State Hikes GSSBY Limit
Bhubaneswar: Chief Minister Naveen Patnaik today announced that the amount of insurance coverage to working journalists has been increased from Rs.2 lakh to Rs.5 lakh per annum. This will benefit 8717 working journalists and their families of the state covered under the Gopabandhu Sambadika Swasthya Bima Yojana (GSSBY). Now, the beneficiaries of Gopabandhu Sambadika Swasthya Bima Yojana can avail medical benefits...
Bhoomi Samman For Odisha
New Delhi: President of India Droupadi Murmu conferred Bhoomi Samman Award on Odisha in Vigyan Bhawan, as the Best State of India for her outstanding contribution in objectives of DILRMP. The Odisha Team was represented by Satyabrata Sahu, Additional Chief Secretary to Government, Revenue & DM Department and other officers of Revenue & DM Department. It is heartening to know...
Highway Bridge Caves In
Jajpur: A portion of a bridge on National Highway-16 near Rasulpur block of Jajpur district was caved in on Tuesday. However, no one was hurt as there was no traffic on the bridge when the incident happened. The bridge was constructed in 2008 on Kuakhia river on the national highway connecting Chennai and Kolkata. After hearing a loud noise, the...
ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି
ଭୁବନେଶ୍ୱର : କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ଦୁଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଦ୍ୱାରା ରାଜ୍ୟର ୮୭୧୭ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାର ଉପକାର ପାଇବେ। ସୂଚନାଯୋଗ୍ୟ ଯେ, ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳୁଥିଲା । ବର୍ତ୍ତମାନ...
ସରକାରୀ ବିଦ୍ୟାଳୟରେ ଆରମ୍ଭ ହେଲା ହାଉସ ସିଷ୍ଟମ
ଭୁବନେଶ୍ୱର : ଟି-ସାର୍ଟ ଓ ଘନନୀଳ ଟ୍ରାକ୍ ପ୍ୟାଣ୍ଟ୍ର ୟୁନିଫର୍ମ ପିନ୍ଧି ପିଲାମାନେ ବେଶ୍ ଉତ୍ସାହିତ । ହାଇସ୍କୁଲ ରୂପାନ୍ତରଣ ସହ ଲାଲ୍, ହଳଦିଆ, ସବୁଜ ଓ ନୀଳ ୟୁନିଫର୍ମରେ ଛାତ୍ରଛାତ୍ରୀମାନେ ନୂଆ ରୂପରେ ସଜେଇ ହୋଇଛନ୍ତି । ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟରେ ‘ହାଉସ ସିଷ୍ଟମ’ ଅନୁସାରେ ଏହି ରଙ୍ଗିନ ପୋଷାକ ବ୍ୟବସ୍ଥା କରାଯାଇଛି । ପିଲାମାନଙ୍କୁ ଶାରୀରିକ ଓ ମାନସିକ ଭାବରେ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହି ନୂତନ...
ଓଡ଼ିଶାକୁ ଭୂମି ସମ୍ମାନ ପୁରସ୍କାର
ଭୁବନେଶ୍ୱର : ଡିଜିଟାଲ୍ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମ (ଡିଆଇଏଲ୍ଆର୍ଏମ୍ପି)ର ଲକ୍ଷ୍ୟଗୁଡ଼ିକୁ ପୂରଣ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ ‘ଭୂମି ସମ୍ମାନ’ ପୁରସ୍କାର ପ୍ରଦାନ କରିଛନ୍ତି । ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଦେଶର ସମୁଦାୟ ୭୬୬ ଜିଲ୍ଲା ମଧ୍ୟରୁ ୬୮ଟି ଜିଲ୍ଲାକୁ ଡିଆଇଏଲ୍ଆର୍ଏମ୍ପି ଅନ୍ତର୍ଗତ ଛଅଗୋଟି ବର୍ଗରେ ପ୍ଲାଟିନମ୍ ପୁରସ୍କାର ମିଳିଛି । ତନ୍ମଧ୍ୟରୁ ଓଡ଼ିଶାର...
କେଜିଆଇ କରିବ କଳିଙ୍ଗ ଫାବ ଲାବ
ଭୁବନେଶ୍ୱର:ଯାଜପୁର ତଥା ରାଜ୍ୟର ଅଗ୍ରଣୀ ଶିକ୍ଷନୁଷ୍ଠାନ ସମୂହ କଳିଙ୍ଗ ଗୃପ ଅଫ ଇନଷ୍ଟିଚ୍ୟୁସନ୍ସ(କେଜିଆଇ) ସବୁବେଳେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ନୂଆ ନୂଆ ପଦକ୍ଷେପ ନେଇ ଆଜି ସାରା ରାଜ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି।ଯାଜପୁରରେ ଏକ ଅତ୍ୟାଧୁନିକ ଫେବ୍ରିକେସନ ଲାବ ଯାହାକି"କଳିଙ୍ଗ ଫାବ ଲାବ" ନାମରେ କରାଯିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ମିଳିଛି। ଏହି ଲାବ କୁ ଖୁବ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ କଳିଙ୍ଗନଗର ପଲିଟେକ୍ନିକର ନୂଆଦିଲ୍ଲୀ କାରଖାନା କମ୍ପାନୀ ସହ ଏକ ଚୁକ୍ତି ସ୍ବାକ୍ଷର ଗତକାଲି କେଜିଆଇ ର...
ସୋଆରେ ମାଇକ୍ରୋ କ୍ରେଡେନ୍ସିଆଲ୍ ପାଠ୍ୟକ୍ରମ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ୧୭ ବର୍ଷରେ ପାଦ ଥାପିଥିବା ବେଳେ ଦେଶର ଶ୍ରେଷ୍ଠ ୧୫ ତମ ବିଶ୍ୱବିଦ୍ୟାଳୟ ଭାବେ ନିଜକୁ ପ୍ରତିପାଦିତ କରିପାରିଛି । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ଓ ଜ୍ଞାନର ବୃଦ୍ଧି ନିମନ୍ତେ ମାଇକ୍ରୋ କ୍ରେଡେନ୍ସିଆଲ ପାଠ୍ୟକ୍ରମ ସୋଆରେ ଆରମ୍ଭ କରାଯିବାର ଯୋଜନା ରହିଛି । ସୋଆ ଫୋର୍ଟନାଇଟ୍ଲି ଏକାଡେମିକ ଲେକ୍ଚର (ସୋଫଲ)ରେ ପ୍ରଦତ ବକ୍ତୃତା ମାଳାକୁ ନେଇ ପ୍ରକାଶିତ “ସୋଫଲ ମାଳା”ର ଦ୍ୱିତୀୟ ସଂସ୍କରଣର ଉଦ୍ଘାଟନୀ ଅବସରରେ ଏହା କହିଛନ୍ତି ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର (ଡକ୍ଟର)...
Odisha@EPI 11
New Delhi: NITI Aayog released the third edition of the report titled ‘Export Preparedness Index (EPI) 2022’ for States/UTs of India today placed Odisha in Eleventh Position. The report was released by Vice Chairman, NITI Aayog, Suman Bery. Throughout the post-pandemic era, Indian exports have proven their resilience by successfully navigating the challenges thrown up by the post pandemic supply-chain...
SOA Completes 16 Years
Bhubaneswar: Siksha ‘O’ Anusandhan (SOA), which completed 16 years of its existence as a top ranked Deemed to be University on Monday, will be introducing niche courses suitable for selected groups of professionals to further enhance their skill, knowledge and competence. The focus will be on micro-credentials, a short, competency-based recognition which would allow the learner to demonstrate mastery in...








