ଋଣ ଦେବାକୁ ବ୍ୟାଙ୍କକୁ ତାଗିଦ

0

ଭୁବନେଶ୍ୱର : ବ୍ୟବସାୟିକ ବ୍ୟାଙ୍କ୍‍ମାନେ ଲୋକଙ୍କ ଋଣ ଆବେଦନପତ୍ର ମଧ୍ୟରୁ ଅଧିକାଂଶକୁ ଯେଭଳି ନାକଚ କରିଦେଉଛନ୍ତି ତାହା ଉପରେ ରାଜ୍ୟ ସରକାର ଉଦବେଗପ୍ରକାଶ କରିବା ସଂଗେ ସଂଗେ ଏଭଳି ନକରିବାପାଇଁ ତାଗିଦ କରିଥିବା ଜଣାଯାଇଛି । ରାଜ୍ୟ ସରକାର ବ୍ୟବସାୟିକ ବ୍ୟାଙ୍କ୍‍ମାନଙ୍କୁ ଅଧିକରୁ ଅଧିକ ଋଣ ଦେବା ସକାଶେ ନିର୍ଦ୍ଦେଶ ଦେବା ସହିତ ଲୋକମାନଙ୍କୁ ଏଥିପାଇଁ ଆବେଦନ କରିବାକୁ ପ୍ରୋତ୍ସାହିତ କରୁଥିବାବେଳେ ଲକ୍ଷ୍ୟ କରାଯାଉଛି ଯେ ଏହି ଆବେଦନପତ୍ରଗୁଡିକୁ ସଠିକ ଭାବରେ ଅନୁଧ୍ୟାନ ନକରି ବହୁ ବ୍ୟାଙ୍କ୍‍ ନାକଚ କରିଦେଉଛନ୍ତି । ତେଣୁ ଲୋକେ...

ପାନୀୟ ଜଳ ଦୂଷିତ ଆଶଙ୍କା

0
Pipe Water Supply

ଭୁବନେଶ୍ୱର : ରାଜଧାନୀବାସୀଙ୍କୁ ପାଇପ୍‍ ଯୋଗେ ଆକ୍ୱାଗାର୍ଡ ମାନର ଜଳ ଯୋଗାଣ ହେଉଥିବା ନେଇ କର୍ତ୍ତୃପକ୍ଷ ଘୋଷଣା କରୁଥିବାବେଳେ ସହର ଭିତରେ ଥିବା ଜଳଭଣ୍ଡାରଗୁଡିକର ସ୍ୱଚ୍ଛତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । କାରଣ ଯେଉଁସବୁ ନିଷିଦ୍ଧାଞ୍ଚଳରେ ଭୂତଳ ଜଳଭଣ୍ଡାର ଓ ସୁଉଚ୍ଚ ପାଣିଟାଙ୍କି ରହିଛି ତାହା ନିକଟରେ ଏକାଧିକ ପାଇଖାନା ଓ ଗାଧୁଆଘର ନିର୍ମାଣ ହୋଇଥିବା ଦେଖିବାକୁ ମିଳୁଛି । ସହରବାସୀଙ୍କୁ ଜଳଯୋଗାଣ ପାଇଁ ବିଭିନ୍ନ ସ୍ଥାନରେ ଭୂତଳ ଜଳଭଣ୍ଡାର ସହିତ ପାଣିଟାଙ୍କିଗୁଡିକ ରହିଛି । ପ୍ରଥମେ ବିଶୋଧିତ ଜଳ ଆସି ଭୂତଳ...

୧୩ ରେ ଲଘୁଚାପ ସମ୍ଭାବନା

0

ଭୁବନେଶ୍ୱର : ଉତର ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ଯାହା ଫଳରେ ଏହାର ପରଦିନ ଏହା ଏକ ଲଘୁଚାପରେ ପରିଣତ ହୋଇପାରେ ବୋଲି ସୋଆ ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ କୁହାଯାଇଛି । ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଓଡିଶାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ଓ ପରବର୍ତୀ କାଳରେ ଏଥିରେ ବୃଦ୍ଧି ହୋଇପାରେ ବୋଲି ସିଇସି ବୁଲେଟିନ୍ ପ୍ରକାଶ କରିଛି । ଏହି ବୁଲେଟିନ୍‌ରେ...

SOA Issues Rain Alert

0

Bhubaneswar: A cyclonic circulation is likely to form over the north- west Bay of Bengal and its neighborhood on September 12 under the influence of which a low pressure area may take shape the next day, the Centre for Environment and Climate (CEC) of SOA Deemed to be University here said. Light to moderate rainfall is likely at sporadic locations...

BJD, Soumya Rift Widen

0

Bhubaneswar: The rift between the Governing BJD and senior MLA Soumya Ranjan Patnaik widened with a fresh war of words between BJD General Secretary and Minister Pratap Keshari Deb and Patnaik on Saturday.   After attacks by former Minister Arun Kumar Sahoo and Minister Atanu Sabyasachi Nayak, Minister Pratap Kesari Deb once again alleged that Soumya is blackmailing the party....

Cycling For Clean Air

0

Bhubaneswar: Satyabrata Sahu, Additional Chief Secretary Forest, Environment and Climate Change, Revenue & Disaster Management and Special Relief Commissioner  has flagged off a Cycle Rally organized by State Pollution Control Board, Odisha on 9 September to celebrate the International Day of Clean Air for Blue Skies. The largely attended Cycle Rally was organized in collaboration with the Centre for Environmental...

Extra Mile Walk For Bankers

0

Bhubaneswar: While Odisha Government is walking extra mile with a focus on spearheading development, governance and services, Bankers were asked to move accordingly so that it will help out the state in a big way. Principal Secretary Finance, Vishal Dev has approached the Bankers serving in the State, while asking them to walk extra mile for growth and development, which...

State Honor For Players

0

Bhubaneswar: Chief Minister Naveen Patnaik today felicitated seven visually-challenged cricket players for their remarkable achievements at the International Blind Sports Federation - IBSA World Games 2023 in Birmingham, England, held recently. In recognition of their outstanding accomplishments, the Chief Minister presented a cash prize of Rs 20 lakh to each of the women players from Odisha, namely Padmini Tudu, Basanti...

ଏନ୍‍ଆଇଇଏଲ୍‍ଆଇଟିିରେ ଶିକ୍ଷକ ସଙ୍କଟ

0

ଭୁବନେଶ୍ୱର : କେନ୍ଦ୍ର ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଅଧିନରେ ଥିବା ନେସନାଲ ଇନଷ୍ଟିଟ୍ୟୁଟ ଅଫ୍‍ ଇଲେକଟ୍ରୋନିକ ଆଣ୍ଡ ଇନଫର୍ମେସନ ଟେକ୍ନଲୋଜି (ଏନ୍‍ଆଇଇଏଲ୍‍ଆଇଟି)ର ଓଡିଶା କେନ୍ଦ୍ରଟି ଏବେ ଏକ ପ୍ରକାର ଅଚଳ ହେବାକୁ ବସିଲାଣି । ଏଠାରେ ଆଇଟି ପଢିବାକୁ ଶହ ଶହ ଛାତ୍ରଛାତ୍ରୀ ଆସୁଥିବାବେଳେ ପାଠ ପଢାଇବାକୁ କିନ୍ତୁ ଶିକ୍ଷକଙ୍କର ଅଭାବ । କେନ୍ଦ୍ର ସରକାରଙ୍କର ଏହି ସଂସ୍ଥାଟି ନିଜେ ଆଇଟି ଶିକ୍ଷା ପ୍ରଦାନ ସହିତ ଆଇଟି ଶିକ୍ଷା ପ୍ରଦାନ କରୁଥିବା ବିଭିନ୍ନ ଅନୁଷ୍ଠାନକୁ ଅଧିସ୍ୱୀକୃତି ପ୍ରଦାନ କରିଥାଏ । ଏହି କେନ୍ଦ୍ର...

ମହିଳା ଆଶାୟୀଙ୍କ ତାଲିକା ଲମ୍ବୁଛି

0

ଭୁବନେଶ୍ୱର : ବିଧାନସଭା ଓ ସଂସଦରେ ମହିଳାମାନଙ୍କ ଲାଗି ଏକ ତୃତୀୟାଂଶ ପ୍ରସଙ୍ଗ ଘେନି ଏବେ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଜୋର୍‍ଦାର ଚର୍ଚ୍ଚା ଚାଲିଥିବାବେଳେ ଓଡ଼ିଶାରେ ବିଭିନ୍ନ ଦଳରୁ ପ୍ରାର୍ଥୀ ହେବାପାଇଁ ମହିଳା ଆଶାୟୀଙ୍କ ନାମ ତାଲିକା ଲମ୍ବିବାରେ ଲାଗିଛି । ଯଦି ମହିଳା ସଂରକ୍ଷଣ ବିଲ୍‍ ଆଇନର ରୂପ ନିଏ ତେବେ ଓଡ଼ିଶାରେ ଅନ୍ୟୁନ ୭ଟି ଲୋକସଭା ଆସନ ଓ ୪୯ଟି ବିଧାନସଭା ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ତେବେ କେଉଁ ଭିତ୍ତିରେ କେଉଁ ଆସନକୁ ମହିଳା ସଂରକ୍ଷଣ ପରିସରକୁ...