ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜି୨୦ ସଦସ୍ୟ ଦେଶର ନେତାମାନଙ୍କ ସହିତ ଆଜି ଐତିହାସିକ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ସେମାନେ ଏହି ତଥ୍ୟକୁ ଉପସ୍ଥାପନ କରିଛନ୍ତି ଯେ ଗାନ୍ଧୀଜୀଙ୍କ ଶାଶ୍ବତ ଆଦର୍ଶ ଏକ ସାମଞ୍ଜସ୍ୟପୂର୍ଣ୍ଣ, ସମାବେଶୀ ଏବଂ ସମୃଦ୍ଧ ବିଶ୍ବ ପାଇଁ ଆମ ସାମୁହିକ ଦୃଷ୍ଟିକୋଣର ମାଗଦର୍ଶନ କରିଥାଏ। ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରି କହିଛନ୍ତି ‘‘ଐତିହାସିକ ରାଜଘାଟରେ, ଜି୨୦ ପରିବାର ଶାନ୍ତି, ସେବା, କରୁଣା ଏବଂ ଅହିଂସାର ପ୍ରତୀକ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ଅନେକ...
ଖଣିଜ କ୍ଷେତ୍ରର ବିକାଶ ଉପରେ ଗୁରୁତ୍ୱ
ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ ସଚିବ ଶ୍ରୀ ଭି. ଏଲ. କାନ୍ତାରାଓ ଖଣି ଓ ଖଣିଜ କାରବାର କ୍ଷେତ୍ରରେ ନିୟୋଜିତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ସଂସ୍ଥାର ପଦାଧିକାରୀ ଏବଂ ଅନ୍ୟ ଅଂଶୀଦାରମାନଙ୍କୁ ନେଇ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା କରିଛନ୍ତି । ବୈଠକରେ ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ, ଭାରତୀୟ ବୈଜ୍ଞାନିକ ସର୍ବେକ୍ଷଣ(ଜିଏସଆଇ)ର ମହାନିର୍ଦ୍ଦେଶକ ଶ୍ରୀ ଜନାର୍ଦ୍ଦନ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ । ଜିଏସଆଇ,...
Center Transforms Disability Rights
New Delhi: Department of Empowerment of Persons with Disabilities (DEPwD) in India has embarked on a transformative journey. In its relentless pursuit of a more inclusive society, DEPwD has forged significant partnerships and implemented innovative initiatives to bring about lasting change. From a groundbreaking Memorandum of Understanding (MoU) with the Council of Architecture to the release of anonymous data...
Rush To Roots
Bhubaneswar: As Odisha prepares for twin general elections of the Lok Sabha and State Assembly barely in seven months, the major parties, the governing Biju Janata Dal, opposition BJP and Congress, seem to be looking at the roots to gain strength. The parties have now started to look towards the villages which they had visited four-and-half-a year ago. The...
GBA@G20 Summit
New Delhi: Global energy sector has witnessed a historic moment today with announcement of the Global Biofuels Alliance (GBA) by Prime Minister Narendra Modi on the sidelines of the G20 Summit. GBA is an India-led Initiative to develop an alliance of Governments, International organizations and Industry to facilitate adoption of biofuels. Bringing together the biggest consumers and producers of biofuels...
PM Meets UK PM
New Delhi: Prime Minister Narendra Modi held a bilateral meeting with Rishi Sunak, Prime Minister of the United Kingdom, on 9 September 2023 on the sidelines of the G20 Summit in New Delhi. This is Prime Minister Sunak’s first visit to India since becoming Prime Minister in October 2022. Prime Minister conveyed his appreciation for UK’s support during India’s G20...
ଋଣ ଦେବାକୁ ବ୍ୟାଙ୍କକୁ ତାଗିଦ
ଭୁବନେଶ୍ୱର : ବ୍ୟବସାୟିକ ବ୍ୟାଙ୍କ୍ମାନେ ଲୋକଙ୍କ ଋଣ ଆବେଦନପତ୍ର ମଧ୍ୟରୁ ଅଧିକାଂଶକୁ ଯେଭଳି ନାକଚ କରିଦେଉଛନ୍ତି ତାହା ଉପରେ ରାଜ୍ୟ ସରକାର ଉଦବେଗପ୍ରକାଶ କରିବା ସଂଗେ ସଂଗେ ଏଭଳି ନକରିବାପାଇଁ ତାଗିଦ କରିଥିବା ଜଣାଯାଇଛି । ରାଜ୍ୟ ସରକାର ବ୍ୟବସାୟିକ ବ୍ୟାଙ୍କ୍ମାନଙ୍କୁ ଅଧିକରୁ ଅଧିକ ଋଣ ଦେବା ସକାଶେ ନିର୍ଦ୍ଦେଶ ଦେବା ସହିତ ଲୋକମାନଙ୍କୁ ଏଥିପାଇଁ ଆବେଦନ କରିବାକୁ ପ୍ରୋତ୍ସାହିତ କରୁଥିବାବେଳେ ଲକ୍ଷ୍ୟ କରାଯାଉଛି ଯେ ଏହି ଆବେଦନପତ୍ରଗୁଡିକୁ ସଠିକ ଭାବରେ ଅନୁଧ୍ୟାନ ନକରି ବହୁ ବ୍ୟାଙ୍କ୍ ନାକଚ କରିଦେଉଛନ୍ତି । ତେଣୁ ଲୋକେ...
ପାନୀୟ ଜଳ ଦୂଷିତ ଆଶଙ୍କା
ଭୁବନେଶ୍ୱର : ରାଜଧାନୀବାସୀଙ୍କୁ ପାଇପ୍ ଯୋଗେ ଆକ୍ୱାଗାର୍ଡ ମାନର ଜଳ ଯୋଗାଣ ହେଉଥିବା ନେଇ କର୍ତ୍ତୃପକ୍ଷ ଘୋଷଣା କରୁଥିବାବେଳେ ସହର ଭିତରେ ଥିବା ଜଳଭଣ୍ଡାରଗୁଡିକର ସ୍ୱଚ୍ଛତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । କାରଣ ଯେଉଁସବୁ ନିଷିଦ୍ଧାଞ୍ଚଳରେ ଭୂତଳ ଜଳଭଣ୍ଡାର ଓ ସୁଉଚ୍ଚ ପାଣିଟାଙ୍କି ରହିଛି ତାହା ନିକଟରେ ଏକାଧିକ ପାଇଖାନା ଓ ଗାଧୁଆଘର ନିର୍ମାଣ ହୋଇଥିବା ଦେଖିବାକୁ ମିଳୁଛି । ସହରବାସୀଙ୍କୁ ଜଳଯୋଗାଣ ପାଇଁ ବିଭିନ୍ନ ସ୍ଥାନରେ ଭୂତଳ ଜଳଭଣ୍ଡାର ସହିତ ପାଣିଟାଙ୍କିଗୁଡିକ ରହିଛି । ପ୍ରଥମେ ବିଶୋଧିତ ଜଳ ଆସି ଭୂତଳ...
୧୩ ରେ ଲଘୁଚାପ ସମ୍ଭାବନା
ଭୁବନେଶ୍ୱର : ଉତର ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ଯାହା ଫଳରେ ଏହାର ପରଦିନ ଏହା ଏକ ଲଘୁଚାପରେ ପରିଣତ ହୋଇପାରେ ବୋଲି ସୋଆ ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ କୁହାଯାଇଛି । ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଓଡିଶାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ଓ ପରବର୍ତୀ କାଳରେ ଏଥିରେ ବୃଦ୍ଧି ହୋଇପାରେ ବୋଲି ସିଇସି ବୁଲେଟିନ୍ ପ୍ରକାଶ କରିଛି । ଏହି ବୁଲେଟିନ୍ରେ...
SOA Issues Rain Alert
Bhubaneswar: A cyclonic circulation is likely to form over the north- west Bay of Bengal and its neighborhood on September 12 under the influence of which a low pressure area may take shape the next day, the Centre for Environment and Climate (CEC) of SOA Deemed to be University here said. Light to moderate rainfall is likely at sporadic locations...










