ଭୟର କାରଣ ନୁହେଁ ବାୟୁ ପ୍ରଦୂଷଣ

0

ଭୁବନେଶ୍ୱର : ଓଡ଼ିଶାର ଏକାଧିକ ସହରରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ବିପଦ ସଙ୍କେତ ଅତିକ୍ରମ କରିଥିବା ଖବର ପ୍ରକାଶ ପାଇବା ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍ପିସିବି) ଆଜି ସ୍ପଷ୍ଟ କରିଛି ଯେ ସ୍ଥାନୀୟ କାରଣରୁ ଏକ୍ୟୁଆଇ ବୃଦ୍ଧି ପାଇଛି ଏବଂ ସେହି ସହରଗୁଡ଼ିକରେ ଭୟଭୀତ ହେବା କିମ୍ବା ମାସ୍କ ପିନ୍ଧିବାର କୌଣସି ଆବଶ୍ୟକତା ନାହିଁ। ରିପୋର୍ଟ ଅନୁଯାୟୀ, ସୋମବାର ଭାରତର ଯେଉଁ ୧୬ଟି ସହରରେ ଏକ୍ୟୁଆଇ ଅତ୍ୟନ୍ତ ଖରାପ ରେକର୍ଡ କରାଯାଇଛି, ସେଥିମଧ୍ୟରୁ ୬ଟି ସହର ରାଜ୍ୟରୁ ଥିଲା। କେନ୍ଦ୍ରୀୟ...

ଜାନୁଆରୀ ୧୯ ରୁ ଏଣ୍ଟରପ୍ରାଇଜ୍‌ ଓଡ଼ିଶା

0

ଭୁବନେଶ୍ୱର : ଜାନୁଆରୀ ୧୯ ରୁ ତିନି ଦିନ ଧରି ଝାରସୁଗୁଡ଼ା ଠାରେ ଭାରତୀୟ ଉଦ୍ୟୋଗ ପରିସଂଘ (ସିଆଇଆଇ)  ତରଫରୁ “ଏଣ୍ଟରପ୍ରାଇଜ୍‌, ଓଡ଼ିଶା” ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଝାରସୁଗୁଡା  ପ୍ରଦର୍ଶନୀ ପଡିଆ ଠାରେ ଅନୁଷ୍ଠିତ ହେବାକୁ ଥିବା ସିଆଇଆଇର ଏହି ୨୪ ତମ ସମ୍ମିଳନୀ ଆୟୋଜନ ସଂପର୍କରେ ଏହାର  ପ୍ରସ୍ତୁତି, କାର୍ଯ୍ୟକ୍ରମର ରୁପରେଖ ଓ ରାଜ୍ୟ ସରକାରଙ୍କ ସହଯୋଗ ସଂପର୍କରେ  ଆଜି ଅପରାହ୍ନରେ ଏକ ବୈଠକ ଲୋକସେବା ଭବନ ଠାରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ...

SPCB Discounts Pollution Panic

0

Bhubaneswar: Amid reports of Air Quality Index (AQI) crossed danger level in multiple cities across Odisha, State Pollution Control Board (SPCB) today clarified that the AQI rose due to local factor and there is no need to panic or wear mask in those cities. As per reports, of the 16 cities across India that recorded very poor AQI on Monday,...

State Boosts Tribal Culture

Bhubaneswar: Making the people of Odisha proud with their rich cultural traditions, two beautiful tribal products — Kapadaganda Dongaria Kondh Embroidered Shawl and Idital Painting of Lanjia Saura — both from Rayagada district, have received the prestigious GI tag from the Registrar of Geographical Indications, Chennai. This, in a way, epitomises the Odisha Government’s commitment to uplifting and popularising...

Urge For Tech Savvy Policing

0

Bhubaneswar: Chief Minister Naveen Patnaik today urged Twin City Commissionerate of Police to introduce more technological interventions to enhance the effectiveness of policing in the twin cities of Cuttack and Bhubaneswar. Speaking at the 16th Raising Day of Commissionerate Police, Shri Patnaik said the organisation has grown substantially in this glorious journey of 16 years. Today, as many as 52...

ସରକାରୀ ପ୍ରତିବଦ୍ଧତା ପାଇଁ ଜିଆଇ ଟ୍ୟାଗ

0

ଭୁବନେଶ୍ୱର : ଓଡ଼ିଶାବାସୀଙ୍କୁ ସେମାନଙ୍କର ସମୃଦ୍ଧ ସାଂସ୍କୃତିକ ପରମ୍ପରା ପାଇଁ ଗର୍ବିତ କରିଛି ରାୟଗଡା ଜିଲ୍ଲାର ଦୁଇଟି ଆଦିବାସୀ ସାମଗ୍ରୀ -- ଡଙ୍ଗରିଆ କନ୍ଧମାନଙ୍କ ଛୁଂଚିସୂତାରେ କନା ଉପରେ କାରୁକାର୍ଯ୍ୟ ହେଉଥିବା କପଡାଗନ୍ଦା ଶାଲ୍ ଏବଂ ଲାଂଜିଆ ସୌରା ଜନଜାତିଙ୍କ ଇଡିତାଲ ଚିତ୍ରକଳା । ଆଦିବାସୀ ସାଂସ୍କୃତିକ ପରମ୍ପରା, କଳା ଏବଂ ହସ୍ତଶିଳ୍ପକୁ ଉନ୍ନତ ତଥା ଲୋକପ୍ରିୟ କରିବା ପାଇଁ ଓଡିଶା ସରକାରଙ୍କ ପ୍ରତିବଦ୍ଧତା ପାଇଁ ରାୟଗଡା ଜିଲ୍ଲାର ଏହି ଦୁଇ ସାମଗ୍ରୀକୁ ମିଳିଛି ସମ୍ମାନଜନକ ଜିଆଇ ଟ୍ୟାଗ୍ । ଏହି ଅନନ୍ୟ ସଫଳତା...

Fly Malkangiri Takes Off

0

Bhubaneswar: In a major achievement of his Government, Chief Minister Naveen Patnaik inaugurated the newly constructed Malkangiri Airport today facilitating air connectivity to the cut-off regions (Swabhman Anchal) of the State. Malkangiri, the longest distance district from capital city Bhubaneswar, now features in the air route map. From Bhubaneswar to Malkangiri distance is 616 Kilometer. 5T and Nabin Odisha Chairman,...

ମାଲକାନଗିରିକୁ ବିମାନ ସେବା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରିରେ ଏକ ବିମାନ ବନ୍ଦର ଉଦ୍‌ଘାଟନ କରିଛନ୍ତି। ଏହା ଦ୍ୱାରା ମାଲକାନଗିରି  ସ୍ୱପ୍ନ ପୁରଣ ହୋଇଛି। ମାଲକାନଗିରି  ଆକାଶପଥ ମାନଚିତ୍ର ରେ  ସ୍ଥାନିତ  ହୋଇଛି। ଏହା ଦ୍ୱାରା ଜିଲ୍ଲା ଓ ଆଖପାଖ ଅଞ୍ଚଳରେ ଯୋଗାଯୋଗ, ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଘଟିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ କୋରାପୁଟର ଜୟପୁର, କଳାହାଣ୍ଡିର ଉତ୍‌କେଲା, ରାଉରକେଲା, ଗଞ୍ଜାମର ରଙ୍ଗେଇଲୁଣ୍ଡାରେ ବିମାନବନ୍ଦର ସ୍ଥାପନ କରାଯାଇଛି। ଏହା ପରେ ଆଜି ମାଲକାନଗିରିକୁ...

OMC Bags National Sports Promotion Award

0

New Delhi: President of India, Droupadi Murmu conferred the prestigious Rashtriya Khel Protsahan Puruskar 2023 to Odisha Mining Corporation (OMC) in the category ‘Encouragement to Sports through Corporate Social Responsibility’ for its visible role in the promotion and development of sports. Ace Mandarin, Balwant Singh, Managing Director, OMC received the award from the President of India at a specially...

ମାଳ ମାଳ ରଥ ବୁଲୁଛି

0

ଭୁବନେଶ୍ୱର : ସାରା ରାଜ୍ୟରେ ଏବେ ମାଳ ମାଳ ରଥ ବୁଲୁଛି । ଏଥିରେ ସରକାରୀ ରଥ ଠାରୁ ଆରମ୍ଭ କରି ଧାର୍ମିକ ରଥ ପର୍ଯ୍ୟନ୍ତ ରହିଛି । କିଏ ଲୋକଙ୍କୁ ସରକାରୀ ଯୋଜନା ସଂକ୍ରାନ୍ତରେ ସଚେତନ କରୁଛି ତ ଆଉ କିଏ ଗୁଆ, ଚାଉଳ ସଂଗ୍ରହ ସହିତ ଅକ୍ଷତ ବାଣ୍ଟିବାରେ ଲାଗିଛି । ସମଗ୍ର ରାଜ୍ୟରେ ଏବେ ଦଶ ପ୍ରକାରରୁ ଉର୍ଦ୍ଧ୍ୱ ରଥ ପରିକ୍ରମା କରୁଛି । ଏଥିରେ ସବୁଠାରୁ ପୁରୁଣା ରଥ ହେଉଛି ବିକଶିତ ଭାରତ ସଙ୍କଳ୍ପ ରଥ । ଏହି...