State Pacts With Milk Mantra
Bhubaneswar: The State Government today facilitated signing of a Memorandum of Agreement between Milk Mantra and two women SHGs for sale of millet products. Milk Mantra has inked a pact with Radharani women SHG of Bhubaneswar and Dibyajyoti women SHG of Rourkela at Krushi Bhawan in presence of Director of Agriculture & Food Production Premchandra Chaudhary. At the outset, Joint...
୧୦ବର୍ଷରେ ୧୩ ନୂଆ ସରକାରୀ କଲେଜ
ଭୁବନେଶ୍ୱର : ରାଜ୍ୟରେ ଗତ ୧୦ବର୍ଷ ମଧ୍ୟରେ ୩୫୨ଟି ନୂଆ କଲେଜ ଖୋଲିଥିବାବେଳେ ଏଥି ମଧ୍ୟରେ ସରକାରୀ କଲେଜ ସଂଖ୍ୟା ରହିଛି ମାତ୍ର ୧୩ଟି । ନୂଆକରି ଖୋଲିଥିବା କଲେଜ ମଧ୍ୟରେ ସର୍ବାଧିକ ସଂଖ୍ୟକ ରହିଛି ଅଣଅନୁଦାନପ୍ରାପ୍ତ କଲେଜ । କଲେଜ ପ୍ରତିଷ୍ଠା ସଂକ୍ରାନ୍ତରେ ମିଳିଥିବା ସୂଚନା ଅନୁଯାୟୀ ୨୦୧୩-୧୪ ମସିହାରେ ରାଜ୍ୟରେ ୬୯୫ଟି କଲେଜ ଥିବାବେଳେ ସେଥି ମଧ୍ୟରେ ସରକାରୀ କଲେଜ ସଂଖ୍ୟା ଥିଲା ୪୩ଟି । ତେବେ ୨୦୨୩-୨୪ ମସିହାରେ ମୋଟ କଲେଜ ସଂଖ୍ୟା ୧୦୪୭ରେ ପହଞ୍ଚି ଥିବାବେଳେ ସରକାରୀ କଲେଜ...
ଏମ୍ସ ଭୁବନେଶ୍ୱର ପୁରସ୍କୃତ
ଭୁବନେଶ୍ୱର : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମର୍ଯ୍ୟାଦାଜନକ ଏସିଆ ସେଫ୍ ସର୍ଜିକାଲ୍ ଇମ୍ପ୍ଲାଣ୍ଟ କନ୍ସୋର୍ଟିୟମ୍ କ୍ୟୁଆଇପି ପୁରସ୍କାର ୨୦୨୩ରେ ସମ୍ମାନିତ ହୋଇଛି ଏମ୍ସ ଭୁବନେଶ୍ୱର। ହସ୍ପିଟାଲରେ ବ୍ୟବହୃତ ବିଭିନ୍ନ ଯାନ୍ତ୍ରିକ ଉପକରଣର ଗୁଣବତ୍ତା ଏବଂ ପ୍ରତିରୋପଣ ପ୍ରକ୍ରିୟାକରଣକୁ ନେଇ ହେଉଥିବା ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏମ୍ସ ଏହି ସମ୍ମାନଜନକ ପୁରସ୍କାର ପାଇଛି। ହସ୍ପିଟାଲର ସେଣ୍ଟ୍ରାଲ୍ ଷ୍ଟେରାଇଲ୍ ସେବା ବିଭାଗ (ସିଏସ୍ଏସ୍ଡି) ରେ ବିଭିନ୍ନ ଯନ୍ତ୍ର ଏବଂ ପ୍ରତିରୋପଣର ପୁନଃପ୍ରକ୍ରିୟାକରଣ ପାଇଁ ସର୍ବୋଚ୍ଚ ମାନ ନିର୍ଧାରଣ ଏବଂ ତଦାରଖ କରିବାର ପ୍ରକ୍ରିୟା ସ୍ବରୂପ ଏହି...
ପାକ୍ସ ଏବଂ ଲାମ୍ପ୍ସ କର୍ମଚାରୀମାନଙ୍କ ୬୬% ମହଙ୍ଗାଭତ୍ତା
ଭୁବନେଶ୍ୱର : ରାଜ୍ୟ ସମବାୟ ବିଭାଗ ଅଧିନସ୍ଥ ସମସ୍ତ ପ୍ରାଥମିକ କୃଷି ସମବାୟ ସମିତି ଓ ବୃହଦାକାର ବହୁମୁଖୀ ସମବାୟ ସମିତି( ଲାମ୍ପ୍ସ ) ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ନିମନ୍ତେ ଖୁସି ଖବର । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହି କର୍ମଚାରୀ ମାନଙ୍କର ମହଙ୍ଗାଭତ୍ତାରେ ୬୬ ପ୍ରତିଶତ ବୃଦ୍ଧିକରାଯାଇ ୨୩୦ ପ୍ରତିଶତ କରାଯାଇଛି । ସେମାନେ ୧୬୪ ପ୍ରତିଶତ ହାରରେ ଡି.ଏ ପାଉଥିଲେ । ଏହି ବର୍ଦ୍ଧିତ ଡି.ଏ ଆସନ୍ତା ଅପ୍ରେଲ ପହିଲାରୁ ପହିଲାରୁ ଲାଗୁ କରାଯିବ । ଏହା ଦ୍ୱାରା ...
ଜଳ ଯୋଗାଣ ପ୍ରକଳ୍ପରେ ଟେଣ୍ଡର ଫିକ୍ସିଂ
ଭୁବନେଶ୍ୱର : ପାଇପଯୋଗେ ଜଳଯୋଗାଣ ପ୍ରକଳ୍ପରେ କେବଳ ଅନିୟମିତତା ନୁହେଁ ବରଂ ଫିକ୍ସିଂ ହୋଇଛି । ମୁଖ୍ୟମନ୍ତ୍ରୀଙ୍କର ଜାଣତରେ କୋଟି କୋଟି ଟଙ୍କାର ଟେଣ୍ଡର ଫିକ୍ସିଂ ହୋଇଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟରେ ଟେଣ୍ଡର ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ପରିବର୍ତେ ଏଭଳି ଜଟିଳ କରାଯାଉଛି ଯାହା ଅଣ ଓଡ଼ିଆ ଠିକାଦାର କମ୍ପାନୀମାନଙ୍କୁ ଏହା ସୁହାଉଛି । ଓଡିଶା ଠିକାଦାରଙ୍କ ପାଇଁ ଓଡ଼ିଶାରେ କାମ...
ବ୍ୟାପକ ହେବ ନିଶାମୁକ୍ତି ସଚେତନତା
ଭୁବନେଶ୍ୱର : ନିଶାମୁକ୍ତି ସଚେତନତା ଅଭିଯାନକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ବିଭିନ୍ନ ଆଧ୍ୟାତ୍ମିକ ତଥା ସେ୍ୱଚ୍ଛାସେବୀ ସଂଗଠନର ସହଯୋଗ ନେବ । ସମଗ୍ର ରାଜ୍ୟରେ ହିଂସାମୁକ୍ତି ପାଇଁ ସଚେତନତା ଅଭିଯାନକୁ ବ୍ୟାପକ ଓ କ୍ରିୟାଶୀଳ କରିବା ପାଇଁ ବିଭାଗକୁ ୧୯ଟି ସଂଗଠନ ସହଯୋଗ କରିବା ନିମନ୍ତେ ସହମତି ପ୍ରକାଶ କରିଛନ୍ତି । ଏହି ମର୍ମରେ ସଂଗଠନଗୁଡ଼ିକ ସହିତ ବିଭାଗ ପକ୍ଷରୁ ଅଣ-ଆର୍ଥିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ରାଜ୍ୟ ଭିନ୍ନକ୍ଷମ ପୁନଃଥଇଥାନ ପ୍ରତିଷ୍ଠାନରେ ଆଜି ଅନୁଷ୍ଠିତ...
ଅଗ୍ନିବୀରଙ୍କ ପାସିଂ ଆଉଟ୍ ପ୍ୟାରେଡ
ଭୁବନେଶ୍ୱର : ଆସନ୍ତା ୧୫ ତାରିଖରେ ଆଇଏନ୍ଏସ୍ ଚିଲିକାରେ ଅଗ୍ନିବୀରଙ୍କ ତୃତୀୟ ବ୍ୟାଚର ପାସିଂ ଆଉଟ୍ ପ୍ୟାରେଡ୍ (ପିଓପି) ଅନୁଷ୍ଠିତ ହେବ। ଏହି ପିଓପି ସହିତ ଚିଲିକାରେ କଠୋର ପ୍ରଶିକ୍ଷଣ ନେଇଥିବା ମହିଳା ଅଗ୍ନିବୀରଙ୍କ ସମେତ ପାଖାପାଖି ୨୬୦୦ ଅଗ୍ନିବୀରଙ୍କ ପ୍ରଶିକ୍ଷଣର ସଫଳ ସମାପନ ହେଉଛି । ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୂର୍ଯ୍ୟାସ୍ତ ପରେ ପିଓପିର ସମୀକ୍ଷା କରିବେ। ଦକ୍ଷିଣ ନୌସେନା କମାଣ୍ଡର ଫ୍ଲାଗ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭାଇସ୍ ଆଡମିରାଲ ଭି ଶ୍ରୀନିବାସ...
4PC DA Hike
Bhubaneswar: Just ahead of the Lok Sabha and Bidhan Sabha twin polls, Chief Minister Naveen Patnaik today announced a 4% increase in Dearness Allowance (DA) and Dearness Relief (TI) for Government employees and pensioners. The State Government announced release of 4 percent additional dose of DA and TI in favour of State Government Employees and Pensioners respectively to enhance the...
Samal Takes U Turn
Bhubaneswar: Within an hour after making a statement claiming that BJP will fight alone in Odisha, State BJP President Manmohan Samal today said the BJP National President will take final call on this issue. In his latest statement to the media, Shri Samal said, “BJP’s Parliamentary Party and National President will take decision on a specific matter (indicating alliance with...
INS Chilka Trains Agniveers
Bhubaneswar: The Passing Out Parade (POP) of the third batch of Agniveers is scheduled at INS Chilka on 15 March. The POP marks the successful culmination of training of approx. 2600 Agniveers, including women Agniveers who have undergone rigorous training at Chilka. Admiral R Hari Kumar, Chief of the Naval Staff, will be the Chief Guest and review the...









