ସୋଆ ଆଇଏଏସ୍ କୁ ଆଉଟଲୁକ୍ ଏକ୍ସିଲେନ୍ସି ସମ୍ମାନ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନସେସ୍( ଆଇଏଏସ୍) କୁ ଆଉଟଲୁକ୍ ଏକ୍ସିଲେନ୍ସି ସମ୍ମାନ ନିମନ୍ତେ ମନୋନୀତ କରାଯାଇଛି । ଶିକ୍ଷା, ଗବେଷଣା ଓ ସମ୍ପ୍ରସାରଣ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଇଏଏସ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ୨୦୧୩ ମସିହାରେ ପ୍ରତିଷ୍ଠିତ ଏହି କୃଷି ମହାବିଦ୍ୟାଳୟର ସବୁ ବିଭାଗରେ ସ୍ନାତକ, ସ୍ନାତକୋତର ଓ ପିଏଚ୍ଡି ଶିକ୍ଷାଦାନ ପ୍ରଦାନ କରିବା ସହିତ ଆଧୁନିକ ଜ୍ଞାନ ସମ୍ବଳିତ ଗବେଷଣା ଓ ସମ୍ପ୍ରସାରଣ ଦିଗରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ...
State Care For Senior Citizens
Bhubaneswar: Looking at the interest of the Senior citizens, the Social Security & Empowerment Persons with Disability (SSEPD) Department has re-constituted the State Council of Senior Citizens under the chairmanship of SSEPD Minister. As per notification, the State Council will meet once in every six months. The Council will discuss the strategies for effective implementation of the "Odisha State Policy...
ରତ୍ନଭଣ୍ଡାର ପାଇଁ କମିଟି ଗଠନ
ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ଆଜି ପୁରୀ ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାରରେ ଗଚ୍ଛିତ ମୂଲ୍ୟବାନ ଜିନିଷର ଯାଞ୍ଚ ପାଇଁ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏହି ୧୨ ଜଣିଆ କମିଟି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଳଙ୍କାର ଓ ଟ୍ରେଜେରିରେ ଗଚ୍ଛିତ ବିଭିନ୍ନ ମୂଲ୍ୟବାନ ସାମଗ୍ରୀର ସାମଗ୍ରୀ ପ୍ରସ୍ତୁତି ର ତଦାରଖ କରିବେ। କମିଟିର ଅନ୍ୟ ସଦସ୍ୟମାନେ ହେଲେ ବିଶିଷ୍ଟ ହୃଦ୍ ରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା, (ପ୍ୟାନେଲର ଉପସଭାପତି),...
Jagdev Picks Lotus
Bhubaneswar: Expelled BJD leader and Chilika MLA Prasanta Jagdev today joined the BJP here in presence of Bhubaneswar MP Aparajita Sarangi and BJP Election co-In Charge Lata Usendi. Shri Jagdev, who was suspended from the ruling BJD in September 2021 over assaulting a Dalit leader of BJP near Chilika and later arrested, joined the saffron camp here at a special...
Justice Pasayat Heads Ratna Bhandar Panel
Bhubaneswar: Following Orissa High Court’s order, the State Government today formed a high-level committee headed by retired judge of Supreme Court, Justice Arijit Pasayat for inventory of valuables stored inside the Ratna Bhandar of Jagannath Temple, Puri. The 12-member panel will supervise the preparation of the inventory of Lord Jagannath’s jewelleries and various valuables stored in the Treasury. The other members...
Dr.Sanjeet Kumar New Delhi Zoo Chief
Bhubaneswar: Ace Indian Forest Service(IFS) Officer Dr.Sanjeet Kumar has been appointed as Director National Zoological Park, New Delhi. 2009 Batch IFS Officer Dr.Kumar at present is having three crucial assignments in Government of Odisha. He is RCCF Bhubaneswar, General Manager OFDC and CCF Kenduleaf Odisha. Ministry of Environment, Forest and Climate Change has issued a notification in this regard about the new...
ମହିଳା ଆଶାୟୀଙ୍କ ପାଇଁ ରକ୍ତଚାପ ବଢୁଛି
ଭୁବନେଶ୍ୱର : ବିଧାନସଭା ନିର୍ବାଚନ ଲଢିବାପାଇଁ ଓଡିଶାରେ ତିନି ପ୍ରମୁଖ ରାଜନୈତିକଦଳରେ ବହୁ ମହିଳା ଆଗ୍ରହ ପ୍ରକାଶ କରୁଥିବାରୁ ଅନେକ ମନ୍ତ୍ରୀ ଓ ବିଧାୟକଙ୍କ ସମେତ ଛାମୁଆ ନେତାମାନଙ୍କର ରକ୍ତାଚାପ ବଢିବାରେ ଲାଗିଛି । ୨୦୧୯ ନିର୍ବାଚନରେ ଓଡିଶାର ୨୧ଟି ଲୋକସଭା ଆସନ ଭିତରୁ ଏକ ତୃତୀୟାଂଶ ଅର୍ଥାତ୍ ୭ଟିରେ ମହିଳା ପ୍ରାର୍ଥୀ ଜିଣିଥିଲେ । ଏହା ଜାତୀୟ ସ୍ତରରେ ଓଡିଶା ପାଇଁ ଗର୍ବ ଓ ଗୌରବର ବିଷୟ ଥିଲା । ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ରାଜ୍ୟରେ ପୌର ଓ ପଞ୍ଚାୟତ ସଂସ୍ଥାଗୁଡିକରେ...
ମହିଳା ପରିଚାଳିତ ଏମଏସଏମଇ ଲକ୍ଷେରୁ ଅଧିକ
ଭୁବନେଶ୍ୱର : ଦେଶରେ ଥିବା ମୋଟ୍ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ମଧ୍ୟରୁ ୨୦.୫ ପ୍ରତିଶତ ମହିଳାଙ୍କ ଦ୍ୱାରା ପରିଚାଳିତ ହେଉଥିବାବେଳେ ଓଡିଶାରେ ଏଭଳି ଏମଏସଏମଇ ସଂଖ୍ୟା ଏକ ଲକ୍ଷରୁ ଅଧିକ ରହିଛି । ଏଥିରେ ୮ଲକ୍ଷରୁ ଅଧିକ ଲୋକ କର୍ମସଂସ୍ଥାନ ପାଇଛନ୍ତି । ସମଗ୍ର ଦେଶରେ ମହିଳାଙ୍କ ଦ୍ୱାରା ପରିଚାଳିତ ଏମଏସଏମଇ ସଂଖ୍ୟା ୪୬.୬୭ ଲକ୍ଷରୁ ଅଧିକ ଥିବାବେଳେ ଏଥିରେ ୨.୮୪ କୋଟିରୁ ଅଧିକ ଲୋକ କର୍ମସଂସ୍ଥାନ ପାଇଛନ୍ତି । ତେବେ ଓଡିଶାରେ ମହିଳାଙ୍କ ଦ୍ୱାରା ପରିଚାଳିତ ୧,୦୬,୬୫୬ଟି ଏମଏସଏମଇ...
ସମ୍ମମର ଏକ ହଜାର ଦିନ
ଭୁବନେଶ୍ୱର : ରାଜଧାନୀରେ ନୂତନ କରି ଆରମ୍ଭ ହୋଇଥିବା ମଲ୍ଟି ସୁପର୍ ସ୍ପେଶାଲିଟି କ୍ୱାର୍ଟରନାରୀ କେୟାର ହସ୍ପିଟାଲ ସମ୍ ଅଲ୍ଟିମେଟ୍ ମେଡିକେୟାର ଜନସାଧାରଣଙ୍କୁ ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଫେବୃଆରୀ ୨୯, ୨୦୨୪ ଦିନ ଚାରି ବର୍ଷ ପୂରଣ କରିଛି । ବୈଷୟିକ ଜ୍ଞାନକୌଶଳ, କୁଶଳୀ ମାନବ ସମ୍ବଳ, ଅତ୍ୟାଧୁନିକ ସରଞ୍ଜାମ ଓ ସମର୍ପିତ ସ୍ୱାସ୍ଥ୍ୟସେବା ଯୋଗୁ ଏହି ମଲ୍ଟି ସୁପର୍ ସ୍ପେଶାଲିଟି ହସ୍ପିଟାଲ ପୂର୍ବ ଭାରତରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ ଶିକ୍ଷା...
କୃଷି ଭବନରେ ବିଲ୍ ଗେଟ୍ସ
ଭୁବନେଶ୍ୱର : ବିଲ୍ ଓ ମେଲିଣ୍ଡା ଗେଟସ୍ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ଓ କୋଚେୟାର ବିଲ୍ ଗେଟସ୍, ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମୁଖ୍ୟ ଦପ୍ତର କୃଷିଭବନ ପରିଦର୍ଶନ କରିଛନ୍ତି । ତାଙ୍କ ସହିତ ଆସିଥିବା ଦଳରେ ଦାରିଦ୍ର୍ୟ ଦୂରୀକରଣ, ଭାରତ ବି.ଏମ୍. ଜି.ଏଫ୍ର ନିର୍ଦ୍ଦେଶକ ଶ୍ରୀ ଅଲକେଶ ୱାଧ୍ୱାନୀ, ଗ୍ଲୋବାଲ୍ ଗ୍ରୋଥ୍ ଓ ଅପରଚୁନିଟିର, ବି.ଏମ୍.ଜି.ଏଫ୍ର ଅଧ୍ୟକ୍ଷ ଶ୍ରୀ ରୋଜର, ସାଉଥ୍ ଆଣ୍ଡ ସାଉଥ୍ଇଷ୍ଟ ଏସିଆ, ବି.ଏମ୍. ଜି.ଏଫ୍ର ନିର୍ଦ୍ଦେଶକ ଶ୍ରୀ ହରି ମେନନ୍ ମଧ୍ୟ କୃଷି ଭବନ...










