ବିଏମ୍‍ସିକୁ ଅଡୁଆ ଭେଣ୍ଡିଂ ଜୋନ୍‍

0

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି)କୁ ଅଡୁଆ ହୋଇଛି ଭେଣ୍ଡିଂ ଜୋନ୍‍ । ରାସ୍ତା ପାଶ୍ୱର୍ରେ ଥିବା ଏହି ବ୍ୟବସାୟ କେନ୍ଦ୍ରଗୁଡିକ ଏବେ ସହରରେ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବାବେଳେ ଏମାନଙ୍କୁ କିଭଳି କେଉଁଠାରୁ ସ୍ଥାନାନ୍ତର କରାଯିବ ବିଏମ୍‍ସି ଜାଣିପାରୁ ନାହିଁ । ସହର ପ୍ରମୁଖ ଅଞ୍ଚଳରେ ରାସ୍ତା ପାଶ୍ୱର୍ରେ ଆଖିବୁଜା ଭାବେ ଖୋଲା ଯାଇଥିବା ଭେଣ୍ଡିଂଜୋନ୍‍ଗୁଡିକ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି । ଲୋକେ ଏହିସବୁ ବ୍ୟବସାୟ ପ୍ରତିଷ୍ଠାନକୁ ଯିବାପାଇଁ ରାସ୍ତାଉପରେ ଗାଡିମୋଟର ରଖି ଯାଉଛନ୍ତି । ସେହିଭଳି କେକେତ ସ୍ଥାନରେ...

ମିଲେଟ ସମ୍ମିଳନୀ ଉଦ୍‌ଯାପିତ

0

ଭୁବନେଶ୍ୱର : ବିଶେଷ ଗୁଣ ଯୋଗୁଁ ମିଲେଟସକୁ ଜଳବାୟୁ ସ୍ମାର୍ଟ ଫସଲ ଭାବରେ ସାଧାରଣରେ ଅଭିହିତ କରାଯାଏ ବୋଲି ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସ ଭୁବନେଶ୍ୱରଠାରେ ଆୟୋଜିତ ଅନ୍ତର୍ଜାତୀୟ ମିଲେଟସ ସମ୍ମିଳନୀ ଅବସରରେ କହିଛନ୍ତି । ଆଜି କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଦୁଇଦିନିଆ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି ଯେ ଏହି ଲଘୁଶସ୍ୟକୁ ମୁଖ୍ୟଧାରାରେ ସାମିଲ କରିବାରେ ଓଡ଼ିଶାର ଯୋଗଦାନ ଅତ୍ୟନ୍ତ ପ୍ରଶଂସନୀୟ । ଲଘୁଶସ୍ୟକୁ ପ୍ରୋତ୍ସାହନ ଦେବାରେ...

ଡିଜିଟାଲ ବିଜ୍ଞାପନ ନୀତି ଅନୁମୋଦିତ

0

ନୂଆଦିଲ୍ଲୀ : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଡିଜିଟାଲ ମିଡିଆ ମାଧ୍ୟମରେ ଅଭିଯାନ ଆରମ୍ଭ କରିବା ପାଇଁ ଭାରତ ସରକାରଙ୍କ ବିଜ୍ଞାପନ ଶାଖା କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି) କୁ ସକ୍ଷମ ଏବଂ ସଶକ୍ତ କରିବା ନିମନ୍ତେ  ଏକ  "ଡିଜିଟାଲ ବିଜ୍ଞାପନ ନୀତି, ୨୦୨୩" କୁ ଅନୁମୋଦନ କରିଛି । ବିକଶିତ ଗଣମାଧ୍ୟମ ପରିଦୃଶ୍ୟ ଏବଂ ଗଣମାଧ୍ୟମ ବ୍ୟବହାରର ବର୍ଦ୍ଧିତ ଡିଜିଟାଲକରଣ ପ୍ରତିକ୍ରିୟାରେ ଭାରତ ସରକାରଙ୍କ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଏବଂ ନୀତି ବିଷୟରେ ସୂଚନାର ପ୍ରସାରଣ ଏବଂ ସଚେତନତା ସୃଷ୍ଟି କରିବା...

ଏସ୍‌ଏଚ୍‌ଏମ୍‌ରେ କେକ୍ ମିଶ୍ରଣ ଉତ୍ସବ

0

ଭୁବନେଶ୍ୱର : ବଡ଼ଦିନ ଆଉ ମାତ୍ର ଦେଢ଼ ମାସ ବାକି ଥିବା ବେଳେ ଏହି ଉତ୍ସବକୁ ଅଧିକ ଚଳଚଂଚଳ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟରେ ଶନିବାର ଦିନ ଏକ କେକ୍ ମିକ୍ସିଙ୍ଗ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ କେକ୍ ମିକ୍ସିଙ୍ଗ ଉତ୍ସବରେ ସାମିଲ ହେବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଭଳି ଏକ ଆନନ୍ଦଦାୟକ କାର୍ଯ୍ୟକ୍ରମ ସକରାତ୍ମକ ମନୋଭାବ ସୃଷ୍ଟି କରିବ...

BSKY Care In 765 Hospitals

0

Bhubaneswar: Biju Swasthya KalayanYojana (BSKY), 765 super speciality and world-class hospitals from private sector partnered with State Government (as of now) for delivering clinical treatment services under the scheme. This was known from one recent review taken by Secretary Health & Family Welfare and Chairman SHAS, Shalini Pandit. Looking into the progress made in extension of cashless treatment to Odia...

ବିଏସ୍‌କେୱାଇ ହସ୍ପିଟାଲ୍‌ ସଂଖ୍ୟା ୭୬୫ କୁ ବୃଦ୍ଧି

0

ଭୁବନେଶ୍ଵର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ( ବିଏସ୍‌କେୱାଇ ) ଯୋଜନାରେ ସାମିଲ ହୋଇଥିବା ଘରୋଇ ସୁପରସ୍ପେସାଲିଟି ହସ୍ପିଟାଲ୍‌ ସଂଖ୍ୟା ୭୬୫କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ବାସ୍ଥ୍ୟସେବା ପ୍ରତିଶୃତି ସମିତି ସମୀକ୍ଷା ବୈଠକରୁ ଏହା ଜଣାପଡିଛି । ଗୁଣାତ୍ମକ ସ୍ବାସ୍ଥ୍ୟସେବା ନିଶ୍ଚିନ୍ତ କରାଇବା ଦିଗରେ ସମିତିର ବିଭିନ୍ନ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରି ରାଜ୍ୟ ସରକାରଙ୍କ ସହ ସହଭାଗିତାରେ ଅନୁବନ୍ଧିତ ଘରୋଇ ହସ୍ପିଟାଲ୍‌ମାନଙ୍କରେ ଉପଲବ୍ଧ ରୋଗୀ-କେନ୍ଦ୍ରିକ...

IYDP From 15NOV

0

Bhubaneswar; To encourage participation of youth in the field of sports, culture, social work and make them active partners in the development of State, Government has launched a new scheme under “Integrated Youth Development Programme” (IYDP). The new scheme envisages to conduct competition and activities among the students at the Institutional level. Later, Youth Festivals will be organised under...

OMC Embarks On EFQM

0

Bhubaneswar: Odisha Mining Corporation (OMC) has embarked on implementing the international acclaimed European Foundation for Quality Management (EFQM) framework to further strengthen its transformational journey and achieve business & operational goals which will place the Corporation at global stage and amongst the world’s renowned companies. In a ceremony, OMC Chairman and Steel & Mines Additional Chief Secretary Deoranjan Kumar Singh...

୧୫ରୁ ଯୁବ ବିକାଶ କାର୍ଯ୍ୟକ୍ରମ

0

ଭୁବନେଶ୍ବର : ରାଜ୍ୟ ସରକାର କ୍ରୀଡ଼ା, ସଂସ୍କୃତି, ସାମାଜିକ କ୍ଷେତ୍ରରେ ଯୁବ ବର୍ଗ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ “ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ” (ଆର.ୱାଇ.ଡି.ପି.) ଅଧୀନରେ ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଯୁବ ବର୍ଗ / ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାନୁଷ୍ଠାନ ସ୍ତରରେ ପ୍ରତିଯୋଗୀତା ଆୟୋଜନ କରାଯିବ। ପରବର୍ତ୍ତୀ ସମୟରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ଯୁବ ମହୋତ୍ସବ ମାନ ଆୟୋଜନ କରାଯିବ। ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଭିଡିଓ କନଫରେନ୍ସି ମାଧ୍ୟମରେ ଏହି କାର୍ଯ୍ୟକ୍ରମର...

Revenue Collection Up

0

Bhubaneswar: The State Government has collected revenue of Rs 24,267.55 crore till end of October 2023 which is 53.63 per cent of the annual Budget Estimate (Rs.45251 crore). Principal Secretary Finance Vishal Dev is regularly monitoring revenue collection of the State, said a senior official. Due to the constant monitoring by Principal Secretary Shri Dev, the State was able to register...