ନିଯୁକ୍ତି ଅପେକ୍ଷାରେ ସାଢେ ୩ଲକ୍ଷ

0

ଭୁବନେଶ୍ୱର : ଚାକିରି ଖଣ୍ଡେ ପାଇଁ ଏବେ ବି ସାଢେ ୩ଲକ୍ଷରୁ ଅଧିକ ଯୁବକ ଯୁବତୀ ସରକାରଙ୍କ ନିକଟରେ ନିଜ ନାମ ପଞ୍ଜିକରଣ କରି ଅପେକ୍ଷାରେ ରହିଛନ୍ତି । ତେବେ ଯେଉଁ ହାରରେ ପଞ୍ଜିକୃତ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳୁଛି ସେଥିରୁ ଏମାନଙ୍କ ମଧ୍ୟରୁ ସଂଖ୍ୟାଧିକଙ୍କ ପାଳି ପଡିବ କି ନାହିଁ ତାହା ସନ୍ଦେହରେ । ସରକାରୀ, ଅର୍ଦ୍ଧ ସରକାରୀ ଓ ବିଭିନ୍ନ ଘରୋଇ ସଂସ୍ଥାରେ ଚାକିରି ଖଣ୍ଡେ ପାଇବାପାଇଁ ନିଜ ନିଜ ଯୋଗ୍ୟତା ଆଧାରରେ ଯୁବକ ଯୁବତୀମାନେ ନିୟୋଜନ ନିର୍ଦ୍ଦେଶାଳୟରେ ନାମ ପଞ୍ଜିକରଣ...

ଦୃଷ୍ଟି ବାଧିତଙ୍କୁ ସମର୍ଥନ ଦେଲା ଛାତ୍ର କଂଗ୍ରେସ

0

ଭୁବନେଶ୍ୱର : ଆଜି ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଭେଣ୍ଡିଂଜୋନ ଦୋକାନ ପାଇଁ ଅନଶନରତ ଦୃଷ୍ଟି ବାଧିତ ଦିବ୍ୟାଙ୍ଗଙ୍କ ଦାବିକୁ ଛାତ୍ର କଂଗ୍ରେସ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ ସମର୍ଥନ ଜଣାଇ ସେଠାରେ ଆନ୍ଦୋଳନ କରାଯାଇଥିଲା । ଦୁଇ ନମ୍ବର ମାର୍କେଟ ବିଲିଡିଙ୍ଗ ଠାରେ ଉଠା ଦୋକାନ ପକାଇ ଜୀବନ ଜୀବିକା ଅର୍ଜନ କରୁଥିବା ଦୃଷ୍ଟି ବାଧିତ ଦିବ୍ୟାଙ୍ଗମାନଙ୍କୁ ଦୁର୍ବ୍ୟବହାର କରି ସେମାନଙ୍କୁ ସେଠାରୁ ତଡ଼ି ଦିଆଯାଇଥିଲା । ପ୍ରାୟ ୧ ବର୍ଷରୁ ଉର୍ଦ୍ଧ୍ୱ ଏହି ଦିବ୍ୟାଙ୍ଗମାନେ ଭୋକ...

ଅକ୍ଷୟଶକ୍ତି ପ୍ରକଳ୍ପ ଅନୁମୋଦିତ

0

ଭୁବନେଶ୍ୱର : ସଂପ୍ରତି ରାଜ୍ୟ ଶକ୍ତି ବିଭାଗ ପ୍ରମୂଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଂଚମ ସିଙ୍ଗଲ୍ ୱିଣ୍ଡୋ କମିଟି(ଏସ୍‌.ଡ଼ବ୍ଳ୍ୟୁ.ସି)ର ବୈଠକରେ ମୋଟ ୮୨.୪୨ ମେଗାୱାଟ୍ ଅକ୍ଷୟଶକ୍ତି ଉତ୍ପାଦନ ପାଇଁ ଆସିଥିବା ୫୫୬.୪୯ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଅନୁମୋଦିତ ହୋଇଛି । ସବୁଜଶକ୍ତି ପ୍ରକଳ୍ପ ସ୍ଥାପନ ଉଦେଶ୍ୟରେ ଏହି ଉତ୍ସର୍ଗୀକୃତ ମହତପୁର୍ଣ୍ଣ ଅର୍ଥ ବିନିଯୋଗ ରାଜ୍ୟ ସରକାରଙ୍କ ନେଟ୍‌-ଜିରୋ ପ୍ରଦୂଷଣ ହ୍ରାସ ଲକ୍ଷ୍ୟ ପ୍ରତି ଦୃଢ ପ୍ରତିବଦ୍ଧତାକୁ ଦର୍ଶାଉଅଛି । ଏହି ପଂଚମ ସିଙ୍ଗଲ୍ ୱିଣ୍ଡୋ କମିଟି ଅନୁମୋଦିତ...

ଚାରି ପର୍ଯ୍ୟାୟରେ ଓଡିଶାରେ ଭୋଟ୍‍

0

ନୂଆଦିଲ୍ଲୀ : ଚଳିତ ବର୍ଷ ମଇ ୧୩, ୨୦, ମେ ୨୫ ଓ ଜୁନ୍ ପହିଲାରେ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେବ ବୋଲି ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଜୁନ୍ ୪ତାରିଖରେ ଭୋଟ୍ ଗଣତି ହେବ ଏବଂ ସେହିଦିନ ଫଳାଫଳ ପ୍ରକାଶ ପାଇବ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିସ୍ତୃତ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି। ନିର୍ବାଚନ କମିସନଙ୍କ ସୂଚନା ଅନୁଯାୟୀ, କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଆସନ ଏବଂ ବିଧାନସଭା...

ସୋଆରେ କନ୍‌ଭରଜେନ୍ସ-୨୦୨୪

0

ଭୁବନେଶ୍ୱର : ଶିକ୍ଷା ଗ୍ରହଣ ଜୀବନର ଏକ ଅସରନ୍ତି ପ୍ରକ୍ରିୟା ଏବଂ ଏହି ପ୍ରତିଯୋଗିତାମୂଳକ ପୃଥିବୀରେ ଛାତ୍ରଛାତ୍ରୀମାନେ ନିଜର ଦକ୍ଷତାକୁ ଶାଣିତ କରିବା ନିମନ୍ତେ ଉଦ୍ୟମ ଜାରି ରଖିବା ଉଚିତ୍ ବୋଲି ପୁଡୁଚେରୀର ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ କୁମାର ପରିଡା କହିଛନ୍ତି । ସଫଳତା ପାଇବାକୁ ହେଲେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ, ଇଚ୍ଛାଶକ୍ତି ଏବଂ ଆଗକୁ ବଢ଼ିବାର ସ୍ୱପ୍ନ ଦେଖିବାର ଆବଶ୍ୟକତା ରହିଛି । ଶୁକ୍ରବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର୍...

4Phase Poll In Odisha

New Delhi: The Election Commission of India (ECI) today announced that Lok Sabha and Assembly polls in Odisha will be held in four phases on May 13, May 20, May 25 and June 1. The counting of votes will be done on June 4 and the result will be declared on the same day. Chief Election Commissioner Rajiv Kumar has...

1845 CR For Power Infra

Bhubaneswar: The last Cabinet meeting of the present BJD Government was held just few hours before the announcement of schedule for the upcoming Lok Sabha and Vidhan Sabha elections. The Cabinet headed by Chief Minister Naveen Patnaik has approved a total of 14 proposals including Rs 1845.76 crore Odisha Transmission System Strengthening Programme (OTSSP) for development power infrastructure In order to...

Set To Create Record;CM

Bhubaneswar: Just a few hours before the announcement of the schedule for the upcoming Lok Sabha and Vidhan Sabha elections, Chief Minister Naveen Patnaik said that the people of Odisha are going to create a new record in the political history of this country. Shri Patnaik said this while addressing the last Cabinet of his fifth term held on Saturday...

Arindam Joins BJP

0

Bhubaneswar: Hours after resigning from the Governing Biju Janata Dal (BJD), Popular Odia actor Arindam Roy formally joined the opposition BJP. Arindam, who is also a close relative of BJD organising secretary Pranab Prakash Das, joined the BJP in presence of State President Manmohan Samal and other senior leaders. Speaking to the media, Shri Roy said he will work for the...

ସରକାର ପାଳନ କରିବେ ମହତାବଙ୍କ ଜନ୍ମବାର୍ଷିକୀ

0

ଭୁବନେଶ୍ୱର : ନବ ଓଡ଼ିଶାର ନିର୍ମାତା ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କର ୧୨୫ତମ ଜନ୍ମ ଶତବାର୍ଷିକୀକୁ ରାଜ୍ୟ ସରକାର ପାଳନ କରିବେ । ଆସନ୍ତା ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଏଥିନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଏଥିନେଇ ଏକ ପ୍ରସ୍ତୁତି ବୈଠକ କରାଯାଇଛି । ଡ. ମହତାବଙ୍କ ଜନ୍ମ ଶତବାର୍ଷିକୀ ପାଳନରେ ଅନେକ କାର୍ଯ୍ୟକ୍ରମ ଲାଗି ନିଷ୍ପତ୍ତି ହୋଇଛି । ବୈଠକର ନିଷ୍ପତ୍ତି ଅନୁଯାୟୀ ପାର୍ଲାମେଣ୍ଟ ଏବଂ ଓଡ଼ିଶା...