MGM Care For Culture
Bhubaneswar: MGM Group has been consistently promoting rich legacy of Art, Culture, Heritage and Tourism of Odisha. Pankaj Lochan Mohanty, Chairman of the MGM Group is leading from the front for promoting Odishan Art, Culture, Heritage and Traditions, said an Art Connoisseur. Shri Mohanty, an ace philanthropist has molded MGM Groups CSR Policy in such a way that it is helping...
ପିଆଜ ଦରରେ ରୋକ ଲଗାଇଲା କେନ୍ଦ୍ର
ନୂଆଦିଲ୍ଲୀ : ରପ୍ତାନିକୁ ନିରୁତ୍ସାହିତ କରିବା ଏବଂ ଘରୋଇ ବଜାରରେ ଉପଲବ୍ଧତା ବଜାୟ ରଖିବା ପାଇଁ ୨୯ ଅକ୍ଟୋବର୨୦୨୩ରୁ ୩୧ ଡିସେମ୍ବର୨୦୨୩ ପର୍ଯ୍ୟନ୍ତ ପିଆଜ ଉପରେ ସର୍ବନିମ୍ନ ରପ୍ତାନି ମୂଲ୍ୟ ଟନ୍ ପ୍ରତି ୮୦୦ ଆେମରିକୀୟ ଡଲାର ଲାଗୁ କରିବାକୁ ଭାରତ ସରକାରଙ୍କ ନିଷ୍ପତ୍ତି ମହାରାଷ୍ଟ୍ର ବଜାରରେ ମୂଲ୍ୟ ସଂଶୋଧନର ତୁରନ୍ତ ପ୍ରଭାବ ଦେଖାଇଛି, ଯେଉଁଠାରେ ମୂଲ୍ୟ ଗତ ସପ୍ତାହରେ ଧାର୍ଯ୍ୟ ସର୍ବୋଚ୍ଚ ମୂଲ୍ୟଠାରୁ ୫% ରୁ ୯% ହ୍ରାସ ପାଇଛି । ସମସ୍ତ ବଜାରରେ ମହାରାଷ୍ଟ୍ରରେ ପିଆଜର ହାରାହାରି ମୂଲ୍ୟ ୪.୫%...
ସୋଆରେ ସ୍ୱାମୀନାଥନ ସ୍ମାରକୀ ଆଲୋଚନାଚକ୍ର
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ (ଆଇଏଏସ୍)ରେ ପ୍ରଖ୍ୟାତ କୃଷି ବୈଜ୍ଞାନିକ ସ୍ୱର୍ଗତଃ ଏମ୍.ଏସ୍.ସ୍ୱାମୀନାଥନ୍ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଉଦ୍ଭିଦ ପ୍ରଜନନ ଓ ଆନୁବଂଶିକ ବିଭାଗର ପ୍ରତିଷ୍ଠିତ ପ୍ରଫେସର ତଥା ଧାନ ଗବେଷଣାର ଜଣେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବୈଜ୍ଞାନିକ ପ୍ରଫେସର ସତ୍ୟ ରଞ୍ଜନ ଦାସ ମୁଖ୍ୟ ଅତିଥି ତଥା ଆଲୋଚନା ବକ୍ତା ଭାବେ ଯୋଗ ଦେଇଥିଲେ । ଏହି...
268 CR DA Detected
Bhubaneswar: Taking strong action against corruption, the Vigilance Department has unearthed disproportionate assets worth Rs 268 crores with record seizures of concealed ill-gotten cash, Vigilance Director Yeshwant K Jethwa. Speaking at the State-level Vigilance Awareness Week observation, Shri Jethwa said the Vigilance has intensified targeted enforcement action during the last two years, and detected a number of high value corruption...
Tech Use For VIG
Bhubaneswar: Emphasizing on State’s ‘Zero Tolerance’ approach towards corruption, Chief Minister Naveen Patnaik today urged Vigilance Department to adopt technology and rope in more professionals with domain expertise to aid effective detection of benami transactions, money laundering, corruption through digital transactions, investments in newer financial instruments like crypto-currencies. The Chief Minister was addressing at the State-level observation of Vigilance Awareness...
Congress Hopes Big!
Bhubaneswar: As the general elections to Lok Sabha and Odisha Assembly are coming closer, there is clamor among opposition parties while the ruling Biju Janata Dal maintaining silence under the changed political situation. From among opposition parties, now number three in the rank, the Congress seems to have activated its rank and file, while its leaders appear to be...
ମନଇଚ୍ଛା ବସ୍ ଭଡା ଆଦାୟ
ଭୁବନେଶ୍ୱର : ଘରୋଇ ବସ୍ଗୁଡିକ ଯାତ୍ରୀଙ୍କ ଠାରୁ ମନଇଚ୍ଛା ଭଡା ଆଦାୟ କରୁଛନ୍ତି । ଭୁବନେଶ୍ୱରର କୌଣସି ସ୍ଥାନରୁ କଟକ ଯିବାପାଇଁ ଯାତ୍ରୀଙ୍କୁ ପାର୍ବଣ ସମୟରେ ୫୦ ଟଙ୍କା ଗଣିବାକୁ ପଡୁଛି । ବସ୍ ଚଳାଚଳକୁ ନେଇ ରାଜ୍ୟ ସରକାର ଘରୋଇ ବସ୍ ମାଲିକଙ୍କ ମଧ୍ୟରେ ବାରମ୍ବାର ବୈଠକ ବସୁଥିବାବେଳେ ଘରୋଇ ବସ୍ର ମନଇଚ୍ଛା ଭଡା ଆଦାୟ ସଂକ୍ରାନ୍ତରେ କିନ୍ତୁ କେହି ମୁହଁ ଖୋଲୁ ନାହାନ୍ତି । ଦଶହରା ଛୁଟି ଆରମ୍ଭ ଦିନ ଘରୋଇ ବସ୍ ମାଲିକ ସଂଘ ଧର୍ମଘଟକୁ ଓହ୍ଲାଇବା ପରେ ଲୋକେ...
ନିଶାଡିଙ୍କ ହାର ଓଡିଶାରେ ଅଧିକ
ଭୁବନେଶ୍ୱର : ଓଡ଼ିଶାରେ ନିଶାଡିଙ୍କ ହାର ଜାତୀୟ ହାର ତୁଳନାରେ ଢେର୍ ଅଧିକ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୫ ରିପୋର୍ଟରେ ପ୍ରକାଶିତ ତଥ୍ୟ ଆଧାରରେ ଏହା କୁହାଯାଉଛି । ଏହି ରିପୋର୍ଟ ମୁତାବକ ସର୍ବଭାରତୀୟ ସ୍ତରରେ ୧୫ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ କ୍ଷେତ୍ରରେ ତମାଖୁ ବ୍ୟବହାରକାରୀଙ୍କ ହାର ୮.୯ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୨୬ ପ୍ରତିଶତ ରହିଛି । କେବଳ ସେତିକି ନୁହେଁ, ଜାତୀୟ ସ୍ତରରେ ଏହି ବୟସର ମହିଳାଙ୍କ ମଧ୍ୟରୁ ସହରାଞ୍ଚଳରେ ୫.୪ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୧୦.୫ ପ୍ରତିଶତ ତମାଖୁ...
ପ୍ରଣତି ନାୟକଙ୍କୁ ୨୩ଲକ୍ଷ ପୁରସ୍କାର
ଭୁବନେଶ୍ଵର : ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଜିମ୍ନାଷ୍ଟିକ୍ସର ଉଜ୍ଜ୍ୱଳ ତାରକା ପ୍ରଣତି ନାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। କ୍ରୀଡ଼ାରେ ତାଙ୍କର ଦକ୍ଷତାକୁ ସ୍ୱୀକୃତି ଜଣାଇ ମୁଖ୍ୟମନ୍ତ୍ରୀ ତାଙ୍କୁ ୨୩ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ଉପସ୍ଥିତ ମୁଖ୍ୟ ପ୍ରଶିକ୍ଷକ ଅଶୋକ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ଏହି ପ୍ରତିଭାସମ୍ପନ୍ନ ଖେଳାଳୀ ଜିମ୍ନାଷ୍ଟିକ୍ ଦୁନିଆରେ ନିଜର ଅସାଧାରଣ ନିଷ୍ଠା ଏବଂ ପ୍ରତିଭା ପ୍ରଦର୍ଶନ କରି ମୋଟ ୪ଟି ସ୍ୱର୍ଣ୍ଣ...
ଚାରିଦ୍ୱାର ଖୋଲିବା ଦାବିରେ ସଂକୀର୍ତ୍ତନ ସତ୍ୟାଗ୍ରହ
ଭୁବନେଶ୍ୱର : ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିବା ଦାବିରେ ପ୍ରେଦଶ କଂଗ୍ରେସ ପକ୍ଷରୁ ଆସନ୍ତା ମାସ ୯ ତାରିଖ ଗୁରୁବାର ଦିନ ରାଜ୍ୟର ସମସ୍ତ ବ୍ଲକ, ଏନଏସି, ମୁନିସିପାଲଟି ଓ ମହାନଗର ନିଗମ ରେ ଥିବା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଦିନ ୯ ଘଂଟାରୁ ୧୨ ଘଂଟା ପର୍ଯ୍ୟନ୍ତ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଂକୀର୍ତ୍ତନ ସତ୍ୟାଗ୍ରହ କରାଯିବ । ପ୍ରଦେଶ କଗ୍ରେସ ସଭାପତି ଶରତ ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଶ୍ରୀ...










