ସମରେ କ୍ୟାନ୍ସର ରୋଗୀଙ୍କ ସଫଳ ଅସ୍ତ୍ରୋପଚାର

0

ଭୁବନେଶ୍ୱର : ଓଡ଼ିଶାରେ ପ୍ରଥମ ଥର ପାଇଁ  ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଯୁବ ସର୍ଜନଙ୍କର ଏକ ଟିମ୍ ଜଣେ କ୍ୟାନ୍ସର ରୋଗୀଙ୍କର ଅତ୍ୟନ୍ତ ଜଟିଳ ଅସ୍ତ୍ରୋପଚାରକୁ ସଫଳତାର ସହ ସମ୍ପନ୍ନ କରିଛନ୍ତି । ଅଗ୍ନାଶୟ (ପାନ୍‌କ୍ରିଆସ) କର୍କଟ ରୋଗରେ ପୀଡ଼ିତ ଥିବା ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କର ଏହି ଜଟିଳ ଅସ୍ତ୍ରୋପଚାର କରିଛନ୍ତି ସମ୍ ହସ୍ପିଟାଲ୍‌ର ସର୍ଜିକାଲ୍ ଟିମ୍ । ରୋଗୀଙ୍କ ଶରୀରରେ ସୃଷ୍ଟି ହୋଇଥିବା ଟ୍ୟୁମରଟି ପ୍ରମୁଖ ରକ୍ତ ଧମନୀ ସିଲିଆକ୍ ଟ୍ରଙ୍କକୁ ଆକ୍ରାନ୍ତ କରିଥିଲା...

AI Care For Drought

Bhubaneswar: Integration of multi-disciplinary expertise, observational data set and prediction tools for early warning on initiation of drought, particularly flash drought, in Odisha has been stressed by an internationally acclaimed expert. Prof. Binayak Mohanty, Professor at Texas A&M University, USA, who attended an international workshop organised at Siksha ‘O’ Anusandhan (SOA) here recently, also underlined the importance of soil moisture...

ଭୁବନେଶ୍ୱର ଠାରେ ହେବ ଜି-୨୦ ବୈଠକ

0

ଭୁବନେଶ୍ୱର :  ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଠାରେ ଉତ୍କଳ ଦିବସରୁ ଏପ୍ରିଲ ୨୯ ତାରିଖ ପର୍ଯ୍ୟନ୍ତ ପ୍ରାୟ ମାସ ବ୍ୟାପୀ ଜି- ୨୦ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ମଙ୍ଗଳବାର ଭୁବନେଶ୍ୱର ଠାରେ ଶିକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ନିତା ପ୍ରସାଦ ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୋନାଲ ମିଶ୍ର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।  ସେ କହିଛନ୍ତି, ଭାରତ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତାକୁ ସଫଳ ଓ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...

Maha Slur On Govt.

Bhubaneswar: Opposition BJP and Congress MLAs strongly criticized the State Government over River Mahanadi water dispute in Odisha legislative Assembly on Tuesday. Leader of Opposition Jayanarayan Mishra (BJP) raised the issue during zero hour and said two House committees were formed under the chairmanship of the Chief Minister and the Speaker to discuss the Mahanadi water dispute. However, no one...

ଭୂତକୋଠି ହେଲାଣି ମେଡିକାଲ କଲେଜ

0

ଭୁବନେଶ୍ୱର : ପ୍ରାୟ ୫୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ତାଳଚେର ନିକଟରେ ୨୦ ଏକରରୁ ଅଧିକ ଜମି ଉପରେ ନିର୍ମିତ ହୋଇଥିବା ମେଡିକାଲ କଲେଜ ଶୌଧ ଏବେ ଏକପ୍ରକାର ଭୂତକୋଠି ଭଳି ପଡିଛି । ୩ବର୍ଷ ତଳୁ କୋଠା ନିର୍ମାଣ କାମ ସରିଥିଲେ ବି ଏଯାବତ୍‍ ଏଠାରେ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇପାରିନାହିଁ । କେନ୍ଦ୍ର ସରକାରଙ୍କ ଅଗ୍ରଣୀ ଉଦ୍ୟୋଗ ମହାନଦୀ କୋଲ୍‍ ଫିଲ୍ଡ ଲିମିଟେଡ୍‍ (ଏମସିଏଲ୍‍) ତାଳଚେରଠାରେ ମହାନଦୀ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ ସାଇନ୍ସେସ୍‍ ଆଣ୍ଡ ରିସର୍ଚ୍ଚ (ମିମ୍‍ସାର) ପ୍ରତିଷ୍ଠା ପାଇଁ...

ସରକାରୀ ଡାକ୍ତରଖାନାରେ ୧୬ହଜାରରୁ ଅଧିକ ଶଯ୍ୟା

0

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନାଗୁଡିକରେ ମୋଟ୍‍ ୧୬,୩୪୫ଟି ଶଯ୍ୟା ରହିଛି । ଏଥି ମଧ୍ୟରୁ ସର୍ବାଧିକ ୭୨୮୮ଟି ଶଯ୍ୟା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡିକରେ ରହିଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ବିଜେପି ବିଧାୟକ କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକରେ ୫୭୮୯ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩୮୫ଟି ଶଯ୍ୟା ରହିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରୁ କ୍ୟାପିଟାଲ ହସ୍ପିଟାଲରେ ସର୍ବାଧିକ...

ଆହାର ପାଇଁ ଓଏମ୍‍ସି ଦେଲାଣି ୧୪୦ କୋଟି

0

ଭୁବନେଶ୍ୱର : ଆହାର ଯୋଜନା ପାଇଁ ଓଡିଶା ଖଣି ନିଗମ (ଓଏମ୍‍ସି) ବର୍ତ୍ତମାନ ସୁଦ୍ଧା ୧୪୦କୋଟି ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରି ସାରିଲାଣି । ଏଥି ସହିତ ବିଭିନ୍ନ କ୍ରୀଡା ପାଇଁ ବି ରାଜ୍ୟ ସରକାରଙ୍କର ଏହି ନିଗମ ୩୨୮ କୋଟି ଟଙ୍କାରୁ ଅଧିକ ଅର୍ଥ ଦେଇଛି । ବିଧାୟକ ନବ ଚରଣ ମାଝି ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ...

ରୂପାନ୍ତରିତ ହେବ ୧୦ ହଜାର ପ୍ରାଥମିକ ବିଦ୍ୟାଳୟ

0

ଭୁବନେଶ୍ୱର : ଉଚ୍ଚ ବିଦ୍ୟାଳୟଗୁିକର ସଫଳ ରୂପାନ୍ତରୀକରଣ ପରେ ଏବେ ୧୦ହଜାର ପ୍ରାଥମିକ ବିଦ୍ୟାଳୟର ନବୀକରଣ କରିବାକୁ ‘ମୋ ସ୍କୁଲ’ର ୧୦ମ ପରିଚାଳନା ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସ୍ଥାନୀୟ କର୍ପୋରେଟ୍‌ ଓ ଶିଳ୍ପ ସଂସ୍ଥଗୁଡ଼ିକର ସିଏସ୍‌ଆର୍‌ ପାଣ୍ଠି ସହାୟତା ଓ ପୁରାତନ ଛାତ୍ରଛାତ୍ରୀଙ୍କ ସାହାଯ୍ୟରେ ଏହି ସ୍କୁଲ୍‌ଗୁଡ଼ିକର ଭିତ୍ତିଭୂମି ବିକାଶ କରାଯିବ ବୋଲି ‘ମୋ ସ୍କୁଲ୍‌ ଅଭିଯାନ’ ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍‌ଚୀ କହିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍କୁଲ୍‌ଗୁଡ଼ିକର ଭିତ୍ତିଭୂମିର ତଦାରଖ କରାଯାଇ ସ୍କୁଲ୍‌ ଚୟନ ହେବ ଏବଂ ପରବର୍ତ୍ତୀ...

Plea For Rice Lift

0

Bhubaneswar: Once again, Chief Minister Naveen Patnaik has urged the Government of India to evacuate 20 lakh matric ton (LMT) of surplus rice from Odisha. Chief Minister Shri Patnaik has written a letter to Union Minister for Consumer Affairs, Food and Public Distribution, Piyush Goyal, in this regard.   In his letter, Shri Patnaik said Odisha has adopted the decentralized procurement...

Cong MLAs Wear Black

0

Bhubaneswar: Protesting disqualification of senior Congress leader Rahul Gandhi from Lok Sabha, State Congress MLAs attended State Assembly wearing black dresses and created a ruckus in the House over the issue. Speaker BK Arukha adjourned the House till 4 PM without transiting any business in the pre-lunch session. As soon as the House assembled for the Question Hour at 10.30 AM,...