Panel For Ratna Bhandar
Cuttack: The Orissa High today asked the State Government to to constitute a High Level Committee, if the Srimandir Managing Committee approaches them, for supervising the process of inventorisation of the valuables including jewelleries stored in the Ratna Bhandar. A division bench of the High Court comprising Chief Justice Subashis Talapatra and Justice Savitri Ratho has issued an order while...
ସମସ୍ତେ ଭୋଟ ଦେବା ଆବଶ୍ୟକ
ଭୁବନେଶ୍ୱର : ନିର୍ବାଚନର ଅନ୍ତର୍ଭୁକ୍ତିକରଣ, ସହଭାଗିତା ଓ ସମସ୍ତଙ୍କର ଯୋଗଦାନ ରହିଲେ ସୁସ୍ଥ ଗଣତନ୍ତ୍ରର ପରିକଳ୍ପନା କରାଯାଇପାରିବ I ଏଥିପାଇଁ ପ୍ରତ୍ୟେକ ଭୋଟରଙ୍କୁ ନିର୍ବାଚନ ରେ ମତଦାନ କରିବାର ଆବଶ୍ୟକତା ରହିଛି I ଏଡିଆର ଓ ଓଡିଶା ଇଲେକ୍ସନ ୱIଚ ପକ୍ଷରୁ ଆୟୋଜିତ ଏକ ଦିବସୀୟ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ଭାଗନେଇ ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି I ଏହି ଆଲୋଚନାଚକ୍ରରେ ତିନୋଟି ପର୍ଯ୍ୟାୟରେ ଆଲୋଚନା ହୋଇଛି I କାର୍ଯ୍ୟକ୍ରମ ପ୍ରାରମ୍ଭରେ ଇଲେକ୍ସନ ୱIଚର ରାଜ୍ୟ ସଂଯୋଜକ ରଞ୍ଜନ କୁମାର ମହାନ୍ତି, ଆୟୋଜିତ ଆଲୋଚନାଚକ୍ର...
ଅନୁକମ୍ପାମୂଳକ ମାମଲାର ଶୁଣାଣି
ଭୁବନେଶ୍ୱର : ଅନୁକମ୍ପାମୂଳକ ନିଯୁକ୍ତି ସଂକ୍ରାନ୍ତରେ ଅଦାଲତଙ୍କ ରାୟ ବିରୁଦ୍ଧରେ ଓଡିଶା ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ରୁଜୁ ହେଉଥିବା ଶତାଧିକ ରିଟ୍ ଆପିଲ୍ର ଏକତ୍ର ଶୁଣାଣି କରିଛନ୍ତି ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ । ଏହି ରାୟ ଉପରେ ନିର୍ଭର କରିବ ସହସ୍ରାଧିକ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଭବିଷ୍ୟତ । ଏଠାରେ ଉଲ୍ଲେଖନୀୟ ଯେ ପୂର୍ବରୁ ଶ୍ରମ ବିଭାଗର ଏକ ନିର୍ଦ୍ଦେଶନାମା ଆଧାରରେ ମୃତ କର୍ମଚାରୀଙ୍କ ପରିବାରର ଆର୍ଥିକ ଦୁଃସ୍ଥିତିକୁ ବିଚାରକୁ ନେଇ ସରକାରୀ ଚାକିରିରେ ନିଯୁକ୍ତି ଦିଆଯାଉଥିଲା ।...
ବିପର୍ଯ୍ୟୟ ନେଲାଣି ୧୬ହଜାର ଜୀବନ
ଭୁବନେଶ୍ୱର : ଗତ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟରେ ବିଭିନ୍ନ ବିପର୍ଯ୍ୟୟରେ ୧୬,୩୭୨ ଜଣ ମୃତ୍ୟୁବରଣ କରିଥିବାବେଳେ ଏମାନଙ୍କ ମଧ୍ୟରୁ ଜଳରେ ବୁଡି ୭୮୭୪ ଜଣ ପ୍ରାଣ ହରାଇଥିବାବେଳେ ସାପ କାମୁଡାରେ ୬୨୧୯ଜଣ ମରିଛନ୍ତି । ଏହି ସମସ୍ତଙ୍କ ନିକଟ ସମ୍ପର୍କୀୟଙ୍କୁ ରାଜ୍ୟ ସରକାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିଛନ୍ତି । ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ...
Disasters Claim 16K Lives
Bhubaneswar: As many as 16,372 people have died in the State due to various natural disasters during the last five years, Revenue and Disaster Management Minister Sudam Marndi said in Assembly today. In a written reply to a question of BJP MLA Kusum Tete, Minister Shri Marndi said 16,372 people were died due to various disasters including cyclone, lightning, fire...
ଓଡ଼ିଶା ଗସ୍ତରେ ମଧ୍ୟପ୍ରଦେଶ ପ୍ରତିନିଧି ଦଳ
ଭୁବନେଶ୍ବର : ମଧ୍ୟପ୍ରଦେଶ ସରକାରଙ୍କ ୭ ଜଣ ଆଇଏଏସ୍ ଅଧିକାରୀଙ୍କ ସହ ମୋଟ ୧୧ ବରିଷ୍ଠ ଅଧିକାରୀଙ୍କ ଏକ ପ୍ରତିନିଧିଦଳ ତିନି ଦିନିଆ ଓଡ଼ିଶା ଗସ୍ତ ଶେଷ କରିଛନ୍ତି । ମଧ୍ୟପ୍ରଦେଶରୁ ଆସିଥିବା ପ୍ରତିନିଧି ଦଳଙ୍କୁ ଓଡ଼ିଶା ଅର୍ବାନ ଏକାଡେମୀ (ଓୟୁଏ) ୫ଟି ପଦକ୍ଷେପ ଅନ୍ତର୍ଗତ ପରିମଳ ବ୍ୟବସ୍ଥାରେ ଫେକାଲ୍ ସ୍ଲେଜ୍ ଏବଂ ସେପ୍ଟେଜ୍ ମ୍ୟାନେଜମେଣ୍ଟ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ସହରୀ ଗ୍ରାମୀଣ କନଭର୍ଜେନ୍ସ ପାଇଁ ଓଡିଶା ମଡେଲ ବିଷୟରେ ଅବଗତ କରାଯାଇଥିଲା । ଓୟୁଏ କର୍ତ୍ତୃପକ୍ଷ ପ୍ରତିନିଧି ଦଳଙ୍କୁ ଓଡ଼ିଶା...
CEC Alerts On LoPar
Bhubaneswar: A cyclonic circulation which lay over east central Bay of Bengal off the Myanmar-Thailand coast on Thursday is expected to move towards the Bangladesh coast within the next 24 hours and lead to formation of a low pressure area over north east bay, the Centre for Environment and Climate (CEC) of Siksha ‘O’ Anusandhan (SOA) here said on...
Naveen Slams Opposition
Bhubaneswar:Chief Minister Naveen Patnaik today slammed the Opposition parties in the Assembly for politicizing very sensitive crime cases. Replying to the debate on demand discussion of Home and General Administration Departments, the Chief Minister said, “I am pained to see politicisation of very sensitive cases for narrow vested interests. This is an injustice to the victims of the case, to...
2 MLAs Suspended
Bhubaneswar: Odisha Legislative Assembly Speaker Pramila Mallik today suspended two BJP MLAs including Opposition Chief Whip Mohan Majhi and Mukesh Mahaling from the remaining days of ongoing session for throwing daal (pulses) at Speaker’s podium this evening. The BJP members were protesting the remark of a ruling BJD MLA Arun Sahoo who made a ‘mental health disorder' remark against the...
ନିର୍ମାଣ କ୍ଷେତ୍ରରେ ସବୁଜ ପଦକ୍ଷେପ
ନୂଆଦିଲ୍ଲୀ : ୨୦୭୦ ସୁଦ୍ଧା ଦେଶକୁ ଅଙ୍ଗାର ନିର୍ଗମନ ମୁକ୍ତ କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ବିଚାର ଦୃଷ୍ଟିରୁ ନିର୍ମାଣ କ୍ଷେତ୍ରରେ ମଧ୍ୟ ସବୁଜ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ କହିଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶକୁ ସ୍ୱଚ୍ଛ ଓ ଆବର୍ଜନାମୁକ୍ତ ରଖିବା ନିମନ୍ତେ ସମସ୍ତ ପଦକ୍ଷେପ ନିଆହେବ । ବର୍ତ୍ତମାନ ଚାଲିଥିବା ସ୍ୱଚ୍ଛତା ହିଁ ସେବା ପକ୍ଷରେ ଜାତୀୟ ରାଜପଥ, ରାସ୍ତାକଡ଼ ସୁବିଧା, ଢାବା, ଟୋଲ୍ ପ୍ଲାଜା ଭଳି...








