାୟତା
ଭୁବନେଶ୍ୱର : ବାଲେଶ୍ୱର ବାହାନଗାଠାରେ ଘଟିଥିବା ରେଳ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ ପରିପ୍ରେକ୍ଷୀରେ ଓଡିଶା ପ୍ରାଣୀ ସଂପଦ ସେବା ସଂଘ ତରଫରୁ ୨୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି । ସଂଘର କର୍ମକର୍ତ୍ତାମାନେ ଆଜି ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିଏହି ସହାୟତା ରାଶି ଚେକ୍ ଆକାରରେ ପ୍ରଦାନ କରିଛନ୍ତି । ସେହିଭଳି ରାଜ୍ୟ ସଚିବାଳୟ ସେବା ସଂଘ ତରଫରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦୁଇ ଲକ୍ଷ ପଚାଶ...
ଜନ ଔଷଧି କେନ୍ଦ୍ର ଖୋଲିବାକୁ ପାକ୍ସକୁ ଅନୁମତି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ୨୦୦୦ ପ୍ରାଥମିକ କୃଷି ଋଣ ସମବାୟ ସମିତି (ପାକ୍ସ) କୁ ସାରା ଦେଶରେ ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଖୋଲିବା ଲାଗି ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ସହିତ ରସାୟନିକ ଓ ସାର ମନ୍ତ୍ରୀ ଶ୍ରୀ ମନସୁଖ ଏସ ମାଣ୍ଡଭୀୟଙ୍କ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରଧାନ ମନ୍ତ୍ରୀ ଭାରତୀୟ...
Train Tragedy Toll 288
Bhubaneswar: After compiling detailed death figures of different hospitals and districts, the final death toll in the Bahanaga train tragedy stood at 288, Chief Secretary Pradeep Kumar Jena said here on Tuesday. Speaking to reporters, Shri Jena said, “We have asked the Balasore Collector to compile the details of bodies recovered from the tracks, who died in the hospitals and...
Remote Sensing Talk@SOA
Bhubaneswar: Subjects such as application of remote sensing in predicting high-impact extreme weather events in India were discussed at the two-day workshop organised by the Institute of Electrical and Electronic Engineers (IEEE) –Geosciences and Remote Sensing Society (GRSS), Kolkata chapter, at SOA Deemed to be University which concluded on Saturday. The workshop aimed to explore the various facets of remote...
Suriname Honors Prez Murmu
New Delhi: President of India, Droupadi Murmu was conferred with the highest civilian honour of Suriname ‘Grand Order of the Chain of the Yellow Star’ by the President of Suriname. In her acceptance remarks, the President of India thanked President of Suriname Chandrikapersad Santokhi and Government of Suriname for bestowing upon her this honour. She said that this recognition holds immense significance, not...
Behera For RRR Policy
Paradip: For the protection of the environment, IT and Sports Minister Tusharkanti Behera called upon every individual to adopt RRR policy (Recycle, Reduce, Reuse) to curb pollution. Shri Behera was speaking at Biju Convention Centre, Paradip on the occasion of World Environment Day, 2023 on Monday organized by leading NGO, Nature Care Initiative. Shri Behera attended the event as Chief Guest...
ଆରମ୍ଭ ହେଲା ସିବିଆଇ ତଦନ୍ତ
ବାଲେଶ୍ୱର: ରେଳବାଇ ବୋର୍ଡର ନିର୍ଦ୍ଦେଶ ପାଇବା ପରେ ମାତ୍ର ଦୁଇ ଦିନ ପରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ବାହାନଗା ରେଳ ଦୁର୍ଘଟଣାସ୍ଥଳରେ ପହଞ୍ଚି ୨୭୮ ଜଣଙ୍କର ମୃତ୍ୟୁ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି । ରବିବାର ଦିନ ରେଳବାଇ ବୋର୍ଡ ଏହି ଦୁଃଖଦ ଦୁର୍ଘଟଣାର ସିବିଆଇ ଯାଞ୍ଚ ପାଇଁ ସୁପାରିଶ କରିଥିଲା ଏବଂ ସୋମବାର ସନ୍ଧ୍ୟାରେ ୧୦ ଜଣିଆ ସିବିଆଇ ଟିମ୍ ବାଲେଶ୍ୱରରେ ପହଞ୍ଚିଥିଲେ । ମଙ୍ଗଳବାର ସକାଳେ ସିବିଆଇ ଟିମ୍ ଏହି ମାମଲାର ତଦନ୍ତ ଆରମ୍ଭ କରିଛି...









