ଡ୍ରୋନ ପହଞ୍ଚାଇଲା ରକ୍ତ
ଭୁବନେଶ୍ୱର : ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ବୈଷୟିକ ଜ୍ଞାନକୌଶଳକୁ ଯୋଡ଼ିବା ପାଇଁ ଭୁବନେଶ୍ୱର ଏମସ୍ ପକ୍ଷରୁ ଆଜି ଡ୍ରୋନ୍ ସ୍ୱାସ୍ଥ୍ୟ ସେବା ଆରମ୍ଭ ହୋଇଛି। ସଫଳ ପରୀକ୍ଷଣର ଦୁଇ ଦିନ ପରେ ଜାତୀୟ ଅନୁଷ୍ଠାନ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ସାମଗ୍ରୀ ପରିବହନ ପାଇଁ ଡ୍ରୋନ୍ ବ୍ୟବହାର ଆରମ୍ଭ କରିଛି। ଉଦ୍ ଘାଟନୀ ଡ୍ରୋନ୍ ଉଡ଼ାଣ ଭୁବନେଶ୍ୱର ଏମସରୁ ଟାଙ୍ଗୀ ସିଏଚ୍ସିକୁ ଏକ ଗୁରୁତ୍ବପୂର୍ଣ୍ଣ ୟୁନିଟ୍ ରକ୍ତ ପରିବହନ କରି ୩୫ ମିନିଟ୍ ରେ ୬୦ କିଲୋମିଟର ଦୂରତା ଅତିକ୍ରମ କରିଥିଲା। ଏହି ଐତିହାସିକ ଉଡ଼ାଣ କେବଳ...
ସନ୍ତୋଷ ବାଲାଙ୍କୁ ରାଷ୍ଟ୍ରପତି ପଦକ
ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ଅବସରରେ ସମ୍ମାନଜନକ ରାଷ୍ଟ୍ରପତି ସେବା ପଦକ (ପିଏସ୍ଏମ୍) ପାଇଁ ଗୃହ ବିଭାଗର ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲାଙ୍କୁ ମନୋନୀତ କରାଯାଇଛି। ୧୯୯୫ ବ୍ୟାଚ୍ ର ଆଇପିଏସ୍ ଅଫିସର ଡ. ବାଲା ୨୯ ବର୍ଷର ଦୀର୍ଘ କ୍ୟାରିୟରରେ ଆନ୍ତରିକତା ଏବଂ ସଚ୍ଚୋଟତା ପାଇଁ ପୂର୍ବରୁ ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଏହାବ୍ୟତୀତ ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ ଜ୍ୟୋତି ରଞ୍ଜନ ମହାପାତ୍ରଙ୍କୁ ମଧ୍ୟ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ। ପୁଲିସ ମହାନିରୀକ୍ଷକ ସତ୍ୟବ୍ରତ ଭୋଇଙ୍କୁ ମେଧାବୀ ସେବା (ଏମ୍ ଏସ୍ ଏମ୍...
Santosh Bala Gets Prez Medal
Bhubaneswar: Top Cop Santosh Bala, Special Secretary, Department of Home has been chosen for the prestigious President’s Medal for Distinguished Service (PSM) on the occasion of the Republic Day- 2024. Dr.Bala is an IPS Officer of 1995 Batch has been decorated with several awards earlier for her sincerity and honesty in the long career spanning 29 years. Additionally, Jyoti Ranjan Mahapatra,...
Wildlife Criminals Arrested
Bhubaneswar: With Veteran IFS Officer Susanta Nanda at the helm of Wildlife Directorate, wildlife criminals are on run. Principal Chief Conservator of Forests (PCCF) Wild life Shri Nanda is on move in the forest zones of Odisha and coordinating the efforts of enforcement in the forests for protection of wildlife. So working 48 hours continuously, the forest officials in Nayagarh District...
ଖୋଲାରେ ଜଳୁଛି ଇ ଆବର୍ଜନା
ଭୁବନେଶ୍ୱର : ସମଗ୍ର ଦେଶରେ ବର୍ଷକୁ ୫ଲକ୍ଷ ଟନ୍ରୁ ଅଧିକ ଇ-ଆବର୍ଜନା ସଂଗୃହୀତ ଓ ବିଘଟନ ହେଉଥିବାବେଳେ ଆମ ରାଜ୍ୟରେ ଏହା ପାଖପାଖି ୫୦୦ ମେଟ୍ରିକ ଟନ୍ ରହିଛି । ରାଜ୍ୟର ସହରାଞ୍ଚଳରୁ ସିଂହଭାଗ ଇ-ଆବର୍ଜନା ବାହାରୁଥିବାବେଳେ ବର୍ତ୍ତମାନ ତାହାକୁ ଖୋଲାମେଲାରେ ପୋଡାଯାଉଥିବା ଦେଖିବାକୁ ମିଳୁଛି । କେନ୍ଦ୍ର ସରକାର ୨୧ ପ୍ରକାରର ବୈଦ୍ୟୁତିକ ଓ ଇଲେକଟ୍ରୋନିକ ସାମଗ୍ରୀକୁ ଇ-ଆବର୍ଜନା ତାଲିକାଭୁକ୍ତ କରିଛନ୍ତି । ଏଗୁଡିକର ବିଧିବଦ୍ଧ ସଂଗ୍ରହ ସହିତ ତାହାକୁ ପ୍ରକ୍ରିୟାକରଣ ପାଇଁ ମଧ୍ୟ କୁହାଯାଇଛି । କାରଣ ଅନ୍ୟ ସାମଗ୍ରୀଭଳି ଏଗୁଡିକର...
୧୫ଟି ରତ୍ନ ପଥର ଖଣିର ନିଲାମ
ଭୁବନେଶ୍ୱର : ରାଜ୍ୟର ୧୫ଟି ମୂଲ୍ୟବାନ ରତ୍ନ ଆଦି ପଥର ଥିବା ଖଣି ଲିଜ୍ ପାଇଁ ଟେଣ୍ଡର ଜାରି ହୋଇଛି । ଏଥି ମଧ୍ୟରେ ୧୨ ଅଳଙ୍କାରିକ ପଥର ଖଣି ଥିବାବେଳେ ୨ଟି କ୍ୱାର୍ଜ ଓ ଗୋଟିଏ କ୍ୱାଟାଇଜ୍ ଖଣି ରହିଥିବା ଜଣାଯାଇଛି । ଏହିସବୁ ଖଣି ମଧ୍ୟରେ ବାହାରପଡା-ଜାମୁରିହା, ବେତାରସିଂ, ଡାମ୍ବା, ଡେରାବ (ପୂର୍ବ), ଲହୁସାହି, ନୂଆଗାଁ (ନୂଆଗଡ) , ତେନ୍ତୁଲିଖୁଣ୍ଟି, ବତୀଗୃହ ଓ ମୁଦ୍ରାଯୋଡି-ପୋଖରିଆ ଖଣି ଆଦି ରହିଛି । ଏହି ସମସ୍ତ ଖଣି ପାଇଁ ଇଲେକଟ୍ରୋନିକ ପ୍ରକ୍ରିୟାରେ ଟେଣ୍ଡର ଆହ୍ୱାନ...
ଝାରସୁଗୁଡ଼ାରେ କୋଇଲା ବାଷ୍ପୀକରଣ ପ୍ଲାଣ୍ଟ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି (ସିସିଇଏ)ବୈଠକରେ ଆଜି ଦୁଇଟି ଇକ୍ୟୁଟି ନିବେଶ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ଏହି ପ୍ରକଳ୍ପଗୁଡ଼ିକ ହେଲା ସିଆଇଏଲ୍ ଓ ଗେଲ୍ର ଯୌଥ ଉଦ୍ୟୋଗ ଜରିଆରେ ଇସିଏଲ୍ କମାଣ୍ଡ ଅଞ୍ଚଳରେ କୋଇଲାରୁ ଏସଏନଜି (ସିନ୍ଥେଟିକ୍ ନେଚୁରାଲ ଗ୍ୟାସ୍ ପ୍ରକଳ୍ପ) ଏବଂ ସିଆଇଏଲ୍ ଓ ଭେଲ୍ର ଯୌଥ ଉଦ୍ୟୋଗ ଜରିଆରେ ଏମସିଏଲ୍ କମାଣ୍ଡ ଅଞ୍ଚଳରେ କୋଇଲାରୁ ଆମୋନିୟମ ନାଇଟ୍ରେଟ୍ ପ୍ରକଳ୍ପ ସ୍ଥାପନ । ସିଆଇଏଲ୍ ଦ୍ୱାରା ଯେଉଁସବୁ ଇକ୍ୟୁଟି...
ଫେବୃଆରୀ ୧୬ରୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ସମାବେଶ
ଭୁବନେଶ୍ୱର : ଫେବୃଆରୀ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନଠାରେ ତିନିଦିନିଆ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସମ୍ପଦ ସମାବେଶ ଆୟୋଜିତ ହେବ । ରାଜ୍ୟରେ ମତ୍ସ୍ୟ ଓ ପ୍ରାଣୀସଂପଦର ବିକାଶର ପ୍ରତିଛବି ଚାଷୀ ଓ ଜନସାଧାରଣଙ୍କ ସମ୍ମୁଖରେ ତୋଳିଧରିବା ପାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ସମାବେଶର ଆୟୋଜନ କରାଯାଉଛି । ଜିଲ୍ଲାସ୍ତରରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାର ସଫଳତା ଓ ପ୍ରାଣୀପାଳକ ଏବଂ ମତ୍ସ୍ୟଚାଷୀଙ୍କ ମଧ୍ୟରେ ଉତ୍ସାହ ଓ ଆଗ୍ରହକୁ ଦୃଷ୍ଟିରେ ରଖି ଭୁବନେଶ୍ୱରଠାରେ ତିନିଦିନିଆ ଓଡ଼ିଶା...
ସଞ୍ଜୀବ ପଣ୍ଡା ନୂଆ ପୁଲିସ୍ କମିଶନର
ଭୁବନେଶ୍ୱର : ସାଧାରଣ ଓ ବିଧାନସଭା ନିର୍ବାଚନ ପୂର୍ବରୁ ବରିଷ୍ଠ ଆଇପିଏସ୍ ଅଫିସରମାନଙ୍କ ମଧ୍ୟରେ ବଡ଼ ଧରଣର ଅଦଳବଦଳ କରି ରାଜ୍ୟ ସରକାର ୧୯୯୪ ବ୍ୟାଚ୍ ର ଅଧିକାରୀ ସଞ୍ଜୀବ ପଣ୍ଡାଙ୍କୁ ପୁଲିସ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି। ଶ୍ରୀ ପଣ୍ଡା ବର୍ତ୍ତମାନ ଓଡ଼ିଶା ରାଜ୍ୟ ପୁଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ସହ ଗୁଇନ୍ଦା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ପୁଲିସ କମିସନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ବଦଳି...
Sanjeeb Panda New CP
Bhubaneswar: In a major reshuffle among senior IPS Officers ahead of General and Assembly polls, the State Government today appointed Sanjeeb Panda, a 1994 batch officer as Commissioner of Police, Bhubaneswar —Cuttack. At present, Shri Panda is serving as Director Intelligence with additional charge of CMD, Odisha State Police Housing and Welfare Corporation (OSPHWC). As per a notification issued by...







