Plea For Palm Tree

0

Bhubaneswar: With an aim to protect human lives from lightning strikes through traditional ways, Additional Chief Secretary Revenue & Disaster Management and Special Relief Commissioner (SRC) Satyabrata Sahu has asked the Forest and Agriculture Departments to take up massive palm tree plantations. While holding a high-level meeting with the senior officials of both Departments, SRC Shri Sahu has given this instruction. Taking...

Congress Axe On Manmath

0

Bhubaneswar: Senior Congress leader and Jatni MLA Suresh Routray’s younger son Manmath Routray has been suspended from Congress party for his indiscipline behaviour. Disciplinary Action Committee Chairman Santosh Singh Saluja has informed Manmath about his suspension from Odisha Pradesh Congress Committee (OPCC) Member in a letter. “Though you are a PCC member, you have particularly said that you don’t belong to Indian...

ହାଇକୋର୍ଟ ବିଚାରପତି ୨୧ରେ ସୀମିତ

0

ଭୁବନେଶ୍ୱର : ଓଡିଶା ହାଇକୋର୍ଟରେ ଚଳିତ ମାସରେ ଦୁଇଜଣ ନୂଆ ବିଚାରପତି ନିଯୁକ୍ତ ହୋଇଥିବାବେଳେ ଗତମାସରେ ଜଣେ ଓ ଏମାସରେ ଆଉଜଣେ ବିଚାରପତି ଅବସରଗ୍ରହଣ କରିଥିବାରୁ ବସ୍ତୁତଃ ବିଚାରପତି ସଂଖ୍ୟା ମୁଖ୍ୟ ବିଚାରପତିଙ୍କୁ ମିଶାଇ ଏବେ ୨୧ରେ ସୀମିତ ରହିଛି । ଓଡିଶା ହାଇକୋର୍ଟ ଲାଗି ୩୩ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ଥିବାବେଳେ ସେଥିରୁ ୧୨ଟି ଖାଲି ରହିଥିବା ପରିପ୍ରେକ୍ଷୀରେ ପଡି ରହିଥିବା ମାମଲାଗୁଡିକର ତ୍ୱରିତ ଫଏସଲା ଘେନି ସମସ୍ୟା ଉପୁଜୁଛି । ଏମିତିକି ବିଚାର ପ୍ରକ୍ରିୟାର ଚାପ ଯୋଗୁଁ କେତେକ ବିଚାରପତି ଶୁଣାଣି...

କେବେ ବଦଳିବ ପୁରୁଣା ପଙ୍ଖା ?

0

ଭୁବନେଶ୍ୱର : ବିଜୁଳି ଖର୍ଚ୍ଚ କମାଇବାପାଇଁ ସରକାରୀ ଦପ୍ତରଗୁଡିକରେ ପୁରୁଣା ବିଦ୍ୟୁତ ସାଜ ସରଞ୍ଜାମ ବିଶେଷକରି ଶୀତତାପ ନିୟନ୍ତ୍ରିତ ଯନ୍ତ୍ର, ପଙ୍ଖା ଆଦି ବଦଳାଇବାପାଇଁ ଯୋଜନା ହେଉଥିବାବେଳେ ସରକାରୀ କ୍ୱାର୍ଟର୍ସଗୁଡିକରେ କିନ୍ତୁ ୧୫/୨୦ ବର୍ଷ ତଳର ପୁରୁଣା ପଙ୍ଖା ବୁଲୁଛି । କର୍ତ୍ତୃପକ୍ଷ ଏଗୁଡିକୁ ବଦଳାଇବା ପରିବର୍ତ୍ତେ ବର୍ଷ ବର୍ଷ ଧରି କେବଳ ମରାମତି କରିବାରେ ଲାଗିଛନ୍ତି । ସରକାରୀ ଦପ୍ତର ସମେତ ସରକାରୀ କ୍ୱାଟର୍ସର ବିଦ୍ୟୁତ୍‍ ସାମଗ୍ରୀ ଯୋଗାଣ ଓ ମରାମତି ଦାୟିତ୍ୱ ରହିଛି ପୂର୍ତ୍ତ ବିଭାଗ ହତାରେ । ପୂର୍ବରୁ ଏହା...

ଦୁବାଇରୁ ଫେରିଲେ ନିର୍ଯ୍ୟାତିତ ଶ୍ରମିକ

0

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାରୁ ଦୁବାଇରେ କାମକରିବାକୁ ଯାଇ ନିର୍ଯାତନା ଭୋଗୁଥିବା ୧୫ଜଣ ଶ୍ରମିକଙ୍କ ସଂପର୍କରେ ଖବର ପାଇ ଓଡିଶା ପରିବାର ନିର୍ଦ୍ଦେଶକ  ଦିଲୀପ ରାଉତରାଏ ଓ ତାଙ୍କ ଟିମ ନିରନ୍ତର ଭାବେ  ସେମାନଙ୍କ ସହ ଯୋଗାଯୋଗ ରକ୍ଷାକରି ସେମାନଙ୍କୁ ଓଡିଶା ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ କରିଥଲେ ।  ଦୁବାଇ ଦୂତାବାସ ସହ ସମନ୍ୱୟ ରଖି ପ୍ରଥମ ପର୍ଯ୍ୟାୟରେ ଆଠ ଜଣ ଦୁବାଇରୁ ମୁମ୍ବାଇ ଓ ମୁମ୍ବାଇରୁ ଉଡ଼ାଜାହାଜରେ ଗତ ସେପ୍ଟେମ୍ବର ୧ତାରିଖ ସକାଳ ୭ ଘଟିକା ୧୫ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ...

ଋଣ ପ୍ରଦାନରେ ୧୯ % ବୃଦ୍ଧି

0

ଭୁବନେଶ୍ୱର : ୨୦୨୨-୨୩ ବର୍ଷରେ ‘ବାର୍ଷିକ ଋଣ ଯୋଜନା’ରେ ୧.୩୪ ଲକ୍ଷ କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଚଳିତ ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୧୯.୦୨ ପ୍ରତିଶତ ବୃଦ୍ଧି ପାଇ ୧.୬୦ ଲକ୍ଷ କୋଟି ଟଙ୍କା ହୋଇଛି । ଅର୍ଥମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୭୨ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରୁ ଏହି ସୂଚନା ମିଳିଛି । ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଯେ କୃଷି ଏବଂ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ବାର୍ଷିକ...

ଓଡିଶା ପାଇଁ ଦୁଇଟି ରେଳ ପ୍ରକଳ୍ପ

0

ଭୁବନେଶ୍ୱର : ସମ୍ବଲପୁର ସିଟି ରେଳ ଷ୍ଟେସନରେ ଟ୍ରେନ୍ କୋଚରେ ଜଳର ଉପଲବ୍ଧତାକୁ ସୁଗମ କରିବା ପାଇଁ ରେଳ ବୋର୍ଡ ଦ୍ୱାରା ୫.୪୩ କୋଟି ଟଙ୍କା ମୂଲ୍ୟରେ “ଦ୍ରୁତ ଜଳଯୋଗାଣ ବ୍ୟବସ୍ଥା” ବା କୁଇକ ୱାଟରିଂ ସିଷ୍ଟମ ନାମକ ଏକ ନୂତନ ବ୍ୟବସ୍ଥା ଅନୁମୋଦନ କରାଯାଇଛି । ଦ୍ରୁତ ଜଳ ଯୋଗାଣ ସୁବିଧା ଯାତ୍ରୀ କୋଚରେ ଉତ୍ତମ ଜଳ ଯୋଗାଣ ଏବଂ ଜଳର ଉପଲବ୍ଧତା ପାଇଁ ସହାୟକ ହେବ । ଏହି ସୁବିଧା କେବଳ ଟ୍ରେନରେ ଥିବା ସମସ୍ତ ଯାତ୍ରୀଙ୍କୁ ଜଳ ଯୋଗାଇବା ପାଇଁ...

Pact For Green Projects

0

Bhubaneswar: Avaada GreenH2 Private Limited, Green Hydrogen arm of integrated energy enterprise of Avaada Group, is going to set up a green hydrogen and green ammonia project at Tata Steel Special Economic Zone Limited (TSSEZL)Gopalpur Industrial Park in Ganjam district. This will be the second green hydrogen and ammonia project in the State. Earlier on August 25, the TSSEZL had...

Funds For Rail Infra

0

Bhubaneswar: The Indian Railways has approved two infrastructure projects worth Rs 11.92 crore for the State. To facilitate the availability of water in train coaches at Sambalpur city railway station, a new system called Quick Watering System has been approved by the Railway Board at a cost of Rs 5.43 crore.  Similarly, a fund of Rs 6.49 crore has been sanctioned...

Sand Show For Biden

0

Puri: Internationally Acclaimed Sand Artist, Sudarsan Pattnaik has erected a six-feet sand sculpture using 2000 mud diyas on Puri sea beach for the G20 Summit to be held on 9-10 September in National Capital. This art has a sand sculpture of the US President Joe Biden and a logo of G20 with the message 'Welcome to Bharat'.  About five tons of...