ନିର୍ବାଚନୀ ପ୍ରସ୍ତୁତି ବଢାଉଛି ଉଷ୍ମତା
ଭୁବନେଶ୍ୱର : ଓଡ଼ିଶା ବିଧାନସଭାର କାର୍ଯ୍ୟକାଳ ଜୁନ୍ ୨୪ରେ ପୁରିବାକୁ ଯାଉଥିବାବେଳେ ଲୋକସଭାର କାର୍ଯ୍ୟକାଳ ସେହିମାସ ୧୬ ତାରିଖ ପର୍ଯ୍ୟନ୍ତ ରହିଛି । ଏହା ପୂର୍ବରୁ ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ନିର୍ବାଚନ ହେବାକୁ ଥିବାରୁ ସରକାରୀ ଓ ବେସରକାରୀ ସ୍ତରରେ ପ୍ରସ୍ତୁତିପର୍ବ ଜୋରଦାର ଚାଲିଛି । ଏଥିସହିତ ରାଜନୈତିକ ଉଷ୍ମତା ବି ବଢି ଚାଲିଛି । ଓଡ଼ିଶା ବିଧାନସଭା ସହ ପଡୋଶୀ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ଓ ସିକିମ୍ ବିଧାନସଭା ପାଇଁ ମଧ୍ୟ ନିର୍ବାଚନ ହେବ । ଏ ପରିପ୍ରେକ୍ଷୀରେ ଓଡ଼ିଶାର ୨୧ଟି ଯାକ ଲୋକସଭା...
କମ୍ପ୍ୟୁଟର ଶିକ୍ଷକ ସଙ୍କଟ
ଭୁବନେଶ୍ୱର : ରାଜ୍ୟର ହାଇସ୍କୁଲଗୁଡିକର ରୂପାନ୍ତରଣ ହୋଇଥିବାବେଳେ ସେଠାରେ କମ୍ପ୍ୟୁଟର ପଢାଇବାକୁ ସ୍ୱତନ୍ତ୍ର ଭାବେ ଶିକ୍ଷକ ନାହାନ୍ତି । ଏବେ ସେହିସବୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ କମ୍ପ୍ୟୁଟର ତାଲିମ ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି ଯେଉଁମାନେ ତାଲିମ ପରେ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରିବେ । ପୂର୍ବରୁ ରାଜ୍ୟର ଦୁଇ ହଜାରରୁ ଅଧିକ ହାଇସ୍କୁଲକୁ କମ୍ପ୍ୟୁଟର, ପ୍ରିଣ୍ଟର, କ୍ୟାମେରା ଆଦି ସହିତ ଇଣ୍ଟରନେଟ୍ ସଂଯୋଗ ଦିଆଯାଇଥିଲା । ପିଲାଙ୍କୁ କମ୍ପ୍ୟୁଟର ପାଠ ପଢାଇବାପାଇଁ ଠିକା ଶିକ୍ଷକ ବି ନିଯୁକ୍ତ ହୋଇଥିଲେ । ଉଦ୍ଦେଶ୍ୟ...
PVTG Gets Habitat Rights
Bhubaneswar: In a historic move, the Odisha Government today awarded Habitat Rights under the Forest Rights Act (FRA) to 32 villages of Paudi Bhuyan Community in Deogarh district, marking a significant milestone under the Mo Jungle Jami Yojana (MJJM). Chief Secretary Pradeep Kumar Jena handed over the Habitat Rights titles to the community leaders at Lok Seva Bhawan. It can...
Nanda Issues Selfie Warning
Bhubaneswar: Expressing concern over people posting their selfies with scheduled wild animals in social media, PCCF Wildlife & Chief Wildlife Warden, Susanta Nanda directed them to take action against such people. The Principal Chief Conservator of Forests (PCCF) has issued instructions to all Divisional Forest Officers, Deputy Director of Similipal North & South (Wildlife), Deputy Director of Nandankanan Zoological Park. It...
ପାଉଡ଼ି ଭୂୟାଁଙ୍କୁ ମିଳିଲା ଆବାସସ୍ଥଳୀ ଅଧିକାର
ଭୁବନେଶ୍ଵର : ଏକ ଐତିହାସିକ ପଦକ୍ଷେପ କ୍ରମେ ଓଡ଼ିଶା ସରକାର ଆଜି ଦେବଗଡ଼ ଜିଲ୍ଲାର ପାଉଡ଼ି ଭୂୟାଁ ସମ୍ପ୍ରଦାୟର ୩୨ଟି ଗାଁକୁ ଜଙ୍ଗଲ ଅଧିକାର ଆଇନ (ଏଫ୍ଆରଏ) ଅଧୀନରେ ପାରମ୍ପରିକ ବାସସ୍ଥଳୀ ଅଧିକାର ପ୍ରଦାନ କରିଛନ୍ତି। ମୋ ଜଙ୍ଗଲ ଜମି ଯୋଜନା (ଏମଜେଜେଏମ)ରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଲୋକସେବା ଭବନରେ ପାଉଡି ଭୂୟାଁ ସମ୍ପ୍ରଦାୟର ବରିଷ୍ଠ ଲୋକମାନଙ୍କୁ ପାରମ୍ପରିକ ବାସସ୍ଥଳୀ ଅଧିକାର ପ୍ରଦାନ କରିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ,...
ବିଜେପିରେ ଅରିନ୍ଦମ ରାୟ
ଭୁବନେଶ୍ୱର : ଓଡ଼ିଶାରେ ସାଂସଦ ଓ ବିଧାୟକ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣାର ଠିକ୍ ଗୋଟିଏ ଦିନ ପୂର୍ବରୁ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା ବିଜେଡି ସାଧାରଣ ସମ୍ପାଦକ ଅରିନ୍ଦମ ରାୟ ଆଜି ବିଜେଡି ରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି। ଇସ୍ତଫା ଦେବା ସହିତ ତତ୍କାଳ ଅରିନ୍ଦମ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳ ବଳ ସହିତ ପହଞ୍ଚି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ଲୋକଙ୍କ ସହ ସମ୍ପର୍କ ରଖିଥିବା ଜଣେ ଗତିଶୀଳ ଓ ପ୍ରତିଭାସମ୍ପନ୍ନ...
Congress Releases Guarantee Card
Bhubaneswar: To attract voters towards its fold ahead of Lok Sabha and Assembly elections, Congress party on Friday released 10-point guarantees and its manifesto promising sops for farmers, women, youths and chit fund depositors. The party has released its poll manifesto and 10-point guarantee card here in presence of AICC Odisha in-charge Ajoy Kumar, state president Sarat Pattanayak, OPCC manifesto...
କଂଗ୍ରେସ ଦେଲା ୧୦ ଗ୍ୟାରେଣ୍ଟି
ଭୁବନେଶ୍ୱର : ଆସନ୍ତା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନିର୍ବାଚନୀ ଇସ୍ତାହାର ଘୋଷଣା କରାଯାଇଛି । ଶୁକ୍ରବାର କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପ୍ରଭାରୀ ଡ.ଅଜୟ କୁମାର ଓ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଦଳର ଅନ୍ୟ ବରିଷ୍ଠ ନେତୃବର୍ଗଙ୍କ ଉପସ୍ଥିତିରେ କଂଗ୍ରେସର ସଂକଳ୍ପ ପତ୍ର ଘୋଷଣା କରିଛନ୍ତି । ଏଥିରେ ବିଶେଷ କରି କୃଷି ଓ କୃଷକ, ଶିଳ୍ପ, ମହିଳା, ଯୁବବର୍ଗଙ୍କ ପାଇଁ ନିଯୁକ୍ତି, ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା,...
Arindam Roy Left BJD
Bhubaneswar: Just a day before announcement of schedule for MP and MLA elections in Odisha, Odia movie actor and BJD General Secretary Arindam Roy today resigned from the Governing party. Arindam, a dynamic and talented personality having connect with people has tendered his resignation to BJD Supremo and Chief Minister Naveen Patnaik. In his resignation letter, Arindam said he has...
Kumar, Sandhu Take Charge
New Delhi: Ace Mandarins, Gyanesh Kumar and Sukhbir Singh Sandhu today assumed charge as Election Commissioners in the Election Commission of India. Chief Election Commissioner Rajiv Kumar welcomed the newly appointed Election Commissioner’s at Nirvachan Sadan to the action packed and intense twelve weeks ahead. He emphasized the significance of their joining at this historic point, when team ECI is...








