ଡିସେମ୍ବର ୧ ରେ ତୁଳସୀ ଯାତ୍ରା

0

ଭୁବନେଶ୍ୱର : ଆସନ୍ତା ଡିସେମ୍ବର ୧ ତାରିଖ ଦିନ ତୁଳସୀ ଯାତ୍ରା କରାଯିବ ବୋଲି ପିିସିସି ସଭାପତି ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି । ଗଣମାଧ୍ୟମକୁ ସମ୍ବୋଧିତ କରି କହିଥିଲେ ଯେ ନବୀନ ସରକାର ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ହୋଇ ଛିଡ଼ା ହେଉଛନ୍ତି । ପୁରୀ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାରର ଗଣତି, ମଣତି ଓ ମରାମତି ଏବଂ ବେଦାନ୍ତ ଅଧିକୃତ ଜଗନ୍ନାଥଙ୍କ ଅମୃତମଣୋହୀ ଜମି ଓ ଚାଷୀଙ୍କ ଜମିକୁ ଫେରସ୍ତ ସମେତ ଅନ୍ୟାନ୍ୟ ସମୁଦାୟ ୬ ଗୋଟି ଦାବିକୁ ନେଇ...

Guv, CM Greets On Deepavali

0

Bhubaneswar: Governor Raghubar Das wished all a Happy Deepavali. Shri Das took to his X handle and said that "May the festival of lights illuminate your life with hope and happiness".Chief Minister Naveen Patnaik on Sunday greeted people of the state on the occasion of Diwali. The CM took to his X handle, Greetings to all the brothers and sisters...

Prez Greets On Diwali

0

New Delhi: President of India, Droupadi Murmu has sent her greetings to fellow citizens on the eve of Deepawali.  In her message, the President has said, “On the auspicious occasion of Deepawali, I extend my warm greetings and best wishes to all fellow citizens living in India and abroad.  Deepawali is a festival of joy and happiness. It is celebrated to mark...

All Eyes On 3 DEC

0

Bhubaneswar: Though there is a slowdown in political activities, as it passes through a transitional phase over a development in the last week of October, the state might witness a hectic activity in days to come. The next move is totally dependent on the outcome of the five State Assembly results which is scheduled to be made public on...

RIE Celebrates NE Day

0

Bhubaneswar: National Education Day was celebrated by Regional Institute of Education, Bhubaneswar on the birth anniversary of Maulana Abul Kalam Azad - India's first Education Minister and great freedom movement leader. The program was inaugurated by Prof. P.C. Agarwal, Principal of RIE, Bhubaneswar in the presence of faculty members and students. In his address he highlighted the contributions of...

Pact For PwD Welfare

0

Bhubaneswar: Odisha Government looks forward to productive outcomes through different collaborations and convergence with other Departments, Civil Society Organisations, said Ashok Chandra Panda, Minister, of Social Security and Empowerment of Persons with Disabilities (SSEPD). Shri Panda graced the MoU signing event in Loka Seva Bhawan in presence of Bishnupada Sethi, Principal Secretary SSEPD. MoU was signed between the SSEPD Department and...

USAID On Child Care

0

Bhubaneswar: USAID Momentum Country and Global Leadership: India-Yash, and the Centre for Catalyzing Change (C3), organized a state-level roundtable on Preventing Child, Early and Forced marriage at Hotel Swosti Premium, Bhubaneswar on 10 November. Over 70 participants from all walks of life including Government authorities, Voluntary Organizations, Corporates, Faith-based leaders, Adolescent Champions participated in the program. It is important to work...

ଖତ ହେଉଛି ମୋ ସାଇକେଲ

0

ଭୁବନେଶ୍ୱର : ରାଜଧାନୀରେ ମେଟ୍ରୋ ଚଳାଚଳ ପାଇଁ ଧିରେ ଧିରେ ଆଗକୁ ବଢୁଥିବା ପ୍ରଶାସନ କୋଟି କୋଟି ଟଙ୍କା ବ୍ୟୟରେ ଖରିଦ ହୋଇଥିବା ସାଇକେଲ କଥା ଭୁଲିଗଲାଣି । ପାଞ୍ଚବର୍ଷ ତଳେ ହକି ବିଶ୍ୱକପ୍‍ ସମୟରେ ଖରିଦ ହୋଇଥିବା ମୋ ସାଇକେଲ ଏବେ ନଷ୍ଟ ହେବା ସହିତ ଚୋରମାନେ ଧିରେ ଧିରେ ଏହାକୁ ନେବାରେ ଲାଗିଛନ୍ତି । ଶୂନ ପ୍ରଦୂଷଣକାରୀ ଯାନ କୁହାଯାଉଥିବା ସାଇକେଲ ପ୍ରତି ରାଜଧାନୀବାସୀଙ୍କୁ ଆକୃଷ୍ଟ କରିବାପାଇଁ ୨୦୧୮ ହକି ବିଶ୍ୱକପ୍‍ ସମୟରେ ସରକାର ଦୁଇ ହଜାର ସାଇକେଲ ଖରିଦ କରିଥିଲେ...

ଅର୍ଥନୈତିକ କରିଡର ପାଇଁ ପତ୍ର

0

ନୂଆଦିଲ୍ଲୀ : ଛତିଶଗଡର ରାୟଗଡ଼ ଠାରୁ ଝାରସୁଗୁଡ଼ା, ଦେବଗଡ଼ ଏବଂ ସମ୍ବଲପୁର ଦେଇ ଅନୁଗୋଳ ଜିଲ୍ଲାର ତାଳଚେର ଦେଇ ଯାଇଥିବା ଜାତୀୟ ରାଜପଥକୁ ୮ ଲେନ୍ ବିଶିଷ୍ଟ ଅର୍ଥନୈତିକ କୋରିଡରରେ ପରିଣତ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।       ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ରାୟଗଡ଼ରୁ ତାଳଚେରର ବହ୍ଲର ପର୍ଯ୍ୟନ୍ତ ଲମ୍ବିଥିବା ପ୍ରାୟ...

ପ୍ରଦୀପଙ୍କୁ ନେବାକୁ ବିଜେପି ଆଗଭର

0

ବ୍ରହ୍ମପୁର : ଜନ ବିରୋଧି କାର୍ଯ୍ୟ ପାଇଁ ଯେଉଁ ନେତାଙ୍କୁ ବିଜେଡି ଦଳରୁ ତଡି ଦେଇଛି ତାଙ୍କୁ କୋଳେଇ ନେବାପାଇଁ ଏବେ ବିଜେପି ଆଗଭର । ଏଥିରୁ ଗୋଟିଏ କଥା ପ୍ରମାଣିତ ହେଉଛି ଯେ ବିଜେପି ଦଳରେ ନୀତି ଆଦର୍ଶ ବୋଲି କିଛି ନାହିଁ କି ସେମାନେ ନୂଆ ନେତା ସୃଷ୍ଟି କରିପାରୁ ନାହାନ୍ତି । କାଲି ଯାହାକୁ ଦୁର୍ନୀତିଗ୍ରସ୍ତ କହି ଗାଳି ଦେଉଥିଲେ ଆଜି ତାଙ୍କୁ ନେବାପାଇଁ ବିଜେପିକୁ ନିଦ ହେଉନାହିଁ ବୋଲି କହିଛନ୍ତି ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା...