ବିରୋଧିଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ?

0

ଭୁବନେଶ୍ୱର : ନିକଟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ ପୁଣି ବିଜୟ ହାସଲ କରି ବିଜେଡି ଓଡ଼ିଶାରେ ଷଷ୍ଠଥର ସରକାର ଗଢିବ ଓ ନବୀନ ପଟ୍ଟନାୟକ ପୁଣି ମୁଖ୍ୟମନ୍ତ୍ରୀ ହେବେ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଥିବାବେଳେ ବିଜେପି ଓ କଂଗ୍ରେସ ଜିଣିଲେ କିଏ ମୁଖ୍ୟମନ୍ତ୍ରୀ ହେବେ ସେଥିଘେନି କିନ୍ତୁ ଏଯାବତ୍‍ କୌଣସି ନିର୍ଦ୍ଧିଷ୍ଟ ସୂଚନା ଦିଆଯାଇନାହିଁ । ବିଭିନ୍ନ ସର୍ଭେକୁ ଆଧାର କରି ବିଜେଡି ପକ୍ଷରୁ କୁହାଯାଉଛି ଯେ ଏହି ଦଳ ଏଥର ୨୦ଟି ଲୋକସଭା ଆସନ ସହିତ ଅତିକମ୍‍ରେ ୧୨୬ଟି ବିଧାନସଭା...

ଓଡିଶାରେ ଆଗଉନି ସ୍ଫୁର୍ତ୍ତି

0

ଭୁବନେଶ୍ୱର : ଗାଁ ଗହଳରେ ଥିବା ପାରମ୍ପରିକ କାରିଗରମାନଙ୍କ ହାତକୁ କାମ ଯୋଗାଇବା ସହିତ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ କେନ୍ଦ୍ର ସରକାର ସ୍ଫୁର୍ତ୍ତି ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହି ଯୋଜନାରେ ଓଡିଶାକୁ ସବୁଠାରୁ ଅଧିକ ପ୍ରକଳ୍ପ ମଞ୍ଜୁର ହୋଇଥିବାବେଳେ ସବୁଗୁଡିକ କାର୍ଯ୍ୟକାରୀ ହୋଇପାରୁ ନାହିଁ । କେନ୍ଦ୍ର ସରକାର ସ୍ଫୁର୍ତ୍ତି ଯୋଜନାରେ ଓଡିଶାକୁ ୭୦ଟି ପ୍ରକଳ୍ପ ମଞ୍ଜୁର ହୋଇଛି । ଏ ବାବଦରେ ୨୦୪ କୋଟି ଟଙ୍କାରୁ ଅଧିକ ଅର୍ଥ ଦିଆଯାଇଛି । ଏହିସବୁ ପ୍ରକଳ୍ପରେ ପ୍ରାୟ ୪୭ହଜାର କାମ...

ମୁକ୍ତାରେ ଆମ ପୋଖରୀର ବିକାଶ

0

 ଭୁବନେଶ୍ୱର : ଓଡିଶା ସରକାରଙ୍କର ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ଆଜି ଆମ ପୋଖରୀ ଯୋଜନାରେ ରାଜ୍ୟର ବିଭିନ୍ନ ସହରାଂଚଳରେ ଥିବା ମିଶନ ଶକ୍ତି ଗୋଷ୍ଠୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୋଷ୍ଠୀ ସହଭାଗିତାରେ ପରିବେଶ ଦୃଷ୍ଟିକୋଣରୁ ଦୀର୍ଘସ୍ଥାୟୀ ଜଳାଶୟ ନିର୍ମାଣ ନିମନ୍ତେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ମାନସ ସନ୍ତାନ ‘ମୁକ୍ତା’ ଅନ୍ତର୍ଗତ ଆମ ପୋଖରୀ ଯୋଜନାରେ ସହରାଞ୍ଚଳ ଜଳଶୟଗୁଡିକର ନବୀକରଣ ଓ ପୁନଃଉଦ୍ଧାର ନିମନ୍ତେ ଆଜି ମିଶନ ଶକ୍ତିର ମାଆମାନଙ୍କୁ କାର୍ଯ୍ୟାଦେଶ...

ସଚିବାଳୟ ଘେରିଲା କଂଗ୍ରେସ

0

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଅନ୍ୟାୟ ପ୍ରତିବାଦରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସଚିବାଳୟ (ଲୋକସେବା ଭବନ) ଘେରାଉ କରାଯାଇଛି । ରାଜ୍ୟର ଶତାଧିକ କଂଗ୍ରେସ କର୍ମୀ କଂଗ୍ରେସ ଭବନ ଠାରୁ ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ମହାତ୍ମାଗାନ୍ଧୀ ମାର୍ଗ ନିକଟରେ ପହଂଚିଥିଲେ । ସେଠାରେ ଆୟୋଜିତ ବିକ୍ଷୋଭ ସଭାରେ ଓଡ଼ିଶା ପ୍ରଭାରୀ ଅଜୟ କୁମାର ନିଜ ବକ୍ତବ୍ୟରେ କହିଲେ ଯେ ରାଜ୍ୟରେ ଦୀର୍ଘ ୨୪ ବର୍ଷର ଶାସନ କାଳରେ ଓଡ଼ିଶାର ସାଢ଼େ...

Special Drive For RoR Update 

0

Bhubaneswar: Expressing concern over problems faced by land owners due to non-updation of names in record-of-rights (RoRs), Additional Chief Secretary (ACS), Revenue, Satyabrata Sahu has asked Collectors to organize special drives to update such RoRs. The ACS has written a letter to all Revenue Divisional Commissioners (RDCs), Director, Land Records & Survey, and Collectors in this regard.   In Odisha, record-of-rights were...

Vasant Utsav In Sai Aangan

0

Gurugram: The Shirdi Sai Baba Temple, Sai Ka Aangan, located in Gurugram, Haryana, celebrated its 22nd Vasant Utsav with great enthusiasm on February 25, 2024, with the support of the CBS Cultural Foundation. Guruji CB Satpathy, who graced the occasion as the chief guest, enhancing the splendor of the Vasant Utsav. Many Sai devotees from both within the country and abroad...

Cong Attempts Secretariat Gherao

0

Bhubaneswar : Ahead of Lok Sabha and Assembly elections, the Congress today showed its strength by organising a massive protest and attempted to gherao the State Secretariat. Thousands of Congress workers and several leaders including AICC in-charge of Odisha, Ajoy Kumar, state Congress president Sarat Pattanayak  and former presidents Jaydev Jena & Prasad Harichandan took out a march from Congress...

MUKTA Promotes Water Bodies

0

Bhubaneswar : A state level event on “Ama Pokhari” initiative under the transformative 5T governance framework of Chief Minister Naveen Patnaik was held on 26 February here. Agreement was signed and work orders were distributed to 364 Mission Shakti SHGs under MUKTA programme for ecological rejuvenation of 95 waterbodies across 16 ULB of the state. Usha Devi Minister Housing & Urban...

72 Artificial Limbs Distributed

0

Bhubaneswar: As many as 72 persons with disabilities have been fitted with artificial limbs during a mega artificial organ distribution camp organized here today.   With support of Biju Mahaveer Jaipur Foot Centre (BMJFC), the Social Security & Empowerment of Persons with Disabilities (SSEPD) Department has organized the camp in which PwD beneficiaries have been provided with prosthetics lower limbs,...

ଓସେପା ଘେରିଲା ଅଭିଭାବକ ମହାସଂଘ

0

ଭୁବନେଶ୍ୱର : ଗଣଶିକ୍ଷା ସଚିବଙ୍କ ସହ ବିଭାଗର ଅଧିକାରୀ ମାନଙ୍କର ବଡ଼ ବଡ଼ ସ୍କୁଲ ମାଲିକଙ୍କ ସହ ମୁନାଫାଖୋରୀ ମଧୁଚନ୍ଦ୍ରିକା ଓ ବିଭାଗୀୟ ଅଯୋଗ୍ୟତା  ପାଇଁ ରାଜ୍ୟରେ ୩୫ ହଜାରରୁ ଉର୍ଦ୍ଧ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ର ଛାତ୍ରୀ ଏବର୍ଷ ଶିକ୍ଷା ଅଧିକାର ଆଇନ ଅନୁସାରେ ୨୫% ମାଗଣା ସିଟରେ ନାମ ଲେଖାରୁ ବଞ୍ଚିଚ ହେବେ l ଏହି  ଅଭିଯୋଗ ଆଣି ଓସେପା କାର୍ଯ୍ୟାଳୟରେ ଥିବା ଶିଖା ସଚିବଙ୍କ ଅଭିଯୋଗ ପ୍ରକୋଷ୍ଠ ସମୁଖରେ ଓଡିଶା ଅଭିଭାବକ ମହାସଂଘର ୫୦୦ରୁ ଉର୍ଦ୍ଧ କର୍ମକର୍ତ୍ତା ଧାରଣା ଦେଇଥିଲେ...