India Shines In Global Economy
New Delhi: Prime Minister Narendra Modi said, “Today India is being called the bright spot of the global economy.” He also highlighted that India is presiding over G-20 and also attracted the highest FDI in the country in the year 2021-22. The Prime Minister, while addressing the Post Budget Webinar on the subject of ‘Enhancing Efficiency of the Financial...
Mantra For Ama Hospitals
Bhubaneswar: With an aim to enhance the quality of health care services in the facilities covered under Ama Hospital program, the State Government has asked all District Collectors and Municipal Commissioners to implement seven best practices in these hospitals. Health and Family Welfare Secretary Shalini Pandit has recently written a letter to all Collectors and Municipal Commissioners, in this regard. It...
NCST Seeks Tribal Report
Bhubaneswar: National Commission for Schedule Tribe (NCST) has asked the State Government to submit its Detailed Report on various issues relating to development of tribal population within a period of one month. The Commission led by Chairperson Harsh Chouhan along with Member Ananta Nayak, Secretary Alka Tiwari and other team members on Monday held a State-level review meeting with the...
State Moots Shakti Bazars
Bhubaneswar: In a move towards upgradation of women SHGs to small and medium enterprises (SMEs), the State Government has decided to set up 500 Mission Shakti Bazars across the State in the next five years. This was informed to the media during the Post-Budget press conference jointly addressed by Mission Shakti Minister Basanti Hembram and Secretary Sujata R. Karthikeyan....
ପ୍ରଶଂସା ସାଉଁଟିବ ଓଡିଶା
ଭୁବନେଶ୍ୱର : ନୂଆ ପାଞ୍ଜିର ଆକଳନ ଅନୁଯାୟୀ ୨୦୨୩-୨୪ ବର୍ଷରେ ଉନ୍ନୟନମୂଳକ କାମ ଯୋଗୁ ଓଡ଼ିଶା ପ୍ରଶଂସା ସାଉଁଟିବ ଏବଂ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ପରିବହନ ଆଦି କ୍ଷେତ୍ରରେ ବିବିଧ ଉନ୍ନୟନମୂଳକ ଯୋଜନା ତୃଣମୂଳସ୍ତରକୁ ଲାଭଦାୟକ ହେବ । ଏଭଳି ଭବିଷ୍ୟବାଣୀ କରାଯାଇଛି ଓଡ଼ିଶା କୋହେନୂର ପ୍ରେସ ପଞ୍ଜିକାରେ । ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ୮୮ବର୍ଷ ଧରି ପ୍ରଚଳିତ ଓଡ଼ିଶାର ସର୍ବପରିଚିତ, ବହୁ ପୁରାତନ, ସୁପ୍ରିତିଷ୍ଠିତ ଓ ବିଶୁଦ୍ଧ ପଞ୍ଜିକା ଭାବେ ଗଣାଯାଉଥିବା ଏହି ପଞ୍ଜିକାରେ ଦର୍ଶାଯାଇଛି ଯେ ଏହି ବର୍ଷରେ ନାରୀ...
ଜନପଥରେ ପାର୍କିଂ ପାଇଁ ହଟହଟା
ଭୁବନେଶ୍ୱର : ସ୍ମାର୍ଟ ଜନପଥର ପାର୍କିଂ ସ୍ଥଳ ଏବେ ବ୍ୟବସାୟୀଙ୍କ କବଳରେ । ଏଠାରେ ପାର୍କିଂସ୍ଥଳ ସଙ୍କୁଚିତ ହୋଇଥିବାବେଳେ ଯେତିକି ବି ସ୍ଥାନ ରହିଛି ସେଠାରେ ସାଧାରଣ ଲୋକଙ୍କ ପାଇଁ ଗାଡି ରଖିବାକୁ ସ୍ଥାନ ଟିକେ ମିଳୁନାହିଁ । ବାଣୀବିହାରରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ଲମ୍ବିଛି ସ୍ମାର୍ଟ ଜନପଥ । ଦୁଇ ପାଶ୍ୱର୍ରେ ପାର୍କିଂ ପାଇଁ ସ୍ଥାନ ଛାଡିବା ସହିତ ଚଲାପଥ, ସାଇକେଲ ଟ୍ରାକ ଆଦି ରହିଛି । ଏଥି ସହିତ ରାସ୍ତାପାଶ୍ୱର୍ରେ ସ୍ମାର୍ଟ କିଓସ୍କୋ ତିଆରି ହୋଇଥିବା ଏକାଧିକ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି...
ଗ୍ରୀଷ୍ମ ପ୍ରଦାହ ସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସନ୍ତା ଗ୍ରୀଷ୍ମ ଋତୁରେ ଗ୍ରୀଷ୍ମ ପ୍ରଦାହ ପ୍ରସ୍ତୁତିର ସମୀକ୍ଷା ଲାଗି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଆସନ୍ତା କିଛି ମାସ ପାଇଁ ଭାରତୀୟ ପାଣିପାଗ ବିଭାଗର (ଆଇଏମଡି)ର ପାଣିପାଗ ପୂର୍ବାନୁମାନ ଏବଂ ସାଧାରଣ ମୌସୁମୀର ସମ୍ଭାବନା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା । ରବି ଫସଲ ଉପରେ ପାଣିପାଗର ପ୍ରଭାବ ଏବଂ ପ୍ରମୁଖ ଫସଲର ଆଶା କରାଯାଉଥିବା ଅମଳ ବିଷୟରେ ତାଙ୍କୁ ଅବଗତ କରାଯାଇଥିଲା । ଜଳସେଚନ ପାଇଁ ଜଳ...
ଅନାଥ ଶିଶୁଙ୍କୁ ସାହାରା ହେଲେ ମୁଖ୍ୟ ସଚିବ
ଭୁବନେଶ୍ୱର : ବାପା ମା’ ଛେଉଣ୍ଡ ତିନି ଅନାଥ ଶିଶୁଙ୍କ ଦୁଃଖ କଥା ଗଣମାଧ୍ୟମରୁ ଜାଣିବାମାତ୍ରେ ତୁରନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ବଲାଙ୍ଗିର ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ପରାମର୍ଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଟିମ୍, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଲମ୍ବୋଦର ଦୀପ୍ ଓ ସ୍ଥାନୀୟ ପାଟଣାଗଡ ବି.ଡି.ଓ ସୁମନ୍ତ କୁମାର ପ୍ରମୁଖ ମୁଣ୍ଡୋମହୁଲ ପଂଚାୟତର ରାଣୀଦର୍ହ ଗ୍ରାମକୁ ଯାଇ ବାପା-ମା...
ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ବିଜେପି
ଭୁବନେଶ୍ୱର : ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ବହୁଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ତଦନ୍ତରେ ଶିତିଳତା ଓ ଅସ୍ପଷ୍ଟତା ଏବଂ ଆନ୍ଦୋଳନକାରୀ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କ ଉପରେ ପୋଲିସର ଜୁଲମ୍ ଓଡିଶାର ଜନମାନସକୁ ବିଚଳିତ କରିଛି । ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଆଜି ବିଜେପି ବିଧାୟକ ଓ ନେତୃବୃନ୍ଦ ମାନ୍ୟବର ରାଜ୍ୟପାଳଙ୍କୁ ଭେଟିଛନ୍ତି । ଗତ କିଛି ଦିନ ତଳେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ସ୍ପଷ୍ଟ ଦିବାଲୋକରେ, ବିଚ୍ ରାସ୍ତାରେ ଜଣେ ପୋଲିସ ଏଏସ୍ଆଇ ହତ୍ୟା କରିବା ଭଳି ସଙ୍ଗୀନ...
ମହିଳାଙ୍କ ଜୀବନ ବଦଳାଇଛି ମିଶନ ଶକ୍ତି
ଭୁବନେଶ୍ୱର : ମିଶନ ଶକ୍ତି ଆଜି ଓଡ଼ିଶାର ୭୦ ଲକ୍ଷରୁ ଅଧିକ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି । ଏଥି ନିମନ୍ତେ ମହିଳାମାନଙ୍କୁ ୬ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀରେ ସଂଗଠିତ କରି ରୋଜଗାରଭିତ୍ତିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ସରକାରୀ ଯୋଜନାରେ ସଂପୃକ୍ତ କରାଇ ସଶକ୍ତ କରାଯାଉଛି । ନିରନ୍ତର ଆର୍ଥିର୍କ ସହାୟତା, ଦକ୍ଷତା ବିକାଶ ତାଲିମ ଏବଂ ନୂତନ ଜୀବିକାର ରାହା ଦେଖାଇ ରାଜ୍ୟ ସରକାର ପ୍ରତ୍ୟେକ ମହିଳାଙ୍କ ମନରେ ଆତ୍ମବିଶ୍ୱାସ ଏବଂ ଗର୍ବର ଭାବନା ସୃଷ୍ଟି କରିଛନ୍ତି ବୋଲି ମହିଳା...









