କଟିଲେ ୮୯ହଜାର ଚାଉଳ ହିତାଧିକାରୀ
ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ର ହିତାଧିକାରୀ ତାଲିକାରୁ ୨୨ହଜାରରୁ ଅଧିକ ପରିବାର ବାଦ୍ ପଡିଛନ୍ତି । ଏଥିଯୋଗୁଁ ମୋଟ ତାଲିକାରୁ ୮୯ହଜାର ଜଣ ହିତାଧିକାରୀ ହ୍ରାସ ପାଇଥିବା ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ବିଜେପି ବିଧାୟକ ମୋହନ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୫-୧୬ ମସିହାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅଧିନରେ ରାଜ୍ୟରେ ୭୯,୪୫,୦୫୧...
ବିଧାନସଭାର ସିଧା ପ୍ରସାରଣ କର
ଭୁବନେଶ୍ୱର : ଓଡିଶା ବିଧାନସଭାର କାର୍ଯର ସିଧା ପ୍ରସାରଣ କର । ଏହା ହେଲେ ଗୃହରେ କିଏ କିଭଳି ବ୍ୟବହାର କରୁଛନ୍ତି ତାହା ଲୋକେ ଦେଖିପାରିବେ । ଏ ଦିଗରେ ବାଚସ୍ପତି ପଦକ୍ଷେପ ଗ୍ରହଣ କରନ୍ତୁ । ଆଜି ଶୂନ୍ୟକାଳରେ ଏଭଳି ମତ ରଖିଥିଲେ କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର । ଶ୍ରୀ ମିଶ୍ର କହିଥିଲେ ଯେ ମୁଁ ସବୁବେଳେ ବିଧି ବ୍ୟବସ୍ଥା ରହି କାର୍ଯ୍ୟ କରିଥାଏ । ଯଦି ମୋର କେଉଁଠି ଭୁଲ୍ ରହିଛି ତାହା ଲୋକେ ବିଚାର କରିବେ । ବେଳେବେଳେ...
Mantra For Swasthya Mitras
Bhubaneswar: Secretary Health and Family Welfare and Chairperson State Health Assurance Society ( SHAS), Shalini Pandit reviewed the implementation of Biju Swasthya Kalyan Yojana (BSKY) at the ground level and directed the State Team to organise regular refresher/orientation camps for District Coordinators (DCs)/Swasthya Mitras (SMs) with best practice modules on extending health services to people at the institutional level. She...
Mamata Happy With Puri Land
Puri: West Bengal Chief Minister Mamata Banerjee was quite happy with the land identified by the Odisha Government for construction of Bengal Niwas or a building for accommodation of tourists and devotees visiting Shree Jagannath Dham Puri. Mamata made a field visit to the proposed land in Sipasarubali near the site earmarked for the Puri International Airport. Chief Secretary...
ଜ୍ୱିଗାଟୋ ଚଳଚ୍ଚିତ୍ର ଉପରୁ ପ୍ରମୋଦ କର ଛାଡ
ଭୁବନେଶ୍ୱର : ପ୍ରଖ୍ୟାତ ଅଭିନେତ୍ରୀ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ତଥା ବିଶିଷ୍ଟ ଅଭିନେତା କପିଲ ଶର୍ମାଙ୍କ ଅଭିନୀତ ‘ଜ୍ୱିଗାଟୋ’ ଫିଲ୍ମ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟ ଯେ ଜଣେ ଖାଦ୍ୟ ସାମଗ୍ରୀ ଯୋଗାଉଥିବା ଯୁବକ ଓ ତାଙ୍କ ପରିବାରର ସଂଘର୍ଷପୂର୍ଣ୍ଣ ଜୀବନକୁ ନେଇ ‘ଜ୍ୱିଗାଟୋ’ ଫିଲ୍ମ ନିର୍ମିତ ହୋଇଛି । ହିନ୍ଦୀଭାଷାରେ ନିର୍ମିତ ଏହି ଫିଲ୍ମଟି ସଂପୂର୍ଣ୍ଣ ଭାବରେ ଭୁବନେଶ୍ୱରରେ ହିଁ ସୁଟିଂ...
ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ
ବାଲେଶ୍ୱର : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ବାଲେଶ୍ୱର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ) ସମ୍ମିଳନୀ କକ୍ଷ ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର କହିଥିଲେ ଯେ, ଗଣତନ୍ତ୍ରରେ ଗଣମାଧ୍ୟମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଗଣମାଧ୍ୟମ ତୃଣମୂଳ ସ୍ତରରେ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିଥାଏ।...
No For Awass+ Re Survey
New Delhi: Once again turning down Odisha Government’s request, the Centre said it doesn't have any proposal under consideration in the Ministry of Rural Development for opening of Awass+ portal for Re-survey. Union Minister of State for Rural Development, Sadhvi Niranjan Jyoti informed this to Lok Sabha on Tuesday. Replying to a query of senior BJD MP Pinaki Mishra, MoS Niranjan...
1 Crore Call@Mo Sarkar
Bhubaneswar: Chief Minister Naveen Patnaik said that getting investment to a state is a reflection of the law-and-order situation in the state. No investment comes when the Law-and-order situation is poor in a state. Odisha gets one of the highest investments in the country. Replying to the discussion on Annual Budget for Department of Home in State Assembly he said...
କଟା ହେଲାଣି ୧୯ଲକ୍ଷରୁ ଅଧିକ ଗଛ
ଭୁବନେଶ୍ୱର : ଅଣଜଙ୍ଗଲ କାର୍ଯ୍ୟ ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୯ଲକ୍ଷ ୫୦ହଜାରରୁ ଅଧିକ ଗଛ କଟାଯାଇ ସାରିଲାଣି । ବିଭିନ୍ନ କିସମର ୬୨ହଜାର ହେକ୍ଟରରୁ ଅଧିକ ଜମିରୁ ଏହି ଗଛ କଟାଯାଇଥିବା ସୂଚନା ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦିପ କୁମାର ଅମାତ । ବିଜେପି ବିଧାୟକ ନାଉରୀ ନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଓଡିଶାରେ ଶିଳ୍ପାୟନ, ବିଭିନ୍ନ ପ୍ରକଳ୍ପ ତଥା ଅନ୍ୟାନ୍ୟ ଅର୍ଥନୈତିକ ଅଭିବୃଦ୍ଧି ସକାଶେ ଗତବର୍ଷ ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟରୁ...
ଖୋଲିବନି ଆବାସ+ ପୋର୍ଟାଲ
ଭୁବନେଶ୍ୱର : ଆବାସ+ ପୋର୍ଟାଲ ଖୋଲିବାପାଇଁ ଓଡିଶା ସରକାରଙ୍କ ଅନୁରୋଧକୁ ପୁଣିଥରେ ପ୍ରତ୍ୟାଖାନ କରିଛନ୍ତି କେନ୍ଦ୍ର ସରକାର । ପୁନଃ ସର୍ଭେ ପାଇଁ ପୋର୍ଟାଲ ଖୋଲିବାଲାଗି କୌଣସି ପ୍ରସ୍ତାବ ନାହିଁ ବୋଲି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀ ନିରଞ୍ଜନା ଜ୍ୟୋତି ସଂସଦରେ ସ୍ପଷ୍ଟ କରିଛନ୍ତି । ବିଜେଡି ସାଂସଦ ପିନାକୀ ମିଶ୍ରଙ୍କର ଏକ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ଏହା କହିବା ସହିତ ସୂଚନା ଦେଇଛନ୍ତି ଯେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମଜିୱାଇ-ଜି) ଅଧିନରେ ୨୦୧୮ ମସିହା ଜାନୁୟାରୀ ମାସରେ ଆବାସ+ ସର୍ଭେ ଆରମ୍ଭ...









