ସୋଆ ପକ୍ଷରୁ ଭାଷାକେନ୍ଦ୍ର ଆରମ୍ଭ

0

ଭୁବନେଶ୍ୱର : ଛାତ୍ରଛାତ୍ରୀମାନେ ଫ୍ରେଞ୍ଚ, ସ୍ୱାହିଲି ଓ ଆରବିକ୍ ଭଳି ବିଦେଶୀ ଭାଷା ଗୁଡ଼ିକୁ ଶିକ୍ଷା କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଏକ ଭାଷା କେନ୍ଦ୍ର ଆରମ୍ଭ କରାଯାଇଛି । ସୋଆ ସେଣ୍ଟର ଫର ଲାଙ୍ଗୁଏଜେସ୍ ଭାବେ ନାମିତ ଏହି କେନ୍ଦ୍ରକୁ ଶନିବାର ଉଦ୍‌ଘାଟନ କରାଯାଇଥିବା ବେଳେ ଏଠାରେ ପାଠ ପଢ଼ୁଥିବା ବିଦେଶୀ ଛାତ୍ରଛାତ୍ରୀମାନେ ଏହି ୩ଟି ଭାଷାରେ ପ୍ରଶିକ୍ଷଣ ଦେବେ । ଏହି କେନ୍ଦ୍ରକୁ ସୋଆର କୁଳାଧିପତି ପ୍ରଫେସର (ଡାକ୍ତର) ଅମିତ ବାନାର୍ଜୀ ଉଦ୍‌ଘାଟନ କରିଥିଲେ । ଏହି କେନ୍ଦ୍ରର...

Axe On Excise ASI

0

Bhubaneswar: Excise Commissioner, Odisha, Narasingha Bhol has dismissed Niranjan Khatua, ASI of Excise of Cuttack District from Government service for his corrupt practices in getting illegal gratification from illegal business of liquor. And there were lots of allegations against him. Investigation with IT application proved his involvement in colluding with the bootleggers in illegal liquor business. Earlier also he was...

Grand Meet@MPCGGT23′

0

Chandipur: More than 75 members including spouses and kids of MPC College 1985-90 Batch (Science stream) celebrated their annual get-together at Purbi Sea Resort along one of the most serene, mysterious and beautiful sea beaches of India.The event organized by the members of the Balasore Chapter of the MPC College Alumni 1985-90 (Science stream) comprised fun games, talent show...

Man-Eater Under Observation

0

Bhubaneswar: The ‘man-eater’ male leopard, which was captured by Wildlife officials on Saturday night from Dharambandha area on the outskirts of Sunabeda Wildlife Sanctuary in Nuapada district, is now under observation, said Principal Chief Conservator of Forests (PCCF), Wildlife, Susanta Nanda. Speaking to media persons here today, Chief Wildlife Warden (CWLW) Shri Nanda said, “We have trapped the leopard, which...

ଅବକାରୀ ଏଏସ୍‍ଆଇଙ୍କୁ ଚାକିରିରୁ ବିଦାକଲେ

0

ଭୁବନେଶ୍ୱର : ଅବକାରୀ କମିଶନର ଶ୍ରୀ ନରସିଂହ ଭୋଳ ବେଆଇନ ମଦ କାରବାରରୁ ଲାଞ୍ଚଞ୍ଚନେଇ ଦୁର୍ନୀତି କରିଥିବା ଅଭିଯୋଗରେ କଟକ ଜିଲ୍ଲା ଅବକାରୀ ଏଏସଆଇ ନିରଞ୍ଜନ ଖଟୁଆଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି । ତାଙ୍କ ବିରୋଧରେ ଏ ସଂକ୍ରାନ୍ତରେ ଅନେକ ଅଭିଯୋଗ ଆସିଥିଲା । ଆଇଟି ଆପ୍ଲିକେସନ୍ ମାଧ୍ୟମରେ ତଦନ୍ତରୁ ବେଆଇନ ମଦ କାରବାରରେ ମଦ ବେପାରୀଙ୍କ ସହ ତାଙ୍କର ସମ୍ପୃକ୍ତି ଥିବା ପ୍ରମାଣିତ ହୋଇଥିଲା । ଏହା ପୂର୍ବରୁ ମଧ୍ୟ ଗୋଟିଏ ବିଦେଶୀ ମଦ ଦୋକାନରେ ମଦ ବେପାରୀଙ୍କ ସହ ମଦ ପିଇବା...

Guruji Mantra On Sadguru

0

Mumbai: Guru Samaprpana Divas was observed here on 4 November by the Shri Kaka Saheb Dixit Trust of Shri Shirdi Sai Baba. This annual event is dedicated to remembering the first divine encounter of Shri Kaka Saheb Dixit with Shri Shirdi Sai Baba on November 2, 1909 as per the advice of Gurujee Chandra Bhanu Satpathy.Kaka Saheb allias Hari...

OMC Shines in IMARC

0

New Delhi: Odisha Mining Corporation (OMC) has actively participated in the International Mining and Resource Conference (IMARC) 2023. National Aluminium Company Limited (NALCO) also made its presence felt in the International Meet. An Indian Delegation led by Rao Saheb Patil Danve, Minister of State for Mines, Coal & Railways, participated in the International Mining and Resource Conference (IMARC) 2023 held in Sydney, Australia. The International...

ମାଗଣା ରାସନ ପାଇବେ ୩.୨୫ କୋଟି

0

ଭୁବନେଶ୍ୱର : ଆଉ ପାଞ୍ଚବର୍ଷ ପାଇଁ ହିତାଧିକାରୀଙ୍କୁ ମାଗଣା ରାସନ ଯୋଗାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୂଚନା ଦେବାପରେ ରାଜ୍ୟର ୩.୨୫ କୋଟିରୁ ଅଧିକ ଲୋକେ ଏଥିରେ ଉପକୃତ ହେବେ । ଏମାନେ ଆସନ୍ତା ୫ବର୍ଷ ପାଇଁ ମାଗଣାରେ ଚାଉଳ ପାଇବାକୁ ଯାଉଥିବାବେଳେ ଏହି ଯୋଜନାରେ ସାମିଲ ହେବାପାଇଁ ରାଜ୍ୟରେ ଆହୁରି ୬ଲକ୍ଷରୁ ଅଧିକ ଲୋକେ ଆବେଦନ କରି ରହିଛନ୍ତି । କେନ୍ଦ୍ର ସରକାର ଏବେ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକରୀଙ୍କୁ ସମ୍ପୂର୍ଣ୍ଣ ରୂପେ ମାଗଣାରେ ଚାଉଳ ଓ ଗହମ ଯୋଗାଇ ଦେଉଛନ୍ତି...

ବଜାରରେ ଦର କମୁନି

0

ଭୁବନେଶ୍ୱର : ଶସ୍ତାରେ ପିଆଜ ଯୋଗାଇବାପାଇଁ ରାଜନୈତିକ ଦଳ ଠାରୁ ଆରମ୍ଭ କରି କେନ୍ଦ୍ରୀୟ ସଂସ୍ଥା ପର୍ଯ୍ୟନ୍ତ ସମସ୍ତେ ଲାଗି ପଡିଥିବାବେଳେ ରାଜ୍ୟର ଖୋଲା ବଜାରରେ କିନ୍ତୁ ପିଆଜ ଦର ହ୍ରାସ ପାଉନାହିଁ । ଏବେ ବି ବଜାରରେ ପିଆଜ କିଲୋ ୭୦ ଟଙ୍କାରେ ବିକ୍ରି ହେଉଛି । ଓଡିଶା ବଜାରରେ ପିଆଜ ଦର କିଲୋ ପ୍ରତି ୬୦ ଟଙ୍କା ଟପିବାପରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଏହାର ଜୋରଦାର ପ୍ରତିବାଦ କରାଯିବା ପରେ ରାସ୍ତା ଉପରେ କିଲୋ ପ୍ରତି ୨୦ ଟଙ୍କାର ଦରରେ ପିଆଜ...

ବାଣୀବିହାର ପରିସରରୁ ଇଞ୍ଚେ ଜାଗା ଛାଡିବୁନି

0

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ୨୦ ଏକରରୁ ଉର୍ଦ୍ଧ୍ୱ ଜାଗା ବିଡିଏକୁ ହସ୍ତାନ୍ତର କରିବା ନିଷ୍ପତି ଦୁର୍ଭାଗ୍ୟଜନକ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି । ଉତ୍କଳ ବିଶ୍ୱିଦ୍ୟାଳୟ ଓଡ଼ିଶାରେ ଶିକ୍ଷାର କୋଣାର୍କ । ଏହି ବିଶ୍ୱବିଦ୍ୟାଳୟ ଏକ ମଣିଷ ତିଆରି କାରଖାନା । ଏଠାରେ ଉତୀର୍ଣ୍ଣ ଛାତ୍ରଛାତ୍ରୀମାନେ ରାଜନୀତି, ପ୍ରଶାସନ, ସମାଜସେବା ଓ ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜ୍ଜନ କରିଛନ୍ତି । ଏଣୁ ଉକ୍ତ ବିଶ୍ୱବିଦ୍ୟାଳୟର ପରିସରରକୁ ସଂକୁଚିତ କରିବାପାଇଁ ରାଜ୍ୟ ସରକାର ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ମିଳିତ...