ହାଇକୋର୍ଟ ବେଞ୍ଚ ପସ୍ତାବ କେନ୍ଦ୍ର ପାଇନି

0

ଭୁବନେଶ୍ୱର : ପଶ୍ଚିମ ଓଡିଶା ସମେତ ରାଜ୍ୟର ଆଉ କେତେକ ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଲାଗି ପ୍ରାୟ ୪୦ବର୍ଷ ଧରି ସ୍ୱର ଉଠୁଛି । ଏଥିପାଇଁ ଆଇନ୍‍ଜୀବୀଙ୍କ ଠାରୁ ଆରମ୍ଭକରି ସାଧାରଣ ଲୋକେ ବି ଆନ୍ଦୋଳନ କରିଛନ୍ତି । ଏ ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଅନେକ ଚିଠି ଆଦାନ ପ୍ରଦାନ ହୋଇଛି । ତେବେ କେନ୍ଦ୍ର ସରକାର ସ୍ପଷ୍ଟ କରିଦେଇଛନ୍ତି ଯେ ହାଇକୋର୍ଟର କିମ୍ବା ସୁପ୍ରିମ୍‍କୋର୍ଟର ବେଞ୍ଚ ପ୍ରତିଷ୍ଠା ଲାଗି ଏବେ ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ...

ଓଡିଶା ସ୍ମାର୍ଟ ସିଟିକୁ ୩୬୭୨ କୋଟି

ଭୁବନେଶ୍ୱର : ସ୍ମାର୍ଟ ସିଟି ମିଶନ ଅଧିନରେ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱର ଓ ରାଉରକେଲା ସ୍ମାର୍ଟସିଟି ପାଇଁ ୩୬୭୨.୬୩ କୋଟି ଟଙ୍କାର ୯୯ଟି ପ୍ରକଳ୍ପ ମଞ୍ଜୁର ହୋଇଛି । କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୌଶଳ କିଶୋର ଲୋକସଭାରେ ଏହି ସୂଚନା ଦେଇଛନ୍ତି । ଲୋକସଭାରେ ଏକ ଲିଖିତ ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ କିଶୋର ଦର୍ଶାଇଛନ୍ତି ଯେ ଭାରତ ସରକାର ୨୦୧୫ ଜୁନ୍‍ ୨୫ ତାରିଖରେ ସ୍ମାର୍ଟ ସିଟି ମିଶନର ଶୁଭାରମ୍ଭ କରିଥିଲେ । ଜାନୁୟାରୀ ୨୦୧୬ ରୁ ଜୁନ୍‍ ୨୦୧୮...

ଓଡ଼ିଶାରେ ଜାତୀୟ ରାଜପଥ କାମ ବିଳମ୍ବ

ନୂଆଦିଲ୍ଲୀ : ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ଚାରିଟି ଜାତୀୟ ରାଜପଥ ପ୍ରକଳ୍ପ କାମରେ ବିଳମ୍ବକୁ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତୀନ ଗଡ଼କରୀ ଆଜି ଲୋକସଭାରେ ଲିଖିତ ଉତ୍ତର ରଖିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମତି ମିଳିବାରେ ବିଳମ୍ବ ହେବା ଏବଂ କାମ ସାରିବାରେ ଠିକାଦାର ଡେରି କରିବା କାରଣରୁ ମୁଖ୍ୟତଃ ଏସବୁ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହେବାରେ ବିଳମ୍ବ ହୋଇଛି । ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ, ମାର୍ଚ୍ଚ ୨୦୨୪...

ଚାଉଳ ରପ୍ତାନିରେ କଟକଣା ଲାଗିଲା

0

ନୂଆଦିଲ୍ଲୀ : ଭାରତୀୟ ବଜାରରେ ଅଣ ବାସମତି ଧଳା ଚାଉଳର ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ଏବଂ ଘରୋଇ ବଜାରରେ ମୂଲ୍ୟ ବୃଦ୍ଧିକୁ ହ୍ରାସ କରିବା ପାଇଁ ଭାରତ ସରକାର ଉପରୋକ୍ତ ବିଭିନ୍ନ ପ୍ରକାରର ରପ୍ତାନି ନୀତିରେ ସଂଶୋଧନ କରି ‘୨୦% ରପ୍ତାନି ଶୁଳ୍କ' ସହିତ ଜାରି ରପ୍ତାନି ଅନୁମତି ଉପରେ ତୁରନ୍ତ ନିଷେଧାଦେଶ ଲଗାଇଛନ୍ତି ।  ଘରୋଇ ବଜାରରେ ଚାଉଳର ମୂଲ୍ୟ ବୃଦ୍ଧି ଜାରି ରହିଛି । ଖୁଚୁରା ମୂଲ୍ୟ ଏକ ବର୍ଷ ମଧ୍ୟରେ ୧୧.୫% ଏବଂ ଗତ ମାସରେ ୩% ବୃଦ୍ଧି...

ବର୍ଷାଜଳ ଅମଳ ପ୍ରକଳ୍ପର ରକ୍ଷଣାବେକ୍ଷଣ

ଭୁବନେଶ୍ୱର : ରାଜ୍ୟର ୧୧୧ ପୌରସଂସ୍ଥାରେ ମୁକ୍ତା ଯୋଜନା ଅଧିନରେ ପ୍ରତିଷ୍ଠା ହୋଇଥିବା ୩୭ହଜାରରୁ ଅଧିକ ବର୍ଷାଜଳ ଅମଳ ପ୍ରକଳ୍ପର ରକ୍ଷଣା ବେକ୍ଷଣ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମର କମିଶନର ଓ ପୌରସଂସ୍ଥାର କାର୍ଯ୍ୟନିର୍ବାହୀମାନଙ୍କୁ କୁହାଯାଇଛି । ରାଜ୍ୟ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ୍‍ ନାୟକ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ୨୦୨୧ ଓ ୨୦୨୨ ରେ ରାଜ୍ୟର ୧୧୧ଟି ପୌରସଂସ୍ଥାରେ ମୁକ୍ତା ଯୋଜନାରେ ୩୭,୨୪୨ଟି ବର୍ଷା ଜଳ ଅମଳ ପ୍ରକଳ୍ପ ନିର୍ମାଣ ହୋଇଥିଲା...

OSBC Donates 5CR

0

Bhubaneswar: Odisha State Beverages Corporation Limited (OSBCL) today donated Rs 5 Crore to the Chief Minister's Relief Fund. Chief Secretary Pradeep Kumar Jena received this amount in form of cheque towards CMRF. ACS, Tourism and GA & PG, Surendra Kumar , Sushil Kumar Lohani, Principal Secretary, PR&DW, Excise and Chairman, OSBCL was present during handover of cheque at Lok...

Timeline For 4 NH

0

New Delhi: Four National Highway (NH) projects passing through Dhenkanal district in the State are targeted to be completed by March 2024. This information was given by the Union Minister of Road Transport and Highways, Nitin Gadkari in a written reply to the Lok Sabha today. Dhenkanal MP Mahesh Sahoo had asked the question to the Union Minister. The four NH...

SRC Alerts Collectors

Bhubaneswar: With the formation of another low pressure area over Bay of Bengal, Special Relief Commissioner (SRC) and Additional Chief Secretary (ACS) Satyabrata Sahu alerted the Collectors of Malkangiri, Koraput and Kalahandi to take all preparedness measures to meet any eventuality in view of the low pressure. Bhubaneswar Met Centre on Thursday said a low pressure area has formed over...

ପାନୀୟ ନିଗମ ଦେଲା ୫ କୋଟି

0

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିମିଟେଡ ( ଓଏସବିସିଏଲ) ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ରାଜ୍ୟ ପର୍ଯ୍ୟଟନ, ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାରଙ୍କ ଉପସ୍ଥିତିରେ ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ ଏବଂ ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଓଏସବିସିଏଲ ର ଅଧ୍ୟକ୍ଷ ଶ୍ରୀ ସୁଶୀଲ...

Chess Academy Open

0

Bhubaneswar: On the occasion of International Chess Day, Sports Minister Tusharkanti Behera today inaugurated the Professional Chess Training Academy ‘PRO- CHESS -TA’ here and dedicated it to the chess enthusiasts of the State.  It is a notable initiative as it is the first chess academy that has been set up in the state to promote Chess and the Sports and...