ଅଫିସରଙ୍କ ତାଲିକା ପ୍ରସ୍ତୁତ ହେଉଛି
ଭୁବନେଶ୍ୱର : ଓଡ଼ିଶାର ଶାସନ ବ୍ୟବସ୍ଥା ସରକାରୀ ଅଫିସର ମାନଙ୍କ ହାତକୁ ଟେକି ଦେଇଛନ୍ତି ନବୀନ ପଟ୍ଟନାୟକଙ୍କ ସରକାର । ଖୁଲମଖୁଲା ଶାସକ ବିଜୁଜନତା ଦଳ ପାଇଁ କାର୍ଯ୍ୟ କରୁଛନ୍ତି କିଛି ମୁଷ୍ଟିମେୟ ଅଫିସର । କଂଗ୍ରେସ ଦଳ ଏହି ଅଫିସରଙ୍କ ଉପରେ ନଜର ରଖିଛି ଏବଂ ସେମାନଙ୍କର କାର୍ଯ୍ୟକୁ ନିରୀକ୍ଷଣ କରୁଛି । ଏହି ମୁଷ୍ଟିମେୟ ଆଇଏଏସ, ଓଏଏସ ମାନେ ସରକାରୀ ଦଳ ପାଇଁ ଚାନ୍ଦା ଆଦାୟ କରୁଛନ୍ତି, ପୋଲିସ୍ ଅଫିସରମାନେ ବିରୋଧିଦଳର ନେତାମାନଙ୍କ ସ୍ୱରକୁ ଦମନ କରିବାର ଦାୟିତ୍ୱ ଗ୍ରହଣ କରିଛନ୍ତି...
ଗଠନ ହେଲା ୩୪ଟି ନୂଆ ପୌରସଂସ୍ଥା
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଚାରିଟି ଜିଲାର ପାଞ୍ଚ ଟି ଏନଏସି କୁ ମୁନିସିପାଲିଟି କୁ ଉନ୍ନୀତ କରାଯିବା ବିଷୟ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା ଅନୁଯାୟୀ ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼ ମୟୁରଭଞ୍ଜ ର କରଞ୍ଜିଆ ବଲାଙ୍ଗିର ର କଣ୍ଟାବାଞ୍ଝି ଓ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ଆସ୍କା ଏନଏସି କୁ ମୁନିସିପାଲିଟି କୁ ଉନ୍ନୀତ କରାଯାଇଛି । ୫ଟି ଅଧ୍ୟକ୍ଷଙ୍କ କାର୍ତ୍ତିକ ପାଣ୍ଡିଆନ୍ ଙ୍କ ...
5T Chief On Move
Bhadrak: Chairman 5T and Nabin Odisha Kartik Pandian visited Bhadrak District, today. Shri Kartik travelled by road for about 50 km, including on bike, all along the Baitarani left embankment. He reviewed the progress of Baitarani Left Embankment Strengthening and Road Development Project at a total cost of Rs. 150.24 Crs.* This was a project which has been taken up...
ଦୁଇ ମହାନଗର ନିଗମରେ ନିର୍ବାଚନ କେବେ ?
ଭୁବନେଶ୍ୱର : ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ବଢି ଚାଲିଥିବାବେଳେ ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ଲୋକେ କିନ୍ତୁ ସେମାନଙ୍କ ନିଗମର ନିର୍ବାଚନ କେବେ ହେବ ସେଥିଘେନି ରାଜନେତାମାନଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରୁଛନ୍ତି । ପ୍ରାୟ ୧୦ବର୍ଷ ଧରି ରାଉରକେଲା ଓ ସମ୍ବଲପୁରର ପୌରସଂସ୍ଥା ଲାଗି ଆଉ ନିର୍ବାଚନ ହୋଇନାହିଁ । ୨୦୧୪ ମସିହାରେ ରାଜ୍ୟ ସରକାର ସମ୍ବଲପୁର ଓ ରାଉରକେଲାକୁ ନୂଆ ମହାନଗର ନିଗମ ଭାବେ ଘୋଷଣା କରିଥିଲେ । ତେବେ ଅଦାଲତି ମାମଲା...
ପ୍ରତିଷ୍ଠା ହେବ ଷ୍ଟେମ୍ ଲ୍ୟାବ୍
ଭୁବନେଶ୍ୱର : ଅନୁସୂଚିତ ଜାତି, ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣିତ ଓ ବିଜ୍ଞାନ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ହଷ୍ଟେଲଗୁଡ଼ିକରେ ବିଜ୍ଞାନ ପ୍ରଯୁକ୍ତି ଇଞ୍ଜିନିୟରିଂ ଗଣିତ (ଷ୍ଟେମ) ଶିକ୍ଷା ଉପରେ ପରୀକ୍ଷାଗାର ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବଜାର ଧାରାରେ ଦ୍ରୁତ ପରିବର୍ତ୍ତନ ଏବଂ କର୍ମକ୍ଷେତ୍ରରେ ଆବଶ୍ୟକ ଦକ୍ଷତାକୁ ଦୃଷ୍ଟିରେ ରଖି ଶିକ୍ଷା କ୍ଷେତ୍ର ଷ୍ଟେମ୍ ଶିକ୍ଷା ଆରମ୍ଭ କରାଯାଇଛି । ଷ୍ଟେମ୍ ଶିକ୍ଷା ହେଉଛି ଏକ ଶିକ୍ଷାଦାନ ଏବଂ ଶିକ୍ଷଣ...
ମୋ ବସ୍ ପାଇଁ ନୂଆ ଆପ୍
ଭୁବନେଶ୍ୱର : କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ମୋ ବସ୍ କାର୍ଡ ପାଇଁ ନୂତନ ମୋ ବସ୍ ମୋବାଇଲ୍ ଆପ୍ଲିକେସନ୍ ଏବଂ ଯୋଜନାର ଶୁଭାରମ୍ଭ କରିଛି। ମୋ ବସ୍ ସେବାକୁ ଅଧିକ ଜ୍ଞାନକୌଶଳ ଭିତ୍ତିକ ଏବଂ ନାଗରିକ ଅନୁକୂଳ କରିବା ଦିଗରେ ଏହା ଏକ ପଦକ୍ଷେପ। ନୂଆ ଆପ୍ ରେ ଲାଇଭ୍ ବସ୍ ଟ୍ରାକିଂ, ଆଗମନର ଆନୁମାନିକ ସମୟ, ରିୟଲ ଟାଇମ୍ ବସ୍ ଯାତ୍ରୀ, ଅନଲାଇନ୍ ଟିକେଟ ଏବଂ ପାସ୍ କ୍ରୟ ଯାତ୍ରୀ ଅନୁକୂଳ ସୁବିଧା ରହିବ। ଏହି ଆପକୁ ଉଦ୍ ଘାଟନ କରି...
Window Clears 27 Projects
Bhubaneswar : The State Level Single Window Clearance Authority (SLSWCA) led by Chief Secretary Pradeep Kumar Jena today approved 27 projects valued at Rs 6,134.52 crore with a total employment generation potential of 42,275 individuals. In a landmark decision, the SLSWCA has greenlit a series of projects spanning various sectors, including Downstream-Aluminium, Renewable Power, Manufacturing, Metal Ancillary, Aerospace & Defence,...
Sports Infra Worth 660 Cr
Bhubaneswar: To further boost the sports sector, Chief Minister Naveen Patnaik today launched sports infrastructure projects worth Rs 660 crore that includes 48 multipurpose indoor stadiums, Cuttack Table Tennis Academy, Rourkela Gymnastics Academy and 12 hockey training centres. On this occasion he also laid the foundation stone for 11 sports projects. These projects have been taken up under 5T initiative...
SOP For Heatwave
Bhubaneswar: With temperatures having already touched unusually high in some places of the state, the Health Department has issued a Standard Operating Procedure (SOP) on heat related illness. The SOP will be implemented at district and sub district level from March to July, 2024. The Health Department has issued the SOP to the Director Capital Hospital, Bhubaneswar & RGH Hospital, Rourkela,...
ସ୍ଵାବଲମ୍ବୀ କାରିଗରଙ୍କ ପ୍ରାପ୍ୟ ବୃଦ୍ଧି
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଗ୍ରାମ ପଞ୍ଚାୟତ ମାନଙ୍କରେ କାମ କରୁଥିବା ସ୍ବାବଲମ୍ବୀ କାରିଗର ମାନଙ୍କର ପାରିଶ୍ରମିକ ବୃଦ୍ଧି କରିଛନ୍ତି । ସେମାନଙ୍କ ବର୍ତ୍ତମାନର ପାରିଶ୍ରମିକ ୪୦୦୦ ଟଙ୍କା ଥିବାବେଳେ, ନୂତନ ପାରିଶ୍ରମିକ ୬୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ଏହା ବର୍ତ୍ତମାନର ପାରିଶ୍ରମିକ ଠାରୁ ୬୨.୫୦ ପ୍ରତିଶତ ଅଧିକ । ଏହାଦ୍ବାରା ରାଜ୍ୟର ୧୩ ହଜାର ସ୍ବାବଲମ୍ବୀ କାରିଗର ଉପକୃତ ହେବେ। ସୂଚନାଯୋଗ୍ୟ ଯେ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ...










