2L CR Credit Plan

0

Bhubaneswar: The National Bank for Agriculture and Rural Development (NABARD) has estimated State’s credit potential under priority sector at over Rs 2 lakh crore for the financial year 2024-25. The NABARD today released State Focus Paper for the financial year 2024-25 here projecting an overall credit potential under priority sector at Rs 2,00,608 crore for the year 2024-25, which is...

ରାସାୟନିକ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି

0

ଭୁବନେଶ୍ୱର : ଓଡ଼ିଶା ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ରାସାୟନିକ ବିପର୍ଯ୍ୟୟର ପ୍ରସ୍ତୁତି ସଂପର୍କିତ ଏକ ରାଜ୍ୟସ୍ତରୀୟ ମକ୍‌ ଏକ୍ସରସାଇଜ୍‌ ଅନୁଷ୍ଠିତ ହେବ । ଏଥିରେ ୧୦ଟି ଜିଲ୍ଲା ଯଥା: ଅନୁଗୋଳ, ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, ମୟୂରଭଞ୍ଜ, ରାୟଗଡ଼ା, ସୁନ୍ଦରଗଡ଼ର ୨୮ଟି ଶିଳ୍ପସଂସ୍ଥା ସହ ପାରାଦ୍ୱୀପ ପୋର୍ଟ ମଧ୍ୟ ଯୋଗଦେବେ । ଏହିଭଳି ମକ୍‌ ଏକ୍ସରସାଇଜ୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାସାୟନିକ ବିପର୍ଯ୍ୟୟ ଭଳି ଜରୁରୀକାଳୀନ ପରିସ୍ଥିତିର କିପରି ମୁକାବିଲା କରାଯାଇପାରିବ ଓ ଏଥିରେ କିପରି...

BJP Demands CBI Probe

0

Bhubaneswar: Alleging mining scam to the tune of around Rs 9 lakh crore in the State, senior BJP leader and Leader of Opposition Jayanarayan Mishra today demanded a CBI probe into alleged irregularities in the mining sector between 2000 and 2014. Addressing media persons here, Shri Mishra alleged that the total value of mining irregularities in the State is estimated...

ଓଡ୍ରାଫକୁ ୫୬ ନୂଆ ଗାଡି

0

ଭୁବନେଶ୍ୱର :  ରାଜ୍ୟ ପୁଲିସ୍‍ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀ କଟକସ୍ଥିତ ଷଷ୍ଠ ବାଟାଲିୟନ ପରିସରରେ  ୫୬ଟି ନୂତନ ଯାନ ଓଡ୍ରାଫ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି ।ଏହି ଯାନ ଦ୍ଵାରା ଜରୁରୀକାଳୀନ ପରିସ୍ଥିତି ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାଧାରଣ ଜନତା ଉପଯୁକ୍ତ ସେବା ପାଇ ପାରିବେ ବୋଲି ଡ଼ିଜିପି ଶ୍ରୀ ଷଡଙ୍ଗୀ ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ସେ କହି ଥିଲେ ଯେ,ମନୁଷ୍ୟକୃତ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ୍ରାଫର ଭୂମିକା ସବୁବେଳେ ଗୁରୁତ୍ବପୂର୍ଣ୍ଣ ରହି ଆସିଛି। ବିଗତ ୨୪ ବର୍ଷ...

ଖଣି ଦୁର୍ନୀତର ସିବିଆଇ ତଦନ୍ତ ଦାବି

0

ଭୁବନେଶ୍ୱର : ଗତ ୧୨ବର୍ଷ ଅର୍ଥାତ୍‍ ୨୦୦୨ ରୁ ୨୦୧୪ ମଧ୍ୟରେ ଓଡିଶାରେ ୯ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଜ୍ଞାତସାରରେ ହୋଇଛି । ରାଜ୍ୟ ସରକାର ଖଣି ଦୁର୍ନୀତି କରି ଓଡ଼ିଶାର ରାଜକୋଷକୁ ନଷ୍ଟ କରୁଛନ୍ତି । ଓଡ଼ିଶାର ୧୯୨ଟି ଖଣି ଲିଜ୍ ମଧ୍ୟରୁ ୧୭୬ ଖଣି ଲିଜ୍ ଘଂଚ ଜଙ୍ଗଲ ଅଂଚଳରେ ଅବସ୍ଥିତ । ୯୮ଟି ଲିଜ୍‌ରେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଜଙ୍ଗଲ କ୍ଷେତ୍ରର ଅନୁମତି ପ୍ରଦାନ କରାଯାଇ ନାହିଁ । ୪୭ଟି ଖଣି ଜଙ୍ଗଲ...

ବିକଶିତ ଭାରତ ଯାତ୍ରାରେ ମହାରାଷ୍ଟ୍ରର ସାମ୍ବାଦିକ

0

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ଶତପ୍ରତିଶତ ପ୍ରସାର ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି । ଏହି କ୍ରମରେ ଆଜି କଟକ ଜିଲ୍ଲାର ଟାଙ୍ଗି ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ ହୋଇଯାଇଛି । ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ଆୟୋଜିତ ଏକ ଅଭିନବ ପ୍ରୟାସ ସ୍ୱରୂପ ମହାରାଷ୍ଟ୍ରର ବରିଷ୍ଠ ସାମ୍ବାଦିକମାନଙ୍କର ଏକ ୭ ଜଣିଆ ପ୍ରତିନିଧି ଦଳ ଆଜି...

Plea For Women Students

0

Raising a common issue of women students pursuing higher studies, BJP MLA Mukesh Mahaling on Tuesday urged Chief Minister Naveen Patnaik to make provision of maternity leave for students of colleges and universities in the State. In a letter to the Chief Minister, Shri Mahaling said such a leave would help check the dropout of female students. "It is seen that...

Prep Meet For Enterprise Odisha

0

Bhubaneswar: Odisha Government along with Confederation of Indian Industry (CII) is going to organize "Enterprise, Odisha" conference at Jharsuguda for three days from January 19. Chief Secretary Pradeep Kumar Jena chaired a meeting at Lok Sewa Bhawan here this afternoon to discuss the preparation of the 24th CII Conference to be held at The Exhibition Ground, Jharsuguda and the...

ଖତ ହେଉଛି ରକ୍ତ ସଂଗ୍ରହ ବସ୍‍

0

ଭୁବନେଶ୍ୱର : କେନ୍ଦ୍ର ସରକାର କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାରକୁ ଯୋଗାଇ ଦେଇଥିବା ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ବସ୍‍ଟି ଏବେ ପଡି ପଡି ଖତ ହେବାରେ ଲାଗିଛି । କରୋନା ସମୟରୁ ଏହା ଅଚଳ ହୋଇ ପଡିଛି । ପ୍ରାୟ ଦଶ ବର୍ଷ ତଳେ ରକ୍ତସଂଗ୍ରହ କାର୍ଯ୍ୟକୁ ସହଜ କରିବାପାଇଁ କେନ୍ଦ୍ର ସରକାର ଗୋଟିଏ ବଡ ବସ୍‍ ପ୍ରଦାନ କରିଥିଲେ । ଛଅ ଶଯ୍ୟା ବିଶିଷ୍ଟ ଏହି ବସ୍‍ଟି ଏକ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ କେନ୍ଦ୍ର ଭାବେ କାର୍ଯ୍ୟ କରୁଥିଲା । ଶୀତତାପ ନିୟନ୍ତ୍ରିତ ଏହି...

ପୁରୀରେ ବନ୍ଦ ହେଉ ନିଶା କାରବାର

0

ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ପୁରୀ ସମତେ ସମଗ୍ର ରାଜ୍ୟରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବାବେଳେ ଏହାକୁ ବଜାୟ ରଖିବାପାଇଁ ପୁରୀ ସହରକୁ ନିଶାମୁକ୍ତ ସହିତ ବଡଦାଣ୍ଡରେ ଆମିଷ ବିକ୍ରି ଉପରେ କଟକଣା ଲଗାଇବାକୁ ମତପ୍ରକାଶ ପାଇଛି । ଏହା କାର୍ଯ୍ୟକାରୀ ହେଲେ ପୁରୀ ସହରର ପବିତ୍ରତା ଆହୁରି ବୃଦ୍ଧି ପାଇବ ବୋଲି ନିଶାମୁକ୍ତ ଅଭିଯାନର ସଦସ୍ୟମାନେ ମତବ୍ୟକ୍ତ କରୁଛନ୍ତି । ଆଗାମୀ ୧୭ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଜୋରସୋର କାର୍ଯ୍ୟ ଚାଲିଛି । ସମଗ୍ର ରାଜ୍ୟରେ...