ମାଳ ମାଳ ରଥ ବୁଲୁଛି
ଭୁବନେଶ୍ୱର : ସାରା ରାଜ୍ୟରେ ଏବେ ମାଳ ମାଳ ରଥ ବୁଲୁଛି । ଏଥିରେ ସରକାରୀ ରଥ ଠାରୁ ଆରମ୍ଭ କରି ଧାର୍ମିକ ରଥ ପର୍ଯ୍ୟନ୍ତ ରହିଛି । କିଏ ଲୋକଙ୍କୁ ସରକାରୀ ଯୋଜନା ସଂକ୍ରାନ୍ତରେ ସଚେତନ କରୁଛି ତ ଆଉ କିଏ ଗୁଆ, ଚାଉଳ ସଂଗ୍ରହ ସହିତ ଅକ୍ଷତ ବାଣ୍ଟିବାରେ ଲାଗିଛି । ସମଗ୍ର ରାଜ୍ୟରେ ଏବେ ଦଶ ପ୍ରକାରରୁ ଉର୍ଦ୍ଧ୍ୱ ରଥ ପରିକ୍ରମା କରୁଛି । ଏଥିରେ ସବୁଠାରୁ ପୁରୁଣା ରଥ ହେଉଛି ବିକଶିତ ଭାରତ ସଙ୍କଳ୍ପ ରଥ । ଏହି...
ଘରୋଇ ବିଦ୍ୟାଳୟରେ କମୁଛନ୍ତି ଛାତ୍ରଛାତ୍ରୀ
ଭୁବନେଶ୍ୱର : ରାଜ୍ୟର ଘରୋଇ ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀଙ୍କ ନାମଲେଖା ପରିମାଣ ହ୍ରାସ ପାଇବାରେ ଲାଗିଛି । ଏହିସବୁ ବିଦ୍ୟାଳୟରେ ଗୋଟିଏ ବର୍ଷରେ ପ୍ରାୟ ୩ଲକ୍ଷ ଛାତ୍ରଛାତ୍ରୀ କମିଛନ୍ତି । ସମଗ୍ର ଦେଶରେ ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀଙ୍କ ନାମଲେଖା ନେଇ କେନ୍ଦ୍ର ସରକାରଙ୍କ ରିପୋର୍ଟରୁ ଏହା ଜଣାପଡିଛି । ଏହି ସୂଚନା ଅନୁଯାୟୀ ୨୦୧୯-୨୦ ର୍ବେରେ ଓଡିଶାର ଘରୋଇ ବିଦ୍ୟାଳୟଗୁଡିକରେ ୧୪,୯୪,୯୫୪ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବାବେଳେ ୨୦୨୦-୨୧ ବର୍ଷରେ ତାହା ୧୬,୨୭,୪୪କୁ ବୃଦ୍ଧି ପାଇଥିଲା । ହେଲେ ୨୦୨୧-୨୨ ବର୍ଷରେ ଏହା ୧୩,୬୧,୦୫୧କୁ ହ୍ରାସ ପାଇଛି...
Challanges Galore For Congress
Bhubaneswar: Like two other major political parties in Odisha, opposition Congress has also started working to achieve its goal of forming a government after the 2024 General Elections for Lok Sabha and State Assembly. The Congress which presently has its members in Assembly in the single digit (9), aims to raise the tally to 90 seats. OPCC president Sarat...
Dev Pursues Green Energy
Bhubaneswar: With a move to promote green energy and save the environment, the State Energy Department has taken a novel initiative to set up solar PV projects at 53 Government run medicals and colleges across the State under RESCO model. Principal Secretary Energy, Vishal Kumar Dev has been taking up Green Energy Initiatives across the State. Odisha Renewable Energy Development Agency...
Krushi Odisha On 12 Jan
Bhubaneswar: The Department of Agriculture & Farmers' Empowerment is going to organise KRUSHI ODISHA - 2024' from 12-14 January, 2024 here at Janata Maidan. The theme for this event is 'Celebrating Women in Agriculture', aiming to recognize the contribution of women in the field of Agriculture & allied sectors and to initiate a platform for interface and linkage amongst women...
Majhi Leaves BJD
Bhubaneswar: Ahead of general and Assembly elections, former minister and tribal leader from Kalahandi Balabhadra Majhi today resigned from the primary membership of Biju Janata Dal (BJD). In his resignation letter to party president and Chief Minister Naveen Patnaik, the five-time legislator said, “I do hereby relinquish from the primary membership of the party BJD. Thanks a lot for allowing...
Jena Sorts Out Transport Strike
Bhubaneswar: The All Odisha Motor Transport Workers’ Federation called off their strike against the new hit and run law on Monday after having a discussion with Chief Secretary Pradeep Kumar Jena. The federation launched an indefinite strike protesting the new provision made in the Bharatiya Nyaya Sanhita (BNS) on Monday morning. The federation’s move came around 24 hours after the...
Duplicate Branded Liqour Seized
Cuttack: Excise Intelligence & Enforcement Bureau (Southern Division), Berhampurwhile patrolling at First Gate, Berhampur, recently basing on intelligence, conducted raid in the house of Roshan Sahu of Brajanagar, 2nd Lane, PS- Nimakhandi and recovered 192 bottles of duplicate Foreign Liquor of the brands Royal Stag, Royal Green & Sterling Reserve Whisky and Mc Dowell’s No.1 Whisky & Rum&oneHonda Activa...
ହ୍ରାସ ପାଉଛି ଆୟ ଅସମାନତା
ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟବ୍ୟାଙ୍କ୍ (ଏସବିଆଇ) ଗବେଷଣାର ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଆୟ ଅସମାନତା ହ୍ରାସ ପାଇଛି । ଏହା ଭାରତୀୟଙ୍କ ଆୟ ବୃଦ୍ଧି ଏବଂ ଭାରତୀୟ ମଧ୍ୟବିତ୍ତଙ୍କ ପ୍ରଗତି ମାଧ୍ୟମରେ ଉନ୍ନତ ସ୍ଥାନାନ୍ତର ଧାରାକୁ ସମର୍ଥନ କରୁଛି । ସିବିଡିଟି ତଥ୍ୟକୁ ଉଦ୍ଧୃତ କରି ରିପୋର୍ଟରେ କୁହାଯାଇଛି ଯେ ଆୟକର ଆଧାର ବର୍ଷକୁ ବର୍ଷ ବୃଦ୍ଧି ପାଉଛି ଏବଂ ୨୦୨୧-୨୨ ଆର୍ଥିକ ବର୍ଷରେ ଆୟକର ରିଟର୍ଣ୍ଣ ଦାଖଲ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୭୦ ନିୟୁତ ଥିବା ବେଳେ...
ହୋମିଓପାଥିକ ସ୍ପିରିଟରେ ନକଲି ମଦ
ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ ଗୁଇନ୍ଦା ଓ ଏନଫୋର୍ସମମଣ୍ଟ ବ୍ୟୁରୋ (ଦକ୍ଷିଣ ଡିଭିଜନ) ର ଗୁଇନ୍ଦା ସୂଚନା ଆଧାରରେ ବ୍ରହ୍ମପୁର ଫାଷ୍ଟ ଗେଟ୍ ରେ ପାଟ୍ରୋଲିଂ କରୁଥିବା ବେଳେ ବ୍ରଜନଗର, ୨ୟ ଲେନ୍, ଥାନା- ନିମାଖଣ୍ଡିର ରୋଶନ ସାହୁଙ୍କ ଘରେ ଚଢ଼ାଉ କରି ରୟାଲ ଷ୍ଟାଗ୍, ରୟାଲ୍ ଗ୍ରୀନ୍ ଆଣ୍ଡ ଷ୍ଟର୍ଲିଂ ରିଜର୍ଭ ହ୍ୱିସ୍କି ଏବଂ ମ୍ୟାକ୍ ଡୋଏଲର ନମ୍ବର ୧ ହ୍ୱିସ୍କି ଏବଂ ରମ୍ ବ୍ରାଣ୍ଡର ୧୯୨ ବୋତଲ ନକଲି ବିଦେଶୀ ମଦ ସହିତ ଗୋଟିଏ ହୋଣ୍ଡା ଆକ୍ଟିଭା ସ୍କୁଟର...










