ପଞ୍ଚାୟତ ପାଇଁ ୪୦୦୦ କୋଟି

0

ଭୁବନେଶ୍ୱର : ରାଜ୍ୟ ସରକାର ତାଙ୍କର ନିଜସ୍ୱ ପାଣ୍ଠି ରୁ ଆର୍ଥିକ ବର୍ଷ ୨୦୨୩ -୨୦୨୪ ରେ  ଏକ ନୂତନ ରୂପରେଖ “ଆମ  ଓଡିଶା ନବୀନ ଓଡିଶା”  ନାମକ ଅଭିନବ ପ୍ରୟାସ ଉପରେ ରାଜ୍ୟ କ୍ୟାବିନେଟ ମୋହର ମାରିଛି । ଏହା “ଆମ ଗାଁ ଆମ ବିକାଶ” ର ପରିବର୍ତ୍ତିତ ରୂପ । ନୂତନ ପ୍ରୟାସର ମୁଖ୍ୟ ଉଦ୍ଦେଶ୍ୟ ଗ୍ରାମାଞ୍ଚଳର ଭିତ୍ତିଭୂମି ବୃଦ୍ଧି କୁ ତ୍ୱରାନ୍ୱିତ କରିବା ସହିତ ରାଜ୍ୟର ସମୃଦ୍ଧ ଜଗନ୍ନାଥ ସଂସ୍କୃତି, ଐତିହ ଓ ପରମ୍ପରା ବୋଲି ସୂଚନା ଦେଇଛନ୍ତି ମୁଖ୍ୟ...

ଶିଶୁ ଶରୀରରୁ ବାହାରିଲା ମେନିନ୍‌ଗୋମାଇଲୋସିଲ୍

0

ଭୁବନେଶ୍ୱର : ଜନ୍ମଗତ ତ୍ରୁଟି ଯୋଗୁଁ ୮ ମାସର ଶିଶୁର ପିଠିରେ ମେନିନ୍‌ଗୋମାଇଲୋସିଲ୍ ଯୋଗୁଁ ସୃଷ୍ଟି ହୋଇଥିବା ବିଶାଳ ମାଂସପିଣ୍ଡୁଳାକୁ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ ଶରୀରରୁ ବାହାର କରିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନ୍ୟୁରୋସର୍ଜନ । ଏହି ଆକାରର ବିଶାଳ ମାଂସପିଣ୍ଡୁଳା ସୃଷ୍ଟି ହେବା ବିଶ୍ୱର ପ୍ରଥମ ବୋଲି କୁହାଯାଉଛି । ଶିଶୁଟିର ପିଠିରେ ୪୩୦୦ ସ୍କୋୟାର ସେମି ଭଲ୍ୟୁମର ବିଶାଳ ମାଂସପିଣ୍ଡୁଳା ସୃଷ୍ଟି ହୋଇଥିଲା ଯାହାକୁ କି ଜାଏଂଟ ମେନିନ୍‌ଗୋମାଇଲୋସିଲ୍ କୁହାଯାଏ । ଶିଶୁଟିକୁ ଧରି...

ଜୁଲାଇ ତୃତୀୟ ସପ୍ତାହରେ ଲଘୁଚାପ

ଭୁବନେଶ୍ୱର : ଓଡ଼ିଶାରେ ଯଦିଓ ମୌସୁମୀ ଦୁର୍ବଳ ରହିଛି ବଙ୍ଗୋପସାଗରରୁ ଉପକୂଳ ଆଡକୁ ଦକ୍ଷିଣ-ପୂର୍ବ ପବନର ପ୍ରବାହ ଯୋଗୁଁ ଜୁଲାଇ ୧୧ ରୁ ୧୩ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ସୋମବାର ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ଏକ ବୁଲେଟିନ୍‌ରେ କୁହାଯାଇଛି । ପରିବେଶରେ ପର୍ଯ୍ୟାପ୍ତ ପରିମାଣର ଜଳୀୟ ବାଷ୍ପ ରହିଥିବାରୁ ଏବଂ ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ ଗୁଳୁଗୁଳି ଯୋଗୁଁ ମୌସୁମୀ ଦୁର୍ବଳ ହୋଇ ରାଜ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେଉଛି...

Odisha Unveils RuUrban Policy

0

Bhubaneswar: Chief Minister, Naveen Patnaik, has approved "Odisha Rural-Urban Transition Policy", a visionary policy under 5T Governance aimingat removing the rural-urban divide in providing essential urban infrastructure, amenities and services to all citizens residing in the fast growing rural areas adjoining the cities. This is a first of its kind policy, which intends to introduce a series of progressive...

ଗ୍ରାମୀଣ ସହରୀ ରୂପାନ୍ତରଣ ନୀତି ଅନୁମୋଦିତ

0
Naveen Patnaik Photo

ଭୁବନେଶ୍ବର  : ସହରଗୁଡିକ ସହିତ ଲାଗିଥିବା ଗ୍ରାମୀଣ ଅଞ୍ଚଳଗୁଡିକର ଦ୍ରୁତ ଅଭିବୃଦ୍ଧି ଜନିତ ଗ୍ରାମାଞ୍ଚଳ ଓ ସହର ମଧ୍ୟରେରେ ଉପୁଜୁଥିବା ପାର୍ଥକ୍ୟ ଅତିକ୍ରମ କରି ସମସ୍ତ ନାଗରିକ ମାନଙ୍କୁ ଅତ୍ୟାବଶକୀୟ ସହରୀ ଭିତ୍ତିଭୂମି ଏବଂ ସେବା  ଯୋଗାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ “ଓଡିଶା ଗ୍ରାମୀଣ ସହରୀ ରୂପାନ୍ତରଣ ନୀତି" କୁ ଅନୁମୋଦନ କରିଛନ୍ତି। ଏଭଳି ନୀତି ପ୍ରଣୟନ କରିବାରେ ଓଡିଶା ପ୍ରଥମ । ବର୍ତ୍ତମାନର ଗ୍ରାମୀଣ ଅଞ୍ଚଳକୁ ସହରାଞ୍ଚଳ ଭାବରେ ବିଜ୍ଞାପିତ କରିବା ପ୍ରଚଳିତ ପ୍ରଣାଳୀ ରାଜନୈତିକ ଏବଂ ପ୍ରଶାସନିକ ବ୍ୟବସ୍ଥାରେ...

Abhijeet Faces NIA Interrogation

0

Bhubaneswar: A special team of National Investigation Agency (NIA) has reached Bhubaneswar to interrogate arrested Abhijeet Sanjay Jambure, who was alleged in regular touch with some Pakistani intelligence officials for a long time. The Special Task Force (STF) of Odisha Police had arrested Abhijeet Sanjay Jambure, a software company employee, from Pune, Maharashtra on June 29. He was produced before local...

5T Boost For DoHE

Bhubaneswar: Department of Higher Education to have a dedicated pension cell and will maintain integrity and transparency in adherence with 5T governance of the Government,directed Atanu sabyasachi Nayak , Minister Department of Higher Education(DoHE). Minister Sri Nayak reviewed various activities of the DoHE in details yesterday. Though it was a holiday, the review was a crucial one and continued for...

OSA Honors Gurujee

0

Chicago: America witnessed a grand celebration as the 54th annual convention of the Odisha Society of the Americas (OSA) kicked off today. Gurujee Chandra Bhanu Satpathy graced the event as the Chief Guest, highlighting the rich heritage, culture, literature, and art of Odisha. In his address, Dr.Satpathy expressed his belief in the resurgence of Odisha, as the talented Odia...

ଚିନ୍ତା ବଢାଇଲାଣି ହାଇ ସିକ୍ୟୁରିଟି ନମ୍ବର

0

ଭୁବନେଶ୍ୱର : ଗାଡି ମୋଟରଗୁଡିକରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାପାଇଁ ରାଜ୍ୟ ପରିବହନ ବିଭାଗ ତନାଘନା କରିବାପରେ ଗାଡିଚାଳକମାନେ ଶହ ଶହ ଟଙ୍କା ଖର୍ଚ୍ଚକରି ନିଜ ନିଜ ଗାଡିରେ ଏହାକୁ ଲଗାଇଥିଲେ । ହେଲେ ଏହି ହାଇ ସିକ୍ୟୁରିଟି ନମ୍ବରରୁ ଲୋକେ ସେଭଳି ସୁଫଳ ପାଉନଥିବା ଦେଖିବାକୁ ମିଳୁଛି । ନିକଟରେ ରାଜଧାନୀରେ ଥିବା ଗୋଟିଏ ଗାଡିର ଜୋରିମାନା ଚାଲାଣ ଗଜପତିରେ କଟିବାପରେ ହାଇ ସିକ୍ୟୁରିଟି ନମ୍ବରକୁ ନେଇ ପ୍ରଶ୍ନ ଉଠିଲାଣି । ସମସ୍ତ ନମ୍ବରପ୍ଲେଟରେ ଏକ ନିର୍ଦ୍ଦିଷ୍ଟ କ୍ରମିକ ନମ୍ବର ଓ...

ଇସ୍ପାତ ଆମାଦାନୀ ବୃଦ୍ଧି ପାଉଛି

0

ଭୁବନେଶ୍ୱର : ଦେଶରେ ଅଶୋଧିତ ଇସ୍ପାତର ଉତ୍ପାଦନ ବୃଦ୍ଧି ପାଇଥିବାବେଳେ ଭାରତ କିନ୍ତୁ ବିଶ୍ୱର ବିଭିନ୍ନ ଦେଶରୁ ପରିଷ୍କୃତ ଇସ୍ପାତ ଆମଦାନୀ କରୁଛି । ଗତ ଆର୍ଥିକ ବର୍ଷର ୧୧ମାସରେ ଭାରତ ବିଭିନ୍ନ ଦେଶରୁ ପ୍ରାୟ ୫୬ଲକ୍ଷ ଟନ୍‍ ଏହି ଧରଣର ଇସ୍ପାତ ଆମଦାନୀ କରିଛି । ଦେଶର ଇସ୍ପାତ କାରବାର ସଂକ୍ରାନ୍ତରେ ମିଳିଥିବା ସୂଚନା ଅନୁଯାୟୀ ୨୦୨୨-୨୩ ବର୍ଷର ଏଗାର ମାସରେ ବିଶ୍ୱର ବିଭିନ୍ନ ଦେଶରୁ ପ୍ରାୟ ୫୬ଲକ୍ଷ ଟନ୍‍ ଇସ୍ପାତ ଆମଦାନୀ ହୋଇଛି । ଏଥି ମଧ୍ୟରେ କୋରିଆରୁ ସର୍ବାଧିକ ୨୦.୩୬ଲକ୍ଷ...