ରେଞ୍ଜରଙ୍କୁ ମାରିଦେଲା ହାତୀ

0

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଆଜି ହାତୀ ପଲକୁ ଘଉଡ଼ାଇବାକୁ ଯାଇ ଜଣେ ଫରେଷ୍ଟ ରେଞ୍ଜରଙ୍କ ମୃତ୍ୟୁ ଘଟିଛି।    ମୃତକ ଜଣକ ହେଲେ କଳାହାଣ୍ଡି ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ଫରେଷ୍ଟ ରେଞ୍ଜର ରେଞ୍ଜର ପ୍ରଶାନ୍ତ ପାଲ। ଜମ୍ବୋମାନଙ୍କ ଗତିବିଧି ସମ୍ପର୍କରେ ସୂଚନା ପାଇ ରେଞ୍ଜର ତାଙ୍କ ଟିମ୍ ସହ ଗାଁରେ ପହଞ୍ଚି ବନ୍ୟଜନ୍ତୁଙ୍କୁ ଜଙ୍ଗଲ ଭିତରକୁ ଫେରାଇ ନେଇଥିଲେ। ସେମାନଙ୍କ ଘଉଡା କାର୍ଯ୍ୟ ଚାଲିଥିବା ବେଳେ ହଠାତ୍ ଏକ ଦନ୍ତା ହାତୀ ଲୁଚି ରହି ପାଲଙ୍କୁ ଆକ୍ରମଣ କରିଥିଲା ବୋଲି ଜଣେ ବନ ଅଧିକାରୀ...

Spar Over NCRB Report

0

Bhubaneswar: The Opposition BJP and Governing BJD indulged in a war of words over crime statistics published recently in the report of National Crime Records Bureau (NCRB).   Addressing women workers of his party, Union Minister Dharmendra Pradhan said the rising crimes against women have put our heads down in shame. There are scores of allegations against BJD leaders and Ministers,...

Ganjam BJD Welcomes Pandian

0

The Extended Executive Committee of Biju Janata Dal (BJD) Ganjam District has welcomed the joining of V K Pandian in the Regional Political Party. The EEC was chaired by Senior Vice President Debi Prasad Mishra and was attended by all the Members of the Committee, which wholeheartedly welcomed Shri Pandian to the fold of BJD. A resolution was passed unanimously...

ପୁସ୍ତକ ହେଉଛି ଜ୍ଞାନର ଗବାକ୍ଷ

0

ଭୁବନେଶ୍ୱର : ବହିର ବିକଳ୍ପ ନାହିଁ । ସମୟର ଆହ୍ୱାନ ଓ ଆବଶ୍ୟକତା ମୁତାବକ ନିଜକୁ ପ୍ରସ୍ତୁତ କରିବାକୁ ରାଜ୍ୟପାଳ ରଘୁବର ଦାସ ଆହ୍ୱାନ ଦେଇଛନ୍ତି । ଆଜି ଭୁବନେଶ୍ୱରରେ ଆୟୋଜିତ ପଂଚମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ "ଅକ୍ଷର'ର ସମାପନ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି ଯେ, ପୁସ୍ତକ ହେଉଛି ଜ୍ଞାନର ଗବାକ୍ଷ । ଏହା ଅସୀମ ଦୁନିଆକୁ ପ୍ରବେଶ ପଥ । ପୁସ୍ତକ ମାଧ୍ୟମରେ ଚିନ୍ତାଚେତନା ଓ ଭାବଭାବନାର ଅଭିବୃଦ୍ଧି ଘଟିଥାଏ । ବୌଦ୍ଧିକ ପରିସରକୁ ପରିପୁଷ୍ଟ କରିଥାଏ । ପୁସ୍ତକର...

ନିଜ ପ୍ରତିଭାରେ ଦିବ୍ୟାଙ୍ଗ ବଳୀୟାନ

0

ଭୁବନେଶ୍ୱର: ଏମାନେ କାହା ଦୟାର ପାତ୍ର ନୁହଁନ୍ତି । ନିଜର ପ୍ରତିଭା, ଇଚ୍ଛାଶକ୍ତି ଓ ଅଧ୍ୟବସାୟ ବଳରେ ସେମାନେ ବଳୀୟାନ୍ । ନିୟତିର ଅଭିଶାପ ସେମାନଙ୍କ ଶରୀରକୁ ଛୁଇଁଛି ସତ ମାତ୍ର ଆଶା, ଅଭିଳାଷ କି ବିବେକକୁ ଛୁଇଁପାରିନି । ପଢ଼ାପଢ଼ି, ନାଚଗୀତ, ଭାବ ଦିଆନିଆ କୌଣସିଥିରେ ଭଗବାନ ସେମାନଙ୍କୁ ଅଭାବୀ କରିନାହାନ୍ତି । ଏହି କୋମଳମତି ପିଲାଙ୍କ ନିଷ୍ଠା, ଆଗ୍ରହ ଓ ଆତ୍ମବିଶ୍ୱାସ ଦେଖିଲେ ସେମାନେ ଯେ ଜହ୍ନ ରାଇଜର ପରୀ ହେବାକୁ ସ୍ୱପ୍ନ ସାଉଁଟୁଛନ୍ତି ତାହା ବାରି ହୋଇପଡ଼େ ।...

State On Olive Ridley Turtle Care

0

Bhubaneswar: Chief Secretary Pradeep Kumar Jena said the State Government will be providing necessary support to protect turtles and their eggs. Shri Jena while presiding over a meeting of the high-powered committee on protection and conservation of Olive Ridley Sea Turtles during 2023-24 held here on 10 December stressed on the need to assign the responsibility of research to the...

କଇଁଛଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

0

ଭୁବନେଶ୍ୱର : ଅଲିଭ୍‌ ରିଡଲେ କଇଁଛ ଆମ ରାଜ୍ୟର ପର୍ଯ୍ୟଟନ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଓଡିଶାର ସାମୁଦ୍ରିକ ତଟ ଗହୀରମଥା ବନ୍ୟପ୍ରାଣୀ ଅଭୟାରଣ୍ୟ, ଭିତରକନିକା ଅଭୟାରଣ୍ୟ, ଦେବୀ ନଦୀ ମୁହାଣ, ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭୟାରଣ୍ୟ, ଋଷିକୂଲ୍ୟା ବନ୍ୟପ୍ରାଣୀ ଅଭୟାରଣ୍ୟ ନଦୀ ତଟକୁ ପ୍ରତି ବର୍ଷ ଲକ୍ଷାଧିକ ସଂଖ୍ୟାରେ ଅଲିଭରିଡଲେ କଇଁଛ ଅଣ୍ଡା ଦେବାକୁ ଆସିଥା’ନ୍ତି । କଇଁଛ ଓ ଅଣ୍ଡାକୁ ସୁରକ୍ଷା ଦେବାପାଇଁ ପ୍ରତିବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି । ପୂର୍ବବର୍ଷ ପରି ଚଳିତ ବର୍ଷ ମଧ୍ୟ...

Ranger Trampled To Death

0

Bhawanipatna: In a tragic incident, a forest ranger was trampled to death by a wild tusker when he was trying to drive away an elephant herd in Kalahandi district today.    The deceased has been identified as Prasant Pal, Ranger of Narla Forest Range under Kalahandi's North Forest Division. On getting the information regarding the movement of the jumbos, the ranger along...

Hydrogen For Steel Making

0

Bhubaneswar: At a time when the world was grappling with the need to meet climate targets, an industry leader on Saturday said that increased use of hydrogen in steel making could significantly reduce the carbon footprint. “Hydrogen is a crucial component which can help the steel industry transition to a more environment-friendly future as it was crucial for reducing emissions...

ପୂର୍ବତଟ ରେଳବାଇରେ ୩୨୦୦ ନିଯୁକ୍ତି

0

ଭୁବନେଶ୍ୱର : ଭାରତୀୟ ରେଳବାଇ ଗତ ୫ବର୍ଷ ମଧ୍ୟରେ ସମଗ୍ର ଦେଶରେ ଖାଲି ପଡିଥିବା ପାଖାପାଖି ୩ଲକ୍ଷ ପଦବୀ ପୂରଣ କରିଥିବାବେଳେ ୨୦୨୨-୨୩ ବର୍ଷରେ ପୂର୍ବତଟ ରେଳବାଇରେ ୩୨୦୦ଟି ପଦବୀ ପୂରଣ ହୋଇଛି । ବିଜେଡି ସାଂସଦ ମହେଶ ସାହୁଙ୍କ ଏକ ପ୍ରଶ୍ନର ଉତ୍ତରରେ ଲୋକସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ୨୦୨୩ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ବିଗତ ୫ବର୍ଷରେ ଭାରତୀୟ ରେଳବାଇ ଖାଲି ପଡିଥିବା ୨,୯୪,୧୧୫ ପଦବୀ ପୂରଣ କରିପାରିଛି...