Row Over Body Handover
Bhubaneswar: A major controversy has been created after a private hospital authority and police have handed over a dead body to a wrong family. The incident came to limelight after four days. An explosion took place at the High-Tech Medical College and Hospital here during AC gas filling on December 29 last. In the incident four persons were critically injured,...
୧୮ଟି ବ୍ଲକରେ ଖୋଲିବ ଯୁକ୍ତ ୩ ମହାବିଦ୍ୟାଳୟ
ଭୁବନେଶ୍ୱର : ଶିକ୍ଷାରେ ସମାନତା ଓ ଉତ୍କର୍ଷ ଆଣିବା ସହ ଶିକ୍ଷାକୁ ସୁଦୂର ପ୍ରସାରୀ କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ତରଫରୁ ପ୍ରୟାସ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟ ନଥିବା ୧୮ ଗୋଟି ବ୍ଲକରେ କଳା ବିଭାଗର ସ୍ନାତକ ସ୍ତରୀୟ (ଯୁକ୍ତ-୩) ମହାବିଦ୍ୟାଳୟ ଖୋଲାଯିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି l ୨୦୨୪-୨୫ ଶିକ୍ଷାବର୍ଷରୁ ଏହି ମହାବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ଆରମ୍ଭ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେଇଛନ୍ତି। ସେହିସବୁ ବ୍ଲକ ଗୁଡିକ ହେଉଛି ଗଜପତିର ଗୁମ୍ମା, ଗଞ୍ଜାମର...
ହଜାରେ କିଲୋମିଟର ହୋଇନି ମେଟ୍ରୋ
ଭୁବନେଶ୍ୱର : ଓଡିଶାରେ ମେଟ୍ରା ଚଳାଚଳ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବାବେଳେ ସମଗ୍ର ଦେଶରେ ଏବେ ସୁଦ୍ଧା ମେଟ୍ରୋ ଲାଇନ୍ ହଜାରେ କିଲୋମିଟରରେ ପହଞ୍ଚି ପାରିନାହିଁ । ଦିଲ୍ଲୀର ମୋଟ୍ ୪୧୦ କିଲୋମିଟର ମେଟ୍ରୋ ଲାଇନ୍କୁ ମିଶାଇ ଦଶଟି ରାଜ୍ୟରେ ମେଟ୍ରୋର ଦୈର୍ଘ୍ୟ ମୋଟ୍ ୯୦୫ କିଲୋମିଟର ରହିଛି । ଏହି ସୂଚନା ଅନୁଯାୟୀ ସମଗ୍ର ଦେଶରେ ଥିବା ମୋଟ୍ ୯୦୫ କିଲୋମିଟର ମେଟ୍ରୋ ଲାଇନ୍ ମଧ୍ୟରୁ ଦିଲ୍ଲାରେ ୪୧୦ କିଲୋମିଟର ଥିବାବେଳେ ମୁମ୍ବାଇରେ ଦ୍ୱିତୀୟ ସର୍ବାଧିକ ୭୭ କିଲୋମିଟର ରହିଛି । ସେହିଭଳି...
ଜବରଦଖଲ ପାଇଁ ସରକାର କଲବଲ
ଭୁବନେଶ୍ୱର : ରାଜଧାନୀରେ ଜମି ଜବରଦଖଲକାରୀମାନେ ଏବେ ସରକାରଙ୍କୁ କଲବଲ କଲେଣି । ବିଡିଏର ପ୍ରାୟ ୧୦ଏକର ଜମିକୁ ବିକ୍ରି କରିଦେବା ଓ ଏହାକୁ ନେଇ ବିଡିଏ ମାମଲା ରୁଜୁ କରିବାପରେ ସହରରେ ଜବରଦଖଲକାରୀମାନଙ୍କ କାରନାମା ଧିରେ ଧିରେ ପଦାକୁ ଆସିବାରେ ଲାଗିଛି । ଏହି ଜବରଦଖଲକାରୀମାନେ କେବଳ ସରକାରୀ ଜମିକୁ ପ୍ଲଟ କରି ବିକ୍ରି କରୁନାହାନ୍ତି, ରାସ୍ତାପାଶ୍ୱର୍ ଜମି, କନଜରଭେନ୍ସି ଆଦିକୁ ବି ବିକ୍ରିକରି ଦେଉଛନ୍ତି । ଏପରିକି ସୁଯୋଗ ପାଇଲେ ଅବ୍ୟବହୃତ ସରକାରୀ କ୍ୱାଟର୍ସକୁ ବି ଭଡାରେ ଲଗାଇ ଦେବାକୁ ପଛାଉ...
ଦଶପଲ୍ଲାକୁ ଗଡିବ ରେଳ
ଭୁବନେଶ୍ୱର : ମାନ୍ୟବର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କର ତିନି ଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମରେ ଆସି ୫ ଜାନୁୟାରୀ ୨୦୨୪ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ । ତାଙ୍କ ଗସ୍ତ ସମୟରେ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଦଶପଲ୍ଲା ଠାରେ ରେଳବାଇ କାର୍ଯ୍ୟକ୍ରମରେ ଏବଂ କଣ୍ଟିଲୋରେ ଡାକ ବିଭାଗ କାର୍ଯ୍ୟକ୍ରମରେ ଯୋଗଦେବେ । ୬ ଜାନୁଆରୀରେ ଖଣ୍ଡପଡ଼ା ଠାରେ ଏବଂ ୭ ଜାନୁଆରୀରେ ଆଠଗଡ଼, ବଡମ୍ବା ଏବଂ ନରସିଂହପୁର ଅଞ୍ଚଳରେ କିଛି ସ୍ଥାନୀୟ କାର୍ଯ୍ୟକ୍ରମରେ ଶ୍ରୀ...
Chilika Hosts 11.37L Birds
Bhubaneswar: Asia's largest brackish water lagoon, Chilika Lake has welcomed a record number of 11.37 lakh migratory birds this winter, according to a census conducted by the Department of Forest, Environment and Climate Change. “Chilika lagoon is proud to host 11.37 lakh birds as per today’s census results. It’s the largest wintering ground for migratory birds in the Indian Subcontinent....
Odisha Drivers To Join Protest
Bhubaneswar: Thousands of drivers from Odisha have decided to join the nation-wide ‘Quit Steering Wheel’ protest organized by truck drivers against the proposed ‘hit-and-run’ law by the Centre. Odisha Drivers’ Mahasangha today said they will join the protest after handing over their vehicles to owners. President Prashant Menduli said that they initially intended to join the strike today but decided to...
ଜାନୁଆରୀ ୬ରେ ଡିଜିପି ସମ୍ମିଳନୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୬-୭ ରେ ଜୟପୁରସ୍ଥିତ ରାଜସ୍ଥାନ ଅନ୍ତର୍ଜାତୀୟ କେନ୍ଦ୍ରରେ ପୋଲିସ ମହାନିର୍ଦ୍ଦେଶକ / ଆଇଜିଙ୍କ ସର୍ବଭାରତୀୟ ସମ୍ମିଳନୀ ୨୦୨୩ରେ ଯୋଗଦେବେ । ଜାନୁଆରି ୫ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ତିନି ଦିନିଆ ସମ୍ମିଳନୀରେ ସାଇବର କ୍ରାଇମ, ପୁଲିସିଂରେ ଟେକ୍ନୋଲୋଜି, ଆତଙ୍କବାଦ ମୁକାବିଲା ଚ୍ୟାଲେଞ୍ଜ, ବାମପନ୍ଥୀ ଉଗ୍ରବାଦ, ଜେଲ୍ ସଂସ୍କାର ସମେତ ବିଭିନ୍ନ ପୁଲିସ ଓ ଆଭ୍ୟନ୍ତରୀଣ ନିରାପତ୍ତା ପ୍ରସଙ୍ଗରେ ଆଲୋଚନା ହେବ। ଏହି ସମ୍ମିଳନୀର ଅନ୍ୟ ଏକ ପ୍ରମୁଖ ଏଜେଣ୍ଡା ହେଉଛି...
National Award For OMC
Bhubaneswar: State-run Odisha Mining Corporation (OMC) has been selected for the National Award for ‘Encouragement to sports through Corporate Social Responsibility’. The Ministry of Youth Affairs & Sports announced ‘Rashtriya Khel Protsahan Puruskar’ 2023 and the above Award today. Based on the recommendations of the Committee and after due scrutiny, the Government has decided to confer the National Award for ‘Encouragement to...
ଦୁଇ କୋଭିଡ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ ସାର୍ସ-କୋଭ୍-୨ ସବ୍ ଭାରିଆଣ୍ଟ ଜେଏନ୍.୧ ଚିହ୍ନଟ ହୋଇଛି। ଦୁଇ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଆଜି ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ବିଜୟ କୁମାର ମହାପାତ୍ର କହିଛନ୍ତି, ଓଡ଼ିଶାରେ ଏପର୍ଯ୍ୟନ୍ତ ୨୮ ଜଣ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏବଂ ସମସ୍ତ ନମୁନା ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା, ଯେଉଁଥିରୁ ୨ ଜଣ ଜେଏନ୍.୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜେଏନ୍.୧ ସଂକ୍ରମିତମାନେ ସୁନ୍ଦରଗଡ଼ ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱରର ବୋଲି ଜଣାପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲାର ଏହି ରୋଗୀ...










