ଅଚଳ ହେଲାଣି ଟ୍ରାଫିକ ଲାଇଟ୍
ଭୁବନେଶ୍ୱର : ରାଜଧାନୀରେ ଟ୍ରାଫିକ ଭିଡ ଦିନକୁ ଦିନ ବଢୁଥିବାବେଳେ ସ୍ୱୟଂକ୍ରିୟ ଇଲେକଟ୍ରୋନିକ ଟ୍ରାଫିକ ବ୍ୟବସ୍ଥା କିନ୍ତୁ ବିଗିଡିବାରେ ଲାଗିଛି । ଖୋଦ୍ ପୁଲିସ୍ କମିଶନରଙ୍କ ଦପ୍ତର ନିକଟରେ ଥିବା ପାୱାରହାଉସ ଛକରେ ଅଚଳ ହୋଇପଡିଥିବା କିଛି ଟ୍ରାଫିକ ଲାଇଟ୍ ମରାମତି ହୋଇପାରୁ ନାହିଁ । ସ୍ମାର୍ଟ ସିଟିର ବିଭିନ୍ନ ଛକରେ ଲାଗିଥିବା ସ୍ୱୟଂକ୍ରିୟ ଇଲେକଟ୍ରୋନିକ୍ସ ଟ୍ରାଫିକ ବ୍ୟବସ୍ଥା ସହିତ ଲୋକେ କିଭଳି ଅଭ୍ୟସ୍ତ ହେବେ ଓ ରାସ୍ତାରେ ସୁରୁଖୁରୁରେ ଯା’ ଆସ କରିବେ ସେଥିପାଇଁ ଡାକବାଜି ଯନ୍ତ୍ରଦ୍ୱାରା ସଚେତନ କରୁଛନ୍ତି । ହେଲେ...
ସଡକ ସୁରକ୍ଷା ପାଇଁ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ
ଭୁବନେଶ୍ୱର: ଭିଜୁଆଲ୍ କାହାଣୀର ଅସୀମିତ ସମ୍ଭାବନା ଅପେକ୍ଷା ସଡକ ସୁରକ୍ଷା ବାର୍ତ୍ତା ବିସ୍ତାର କରିବାର ଏକ ଭଲ ଉପାୟ । ଜାତୀୟ ସଡକ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ, ୨୦୨୩ ପାଇଁ କ୍ଷୁଦ୍ର ଚଳଚ୍ଚିତ୍ର ଦାଖଲ କରିବାର ତାରିଖ ଆଜିଠାରୁ ଆରମ୍ଭ ହେଲା, ପ୍ରବେଶ ଦାଖଲର ଶେଷ ତାରିଖ ୧୭ ନଭେମ୍ବର, ୨୦୨୩ । ଏହି ଉତ୍ସବର ଲକ୍ଷ୍ୟ ହେଉଛି ସଡକ ସୁରକ୍ଷା ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବା ଏବଂ ଓଡିଶା ରାଜ୍ୟରେ ସଡକ ସୁରକ୍ଷା ସହଯୋଗରେ ନାଗରିକଙ୍କ ଯୋଗଦାନକୁ ପ୍ରୋତ୍ସାହିତ କରିବା...
ଜୀବିକା ବିକାଶ ପାଇଁ ବୁଝାମଣାପତ୍ର
ଭୁବନେଶ୍ୱର: ଗ୍ରାମାଞ୍ଚଳରେ ଥିବା ବିଭିନ୍ନ କୃଷକ ଉତ୍ପାଦକ ସଂଗଠନ ମୁଖ୍ୟତଃ ମହିଳା ନେତୃତ୍ୱାଧୀନ କୃଷକ ଉତ୍ପାଦକ ସଂଗଠନ ଗୁଡ଼ିକର ସାମାଜିକ ଏବଂ ଆର୍ଥିକ ବିକାଶ, ଉତ୍ପାଦକ ସଦସ୍ୟାମାନଙ୍କୁ ଦକ୍ଷତା ବିକାଶ ତାଲିମ ପ୍ରଦାନ, ଉତ୍ପାଦ ପ୍ରସ୍ତୁତି ଏବଂ ଏ ସମ୍ପର୍କିତ ଆନୁଷଙ୍ଗିକ ସୁବିଧା ସୁଯୋଗ ପ୍ରଦାନ ପାଇଁ ଓରମାସ ତରଫରୁ ଏକ କର୍ମଶାଳା ଏବଂ ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁମ୍ୱାଇ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ପ୍ୟାକେଜିଂ, ଗୁଜରାଟ ଗାନ୍ଧିନଗର ଥିବା ନ୍ୟାସନାଲ ଇନୋଭେସନ...
ମିଲେଟ୍ ବିହନର ପ୍ରଦର୍ଶନୀ
ଭୁବନେଶ୍ବର : ଜନଜାତି ସମୁଦାୟର ସଂସ୍କୃତି ଓ ଖାଦ୍ୟପେୟ ସହିତ ଗଭୀର ଭାବେ ଜଡିତ ପୃଷ୍ଟିସାରଯୁକ୍ତ ଶସ୍ୟ ମିଲେଟ୍ ଆମ ଜୀବନଶୈଳୀକୁ ପରିବର୍ତ୍ତନ କରିବା ସହ ବର୍ତ୍ତମାନ ଆମ ଖାଦ୍ୟ ପ୍ରଣାଳୀରେ ସୁପର ଫୁଡ୍ ର ଭୂମିକା ବହନ କରୁଛି । ଏହା ଓଡିଶା ପାଇଁ ଗର୍ବର ବିଷୟ ଯେ ଆମ ଜନଜାତି ସମ୍ପ୍ରଦାୟ ପ୍ରାଚୀନ କାଳରୁ ମିଲେଟ୍ ବା ମାଣ୍ଡିଆ ଉତ୍ପାଦନ କରି ଆସୁଛି । ଏହା ଖାଦ୍ୟ ନିରାପତ୍ତାକୁ ସୁରକ୍ଷା ଦେବା ସହ ବର୍ତ୍ତମାନ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିପାରିଛି ବୋଲି...
ସବୁଜ ଶକ୍ତି ପାଇଁ ପ୍ରତିବଦ୍ଧ
ଭୁବନେଶ୍ୱର : ରାଜ୍ୟ ଶକ୍ତି ବିଭାଗର ତତ୍ତ୍ୱାବଧାନରେ ଗ୍ରୀଡକୋ ପକ୍ଷରୁ ଓଡ଼ିଶା ଏନର୍ଜି ଟ୍ରାଞ୍ଜିସନ୍ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି । ଆଇ-ଫରେଷ୍ଟ ଓ ଶକ୍ତି ଫାଉଣ୍ଡେସନର ମିଳିତ ସହୋଯୋଗରେ ଅନୁଷ୍ଠିତ ଏହି କର୍ମଶାଳାକୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଉଦଘାଟନ କରିଥିଲେ । ଏହି କର୍ମଶାଳାରେ ମୁଖ୍ୟତଃ ରାଜ୍ୟର ଏନର୍ଜି ଟ୍ରାଞ୍ଜିସନ୍ ନିମନ୍ତେ ପ୍ରସ୍ତୁତ ଯୋଜନା ସଂପର୍କରେ ବ୍ୟାପକ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇଥିଲା । କର୍ମଶାଳାକୁ ଉଦଘାଟନ କରି ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା...
New Clause For Mine Bidders
Bhubaneswar: As per the direction of the Supreme Court, the State Government has added a new clause for bidders to participate in the auction of mineral blocks. As per an order of Steel and Mines (S&M) Department(DoSM), the clause….“No tender shall be entertained at the behest of an entity which out-standings are due or companies in which the same promoters...
ବଦଳିଲା ଖଣି ଟେଣ୍ଡର ନିୟମ
ଭୁବନେଶ୍ୱର : ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ରାଜ୍ୟ ସରକାର ଖଣି ନିଲାମରେ ଅଂଶଗ୍ରହଣକାରୀଙ୍କ ପାଇଁ ନୂଆ ନିୟମ ଯୋଡିଛନ୍ତି । ଇସ୍ପାତ ଏବଂ ଖଣି ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ ନୂଆ ନିୟମ “ଯେଉଁ ଲିଜ୍ଧାରୀଙ୍କ ଉପରେ ବକେୟା ରାଶି ରହିଥିବ କିମ୍ବା ସେମାନେ କମ୍ପାନୀଗୁଡିକ ପାଇଁ ଆଗ୍ରହୀ ଥିବେ ସେହିମାନେ ଖଣି ନିଲାମରେ ଅଂଶଗ୍ରହଣ କରିପାରିବେ ନାହିଁ ।” ଏହାକୁ ନୂତନ ଟେଣ୍ଡର ନିୟମରେ ସାମିଲ କରାଯିବ । ଆଗ୍ରହୀ ଟେଣ୍ଡରଧାରୀମାନେ ଏହି ମାନଦଣ୍ଡ ପୂରଣ କରୁଥିଲେ ସେମାନେ ଟେଣ୍ଡରରେ ଭାଗ ନେଇପାରିବେ ।...
ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଛନ୍ତି ଶିଶୁ
ଭୁବନେଶ୍ୱର : ଏବେ ଯେଉଁ ହାରରେ କ୍ୟାନସର, କିଡ୍ନୀ, ଲିଭର, ହାର୍ଟ ରୋଗୀଙ୍କ ସଂଖ୍ୟା ବଢି ଚାଲୁଛି ତାହା ଅବ୍ୟାହତ ରହିଲେ ଆଗାମୀ ଦିନରେ ଲୋକଙ୍କୁ ବଞ୍ଚାଇବା କଷ୍ଟକର ହୋଇପଡିବ । ଏଭଳି ବ୍ୟୟବହୁଳ ମାରାତ୍ମକ ରୋଗ କାହିଁକି ବଢୁଛି ତାହାର କାରଣ ଖୋଜି ନିରାକରଣ ଉପାୟ ନକାଢିଲେ କେବଳ ଡାକ୍ତରଖାନାର କଳେବର ବୃଦ୍ଧି ଲୋକଙ୍କୁ ରକ୍ଷା କରିବାରେ ସହାୟକ ହୋଇପାରିବ ନାହିଁ । ଏବେ ଓଡିଶାରେ ଶିଶୁମାନଙ୍କ ଭିତରେ ଏଭଳି ସାଂଘାତିକ ରୋଗ ଅଧିକ ହାରରେ ପରିଲକ୍ଷିତ ହେଉଛି । ଶିଶୁରୋଗ ଓ...
ଚିଲିକାରେ ଚାଲିବ ସୌରଚାଳିତ ବୋଟ୍
ଭୁବନେଶ୍ୱର : ଚିଲିକାରେ ଚାଲିବ ସୌରଚାଳିତ ବା ବ୍ୟାଟେରୀ ଚାଳିତ ବୋଟ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି । ଚିଲିକାରେ ପ୍ରଦୂଷଣ କମାଇବା ଏବଂ କାର୍ବନ ନିର୍ଗମନ ମାତ୍ରାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଦୀର୍ଘ ଦିନରୁ ପ୍ରସ୍ତାବିତ ପଦକ୍ଷେପ ଖୁବ୍ ଶିଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି । ଏ ସଂପର୍କରେ ଶୁକ୍ରବାର ଓଡ଼ିଶା ଅକ୍ଷୟ ଶକ୍ତି ଉନ୍ନୟନ ସଂସ୍ଥା (ଓରେଡା) ତରଫରୁ ଏକ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା । ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ...
ଶ୍ରୀମନ୍ଦିର ପ୍ରସଙ୍ଗରେ କଂଗ୍ରେସର ବଡ ସମାବେଶ
ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ପୁରୀ ଠାରେ ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନ ଭଣ୍ଡାରରେ ଥିବା ଶ୍ରୀ ଜୀଉ ମାନଙ୍କର ମୂଲ୍ୟବାନ ରତ୍ନ ଅଳଙ୍କାରର ଗଣତି, ମଣତି ଓ ମରାମତି, ବେଦାନ୍ତ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଜମି ଫେରାଇବା ଏବଂ ପୁରୀ ବାସିନ୍ଦାଙ୍କ ଜମିର ସ୍ଥାୟୀ ସମାଧାନ ଦାବିରେ ଏକ ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ...










