ଦିନକୁ ତିନିଥର ଉଠିବ ଅଳିଆ
ଭୁବନେଶ୍ୱର :ଦଶହରା ପୂଜାକୁ ସ୍ୱଚ୍ଛ ଓ ସବୁଜ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ଏହାକୁ ୱାର୍ଡସ୍ତରରୁ ସୂଚାରୁରୂପେ ପରିଚାଳନା କରିବା ପାଇଁ ନିର୍ଦେଶ ଦେଇଛନ୍ତି କମିଶନର । ଏହି ଉପଲକ୍ଷେ ଆଜି ବିଏମ୍ସି ମୁଖ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ଅଧ୍ୟକ୍ଷତା କରି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଲେ ଯେ ପୂଜାମଣ୍ଡପଗୁଡିକରୁ ଦୈନିକ ସକାଳେ, ଦ୍ୱିପ୍ରହରେ ଏବଂ ରାତିରେ ବର୍ଜ୍ୟ ଉଠିବ । ଏହାର ଦାୟିତ୍ୱନେବ ୱାର୍ଡ କୋର୍କମିଟି । କେଉଁ ୱାର୍ଡରେ କେତେ ପୂଜାମଣ୍ଡପ ହୋଇଛି,...
Bus Strike Put On Hold
Bhubaneswar: After getting assurance from the Government, the All Odisha Bus Owners’ Association put their indefinite strike on hold till October 31. The All Odisha Bus Owners’ Association today morning launched their State-wide indefinite strike in protest the Government’s move to launch Location-Accessible Multimodal Initiative (LAccMI) to provide affordable transportation for people from Gram Panchayat level to Block, Blocks to...
ଲମ୍ବୁଛି ଆଶାୟୀଙ୍କ ତାଲିକା
ଭୁବନେଶ୍ୱର : ବିଜୁ ଜନତା ଦଳରୁ ବାଦ୍ ପଡିଥିବା ଚାରି ଜଣ ବିଧାୟକ ଆଗାମୀ ନିର୍ବାଚନରେ ଦଳୀୟ ଟିକଟ ପାଇବାର ସମ୍ଭାବନା କ୍ଷୀଣ ଥିବାରୁ ଏହି ୪ଟି ଆସନରେ ପ୍ରାର୍ଥୀ ହେବାପାଇଁ ଆଶାୟୀଙ୍କ ଧାଡି ଲମ୍ବୁଛି । ଏହାଛଡା ଆଉ ଯେଉଁ ସାଂସଦ ଓ ବିଧାୟକମାନେ ବିବାଦର ଘେରରେ ଅଛନ୍ତି ଏବଂ ଯେଉଁମାନଙ୍କ ପାଇଁ ଦଳର ଭାବମୂର୍ତ୍ତି ଉପରେ ଆଞ୍ଚ ଆସୁଥିବା ଆଶଙ୍କା ରହିଛି ସେମାନଙ୍କ ଭିତରୁ କେତେକଙ୍କୁ ବିଜେଡି ପୁର୍ନବାର ପ୍ରାର୍ଥୀ କରିନପାରେ ବୋଲି ଚର୍ଚ୍ଚା ହେଉଥିବା ପରିପ୍ରେକ୍ଷୀରେ ସେଠାରେ ବି...
ମୃତ୍ତିକା ସଂରକ୍ଷଣ ପାଇଁ ଡିପିଆର ପ୍ରସ୍ତୁତ
ଭୁବନେଶ୍ୱର : ଘଞ୍ଚ ଜଙ୍ଗଲ ଅଞ୍ଚଳ ଓ ଏହାର ଜୈବ ବିବିଧତାକୁ ସଂରକ୍ଷଣ କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ୩୫ଟି ବଛାବଛା ଜଙ୍ଗଲ, ବନ୍ୟପ୍ରାଣୀ ଡିଜିଜନରେ ମୃତ୍ତିକା ଆର୍ଦ୍ରତା ସଂରକ୍ଷଣ (ଏସ୍ଏମସି) କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । କାମ୍ପା ଯୋଜନା ଅଧୀନରେ ରାଜ୍ୟର ୩୫ଟି ଜଙ୍ଗଲ/ବନ୍ୟପ୍ରାଣୀ ଡିଭିଜନର ବଛାବଛା ଜଙ୍ଗଲ ଅଞ୍ଚଳରେ ବ୍ୟାପକ ଏସ୍ଏମସି କାର୍ଯ୍ୟ ସମ୍ପାଦନ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରିବାକୁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ) ନିଷ୍ପତ୍ତି ନେଇଛନ୍ତି । ମିଳିଥିବା...
Vishal Dev Gets Energy
Bhubaneswar: Ace Mandarin Vishal Kumar Dev has been given additional charge of Principal Secretary Energy and Chairman GRIDCO. 1996 Batch IAS Shri Dev, who is Principal Secretary Finance has been assigned additional responsibility of Department of Energy in additional to his duties. Shri Dev was also handling charge of Chairman Odisha Hydro Power Corporation (OHPC). It may be noted that 1993 Batch...
ଦିଆଯିବ ବଜ୍ରପାତ ସର୍ତକତା ପ୍ରଶିକ୍ଷଣ
ଭୁବନେଶ୍ୱର : ବଜ୍ରପାତର ସର୍ତକତା ସଂକ୍ରାନ୍ତରେ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯିବ । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଓସଡମା)ର ୩୬ତମ ପରିଚାଳନା କମିଟି ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରାଯାଇ ପରେ ପରେ ବିଭିନ୍ନ ପ୍ରସ୍ତାବ ଆଗତ କରାଯାଇଥିଲା । ବୈଠକରେ ବ୍ଲକ, ପଂଚାୟତ ଓ ଗ୍ରାମ୍ୟ ସ୍ତରରେ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଯୋଜନା କାର୍ଯ୍ୟକାରିତା ସଂପର୍କରେ ଆଲୋଚନା କରାଯାଇଥିଲା...
ମୁକ୍ତା ପ୍ରଶିକ୍ଷକଙ୍କୁ ତାଲିମ୍
ଭୁବନେଶ୍ୱର : ରାଜ୍ୟର ୧୧୫ଟି ପୌରସଂସ୍ଥା ରେ ୫-ଟି ଆଧାରରେ ସହରାଞ୍ଚଳ ମଜୁରୀ ଭିତ୍ତିକ ନିୟୋଜନ ଯୋଜନା ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) କାର୍ଯ୍ୟକାରୀ ହେଉଅଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓ ଅର୍ବାନ ମ୍ୟାନେଜମେଣ୍ଟ୍ ସେଣ୍ଟରର ସହଭାଗିତାରେ ମୁକ୍ତା ଯୋଜନାର ସୁଗମ କାର୍ଯ୍ୟକାରିତା ପାଇଁ ମିଶନ୍ ଶକ୍ତି ଗୋଷ୍ଠୀ ଏବଂ ବସ୍ତି ବାସିନ୍ଦା ସଂଘ ସମୂହର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା କୋଭିଡ ମହାମାରୀ ସମୟରେ ସହରାଞ୍ଚଳ...
ଆଞ୍ଚଳିକ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ୍ ର ଶୁଭାରମ୍ଭ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଗାଜିଆବାଦର ସାହିବାବାଦ ରାପିଡ୍ ଏକ୍ସ ଷ୍ଟେସନରେ ଦିଲ୍ଲୀ - ଗାଜିଆବାଦ - ମିରଟ ଆର୍ଆର୍ଟିଏସ୍ କରିଡରର ପ୍ରମୁଖ ବିଭାଗକୁ ଉଦଘାଟନ କରିଛନ୍ତି । ଭାରତରେ ଆଞ୍ଚଳିକ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ୍ (ଆର୍ଆର୍ଟିଏସ୍) ର ଶୁଭାରମ୍ଭ ଅବସରରେ ସାହିବାବାଦରୁ ଦୁହାଇ ଡିପୋକୁ ସଂଯୋଗ କରୁଥିବା ନମୋ ଭାରତ ରାପିଡ୍ ଏକ୍ସ ଟ୍ରେନ୍କୁ ମଧ୍ୟ ସେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଶ୍ରୀ ମୋଦୀ ବେଙ୍ଗାଲୁରୁ ମେଟ୍ରୋର ପୂର୍ବ - ପଶ୍ଚିମ...
Wet Dusshera This Year
Bhubaneswar: The state is likely to witness wet Dusshera this year as the India Meteorological Department has forecast rainfall activities in several districts of the State from October 23 to 25. A low pressure area has formed over southwest and adjoining southeast Bay of Bengal today. The associated cyclonic circulation extends up to mid-tropospheric levels. It is likely to...
Cash Award For Para-Athletes
Bhubaneswar: Chief Minister Naveen Patnaik today announced a cash incentive of Rs 10 lakh each for the 7 para-athletes from Odisha who will be participating in the Asian Para Games scheduled to begin from October 22, 2023. The Asian Para Games, will bring together elite para athletes from across the continent, offering a platform to them to showcase their dedication...










