ସ୍ମାର୍ଟ ସିଟିରେ ଖର୍ଚ୍ଚ ସରିଲାଣି ୧୫୮୭ କୋଟି
ଭୁବନେଶ୍ୱର : ଭୁବନେଶ୍ୱର ସ୍ମାର୍ଟ ସିଟିରେ ୨୭ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ସହିତ ଏଥିରେ ୧୫୮୭ କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ ସରିଲାଣି । ଆଉ ୬ଟି ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି । ତେବେ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପ ମଧ୍ୟରୁ କେତେକ ଏବେ ରାଜଧାନୀବାସୀଙ୍କ କାମରେ ଲାଗୁନଥିବା ଦେଖିବାକୁ ମିଳିଛି । ସ୍ମାର୍ଟସିଟିର ବହୁ ପ୍ରଚାରିତ ପ୍ରକଳ୍ପ ହେଉଛି ସ୍ମାର୍ଟ ଜନପଥ । ବାଣୀବିହାର ଠାରୁ ଏହା ଶିଶୁଭବନ ଛକ ପର୍ଯ୍ୟନ୍ତ ଲମ୍ବିଛି । ଉୟଭ ପାଶ୍ୱର୍ର ସଡକକୁ ସଙ୍କୁଚିତ କରାଯିବା...
ବଡ଼ମ୍ବା ବ୍ଲକ୍ ରେ ବିକଶିତ ଭାରତ ଯାତ୍ରା
ଭୁବନେଶ୍ୱର : କଟକ ଜିଲ୍ଲା ବଡ଼ମ୍ବା ବ୍ଲକ୍ ରତାପାଟ ଏବଂ ଦାଶରଥୀପୁର ଗ୍ରାମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସଂକଳ୍ପ ଯାତ୍ରାର ସଚେତନତା ବାହନ ଗାଁରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ଦ୍ୱାରା ଉତ୍ସାହପୂର୍ଣ୍ଣ ସ୍ୱାଗତ କରାଯାଇଥିଲା। ସଂକଳ୍ପ ଯାତ୍ରା ଉପଲକ୍ଷେ, କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରମୁଖ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ବିଶେଷ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଊଜ୍ଜ୍ୱଳା ଯୋଜନା, ଉଜାଲା ଯୋଜନା, ପିଏମ କିଷାନ, ଜନଧନ, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ସୁରକ୍ଷା ବୀମା...
ଜନକଲ୍ୟାଣକାରୀ ଯୋଜନକୁ ଗୁରୁତ୍ୱ
ଭୁବନେଶ୍ୱର : ଆମ ବ୍ୟାଙ୍କ ଯୋଜନା, ମିଶନ ଶକ୍ତି ସ୍କୁଟର ଯୋଜନା, ଲକ୍ଷ୍ମୀ ଯୋଜନା, ବଳରାମ ଯୋଜନା, ମୋ ଘର ଯୋଜନା ଆଦି ରାଜ୍ୟ ସରକାରଙ୍କ ପ୍ରମୁଖ ଜନକଲ୍ୟାଣ କାର୍ଯ୍ୟକ୍ରମ । ସେଗୁଡିକର ଆଶାନୁରୂପ ସଫଳତା ଦିଗରେ ବ୍ୟାଙ୍କଗୁଡିକର ଅକୁଣ୍ଠ ଓ ନିଷ୍ଠାପର ସହଯୋଗ ଅପରିହାର୍ଯ୍ୟ । ତେଣୁ ବ୍ୟାଙ୍କଗୁଡିକ ସେସବୁ ଯୋଜନା ଉପରେ ଗୁରୁତ୍ୱାରୋପ କରିବାକୁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆହ୍ୱାନ ଦେଇଛନ୍ତି । ଆଜି ଲୋକ ସେବା ଭବନରେ ଆୟୋଜିତ ୧୭୩ତମ...
BJP To Focus PWFY
Bhubaneswar: After getting land-slide victories in Chhattisgarh, Madhya Pradesh and Rajasthan, the BJP has decided to implement a similar strategy to form a double-engine Sarkar in Odisha. This was informed by Bhubaneswar MP and BJP national spokesperson Aparajita Sarangi here today. She said the party would focus on four sections of society, poor, women, farmers and youth (PWFY), she...
Sweater Brings Smile
Bhubaneswar: To make the stay of ST&SC boarder students in ST&SC Development Department run residential Schools & Hostels across Odisha, more comfortable during the winter months, the Department has adopted a novel way of distribution of sweaters and one pair of casual dress to over 5 lakh students in the State. The initiative, being carried out for the first time...
ଶିଶୁସଦନ ବନ୍ଦ ଆଶଙ୍କା
କଟକ : ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ପରିଚାଳିତ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଦ୍ୱାରା ପ୍ରବର୍ତ୍ତିତ ନୂତନ ନିୟମ ଅନୁସାରେ ୭୪ଟି ଶିଶୁସଦନ ବା ଅନାଥାଶ୍ରମ ଖୁବ୍ଶୀଘ୍ର ବନ୍ଦ ହେବାକୁ ଯାଉଛି । ଏହା ଫଳରେ ପ୍ରାୟ ୨୫୦୦ କୁନି କୁନି ପିଲା (ଜନ୍ମରୁ ୧୮ ବର୍ଷ ପର୍ଯ୍ୟନ୍ତ)ଙ୍କ ଭବିଷ୍ୟତ ନେଇ ଅନିଶ୍ଚିତତା ପ୍ରକାଶ ପାଇଛି । ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ୧୬୮ଟି ଶିଶୁ ସଦନରେ ୮,୮୨୪ରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ଲାଳନପାଳନ କରାଯାଉଛି ।...
ଜନଜାତି ଛାତ୍ରାବାସରେ ଶୀତବସ୍ତ୍ର ବିତରଣ
ଭୁବନେଶ୍ବର : ଅନୁସୁଚିତ ଜନଜାତି ଓ ଜାତି ବିକାଶ ବିଭାଗ ଅଧିନରେ ଥିବା ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସର ଅନ୍ତେବାସୀଙ୍କୁ ଶୀତ ସମୟରେ ଅଧିକ ଆରାମଦାୟକ ରହଣି ପାଇଁ ରାଜ୍ୟର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଶୀତବସ୍ତ୍ର ଏବଂ ନିତ୍ୟ ବ୍ୟବହାର୍ଯ୍ୟ ପୋଷାକ ବଣ୍ଟନ କରିବାର ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି ବିଭାଗ । ଅନୁସୁଚିତ ଜନଜାତି ଓ ଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗର ଅଧିକାର ଏବଂ ସୁବିଧା ନିର୍ଦ୍ଦେଶାବଳୀ ଅଧୀନରେ ପ୍ରଥମ ଥର ପାଇଁ ଏହି...
Prez Mantra On 5D
Lucknow: President of India, Droupadi Murmu graced and addressed the 2nd convocation of Indian Institute of Information Technology (IIIT), Lucknow on 12 December here. Speaking on the occasion, the President said that today India has 5 Ds – Demand, Demography, Democracy, Desire and Dream. This 5Ds will be very beneficial in our journey of development. Our economy, which was at 11th position...
SDG For Panchayats
New Delhi: Ministry is implementing the Centrally Sponsored scheme of revamped Rashtriya Gram Swaraj Abhiyan (RGSA) from 01.04.2022 to 31.03.2026, extends to all States and UTs of the country including institutions of rural local government in non-Part-IX areas, where Panchayats do not exist. The focus of Revamped scheme is on reimagining Panchayati Raj Institutions as vibrant centres of local...
Hindalco’s 800 Cr Push For EV
Bhubaneswar: Hindalco Industries plans to significantly expand its manufacturing capacity of fine-quality aluminium foil that is used in rechargeable batteries to serve the rapidly growing market for electric vehicles (EVs) and energy storage systems. The company is investing Rs 800 crore to build a new plant near Sambalpur that will initially produce 25,000 tonnes of the resilient product which forms...









