Odisha Fastest Growing State;Guv

0

Bhubaneswar: Odisha is one of the fastest growing States in India. Odisha's post-COVID growth revival is quite exemplary in terms of economic growth as per Advanced Estimate 2022-23 of Gross State Domestic Product (GSDP), Governor Raghubar Das said in his maiden speech at State Assembly today. “The State economy has witnessed an annual average growth rate of 6.47% at 2011-12...

Assembly Budget Session Begins

0

Bhubaneswar: The Budget Session of the Odisha Legislative Assembly began on 5 January at 11 AM with the address of Governor Raghubar Das. Odisha House begins its crucial session amid tight security in place. Before beginning of the session, guard of honour has been given to the Governor at the Assembly premises. Speaker Pramila Mallick took the Governor to the Podium....

ଡ. ଗାୟତ୍ରୀବାଳା ପଣ୍ଡା ସମ୍ବର୍ଦ୍ଧିତ

0

ଭୁବନେଶ୍ୱର : ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ଡ଼. ଗାୟତ୍ରୀବାଳା ପଣ୍ଡାଙ୍କୁ ସମ୍ବର୍ଦ୍ଧିତ ତଥା ସମ୍ମାନିତ କରାଯାଇଛି। ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ବିଶେଷ ଅବଦାନ ଓ ସମ୍ମାନ ଲାଭ ନିମନ୍ତେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଅନୁରୂପ ଭାବରେ ଆହୁରି ଅନେକ ବିଶିଷ୍ଟ ତଥା ଖ୍ୟାତନାମା ସାହିତ୍ୟସାଧକମାନଙ୍କୁ ସରକାରଙ୍କ ପକ୍ଷରୁ ସମ୍ମାନିତ କରାଯାଇଛି।  କଳିଙ୍ଗ ଯୁଦ୍ଧର କାହାଣୀ ଉପରେ ଆଧାରିତ ଗାୟତ୍ରୀବାଳାଙ୍କ କବିତା ସଂକଳନ ‘ଦୟାନଦୀ’...

ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନ ପ୍ରେରଣାଦାୟୀ

0

ଭୁବନେଶ୍ୱର : ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନ ସଦା ସର୍ବଦା ପ୍ରେରଣାଦାୟୀ ।  ସେମାନଙ୍କର ତ୍ୟାଗ, ତିତିକ୍ଷା ଓ ବଳିଦାନ  ଦେଶର ସୁରକ୍ଷା ତଥା ସମାଜରଗଠନ କ୍ଷେତ୍ରରେ ପିଢ଼ି ପରେ ପିଢ଼ି ଆମକୁ ମାର୍ଗଦର୍ଶନ କରାଇ ଆସିଛି ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି ।   ଶହୀଦ ସ୍ମାରକୀ ସ୍ବାଧୀନତା ସଂଗ୍ରାମୀ ସଦନଠାରେ ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ଶତାୟୁ ନୀଳମଣି ସାମଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସ୍ୱର୍ଗୀୟ ସାମଲଙ୍କ ଦେହାନ୍ତର ନବମ  ତିଥିରେ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି, ସ୍ୱାଧୀନତା ସଂଗ୍ରାମୀ ଯୁବ  ସାମ୍ମୁଖ୍ୟ...

Ekamra Utsav Magic Unfolds

0

Bhubaneswar: The second evening of the Ekamra Utsav music program, hosted by the Bhubaneswar Development Authority (BDA), unfolded in a symphony of enchanting melodies. BDA Vice Chairman, Balwant Singh and Team BDA has organized the event in such a way, it has taken the audience and spectators to next level of enjoyment, feel experts. Aptly named 'Sangitara Murchana,' that roughly...

କର୍କଟ ରୋଗ ସହିତ ଔଷଧ ଖର୍ଚ୍ଚ ବି ବଢୁଛି

0

ଭୁବନେଶ୍ୱର : ଓଡିଶା ସମେତ ସମଗ୍ର ଦେଶରେ କର୍କଟ ରୋଗର ଭୟାବହତା ବୃଦ୍ଧି ପାଉଥିବାବେଳେ ଏହାର ପ୍ରତିକାର ଓ ପ୍ରତିଷେଧ କରାଯିବା ପରିବର୍ତ୍ତେ କ୍ୟାନସର ରୋଗୀଙ୍କ ଚିକିତ୍ସା ଉପରେ ଅଧିକ ଗୁରୁତ୍ୱଆରୋପ ପ୍ରଦାନ କରି ସରକାର ଡାକ୍ତରଖାନାମାନ ଖୋଲିଥିବାବେଳେ ଔଷଧ କମ୍ପାନୀମାନେ ବି ଦାମୀ ଔଷଧ ବଜାରକୁ ଛାଡିବାରେ ବ୍ୟସ୍ତ । ଦେଶରେ ବର୍ଷକୁ ପ୍ରାୟ ୧୫ଲକ୍ଷ ନୂଆ କର୍କଟ ରୋଗୀ ଚିହ୍ନିତ ହେଉଥିବାବେଳେ ଏହି ରୋଗରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ବର୍ଷକୁ ପ୍ରାୟ ୧୦ଲକ୍ଷ ରହୁଛି । ସେହିଭଳି ଓଡିଶା ଭଳି...

ବିଚାର ଅପେକ୍ଷା ସାତ ହଜାର ପୋକସୋ ମାମଲା

0

ଭୁବନେଶ୍ୱର : ଶିଶୁମାନଙ୍କୁ ଯୌନ ଶୋଷଣରୁ ରକ୍ଷା କରିବାପାଇଁ ୨୦୧୨ ମସିହାରୁ ପୋକସୋ ଆଇନ୍‍ କାର୍ଯ୍ୟକାରୀ ହେଉଥିବାବେଳେ ଓଡିଶାରେ ବର୍ତ୍ତମାନ ସୁଦ୍ଧା ଏହି ଆଇନ୍‍ ବଳରେ ରୁଜୁ ହୋଇଥିବା ପ୍ରାୟ ସାତ ହଜାର ମାମଲା ବିଚାର ଅପେକ୍ଷାରେ ରହିଛି । ବିଳମ୍ବିତ ବିଚାର ଯୋଗୁଁ ଏଭଳି ଜଘନ୍ୟ କାର୍ଯ୍ୟରେ ଲିପ୍ତ ଅନେକଙ୍କୁ ଠିକଣା ସମୟରେ ଦଣ୍ଡ ଦିଆଯାଇ ପାରୁନଥିବା ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନେ ମତ ଦେଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଓଡିଶାରେ ପୋକସୋ ଆଇନ୍‍ ବଳରେ ରୁଜୁ ହୋଇଥିବା ୧୪୮୮୦...

Drama Fest Captivates Audience

Bhubaneswar: Secretary ST, SC Development Minorities and Backward Classes Welfare Department, Roopa Roshan Sahoo said that “The diversity of tribal languages is a great asset for our State. The multilingual drama festival at Adivasi Mela Ground has also become a big creative platform for our gifted artists,” said Shrimati Sahoo. Director Tribal Affairs and SCSTRTI, Indramani Tripathy narrated as to how...

ଆର୍କଷଣ ସାଜିଛି ବହୁଭାଷୀ ନାଟକ

0

ଭୁବନେଶ୍ୱର : "ଦେଖ୍ ମେଟା ତୋର ଟୋକିର୍ କାତା" ବାଲ୍ୟ ବିବାହ ସମ୍ପର୍କିତ ସଚେତନତା ଉପରେ ଆଧାରିତ କୋରାପୁଟିଆ ଦେଶୀଆ ଭାଷାର ଏକ ସୁନ୍ଦର ନାଟକ ଆଜି ଜନଜାତି କଳାକାରଙ୍କ ବହୁଭାଷୀ ନାଟକ ଉତ୍ସବରେ ଆଦିବାସୀ ମେଳାରେ ଉପସ୍ଥାପନ କରାଯାଇଥିଲା ।ଗ୍ରାମର ଶିକ୍ଷିତ ଲୋକଙ୍କ ହସ୍ତକ୍ଷେପ ଦ୍ୱାରା କିପରି ବାଲ୍ୟ ବିବାହକୁ ବନ୍ଦ କରାଗଲା ଏବଂ ପରବର୍ତ୍ତୀ ସମୟରେ ଉଭୟ ଝିଅ ଓ ପୁଅ ଉଚ୍ଚ ଶିକ୍ଷିତ ହୋଇ ଉନ୍ନତ ଜୀବନ ଯାପନ କଲେ ତାହା ଏହି ନାଟକର ମୁଖ୍ୟ କାହାଣୀ ରହିଥିଲା...

ଓଡିଶା ସରକାର ଏବଂ ଜେ.ଏନ୍‌.ୟୁ ମଧ୍ୟରେ ବୁଝାମଣା

0

ଭୁବନେଶ୍ୱର :  ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଓଡିଆ ପାଠ୍ୟକ୍ରମରେ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଓଡିଶା ସରକାର ଓ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ,ନୂଆ ଦିଲ୍ଲୀ ମଧ୍ୟରେ ଏକ ବୁଝାମଣା  ପତ୍ର ସ୍ୱାକ୍ଷର ହୋଇଛି । ଆୟୋଜିତ ବୁଝାମଣା  ପତ୍ର ସ୍ୱାକ୍ଷରିତ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ଏହା ସ୍ୱାକ୍ଷରିତ ହୋଇଛି । ରାଜ୍ୟ ସରକାରଙ୍କ ତରଫରୁ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରଓ୍ୱାଲ ଏବଂ ଜେ.ଏନ୍‌.ୟୁର କୁଳପତି ଶାନ୍ତିଶ୍ରୀ ଧୁଲିପୁଡି ପଣ୍ଡିତ ଏହି...