Drama Fest Captivates Audience
Bhubaneswar: Secretary ST, SC Development Minorities and Backward Classes Welfare Department, Roopa Roshan Sahoo said that “The diversity of tribal languages is a great asset for our State. The multilingual drama festival at Adivasi Mela Ground has also become a big creative platform for our gifted artists,” said Shrimati Sahoo. Director Tribal Affairs and SCSTRTI, Indramani Tripathy narrated as to how...
ଆର୍କଷଣ ସାଜିଛି ବହୁଭାଷୀ ନାଟକ
ଭୁବନେଶ୍ୱର : "ଦେଖ୍ ମେଟା ତୋର ଟୋକିର୍ କାତା" ବାଲ୍ୟ ବିବାହ ସମ୍ପର୍କିତ ସଚେତନତା ଉପରେ ଆଧାରିତ କୋରାପୁଟିଆ ଦେଶୀଆ ଭାଷାର ଏକ ସୁନ୍ଦର ନାଟକ ଆଜି ଜନଜାତି କଳାକାରଙ୍କ ବହୁଭାଷୀ ନାଟକ ଉତ୍ସବରେ ଆଦିବାସୀ ମେଳାରେ ଉପସ୍ଥାପନ କରାଯାଇଥିଲା ।ଗ୍ରାମର ଶିକ୍ଷିତ ଲୋକଙ୍କ ହସ୍ତକ୍ଷେପ ଦ୍ୱାରା କିପରି ବାଲ୍ୟ ବିବାହକୁ ବନ୍ଦ କରାଗଲା ଏବଂ ପରବର୍ତ୍ତୀ ସମୟରେ ଉଭୟ ଝିଅ ଓ ପୁଅ ଉଚ୍ଚ ଶିକ୍ଷିତ ହୋଇ ଉନ୍ନତ ଜୀବନ ଯାପନ କଲେ ତାହା ଏହି ନାଟକର ମୁଖ୍ୟ କାହାଣୀ ରହିଥିଲା...
ଓଡିଶା ସରକାର ଏବଂ ଜେ.ଏନ୍.ୟୁ ମଧ୍ୟରେ ବୁଝାମଣା
ଭୁବନେଶ୍ୱର : ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଓଡିଆ ପାଠ୍ୟକ୍ରମରେ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଓଡିଶା ସରକାର ଓ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ,ନୂଆ ଦିଲ୍ଲୀ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ଆୟୋଜିତ ବୁଝାମଣା ପତ୍ର ସ୍ୱାକ୍ଷରିତ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ଏହା ସ୍ୱାକ୍ଷରିତ ହୋଇଛି । ରାଜ୍ୟ ସରକାରଙ୍କ ତରଫରୁ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରଓ୍ୱାଲ ଏବଂ ଜେ.ଏନ୍.ୟୁର କୁଳପତି ଶାନ୍ତିଶ୍ରୀ ଧୁଲିପୁଡି ପଣ୍ଡିତ ଏହି...
ଅନୁକୂଳଚନ୍ଦ୍ରଙ୍କର ପବିତ୍ର ଶ୍ରୀମନ୍ଦିରର ରୌପ୍ୟ ଜୟନ୍ତୀ
ମୁମ୍ବାଇ : ମହାରାଷ୍ଟ୍ର ରାଜ୍ୟ ବାଦଲାପୂର୍ ସତସଙ୍ଗ ବିହାର ପ୍ରାଙ୍ଗଣ ରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କର ପବିତ୍ର ଶ୍ରୀମନ୍ଦିରର ରୌପ୍ୟ ଜୟନ୍ତୀ ମହା ସମାରୋହ ରେ ପାଳିତ ହୋଇ ଯାଇଛି। ଦିବସ ଭରି କାର୍ଯକ୍ରମ ମହା ସମାରୋହ ରେ ହଜାର ହଜାର ଭକ୍ତ ଏହି ଉତ୍ସବ କୁ ଯୋଗଦାନ୍ କରି ଉପଭୋଗ କରି ଥିଲେ। ମହାରାଷ୍ଟ୍ର ରାଜ୍ୟର ବହୁ ମାନ୍ୟ ବ୍ୟକ୍ତି, ମାଆ ମାନେ ଯୋଗଦାନ୍ କରି ଥିଲେ। ଭକ୍ତ ମାନେ ସମସ୍ତ ପ୍ରକାର ସହଯୋଗ କରିଥିଲ ।...
Green Metal Meet On 6 FEB
Bhubaneswar: The National Green Metal Conference 2024 (NGMC-2024) is set to commence on 6 February here, as announced in a Media Meet held here on 4 February. Dr.K Murugesan, Member Secretary of Odisha State Pollution Control Board and Director of Department of Environment, Forest and Climate Change and Chairman of organising Committee of this conference announced it today. Dr.Murugesan said this...
ଓଡ଼ିଆକୁ ବିକଶିତ ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ
ଭୁବନେଶ୍ୱର : ଓଡ଼ିଆ ୬ଷ୍ଠ ତମ ଭାରତୀୟ ଭାଷା ଭାବେ ଶାସ୍ତ୍ରୀୟ ମାନ୍ୟତା ଲାଭ କରିସାରିଛି । ଏହି ଭାଷାକୁ ବିକଶିତ କରିବା ନିମନ୍ତେ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ରବିବାର ଏଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଆୟୋଜିତ ବିମର୍ଶରେ ବକ୍ତାମାନେ ମତ ରଖିଛନ୍ତି । ଶନିବାର ଠାରୁ ଓଡ଼ିଶା ସରକାରଙ୍କର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ୩ ଦିନିଆ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଶିକ୍ଷା ଓ...
SOA On Odia Care
Bhubaneswar: The sixth Indian language to be designated as classical, Odia needs the support of all stakeholders to blossom, speakers at a discourse on Odia language, literature and culture said on Sunday. The two-day event is being held at the Siksha ‘O’ Anusandhan Deemed to be University (SOA) in the backdrop of the first World Odia Language Conference organised by...
Pact For Odia Studies At JNU
Bhubaneswar: Odisha Government and Jawaharlal Nehru University (JNU), New Delhi have signed an MoU today for the establishment of the Biju Patnaik Special Centre for Odia Studies at JNU. Secretary Higher Education, Arvind Agrawal and Santishree Dhulipudi Pandit Vice Chancellor JNU, signed the MoU. The MoU has been signed in presence of Atanu Sabyasachi Nayak, Minister Higher Education, Chief Secretary, Pradeep...
ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଉଦ୍ଘାଟିତ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବର୍ଣ୍ଣାଢ୍ୟ ପରିବେଶରେ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଉଦ୍ଘାଟନ କରିଛନ୍ତି। ସମ୍ମିଳନୀରେ ଓ ସାରା ରାଜ୍ୟରେ ଏବଂ ଦେଶ ବିଦେଶରେ ଥିବା ସବୁ ଓଡିଆ ଆଜି ଏକ ସମୟରେ ବନ୍ଦେ ଉତ୍କଳ ଜନନୀ ଗାନ କରି ଓଡିଆ ଭାଷାର ଏହି ମହୋତ୍ସବରେ ସାମିଲ ହୋଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଏହି ସମ୍ମିଳନୀରେ ଯାହା ପ୍ରସ୍ତାବ ଆସିବ, ରାଜ୍ୟ ସରକାର ତାକୁ ଗ୍ରହଣ କରି ଏକ ସ୍ବତନ୍ତ୍ର ଭାଷା...
୬୮,୦୦୦କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ବଲପୁରରେ ୬୮,୦୦୦ କୋଟିରୁ ଅଧିକ ଟଙ୍କାର ଏକାଧିକ ପ୍ରକଳ୍ପକୁ ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି । ଏସବୁ ପ୍ରକଳ୍ପରେ ପ୍ରାକୃତିକ ବାଷ୍ପ, କୋଇଲା ଏବଂ ଶକ୍ତି ପ୍ରକଳ୍ପ ରହିଛି ଯାହା ଇନ୍ଧନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବ। ଏହାବ୍ୟତୀତ ସଡ଼କ, ରେଳ ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ର ସହ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଧ୍ୟ ସାମିଲ ରହିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଆଇଆଇଏମ୍ ସମ୍ବଲପୁର ମଡେଲ୍ ଓ ଫଟୋ ପ୍ରଦର୍ଶନୀ ବୁଲି...









