ଅକ୍ଷୟ ସଙ୍ଗୀତରେ ଝୁମିଲେ ଶ୍ରୋତା 

0

ଭୁବନେଶ୍ଵର : ପିକକ୍ ଶିଶୁମେଳାର ଚତୁର୍ଥ ସଂନ୍ଧ୍ୟାକୁ ଆଜି ଉତ୍ସର୍ଗ କରଯାଇଥିଲା ବିଶିଷ୍ଟ ସଙ୍ଗୀତଜ୍ଞ ସ୍ଵର୍ଗତ ଅକ୍ଷୟ ମହାନ୍ତିଙ୍କ ଉଦ୍ଦେଶ୍ୟରେ । କୁନି କୁନି କଣ୍ଠଶିଳ୍ପୀମାନେ ଅକ୍ଷୟ ମହାନ୍ତିଙ୍କ ଗୀତ ଗାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଓ  କାଳଜୟୀ ଗୀତଗୁଡିକ ପରିବେଷଣ କରି ଶ୍ରୋତାମାନଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିଥିଲେ ।          ଏହି ଗୀତଗୁଡିକ ମଧ୍ୟରେ ଥିଲା ଉଦାସୀ ଆଖି....., ଝୁମୀ ଝୁମୀ ଆସେ ଆଖି..., ପରଦେଶୀ ବନ୍ଧୁ....., ହେ ମୋର ଜୀବନ..., ହେ ଫଗୁଣ ତୁମେ..., ଶିକାରୀ ଶିକାରୀ...

ସୁରେଶ ମହାପାତ୍ର ସିଏମଓର ମୁଖ୍ୟ ପରାମର୍ଶଦାତା

0

ଭୁବନେଶ୍ଵର : ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତ କରାଯାଇଛି। ଆଜି ସୁଦ୍ଧା ତାଙ୍କୁ  ସୁଦ୍ଧା ଓଡ଼ିଶା ବିଦ୍ୟୁତ, ନିୟାମକ ଆୟୋଗର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଅନୁମତି ଦିଆଯାଇଛି। ଅବସରପ୍ରାପ୍ତ ଆଇଏଏସ୍‍ ଆର.ବାଲକ୍ରିଷ୍ଣନ ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ପାହ୍ୟାରେ ସ୍ୱତନ୍ତ୍ର ମୁଖ୍ୟ ଉପଦେଷ୍ଟା ଭାବରେ କାର୍ଯ୍ୟ ଜାରି ରଖିବେ ଏବଂ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଭାବେ ଅତିରିକ୍ତ...

ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ବଡ ସଫଳତା

0

ନୂଆଦିଲ୍ଲୀ : ଏକ ଭବ୍ୟ ଶୁଭାରମ୍ଭ ସହିତ, ପ୍ରଥମ ଦିନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଦେଶର ୨୫୯ ଗ୍ରାମ ପଞ୍ଚାୟତରେ ଏକ ଲକ୍ଷରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିଛି । ସାରା ଦେଶରେ ଜନଜାତି ଅଧ୍ୟୁଷିତ ଅଂଚଳରେ ଅନେକ ଭ୍ୟାନ୍‌କୁ  ଏକକାଳୀନ ଆରମ୍ଭ କରିବା ସହିତ ନଭେମ୍ବର ୧୫, ୨୦୨୩ରେ ଝାଡ଼ଖଣ୍ଡର ଖୁଣ୍ଟି ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଅଭିଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାତୀୟ ବିକାଶର ଦୃଷ୍ଟିକୋଣ ଏବଂ  ସଶକ୍ତିକରଣ...

ଶକ୍ତି ବିଭାଗ କାର୍ଯ୍ୟର ସମୀକ୍ଷା

0

ଭୁବନେଶ୍ୱର : ଶକ୍ତି ବିଭାଗର ପକ୍ଷରୁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ଶକ୍ତି ଓ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ବିଶାଲ କୁମାର ଦେବ । ବିଦ୍ୟୁତ ଶୁଳ୍କ ଆଦାୟ ଲକ୍ଷ୍ୟ ଓ ଲକ୍ଷ୍ୟ ହାସଲ ଓ ଏକକାଳୀନ ବକେୟା ଆଦାୟ (ଓଟିଏସ୍‌) ସମ୍ପର୍କିତ ତଥ୍ୟର ସମୀକ୍ଷା କରିଛନ୍ତି । ବକେୟା ଦେୟ ନେଇ ବିଭିନ୍ନ କୋର୍ଟରେ ଚାଲିଥିବା ମାମଲା ସମ୍ପର୍କରେ ମଧ୍ୟ ସେ ଆଲୋଚନା କରିଥିଲେ । ଏ ନେଇ ଇଆଇସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିଆଯାଉଥିବା ପଦକ୍ଷେପ...

ST Land Transfer Withheld

0

Bhubaneswar: State Government has put on hold its decision to allow sale/transfer of the scheduled tribe (ST) land to non-tribals in scheduled areas. On November 14, the State Cabinet had decided to amend the Odisha Scheduled Areas Transfer of Immovable Property (by STs) Regulation, 1956 for this purpose. However, in just three days, the Government today said it has withheld...

ଓଡ଼ିଶା ଗସ୍ତରେ କେରଳ ପୌର ପ୍ରତିନିଧି

0

ଭୁବନେଶ୍ଵର : କୋଲ୍ଲାମର ମେୟର ଶ୍ରୀମତୀ ପ୍ରସନ୍ନ। ଅର୍ନେଷ୍ଟଙ୍କ ନେତୃତ୍ବରେ ନିର୍ବାଚିତ ପୌର ପ୍ରତିନିଧି, ପୌର ଅଧିକାରୀ ଓ ସିଏମ୍ଏମ୍ୟୁ ବିଶେଷଜ୍ଞଙ୍କୁ ନେଇ୧୮ ଜଣିଆ ପ୍ରତିନିଧି ଦଳ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ପ୍ରତିନିଧି ଦଳରେ ଉନ୍ନୟନ ଓ କଲ୍ୟାଣ, ସ୍ୱାସ୍ଥ୍ୟ, ପୂର୍ତ୍ତ, ଟାଉନ ପ୍ଲାନିଂ, ଟିକସ ଆପିଲ କମିଟି, ଶିକ୍ଷା, କାଉନସିଲର, ନିର୍ବାହୀ ଯନ୍ତ୍ରୀ ଏବଂ ସ୍ୱଚ୍ଛ ପରିଚାଳକ ରହିଛନ୍ତି। ସେମାନେ କଟକ, ଭୁବନେଶ୍ୱର ଓ ପୁରୀରେ ଥିବା ସେପ୍ଟେଜ୍, ସ୍ୱେରେଜ୍ ପ୍ରକଳ୍ପର ସର୍ବୋତ୍ତମ ଅଭ୍ୟାସ ସ୍ଥଳ ପରିଦର୍ଶନ କରିବେ। ଅମୃତ...

20 Assn Meet 5T Chief

0

Bhubaneswar: Various service associations, about 20, public and private organisations of the State today met 5T, Nabin Odisha Chairman VK Pandian at Naveen Niwas and wished him for the elevation to cabinet rank. Expressing happiness over his new responsibilities as Chairman of 5T Initiative and Nabin Odisha, they said that we are amazed by the kind of hard work and...

ଖଣି ରାଜସ୍ୱ ନେଇ ଆଶଙ୍କା

0

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଖଣିଜ କ୍ଷେତ୍ରରୁ ୪୫ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ରାଜସ୍ୱ ଆଦାୟ ନେଇ ଯେଉଁ ଲକ୍ଷ୍ୟ ରଖିଥିଲେ ତାହା ପୂରଣ ନେଇ ଆଶଙ୍କା ଉପୁଜିଲାଣି । ଖଣି ରାଜସ୍ୱ ଆଦାୟରେ ମାନ୍ଦାବସ୍ଥା ଯୋଗୁଁ ଏଭଳି ସ୍ଥିତି ଉପୁଯିଛି । ୨୦୨୨-୨୩ ବର୍ଷରେ ରାଜ୍ୟ ସରକାର ଖଣିଜ କ୍ଷେତ୍ରରୁ ୩୭,୬୪୨ କୋଟି ଟଙ୍କାର ରାଜସ୍ୱ ପାଇବାପରେ ୨୦୨୩-୨୪ ବର୍ଷରେ ଏହି ପରିମାଣ ୪୫,୨୫୧ କୋଟି ଟଙ୍କା ହେବ ବୋଲି ଆକଳନ କରିଥିଲେ । ହେଲେ ଆର୍ଥିକ ବର୍ଷର...

CITIIS 2.0 Challange Open

0

New Delhi: “CITIIS 2.0 will complement the Smart Cities Mission and converge with the Swachh Bharat Mission to enable innovation throughout the value chain of waste management in our cities”, said Hardeep Singh Puri, Minister of Housing & Urban Affairs and Petroleum & Natural Gas. Speaking at the launch of CITIIS 2.0 Challenge, he noted that the programme also aims to...

ଖାଲି ପଡୁଛି ସରକାରୀ କ୍ୱାଟର୍ସ

0

ଭୁବନେଶ୍ୱର : ସରକାରୀ କ୍ୱାଟର୍ସଟିଏ ପାଇବାକୁ ବହୁ କର୍ମଚାରୀ ଚାତକ ଭଳି ଚାହିଁ ରହିଥିବାବେଳେ ଆଉ କିଛି କର୍ମଚାରୀ ବାରମ୍ବାର ଘର ବଦଳାଇବା ଏବେ ସେମାନଙ୍କ ପାଇଁ ବାଧକ ସାଜିଛି । ଏପରିକି ଗୋଟିଏ ଗୋଟିଏ କ୍ୱାଟର୍ସ ବର୍ଷାଧିକ କାଳ ଖାଲି ରହୁଥିଲେ ମଧ୍ୟ କାହାରିକୁ ଦିଆଯାଇ ପାରୁନାହିଁ । ରାଜଧାନୀରେ ସରକାରୀ କ୍ୱାଟର୍ସଟିଏ ପାଇବାକୁ କର୍ମଚାରୀମାନେ ଅନ୍‍ଲାଇନ୍‍ରେ ଆବେଦନ କରୁଛନ୍ତି । ତେବେ ଏହି ବ୍ୟବସ୍ଥାରେ ପୂର୍ବରୁ ସରକାରୀ କ୍ୱାଟର୍ସ ପାଇଥିବା କିଛି କର୍ମଚାରୀ ନିଜ ମନପସନ୍ଦର କ୍ୱାଟର୍ସ ପାଇଁ ଆବେଦନ କରୁଛନ୍ତି...