ଜଗତସିଂହପୁର ପାଇଁ ଶିଳ୍ପ ଯୋଜନା

0

ଭୁବନେଶ୍ୱର : ସବୁଠାରୁ ବେଶି ପୁଞ୍ଜି ନିବେଶ ହେଉଥିବା ଜଗତ୍‍ସିଂହପୁର ଜିଲ୍ଲାରେ ପ୍ରଥମଥର ପାଇଁ ବାର୍ଷିକ କାର୍ଯ୍ୟାନ୍ୱୟନ ଯୋଜନା ପ୍ରସ୍ତୁତ କରାଯାଇଛି । ଏଥିରେ ଉଭୟ କ୍ଷୁଦ୍ର, ମଧ୍ୟମ ଓ ବୃହତ୍‍ ଶିଳ୍ପମାନଙ୍କୁ ଯେଭଳି ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯାଇ ପାରିବ ସେଥିପାଇଁ ବ୍ୟବସ୍ଥା ହୋଇଛି । ପାଖାପାଖି ଲକ୍ଷେ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପାଇଁ ଶିଳ୍ପପତିମାନେ ଜଗତସିଂହପୁର ଜିଲ୍ଲାକୁ ଆଖିଆଗରେ ରଖିଥିବାବେଳେ ରାଜ୍ୟ ସରକାର ଏହି ଜିଲ୍ଲାରେ ପ୍ରାୟ ସାଢେ ତିନି ହଜାର ଏକର ଜମି ଶିଳ୍ପସଂସ୍ଥାମାନଙ୍କ ପାଇଁ...

ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’

0

ପାରାଦୀପ : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ଏଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଅନୁଷ୍ଠିତ ହୋଇଯାଇଛି । ପାରାଦୀପ ବନ୍ଦର ପ୍ରାଧିକରଣର ଅଫିସର୍ସ କ୍ଲବ ଠାରେ ଆୟୋଜିତ ଏହି କର୍ମଶାଳାରେ ପାରାଦୀପ ବନ୍ଦରର ଅଧ୍ୟକ୍ଷ ଶ୍ରୀ ପି.ଏଲ ହରନାଧ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ବନ୍ଦର ପରିଚାଳନା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି ବୋଲି ଶ୍ରୀ ହରନାଧ କହିଛନ୍ତି,...

ପ୍ରଦୀପ ଜେନା ନୂଆ ମୁଖ୍ୟ ଶାସନ ସଚିବ

0

ଭୁବନେଶ୍ୱର : ୧୯୮୯ ବ୍ୟାଚ୍‍ର ବରିଷ୍ଠ ଆଇଏଏସ୍‍ ଅଫିସର ପ୍ରଦୀପ କୁମାର ଜେନା ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ବିଧିବଦ୍ଧ ଭାବେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ ରାଜ୍ୟ ଉନ୍ନୟନ କମିଶନର ଓ ସ୍ୱତନ୍ତ୍ର ରିଲିଫ କମିଶନର ଭାବେ ଦାୟିତ୍ୱ ତୁଲାଉଥିବା ଶ୍ରୀ ଜେନା ଆଗାମୀ ମାର୍ଚ୍ଚ ପହିଲାରେ ରାଜ୍ୟର ନୂତନ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ । ବର୍ତ୍ତମାନର...

Pradeep Jena; New CS

0

Bhubaneswar: Top Mandarin Pradeep Kumar Jena has been appointed as new Chief Secretary of Odisha. Department of General Administration and Public Grievances have brought out a notification in this regard on 26 February. While Shri Jena has been appointed as Chief Secretary, 1991 Batch IAS Anu Garg has been appointed as Development Commissioner.Shrimati Garg is now ACS Water Resources. However in...

ବାୟୋଟେକ୍ନୋଲୋଜିରେ ନିବେଶ ପାଇଁ ନିମନ୍ତ୍ରଣ

0

ଭୁବନେଶ୍ୱର : ରାଜ୍ୟରେ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ନିମନ୍ତେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପୁଞ୍ଜିନିବେଶକ ତଥା ବିଭିନ୍ନ ଶିଳ୍ପୋଦ୍ୟୋଗୀଙ୍କୁ ଅନୁରୋଧ ଜଣାଇଛନ୍ତି । ହାଇଦ୍ରାବାଦରେ ଅନୁଷ୍ଠିତ ଆନ୍ତର୍ଜାତିକ ସମ୍ମିଳନୀ ‘ବାୟୋ-ଏସିଆ’ର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା ରାଜ୍ୟ ସରକାରଙ୍କ ପକ୍ଷରୁ ବାୟୋଟେକ୍ନୋଲୋଜି ବିକାଶ ନିମନ୍ତେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ଉପରେ ବିସ୍ତୃତ ସୂଚନା ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଶିଳ୍ପ ନୀତିରେ...

Maldives Gold For Panigrahi

0

Bhubaneswar: Ace Hotelier Salil Panigrahi has been conferred ‘Maldives President’s Tourism Gold Award’ for his exemplary contributions to the island nation’s tourism sector. Shri Panigrahi is the Managing Director of Atmosphere Hotels & Resorts, Maldives. This recognition marks a moment of pride for Shri Panigrahi and the entire team of Atmosphere Hotels & Resorts. Shri Panigrahi is a proud Indian who is...

PM Lauds Kamala

0

New Delhi: Prime Minister Narendra Modi lauded 'Waste to Wealth' efforts by Kamala Maharana, an entreprising lady from Odisha. Participating in 'Mann K Baat' program he said 'Waste to Wealth' is also an important dimension of the Swachh Bharat Abhiyan. Kamala Maharana, a sister from Kendrapada district of Odisha, runs a Self Help Group (SHG). The women of this group...

Saffron Smells Blood

0

Bhubaneswar: Killing of  Naba Kisore Das has turned out to be a ‘Changing Agent’ in Odisha Politics. While Governing Biju Janata Dal (BJD) lost a ‘Field Marshal’ in Western Odisha, this horrible incident has emboldened Opposition Bharatiya Janata Party (BJP) in smelling blood. The old ally of the regional BJD has stepped up its agitation and this time, the BJP’s...

Plan For Futuristic Revenue

0

Bhubaneswar: Ace Financial Analyst, Rajib Sekhar Sahoo has advised the State Government to go for ‘Futuristic Revenue Generation’ approach. While State Government has been able to receive wider appreciation for its ‘Prudent Financial Management’, it needs to revisit its Revenue Generation Policy, opined Shri Sahoo, known for his financial acumen. Shri Sahoo said that Odisha is among the handful of State...

ବୁଲା କୁକୁର କେଉଁଠାକୁ ଯିବେ

0

ଭୁବନେଶ୍ୱର : ବୁଲା କୁକୁରମାନଙ୍କୁ ହଟାଇବାପାଇଁ ପଦକ୍ଷେପ ନେବାକୁ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ପଶୁସମ୍ପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କଡା ନିର୍ଦ୍ଦେଶ ଦେବାପରେ ଏବେ ଏହି ଜନ୍ତୁମାନଙ୍କୁ କିଭଳି ଓ କେଉଁଠାକୁ ହଟାଯିବ ସେଥିଘେନି ଦ୍ୱନ୍ଦ ଉପୁଜିଛି । ପଶୁପ୍ରେମୀ ସମାଜସେବୀମାନେ ଏଭଳି ନିର୍ଦ୍ଦେଶ ଅବାସ୍ତବ ବୋଲି ଉଲ୍ଲେଖ କରିବା ସହ ଅନ୍ୟ ଜୀବମାନଙ୍କ ଭଳି ବୁଲା କୁକୁରମାନଙ୍କର ମଧ୍ୟ ବଞ୍ଚି ରହିବାର ଅଧିକାର ରହିଛି ଏବଂ ଏ ସଂକ୍ରାନ୍ତରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଥିବା କୁହାଯାଉଛି । ଏଠାରେ ଉଲ୍ଲେଖନୀୟ ଯେ ହାଇଦ୍ରାବାଦରେ...