ବିଦ୍ୟୁତ ବିଭାଗ ସମ୍ବେଦନହୀନ
ଭୁବନେଶ୍ୱର : ଅସହ୍ୟ ଗରମ ଓ ଗୁଳୁଗୁଳି ରାଜ୍ୟବାସୀଙ୍କୁ ଯେତେ କଷ୍ଟ ଦେଇନାହିଁ, ତାହଠୁ ଅଧିକ ନିର୍ଯ୍ୟାତନା ଦେଉଛି ଅଘୋଷିତ ବିଜୁଳି କାଟ୍ । ଗ୍ରାମାଂଚଳଠାରୁ ଆରମ୍ଭ କରି ସହରାଂଚଳ ପର୍ଯ୍ୟନ୍ତ ଅଘୋଷିତ ବିଜୁଳି କାଟ୍ କାୟା ବିସ୍ତାର କରିସାରିଛି । ଏଭଳି ସମୟରେ ରାଜ୍ୟ ଶକ୍ତି ବିଭାଗ ମନ୍ତ୍ରୀ ପ୍ରତାପ ଦେବଙ୍କ ଅଯୌାକ୍ତିକ ବକ୍ତବ୍ୟ ଓ ଆଚରଣ ସମସ୍ତଙ୍କୁ ଆଚମ୍ବିତ କରିଛି । ଅଘୋଷିତ ବିଜୁଳି କାଟ୍କୁ ନେଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଘର ସମେତ ସଚିବାଳୟ, ବିଧାନସଭା, କ୍ୟାପିଟାଲ ହସପିଟାଲ...
iGOT Karmayogi Brings Opportunity
New Delhi: Prime Minister, Narendra Modi inaugurated the first-ever National Training Conclave at the International Exhibition and Convention Centre, Pragati Maidan, New Delhi. Prime Minister's address was replete with many anecdotes and stories emanating from his rich political and administrative experience. By giving such examples in his address, he emphasised the importance of aspects like service orientation of government work,...
Keonjhar Gets 5T Boost
Keonjhar: Secretary to Chief Minister, VK Pandian is on a two-day visit to Keonjhar district from Saturday. He is on a visit to the mineral-rich district to assess various ongoing projects and engage with the local people and stakeholders. On the first day, he visited locations in Patna, Champua, Joda, and Keonjhar Sadar block to monitor and assess various developmental initiatives. He...
Monsoon To Delay
Bhubaneswar: The Southwest Monsoon has set in over Kerala on June 8, 2023, against the normal date of June 1. So, the monsoon is likely to delay reaching Odisha, IMD said on Saturday. Director General of IMD Mrutyunjay Mohapatra told the media that sweltering heat and high humidity usually prevail before the arrival of monsoon. “The southwest monsoon normally arrives in...
220 Ton Ganja Destroyed
Bhubaneswar: Odisha Police has destroyed a record 220 tons (2, 20,000 Kg) of seized Ganja (marijuana/cannabis) in 1434 cases and more than 78 kg of brown sugar/heroin in 129 cases during the last one year. The narcotic items were destroyed following strict rules and regulations. The STF of Odisha Police on Friday described the year as one of the successful...
ଜନ ଔଷଧିର ବିକ୍ରି ବଢୁଛି
ଭୁବନେଶ୍ୱର : ଲୋକଙ୍କୁ ସୁଲଭ ଦରରେ ଔଷଧ ଯୋଗାଣ ପାଇଁ କେନ୍ଦ୍ର ସରକାର ଜନ ଔଷଧି ଉପରେ ଅଧିକ ଗୁରୁତ୍ୱ ଦେଉଥିବାବେଳେ ଓଡିଶାରେ ଏହାର ବିକ୍ରି ବଢି ବଢି ଚାଲିଛି । ରାଜ୍ୟରେ ଜନ ଔଷଧି କାରବାର ୨୦୨୧-୨୨ରେ ୩୧ କୋଟି ଟଙ୍କା ଅତିକ୍ରମ କରିଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ୨୦୧୯-୨୦ରେ ଓଡିଶାରେ ୧୮.୬୬ କୋଟି ଟଙ୍କାର ଜନ ଔଷଧି କାରବାର ହୋଇଥିବାବେଳେ ୨୦୨୦-୨୧ ଏହା ୨୬.୩୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ତେବେ ୨୦୨୧-୨୨ ବର୍ଷରେ ରାଜ୍ୟରେ ଜନ...
ରାଜଧାନୀରେ ଜାଇକା ଯନ୍ତ୍ରଣା
ଭୁବନେଶ୍ୱର : କଟକ ମହାନଗରବାସୀ ଦୀର୍ଘବର୍ଷ ଧରି ଭୋଗୁଥିବା ଜାଇକା ଯନ୍ତ୍ରଣା ରୋଗ ଏବେ ରାଜଧାନୀ ଭୁବନେଶ୍ୱରରେ ସଂକ୍ରମିତ ହେବାରେ ଲାଗିଛି । ଡ୍ରେନେଜ, ସ୍ୱରେଜ ସମସ୍ୟା ସହ ଘନ ଘନ ବିଜୁଳି କାଟ୍ ଓ ଲୋ ଭୋଲଟେଜ୍ ସମସ୍ୟା ରାଜଧାନୀବାସୀଙ୍କ ଜନଜୀବନକୁ ଦୁର୍ବିସହ କରିଦେଉଛି । ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ କହୁଥିଲେ ଯେ ମୌସୁମୀ ଆସିବା ପୂର୍ବରୁ ସମସ୍ତ ନାଳ ନର୍ଦ୍ଦମା କାମ ଶେଷ ହେବ । ଏହା ସତ୍ୱେ ଏବେ ବି ରାଜଧାନୀର ବହୁ ଅଞ୍ଚଳରେ ଡ୍ରେନ ମୁକୁଳା...
ଆଚାର୍ଯ୍ୟ ଦେବଙ୍କ ୫୬ତମ ଜନ୍ମ ଦିବସ ପାଳିତ
ଭୁବନେଶ୍ୱର : ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଙ୍କ ୫୬ତମ ଜନ୍ମ ଦିବସ ପାଳନ ଉପଲକ୍ଷେ କିଛି ଗୁରୁଭାଈଙ୍କ ସହିତ ମିଶି ସ୍ଥାନୀୟ ରଘୁନାଥ ପୁର ଅଞ୍ଚଳ ରେ ଏକ ବୃଦ୍ଧା ଶ୍ରମ ରେ ଅନ୍ତେବାସୀ ମାନଙ୍କୁ ଫଳ ବଣ୍ଟନ କରାଯାଏ, ପଶୁ ପକ୍ଷୀ ମାନଙ୍କ ପାଇଁ ଶ୍ରୀ ଶ୍ରୀ ଶିଖର ଚଣ୍ଡୀ ପାହାଡ ରେ ମାଂକଡ, ଗାଈ, ଷଣ୍ଢ କୁକୁର, ଏବଂ ପକ୍ଷୀ ମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଏ।ଶ୍ରୀ କୃପାନିଧି ବିଶ୍ଵାଳ, ଶ୍ରୀ ଅଭୟ କୁମାର ପରିଡ଼ା, ଶ୍ରୀ ଅଲେଖ ଚନ୍ଦ୍ର ଚକ୍ର,...
ଦେବଗଡବାସୀଙ୍କୁ ଫମ୍ପା ପ୍ରତିଶୃତି
ଭୁବନେଶ୍ୱର : ଓଡିଶା ବିଜେପିର ଜଣେ ବରିଷ୍ଠ ନେତା ଆଜି ଦେଓଗଡ ଗସ୍ତରେ ଯାଇ ଗ୍ରାମାଞ୍ଚଳ ଗୃହ ବିଷୟରେ କହିଥିଲେ ଯାହା ଅତ୍ୟନ୍ତ ବିଡମ୍ବନାର ବିଷୟ । ଦିଲ୍ଲୀର ମାନ୍ୟବର କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ଭେଟି ଓଡିଶା ପାଇଁ ସାତ ଲକ୍ଷ ପିଏମଏୱାଇ ଗୃହକୁ ବିଜେପି ସାଂସଦମାନେ କାହିଁକି ଷଡଯନ୍ତ୍ର କରି ଅଟକାଇଥିଲେ ତାହା ଏହି ନେତାଜଣଙ୍କ ସ୍ପଷ୍ଟ କରିବା ଉଚିତ୍ । ବିଗତ ୯ ବର୍ଷରେ, ଏହି ନେତା ଜଣଙ୍କ ଦେବଗଡକୁ କେତେ ବିକାଶମୂଳକ ପ୍ରକଳ୍ପ ଆଣିଛନ୍ତି, ଦେବଗଡରେ ନେତା କେତେ...
ଓଡିଶା ଗସ୍ତରେ ତାମିଲନାଡୁର ପୌର ପ୍ରଶାସନ
ଭୁବନେଶ୍ୱର : ତାମିଲନାଡୁ ସରକାରଙ୍କ ଏକ ୧୫ ଜଣିଆ ଟିମ୍ ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଏମଏସ୍ଜି, ଏସ୍ଡିଏ ଏବଂ କିନ୍ନରମାନଙ୍କ ସହିତ ଗୋଷ୍ଠି ସହଭାଗିତାରେ ଏଫ୍ଏସ୍ଟିପି ପରିଚାଳନା ବ୍ୟବସ୍ଥାର ଅନୁଧ୍ୟାନ ସହିତ ସେମାନଙ୍କ ସହ ଆଲୋଚନା କରିଛନ୍ତି । ତାମିଲନାଡୁ ପୌର ପ୍ରଶାସନର ଅତିରିକ୍ତ କମିଶନର ଶ୍ରୀ ଆର ଲଲିତାଙ୍କ ନେତୃତ୍ୱରେ ଆସିଥିବା ଏହି ଟିମରେ ଅତିରିକ୍ତ ନିର୍ଦ୍ଦେଶକ ଗ୍ରାମୀଣ ବିକାଶ (ଜି) ଶ୍ରୀ ପ୍ରଶାନ୍ତ ଏମ.ଏସ୍, ଆଦି ରହିଛନ୍ତି । ସେମାନେ ମଧ୍ୟ ଜଳ ସାଥୀ, ୨୪ ଘଣ୍ଟିଆ ଟ୍ୟାପ...










