ଧରା ପଡିଲେ ମଦ ମାଫିଆ

0

କଟକ : କଟକ ସେଣ୍ଟ୍ରାଲ ଡିଭିଜନର ସ୍ପେଶାଲ ସ୍କ୍ବାଡ୍ ର ଅବକାରୀ ଅଧିକାରୀମାନେ ବାଲେଶ୍ୱର ଜିଲ୍ଲାର ଦୁଇ ମଦ ମାଫିଆ ମୁନା କୁମାର ଓ ସରୋଜ କୁମାରଙ୍କୁ ଗିରଫ କରିଛନ୍ତି। ବାଲେଶ୍ୱରରେ କ୍ରମାଗତ ଚଢ଼ାଉ ପରେ ବାଲେଶ୍ୱରର ମଦ ମାଫିଆମାନେ ପଡ଼ୋଶୀ ଜିଲ୍ଲାକୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ସେହି ଅନୁଯାୟୀ କଟକର ସ୍ପେଶାଲ ଇଣ୍ଟେଲିଜେନ୍ସ ୟୁନିଟକୁ ଅବକାରୀ କମିଶନର ବାଲେଶ୍ୱରର ପଡ଼ୋଶୀ ଜିଲ୍ଲା ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ, ଏକ ମହିନ୍ଦ୍ରା ବୋଲେରୋ ନମ୍ବର ଓଆର-୦୪-ଏଲ୍-୦୫୭୫...

Tomar Did Not Rule Out Alliance

0

Bhubaneswar: Ahead of Lok Sabha and Assembly polls, senior BJP leader and party’s Odisha election in-charge Vijaypal Singh Tomar did not rule out possible alliance between the BJP and BJD. Shri Tomar has arrived here to hold poll preparedness meetings with senior leaders and workers. While replying to a query about talks on possible alliance between BJP and BJD in Odisha, Tomar,...

ରାଜପଥ ପ୍ରଶସ୍ତିକରଣକୁ ମଞ୍ଜୁରୀ

0

ଭୁବନେଶ୍ୱର : ଓଡ଼ିଶାର କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥ ଦାରିଙ୍ଗିବାଡ଼ି ଘାଟ ସେକ୍ସନ୍‌ର ପ୍ରଶସ୍ତିକରଣ ଓ ସୁଦୃଢ଼ିକରଣ ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି । ୨୬.୯୬ କିଲୋମିଟର ଲମ୍ବା ଏହି ରାଜପଥର ପ୍ରଶସ୍ତିକରଣ ପାଇଁ ୨୦୨୩-୨୪ ବାର୍ଷିକ ଯୋଜନାରେ ୭୧୮.୨୬ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ନେଇ ଏକ୍ସ ପୋଷ୍ଟ ମାଧ୍ୟମରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତୀନ ଗଡ଼କରୀ ସୂଚନା ଦେଇଛନ୍ତି। ଶ୍ରୀ ଗଡ଼କରୀ କହିଛନ୍ତି, ଦାରିଙ୍ଗିବାଡ଼ି ଘାଟ ସେକ୍ସନ...

ସୋଆ ଏବଂ ଅକ୍‌ଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା

0

ଭୁବନେଶ୍ୱର : ଶୈକ୍ଷିକ ଆଦାନ ପ୍ରଦାନ ଓ ସହଯୋଗ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ ନ୍ୟୁଜିଲ୍ୟାଣ୍ଡ ସ୍ଥିତ ଅକ୍‌ଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍ ସାଇନ୍‌ସ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି । କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗ୍‍ ୨୦୨୪ରେ ଅକ୍‌ଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟ ବିଶ୍ୱରେ ୬୮ ତମ ସ୍ଥାନ ହାସଲ କରିଛି । ବୁଝାମଣା ଅନୁଯାୟୀ ସୋଆ ଏବଂ ଅକ୍‌ଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍ ସାଇନ୍‌ସ ଶୈକ୍ଷିକ ସହଭାଗିତା, ବିଭିନ୍ନ ଅଧ୍ୟୟନ ସମ୍ବନ୍ଧୀୟ କାର୍ଯ୍ୟକ୍ରମ, ଗବେଷଣାତ୍ମକ ପ୍ରକଳ୍ପ କ୍ଷେତ୍ରରେ ତଥା ଛାତ୍ରଛାତ୍ରୀଙ୍କୁ ଗବେଷଣା...

ହଳଦିଆ ନମ୍ବର ପ୍ଲେଟକୁ ବିରୋଧ

0

ଭୁବନେଶ୍ୱର: ୨୦୨୩ର ଓଡ଼ିଶା ଏଗ୍ରିଗେଟର ଗାଇଡଲାଇନରେ ଦର୍ଶାଯାଇଥିବା ସରକାରଙ୍କ କଟକଣା ଯୋଗୁଁ ଯାତ୍ରୀ ପରିବହନ ପାଇଁ ହ୍ୱାଇଟ୍ ବୋର୍ଡ ଦୁଇ ଚକିଆ ଯାନ ଚଳାଚଳ ଉପରେ କଟକଣା ଲଗାଯାଇଛି । ଏହି ନିଷ୍ପତି କେନ୍ଦ୍ର ସରକାର ଏବଂ ଗୋଆ, ତେଲେଙ୍ଗାନା, ରାଜସ୍ଥାନ ଓ ଉତରପ୍ରଦେଶ ଭଳି ଅନ୍ୟ କେତେକ ରାଜ୍ୟ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ନୀତିର ବିପରୀତ ଅଟେ । ସେଠାରେ ଏଗ୍ରିଗ୍ରେଟରକୁ ଅନୁମତି ରହିଛି । ନିକଟରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ୨୦୨୪ ଜାନୁଆରି ୨୨ତାରିଖରେ ରାଜ୍ୟ ସରକାରଙ୍କୁ...

ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ

0

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶାର ୭୦ ଲକ୍ଷ ସୟଂ ସହାୟକ ଗୋଷ୍ଠି ମା’ ମାନଙ୍କ ପାଇଁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଶନ ଶକ୍ତି ଋଣ ବ୍ୟବସ୍ଥା, ମିଶନ ଶକ୍ତି ମା’ ମାନଙ୍କ ପାଇଁ ୟୁନିଫର୍ମ ଓ ବ୍ଲେଜର ସହାୟତା ଏବଂ ୧୪୫ କୋଟି ଟଙ୍କାର ସୁଧ ଫେରସ୍ତ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତି ମୋର...

Tiger Population On Rise

0

Bhubaneswar: With Tiger Population on rise, Susanta Nanda, Principal Chief Conservator of Forests (Wildlife) and Chief Wildlife Warden (CWW) is on Cloud 9. Shri Nanda, an ardent wildlife lover has been hyperactive in protection of wildlife in the State. Thanks to his leadership in wildlife management, the latest Report on All Odisha Tiger Estimation reveals total Tiger number at 30 with...

BPNSI Boosts Skill Development

0

Bhubaneswar: Ace Administrator Bhupinder Singh Poonia appreciated the efforts of Biju Patnaik National Steel Institute (BPNSI) for scaling up Skill Development Program in the State. Shri Poonia, Managing Director IDCO and IPICOL graced the Skill Development Program as Chief Guest organized by BPNSI on 26 February here at SCTE&VT Campus. An Industry Friendly Mandarin, Shri Poonia has been spearheading the Investment...

ବିରୋଧିଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ?

0

ଭୁବନେଶ୍ୱର : ନିକଟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ ପୁଣି ବିଜୟ ହାସଲ କରି ବିଜେଡି ଓଡ଼ିଶାରେ ଷଷ୍ଠଥର ସରକାର ଗଢିବ ଓ ନବୀନ ପଟ୍ଟନାୟକ ପୁଣି ମୁଖ୍ୟମନ୍ତ୍ରୀ ହେବେ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଥିବାବେଳେ ବିଜେପି ଓ କଂଗ୍ରେସ ଜିଣିଲେ କିଏ ମୁଖ୍ୟମନ୍ତ୍ରୀ ହେବେ ସେଥିଘେନି କିନ୍ତୁ ଏଯାବତ୍‍ କୌଣସି ନିର୍ଦ୍ଧିଷ୍ଟ ସୂଚନା ଦିଆଯାଇନାହିଁ । ବିଭିନ୍ନ ସର୍ଭେକୁ ଆଧାର କରି ବିଜେଡି ପକ୍ଷରୁ କୁହାଯାଉଛି ଯେ ଏହି ଦଳ ଏଥର ୨୦ଟି ଲୋକସଭା ଆସନ ସହିତ ଅତିକମ୍‍ରେ ୧୨୬ଟି ବିଧାନସଭା...

ଓଡିଶାରେ ଆଗଉନି ସ୍ଫୁର୍ତ୍ତି

0

ଭୁବନେଶ୍ୱର : ଗାଁ ଗହଳରେ ଥିବା ପାରମ୍ପରିକ କାରିଗରମାନଙ୍କ ହାତକୁ କାମ ଯୋଗାଇବା ସହିତ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ କେନ୍ଦ୍ର ସରକାର ସ୍ଫୁର୍ତ୍ତି ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହି ଯୋଜନାରେ ଓଡିଶାକୁ ସବୁଠାରୁ ଅଧିକ ପ୍ରକଳ୍ପ ମଞ୍ଜୁର ହୋଇଥିବାବେଳେ ସବୁଗୁଡିକ କାର୍ଯ୍ୟକାରୀ ହୋଇପାରୁ ନାହିଁ । କେନ୍ଦ୍ର ସରକାର ସ୍ଫୁର୍ତ୍ତି ଯୋଜନାରେ ଓଡିଶାକୁ ୭୦ଟି ପ୍ରକଳ୍ପ ମଞ୍ଜୁର ହୋଇଛି । ଏ ବାବଦରେ ୨୦୪ କୋଟି ଟଙ୍କାରୁ ଅଧିକ ଅର୍ଥ ଦିଆଯାଇଛି । ଏହିସବୁ ପ୍ରକଳ୍ପରେ ପ୍ରାୟ ୪୭ହଜାର କାମ...