Arun Ray; Director Printing

0

Bhubaneswar: Veteran Top Cop Arun Kumar Ray has received a new assignment. Odisha Government has made some changes in senior Top Cop level on 31 October. Department of Home has brought out a notification in this regard, which allowed changes in senior IPS Officers level. 1988 Batch IPS Arun Kumar Ray has been posted as Director Printing, Stationary and Publication Odisha, Cuttack. 1989...

ଶପଥ ନେଲେ ରଘୁବର

0

ଭୁବନେଶ୍ୱର : ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଆଜି ରାଜଭବନରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂଆ ଅଭିଷେକ ହଲରେ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ରାଜ୍ୟପାଳଙ୍କୁ ଶପଥ ପାଠ କରାଇଛନ୍ତି। ରାଜ୍ୟପାଳ ହିନ୍ଦୀରେ ଶପଥ ପାଠ କରିଥିଲେ। ଶପଥ ଗ୍ରହଣ ସମାରୋହ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟପାଳଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ୱାରା ଜାରି କରାଯାଇଥିବା ନିଯୁକ୍ତି...

Timeline For GSSY

0

Bhubaneswar: Expressing concern over pro-long delay in clearance of applications under Gopabandhu Sikhya Sahayata Yoajana (GSSY), the State Government has asked all Collectors to clear the pending applications of the last two years in one month. In this regard, Higher Education Joint Secretary Prativa Sahu has written a letter to all Collectors on Monday. On analysing the Gopabandhu Sikhya Sahayata Yojana...

ପିଆଜର ଉତ୍ପାଦନ ବଢୁଛି

0

ଭୁବନେଶ୍ୱର : ପିଆଜ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ବଳକା ରାଜ୍ୟରେ ପରିଣତ ହୋଇଥିବାସ୍ଥଳେ ଉତ୍ପାଦିତ ପିଆଜର ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଲାଗି ରହିଥିବା ତ୍ରୁଟିବିଚ୍ୟୁତି ଯୋଗୁ ଓଡ଼ିଶାକୁ ମହାରାଷ୍ଟ୍ର, ଆନ୍ଧ୍ର ସମେତ ଅନ୍ୟ ରାଜ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡୁଛି । ରାଜ୍ୟରେ ଗତ ରବି ଋତୁରେ ଉତ୍ପାଦିତ ପିଆଜକୁ ଚାଷୀମାନେ ଯାଚି ଗୁଞ୍ଜି କିଲୋ ୫ରୁ ୧୦ଟଙ୍କା ଦରରେ ବେପାରୀଙ୍କ ହାତରେ ଟେକି ଦେଇଥିବାବେଳେ ଏବେ ସେହି ଚାଷୀମାନେ ପଖାଳ ଖାଇବା ପାଇଁ କିଲୋ ୬୦ରୁ ୭୦ଟଙ୍କାରେ ଖୋଲା ବଜାରରୁ କିଣିବାକୁ...

ଛାତ୍ରବୃତ୍ତି ଆବେଦନର ତୁରନ୍ତ ଫଏସଲା କର

0

ଭୁବନେଶ୍ୱର : ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା (ଜିଏସ୍‌ଏସ୍‌ୱାଇ) ଅଧୀନରେ ଆବେଦନ ମଞ୍ଜୁର ଦୀର୍ଘ ଦିନ ଧରି ବିଳମ୍ବ ହେଉଥିବାରୁ ସେ ନେଇ ରାଜ୍ୟ ସରକାର ଉଦ୍‌ବେଗ ପ୍ରକାଶ କରିବା ସହିତ ଗତ ଦୁଇ ବର୍ଷର ବାକି ଥିବା ଆବେଦନଗୁଡ଼ିକୁ ଏକ ମାସ ମଧ୍ୟରେ ଫଏସଲା କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ପ୍ରତିଭା ସାହୁ ସୋମବାର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା ଛାତ୍ରବୃତ୍ତି ତଥ୍ୟକୁ ବିଶ୍ଳେଷଣ...

Chheligada Gets Central Nod

0

Bhubaneswar: In a major relief for the State Government, the Union Ministry of Environment, Forest and Climate Change (MoEF&CC) has provided final forest clearance to the Chheligada Irrigation Project. The Ministry has accorded Stage-II approval to diversion of 139.319 hectares of forest land for establishment of the mega irrigation project on Monday. Suneet Bhardwaj, Assistant Inspector General of Forests has informed...

Tridhara Captivates Audience

0

Bhubaneswar: In keeping with Guru Debaprasad Das's heartfelt wishes, Tridhara has been concluded the 17th Guru Debaprasad Award Festival today. Tridhara is continuing the Parampara of Guruji by teaching, choreographing and organising festivals, seminars, workshops worldwide for last three decades. The closing ceremony of this grand celebration began with the traditional lighting of the lamp by the esteemed guests. ACS Odia...

MGM Care For Culture

0

Bhubaneswar: MGM Group has been consistently promoting rich legacy of Art, Culture, Heritage and Tourism of Odisha. Pankaj Lochan Mohanty, Chairman of the MGM Group is leading from the front for promoting Odishan Art, Culture, Heritage and Traditions, said an Art Connoisseur. Shri Mohanty, an ace philanthropist has molded MGM Groups CSR Policy in such a way that it is helping...

ପିଆଜ ଦରରେ ରୋକ ଲଗାଇଲା କେନ୍ଦ୍ର

0

ନୂଆଦିଲ୍ଲୀ : ରପ୍ତାନିକୁ ନିରୁତ୍ସାହିତ କରିବା ଏବଂ ଘରୋଇ ବଜାରରେ ଉପଲବ୍ଧତା ବଜାୟ ରଖିବା ପାଇଁ ୨୯ ଅକ୍ଟୋବର୨୦୨୩ରୁ ୩୧ ଡିସେମ୍ବର୨୦୨୩ ପର୍ଯ୍ୟନ୍ତ ପିଆଜ ଉପରେ ସର୍ବନିମ୍ନ ରପ୍ତାନି ମୂଲ୍ୟ ଟନ୍‍ ପ୍ରତି ୮୦୦ ଆେମରିକୀୟ ଡଲାର ଲାଗୁ କରିବାକୁ ଭାରତ ସରକାରଙ୍କ ନିଷ୍ପତ୍ତି ମହାରାଷ୍ଟ୍ର ବଜାରରେ ମୂଲ୍ୟ ସଂଶୋଧନର ତୁରନ୍ତ ପ୍ରଭାବ ଦେଖାଇଛି, ଯେଉଁଠାରେ ମୂଲ୍ୟ ଗତ ସପ୍ତାହରେ ଧାର୍ଯ୍ୟ ସର୍ବୋଚ୍ଚ ମୂଲ୍ୟଠାରୁ ୫% ରୁ ୯% ହ୍ରାସ ପାଇଛି । ସମସ୍ତ ବଜାରରେ ମହାରାଷ୍ଟ୍ରରେ ପିଆଜର ହାରାହାରି ମୂଲ୍ୟ ୪.୫%...

ସୋଆରେ ସ୍ୱାମୀନାଥନ ସ୍ମାରକୀ ଆଲୋଚନାଚକ୍ର

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ (ଆଇଏଏସ୍‌)ରେ ପ୍ରଖ୍ୟାତ କୃଷି ବୈଜ୍ଞାନିକ ସ୍ୱର୍ଗତଃ ଏମ୍‌.ଏସ୍‌.ସ୍ୱାମୀନାଥନ୍‌ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଉଦ୍ଭିଦ ପ୍ରଜନନ ଓ ଆନୁବଂଶିକ ବିଭାଗର ପ୍ରତିଷ୍ଠିତ ପ୍ରଫେସର ତଥା ଧାନ ଗବେଷଣାର ଜଣେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବୈଜ୍ଞାନିକ ପ୍ରଫେସର ସତ୍ୟ ରଞ୍ଜନ ଦାସ ମୁଖ୍ୟ ଅତିଥି ତଥା ଆଲୋଚନା ବକ୍ତା ଭାବେ ଯୋଗ ଦେଇଥିଲେ । ଏହି...