Pact For Artificial Limbs
Bhubaneswar: An Memorandum of Understanding (MoU) has been signed between SSEPD Department, Government of Odisha and Bhagwan Mahaveer Viklang Sahayata Samiti , Jaipur (BMVSS) on 31 January. According the provision in the understanding, BMVSS will provide services of artificial limbs for a period of 5 years to the Persons with Disabilities (PwDs). BMVSS is the main body of Jaipur Foot which...
ଫେବ୍ରୁଆରି ୩ରୁ ବହୁଭାଷୀ ନାଟକ ମହୋତ୍ସବ
ଭୁବନେଶ୍ୱର : ଆଦିବାସୀ ମେଳାରେ ଆସନ୍ତା ଫେବ୍ରୁଆରି ୩ରୁ ୫ ତାରିଖ ମଧ୍ୟରେ ସାନ୍ତାଳି, ଦେଶିଆ, ହୋ ଓ ମୁଣ୍ଡାରୀ ଭାଷାରେ ତିନି ଦିନ ଧରି ବହୁଭାଷୀ ନାଟକ ମହୋତ୍ସବ ଅନୁଷ୍ଠିତ ହେବ। ଆଦିବାସୀ ମେଳାରେ ବହୁଭାଷୀ ନାଟକ ମହୋତ୍ସବର ପ୍ରଥମ ଦିନରେ ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଉଲିଡିହିର ଆୟା ବାବା ଗୟାନ ସେମଲେଡ ସାନ୍ତାଳି ନାଟକ ପରିବେଷଣ କରିବାକୁ ଥିବା ବେଳେ କୋରାପୁଟ ଜିଲ୍ଲାର କୋରାପୁଟିଆ ଦେଶିଆ ଡ୍ରାମାଟିକ୍ କ୍ଲବ ଦେଶୀଆ ଭାଷାରେ ନାଟକ ପରିବେଷଣ କରିବେ । କାର୍ଯ୍ୟକ୍ରମ ଦ୍ଵିତୀୟ ଦିନରେ...
Dr.Pattanayak Gets First Vishwa Odia Bhasa Samman
Bhubaneswar: On the occasion of the First World Odia Language Conference, eminent linguist Debi Prasanna Pattanayak will be honoured with the First Vishwa Odia Samman. Chief Minister Naveen Patnaik will felicitate eminent linguist Padma Shri Dr. Pattnayak with world-wide recognition of his life-long research on Odia language. He will be awarded a cash prize of Rs 20 lakh. Dr. Patnaik's research...
ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ବିଶ୍ଵ ଓଡିଆ ଭାଷା ସମ୍ମାନ
ଭୁବନେଶ୍ଵର : ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅବସରରେ ବିଶିଷ୍ଟ ଭାଷାବିତ୍ ତକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ ଙ୍କୁ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମାନ ରେ ସମ୍ମାନିତ କରାଯିବ । ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ ଙ୍କୁ ଓଡ଼ିଆ ଭାଷା ଉପରେ ତାଙ୍କର ଉଚ୍ଚକୋଟୀର ଗବେଷଣା ଦିଗରେ ତାଙ୍କର ଜୀବନ ବ୍ୟାପୀ ସାଧନା ର ସ୍ୱୀକୃତି ସ୍ଵରୂପ ତାଙ୍କୁ ବିଶ୍ଵ ଓଡିଆ ସମ୍ମାନ ରେ ସମ୍ମାନିତ ...
Team For 16TH FC
New Delhi: The Sixteenth Finance Commission was constituted on 31 December 2023 with Arvind Panagariya, former Vice-Chairman, NITI Aayog as its Chairman. Now the following Members are appointed to the Commission with the approval of the President of India. They are Ajay Narayan Jha, Annie George Mathew, Niranjan Rajadhyaksha and Soumya Kanit Ghosh. While Shri Jha was Former Secretary Expendiutre, he has...
PM On Women Empower
New Delhi: Prime Minister Narendra Modi recalled the first session of the new Parliament and highlighted the significant decision taken in the first session. "The passage of the Women Empowerment and Adulation Act marked a pivotal moment for our nation", Shri Modi told Media. Referring to the Republic Day celebrations on January 26, he acknowledged the country’s embrace of the...
ଗଠନ ହେବ ୩୫ଟି ବିଶ୍ୱସ୍ତରୀୟ ଗୋଦାମ
ଭୁବନେଶ୍ୱର : ଶସ୍ୟ ସଂରକ୍ଷଣ ପାଇଁ ରାଜ୍ୟରେ ସମବାୟ ସ୍ତରରେ ୩୫ଟି ବିଶ୍ୱସ୍ତରୀୟ ବୃହତ୍ ଗୋଦାମ ଘର ନିର୍ମାଣ କରାଯିବ । ପ୍ରଥମ ପର୍ଯ୍ୟାୟରେ ୨୦ଟି ଗୋଦାମ ଘର ନିର୍ମାଣ ପାଇଁ ସ୍ଥିର ହୋଇଛି । ରାଜ୍ୟ ସରକାର ଏଭଳି ବୃହତ୍ ଗୋଦାମଘର ନିର୍ମାଣକୁ ପାଇଲଟ୍ ପ୍ରକଳ୍ପ ଭାବେ ଗ୍ରହଣ କରିଥିବାବେଳେ ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ୍ (ନାବାର୍ଡ), ଜାତୀୟ ସମବାୟ ବିକାଶ ନିଗମ (ଏନସିଡିସି), ଜାତୀୟ କୋଠାବାଡି ନିର୍ମାଣ ନିଗମ (ଏନ୍ବିସିସି) ଜରିଆରେ ଏହା କାର୍ଯ୍ୟକାରୀ ହେବ । ଯେଉଁସବୁ...
ହ୍ରାସ କଲେ ଧାନ ବିହନ ସଂଗ୍ରହ
ଭୁବନେଶ୍ୱର : ବିହନ ଚାଷୀଙ୍କ ଠାରୁ ସଂଗ୍ରହ ହେଉଥିବା ଧାନ ବିହନ ପରିମାଣକୁ ଓଡିଶା ରାଜ୍ୟ ବିହନ ନିଗମ ହ୍ରାସ କରିଛି । ବିହନ ଅମଳ ପରେ ନିଗମର ଏଭଳି ପଦକ୍ଷେପ ଏବେ ବିହନ ଚାଷୀଙ୍କ ମୁଣ୍ଡରେ ଚଡକ ପକାଇଛି । ବିହନ ନିଗମରୁ ପିଣ୍ଡ ବିହନ ନେଇ ପ୍ରାମାଣିକ ବିହନ ଉତ୍ପାଦନ କରିଥିବା ଚାଷୀଙ୍କ ଠାରୁ ହେକ୍ଟର ପିଛା ମାତ୍ର ୧୫ କୁଇଣ୍ଟାଲ ବିହନ ଖରିଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ କଳାଚମ୍ପା ଓ ସ୍ୱର୍ଣ୍ଣ ସବ୍-୧ କିସମ ବିହନ ୨୦...
ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି
ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ଲାଗି ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଆସନ୍ତା ଅପ୍ରେଲ ମାସରେ ଓଡିଶା ସମେତ ୧୫ଗୋଟି ରାଜ୍ୟର ୫୬ ଜଣ ରାଜ୍ୟସଭା ସଦସ୍ୟଙ୍କର କାର୍ଯ୍ୟକାଳ ଶେଷ ହେବ । ଓଡ଼ିଶାର ତିନିଜଣ ସଦସ୍ୟଙ୍କର ଅପ୍ରେଲ ମାସ ୩ ତାରିଖରେ କାର୍ଯ୍ୟକାଳ ଶେଷ ହେବ । ନିର୍ବାଚନ ଆୟୋଗଙ୍କ ପ୍ରେସ୍ ବିଜ୍ଞପ୍ତି ଅନୁସାରେ ୨୦୨୪ ଫେବୃଆରୀ ୮ ତାରିଖ (ଗୁରୁବାର) ନୋଟିଫିକେସନ୍ ଜାରି, ୨୦୨୪ ଫେବୃଆରୀ ୧୫ ତାରିଖ (ଗୁରୁବାର) ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ, ୨୦୨୪...
ଶିଶୁ କନ୍ୟା ପାଇଲା ନୂଆ ଜୀବନ
ଭୁବନେଶ୍ୱର : ମା’ କୋଳକୁ ଏକା ସଂଗେ ଆସିଥିଲେ ତିନୋଟି ଶିଶୁ । ତେବେ ଦୁଇ ଶିଶୁଙ୍କର ଜନ୍ମ ହେବାର କିଛି ସମୟ ମଧ୍ୟରେ ମୃତ୍ୟୁ ହୋଇଯାଇଥିବା ବେଳେ ମା’ କୋଳରେ ଏକାକୀ ରହିଯାଇଥିବା ଶିଶୁ କନ୍ୟାଟିର ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଗୁରୁତର ହୋଇଯାଇଥିଲା । ଚିକିତ୍ସା ପାଇଁ କେତେକ ହସ୍ପିଟାଲ୍ ବୁଲିବା ପରେ ମାତ୍ର ୫୨ ଦିନର ଶିଶୁଟିକୁ ଧରି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଭର୍ତି କରାଇଥିଲେ ତା’ର ପିତାମାତା । ସମ୍ରେ ଭର୍ତି କରିବା ସମୟରେ ଶିଶୁଟି...









