ଭିନ୍ନକ୍ଷମଙ୍କ ପ୍ରତି ବଦଳୁନି ଦୃଷ୍ଟିକୋଣ
ଭୁବନେଶ୍ୱର : ଶାରୀରିକ ଭିନ୍ନକ୍ଷମଙ୍କୁ ନ୍ୟୁନ ଦୃଷ୍ଟିରେ ଦେଖିବା କିମ୍ବା ସେମାନଙ୍କୁ କେନ୍ଦ୍ରୀୟ ଆଇନ୍ରେ ଦିଆଯାଇଥିବା ଅଧିକାରରୁ ବଞ୍ଚିତ କରିବା ଆଇନ୍ତଃ ଦଣ୍ଡନୀୟ ଅପରାଧ ହୋଇଥିଲେ ମଧ୍ୟ ପ୍ରଶାସନିକ ବ୍ୟବସ୍ଥାର ଦୃଷ୍ଟିକୋଣ ବଦଳୁନଥିବାରୁ ଏବେ ବି ଅନେକ ଭିନ୍ନକ୍ଷମ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହେଉଛନ୍ତି । ଏ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର, ଓଡିଶା ଲୋକସେବା ଆୟୋଗ ଏବଂ ଭିନ୍ନକ୍ଷମମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଥିବା ଜାତୀୟ ଓ ରାଜ୍ୟ ସ୍ତରର କମିଶନ ସକରାତ୍ମକ ଭୂମିକା ଗ୍ରହଣ କରିବାପାଇଁ ସେମାନଙ୍କର ବିଭିନ୍ନ ସଂଗଠନ...
ଓଡିଶାର ୨୧ହଜାର ମହିଳା ଉପକୃତ
ଭୁବନେଶ୍ୱର : ମହିଳାମାନଙ୍କ ସହାୟତା ପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ କରି ୱାନ ଷ୍ଟପ ସେଣ୍ଟର କାର୍ଯ୍ୟ କରୁଥିବାବେଳେ ବର୍ତ୍ତମାନ ସୁଦ୍ଧା ଏହା ଜରିଆରେ ୨୧ହଜାରରୁ ଅଧିକ ମହିଳା ଉପକୃତ ହୋଇଛନ୍ତି । ଏହି କେନ୍ଦ୍ରଗୁଡିକୁ ବିଗତ ତିନି ବର୍ଷରେ ୨୩କୋଟିରୁ ଅଧିକ ଟଙ୍କା ଯୋଗାଇ ଦିଆଯାଇଛି । ବିଜେଡି ସାଂସଦ ସୁଜିତ କୁମାର ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ମିଶନ...
ଓଡିଶା ପାଇଁ ୫୨ହଜାର କୋଟିର ରେଳଲାଇନ୍
ଭୁବନେଶ୍ୱର : ଓଡିଶାରେ ୫୨,୧୮୯ କୋଟି ଟଙ୍କା ମୂଲ୍ୟର ୪୨୫୭ ଦୈର୍ଘ୍ୟର ୩୫ ରେଳଲାଇନ୍ କାର୍ଯ୍ୟ ହାତକୁ ନିଆଯାଇଥିବାବେଳେ ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ୧୧୮୪ କିଲୋମିଟର ରେଳଲାଇନ୍ କାର୍ଯ୍ୟକ୍ଷମ ହୋଇଛି ଯେଉଁଥିପାଇଁ ୨୦,୧୪୧ ଟଙ୍କା ବ୍ୟୟ କରାଯାଇଛି । ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କ ଏକ ପ୍ରଶ୍ନର ଉତ୍ତରରେ ଲୋକସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏକ ଲିଖିତ ଉତ୍ତରରେ ରେଳମନ୍ତ୍ରୀ ଦର୍ଶାଇଛନ୍ତି ଯେ ଯୋଜନା, ମଞ୍ଜୁରୀ ଓ ନିର୍ମାଣ ସ୍ତରରେ ୧୨ଟି ନୂଆ ଲାଇନ୍ , ଗୋଟିଏ...
ଆଇଇସିସି ସୌଧର ଉଦଘାଟନ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଥିବା ଆନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସୌଧକୁ ଉତ୍ସର୍ଗ କରିଛନ୍ତି । ସେ ଜି -୨୦ ମୁଦ୍ରା ଏବଂ ଜି -୨୦ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଡ୍ରୋନ୍ ମାଧ୍ୟମରେ କରାଯାଇଥିବା ସମ୍ମିଳନୀ କେନ୍ଦ୍ରର ନାମକରଣ "ଭାରତ ମଣ୍ଡପମ୍” ତଥା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସମାରୋହର ସାକ୍ଷୀ ରହିଥିଲେ । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଅନୁଯାୟୀ ପ୍ରାୟ ୨୭୦୦ କୋଟି...
ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ ଗଠିତ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଡିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ ଗଠନ କରିଛନ୍ତି । ଏହି ବୋର୍ଡରେ ଧର୍ମଶାଳା ବିଧାୟକ ଶ୍ରୀ ପ୍ରଣବ ବଳବନ୍ତରାୟ ଓ ଝାରସୁଗୁଡା ବିଧାୟିକା ଦୀପାଳି ଦାସଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଏହି ବୋର୍ଡରେ ପରିବହନ ବିଭାଗର ଅଧିକାରୀ, ଗାଡିମାଲିକ ସଂଘର ପ୍ରତିନିଧି, ଚାଳକ ସଂଘର ପ୍ରତିନିଧି, କର୍ମଚାରୀ ସଂଘର ପ୍ରତିନିଧି ତଥା ସାମାଜିକ କର୍ମୀ...
Team Boosts US Invest
Bhubaneswar: The Government of Odisha delegation which is now in the Silicon Valley USA today engaged in a series of discussions with high-ranking officials of multiple leading business organizations. In the first focused meeting of the day, the delegation visited the manufacturing site of Sanmina Corporation, and met its Co-founder and Chairman-cum CEO Jure Sola, Senior Vice President Sundar...
Odisha Offers Niche Tourism
Bhubaneswar: Leveraging the direct flight connectivity with Thailand, Odisha Tourism conducted its second leg of International Tourism promotional campaign with a Road Show in Bangkok, Thailand. The Tourism Road Show organized in association with FICCI, witnessed more than 130 Tour and Travel Operators from Thailand networking with Tourism Industry stakeholders of Odisha. Post the interactive B2B and B2G sessions between...
ବନ ସୁରକ୍ଷା ସଂଶୋଧନ ବିଲ୍ ଅନୁମୋଦିତ
ନୂଆଦିଲ୍ଲୀ : ବନ ସୁରକ୍ଷା ସଂଶୋଧନ ବିଲ୍-୨୦୨୩ ଆଜି ଲୋକସଭାର ଅନୁମୋଦନ ଲାଭ କରିଛି । ଏହି ବିଲ୍କୁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ ଲୋକସଭାରେ ଆଜି ଆଗତ କରିଥିଲେ । ଏହାକୁ ସଂସଦର ଯୁଗ୍ମ କମିଟି ବିଚାରକୁ ନେବା ପରେ ମନ୍ତ୍ରୀ ବିଲ୍କୁ ଅନୁମୋଦନ କରିବାକୁ ଗୃହର ଅନୁମତି ଲୋଡି ଥିଲେ । ବିଲ୍ ଉପରେ ସଦସ୍ୟମାନେ ଆଲୋଚନା କରିବା ପରେ ଏହା ଗୃହୀତ ହୋଇଥିଲା । ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ୧୯୮୦ ବନ...
Axe On Excise Staff
Cuttack: Excise Commissioner, Odisha Narasingha Bhol has dismissed Auropalak Das, ASI of Excise, Trilochan Raicheti, Excise Constable and R. Venkatesh Kumar, Excise Constable from service. They were taken to task for their involvement in illegal escorting of the Ganja loaded truck and facilitating transportation of Ganja and arrested vide Pottangi P.S. Case No. 129. Dated 18.09.2022 under Section 20 (b)...
Mantra For Law Students
Cuttack: President Droupadi Murmu on Wednesday urged law students to dedicate some part of their professional time to serving the unserved or underprivileged. Addressing the convocation of National Law University, Odisha at Cuttack, Shrimati Murmu said that a very large number of our under-priviledged and vulnerable fellow citizens don't even know about their rights and entitlements, nor do they have...










