ସହରାଞ୍ଚଳରେ ୬୩ହଜାରରୁ ଅଧିକ ପିଏମଏୱାଇ
ଭୁବନେଶ୍ୱର : ବିଗତ ତିନି ବର୍ଷ ଅର୍ଥାତ୍ ୨୦୨୦-୨୧ ରୁ ୨୦୨୨-୨୩ ମଧ୍ୟରେ ରାଜ୍ୟର ସହରାଞ୍ଚଳରେ ୬୩ ହଜାରରୁ ଅଧିକ ଘର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଛି । ଏହା ଧାର୍ଯ୍ୟ ଲକ୍ଷ୍ୟର ୬୯ ପ୍ରତିଶତ । ସହରାଞ୍ଚଳରେ ଥିବା ଗରିବ ଲୋକମାନଙ୍କୁ ପକ୍କାଘର ଯୋଗାଇ ଦେବାପାଇଁ କେନ୍ଦ୍ର ସରକାର ପିଏମଏୱାଇ-ୟୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ୨୦୨୦-୨୧ ବର୍ଷରେ ୨୧ହଜାର କୋଟି ଟଙ୍କା ମଞ୍ଜୁର କରିଥିବାବେଳେ ୨୦୨୧-୨୨ ବର୍ଷରେ ଏହି ପରିମାଣ ୨୭,୦୨୩.୯୭ କୋଟି ଟଙ୍କାକୁ...
ବାଜି ରାଉତ ଛାତ୍ରାବାସର ହେବ ଉନ୍ନତିକରଣ
ଭୁବନେଶ୍ୱର : ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କର ସ୍ମୃତି ବହନ କରୁଥିବା ଅନୁଗୋଳ ସ୍ଥିତ ବାଜିରାଉତ ଛାତ୍ରାବାସର ଉନ୍ନତିକରଣ ସଂପର୍କରେ ଏକ ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ଣରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟ ରାଜସ୍ୱ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ,ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ କମିଶନର ତଥା...
ପର୍ବତାରୋହୀ ସମ୍ ଇନ୍ଟର୍ଣ୍ଣଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର : ୟୁରୋପର ସର୍ବୋଚ୍ଚ ଶିଖର ମାଉଂଟ ଏଲ୍ବ୍ରସ୍କୁ ସଫଳତାର ସହ ଆରୋହଣ କରିଥିବା ଡଃ ଆଦିତ୍ୟ ଖାଡଙ୍ଗାଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଶୁକ୍ରବାର ସମ୍ବର୍ଦ୍ଧିତ କରାଯାଇଛି । ସୋଆର ଫ୍ୟାକଲ୍ଟି ଅଫ୍ ମେଡିସିନ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଇନ୍ଟର୍ଣ୍ଣ ଭାବେ ଡଃ ଖାଡଙ୍ଗା କାର୍ଯ୍ୟ କରୁଛନ୍ତି । ଗତ ଅଗଷ୍ଟ ୧୬ ତାରିଖ ଦିନ ପ୍ରତିକୂଳ ପାଗର ସାମ୍ନା କରି ୧୮,୫୧୦ ଫୁଟ ଉଚ୍ଚତାର ଏହି ଶୃଙ୍ଗକୁ ଡଃ ଖାଡଙ୍ଗା ଆରୋହଣ କରିଥିଲେ ।...
Ganjam Gets 5T Boost
Berhampur: Ace Administrator VK Pandian visited Ganjam District to review the progress of various developmental works in the district and redressal of public grievances. Secretary to Chief Minister reviewed the progress of ongoing Mega Piped Water Supply Projects at a cost of Rs. 180 Cr in Rangeilunda and Chatrapur Block. The projects will be operationalized in phases from July 2024...
G20 TIMM Concludes
Jaipur: The G20 Trade and Investment Ministers’ meeting concluded today at Jaipur, fondly called the Pink City of India. The meeting was led by Piyush Goyal, Union Minister of Commerce and Industry, Consumer Affairs, Food & Public Distribution, and Textiles. He welcomed, thanked, and appreciated the Ministerial delegations and delegates of G20 members, invited countries and International Organisations, including...
HSL Bags 19K CR Deal
Vizag: Ministry of Defence, on August 25, 2023, signed a contract with Hindustan Shipyard Limited (HSL), Visakhapatnam for acquisition of five Fleet Support Ships (FSS) for the Indian Navy at an overall cost of approx. Rs 19,000 crore. It would be a major boost towards achieving the goal of self-reliance in defence manufacturing as these ships will be indigenously designed and...
Honor For SUM Intern
Bhubaneswar: Aditya Khadanga, an intern at the Institute of Medical Sciences and SUM Hospital, faculty of medicine of Siksha ‘O’ Anusandhan Deemed to be University (SOA) here, was on Friday felicitated by the university for successfully climbing Mount Elbrus, the highest peak in Europe. Dr. Khadanga, faced with challenging weather conditions, made the ascent to the 18,510 feet summit on...
ଜୁଆ ଖେଳ ବିଜ୍ଞାପନକୁ ଅନୁମତି ଦିଅନି
ନୂଆଦିଲ୍ଲୀ : ଅସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ଗଣମାଧ୍ୟମ ସଂସ୍ଥା, ଅନଲାଇନ୍ ବିଜ୍ଞାପନ ମଧ୍ୟସ୍ଥ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ସମେତ ସବୁ ଅଂଶୀଦାରଙ୍କୁ କୌଣସି ରୂପରେ ବେଟିଂ/ଜୁଆ ଖେଳ ଉପରେ ବିଜ୍ଞାପନ/ପ୍ରଚାର ବିଷୟବସ୍ତୁ ପ୍ରସାରଣ କରିବା ଠାରୁ ତୁରନ୍ତ ଦୂରେଇ ରହିବାକୁ ପରାମର୍ଶ ଦେଇଛି । ଏହି ପରାମର୍ଶକୁ ପାଳନ ନକଲେ ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ ଆଇନ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଜୁଆ ଆପ୍ ବ୍ୟବହାରକାରୀଙ୍କଠାରୁ ଯଥେଷ୍ଟ ଅର୍ଥ ଆଦାୟ କରିଥିବା...
ବିଏମସି ପାଇଁ ୪୧୬ଟି ପଦବୀ ଅନୁମୋଦନ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମସି) ରାଜ୍ୟର ସବୁଠାରୁ ବୃହତ ସ୍ବାୟତ୍ତ ଶାସନ ଅନୁଷ୍ଠାନ । ରାଜ୍ୟର ରାଜଧାନୀ ତଥା ଏକ ଆଧୁନିକ ସହର ଭାବେ ଭୁବନେଶ୍ବରର ପରିଚୟକୁ ଆହୁରି ସୁଦୃଢ କରିବା ସହିତ ଏହି ଐତିହ୍ୟ ସଂପନ୍ନ ସହରର ଐତିହାସିକ ମର୍ଯ୍ୟଦାର ସୁରକ୍ଷା ଦିଗରେ ଭୁବନେଶ୍ବର ମହାନଗର ନିଗମର ଗୁରୁଦାୟିତ୍ବ ରହିଛି। କ୍ରମବର୍ଦ୍ଧିଷ୍ଣୁ ଲୋକସଂଖ୍ୟାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଏହାର ଦାୟିତ୍ବ ନିୟମିତ ଭାବେ ବଢିଚାଲିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର...
ପୁଲିସର ଅଭିଚ୍ଛେଦ୍ୟ ଅଙ୍ଗ ହୋମଗାର୍ଡ
ଭୁବନେଶ୍ୱର : ହୋମ୍ଗାର୍ଡ (ଗୃହରକ୍ଷୀ)ମାନେ ଓଡିଶା ପୁଲିସ୍ର ଅବିଚ୍ଛେଦ୍ୟ ଅଙ୍ଗ ଭଳି କାମ କରୁଥିବାବେଳେ ଏମାନଙ୍କୁ ସରକାରୀ ଚାକିରିଆ ଭାବେ ଘୋଷଣା ନକରି ସରକାରୀ ନଥିପତ୍ରରେ ସ୍ୱେଚ୍ଛାସେବକ ଭାବେ ଦର୍ଶାଯାଉଛି । ସରକାରୀ ତଥ୍ୟ ମୁତାବକ ଓଡିଶାରେ ୧୭,୬୭୫ଟି ମଞ୍ଜୁରୀପ୍ରାପ୍ତ ଗୃହରକ୍ଷୀ ସ୍ୱେଚ୍ଛାସେବୀ ପଦବୀ ରହିଛି । ସାଧାରଣତଃ ଗୃହରକ୍ଷୀମାନଙ୍କୁ ଥାନା, ଫାଣ୍ଡି ଅଞ୍ଚଳରେ ଆଇନ୍ଶୃଙ୍ଖଳା ରକ୍ଷା, ଲୋକଙ୍କ ଧନଜୀବନର ସୁରକ୍ଷା, ସରକାରୀ ସମ୍ପତ୍ତିର ସୁରକ୍ଷା, ଭିଭିଆଇପିମାନଙ୍କ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ଉପକୂଳ ସୁରକ୍ଷା ଆଦି ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଇଥାଏ । ଏମିତିକି...









