Green Hydrogen For Rural India
Bhubaneswar: To tackle the challenges of air pollution (caused by about 60% share of fossil fuels in power generation, vehicles, rudimentary agricultural practices and industry), quality of power, energy poverty and rural-urban development disparity, India will have to consider, more urgently than ever, solar energy generated cleaner fuels and energy storage media such as hydrogen. To address the lack...
ଆଗାମୀ ୧୦ବର୍ଷ ଯୁବକଙ୍କ ପାଇଁ ସୁବର୍ଣ୍ଣ ସମୟ
ଭୁବନେଶ୍ୱର : ରାଜ୍ୟର ପ୍ରାୟ ୭୦୦୦ ହାଇସ୍କୁଲକୁ ୫-ଟି ହାଇସ୍କୁଲରେ ରୂପାନ୍ତରିତ କରାଯାଇଛି । ସେହିଭଳି ଅଧିକାଂଶ କଲେଜର ରୂପାନ୍ତରଣ ମଧ୍ୟ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏବଂ ୫-ଟି ଅଧ୍ୟକ୍ଷଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ କଠିନ ପରିଶ୍ରମରେ ଏହା ସଫଳ ହୋଇଛି ବୋଲି କହିଛନ୍ତି ବିଜୁ ଛାତ୍ର ଜନତା ଦଳର ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓ ମହାସଚିବ ଇପସୀତା ସାହୁ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଶ୍ରୀ ତ୍ରିପାଠୀ ଓ ଶ୍ରୀମତୀ ସାହୁ କହିଛନ୍ତି...
BJP Will Win 15-18 MP Seats; Pradhan
Bhubaneswar: Senior BJP leader and Union Minister Dharmendra Pradhan today said that his party would win 15 to 18 Lok Sabha seats in Odisha during upcoming elections. Speaking to the media here, Shri Pradhan said Prime Minister Narendra Modi’s popularity and acceptability has increased in the State during the past few years. Different surveys and assessments show that PM's acceptability in...
Prez Greets On Holi
New Delhi: President of India, Droupadi Murmu has conveyed her greetings to her fellow citizens on the eve of Holi. In a message, the President has said, “On the auspicious occasion of Holi, I extend my greetings and best wishes to all Indians living in India and abroad. Holi is a vibrant and joyous festival, which infuses hope and enthusiasm into...
Swain Turns BJP Rebel
Bhubaneswar: BJP leader and former MP M A Kharabela Swain today announced rebel against his own party BJP and said he will contest the upcoming polls from Balasore MP seat as an independent candidate. They announced this in Balasore a day after BJP re-nominated sitting MP and former Union Minister Pratap Sarangi from Balasore Lok Sabha segment. Addressing the media, Shri...
ବିଜେପିର ସାଂସଦ ପ୍ରାର୍ଥୀ ତାଲିକା
ଭୁବନେଶ୍ୱର : ଓଡ଼ିଶାର ୨୧ଟି ଲୋକସଭା ଆସନମଧ୍ୟରୁ ୧୮ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବିଜେପି ପଶ୍ଚିମ ଓଡ଼ିଶାର କେନ୍ଦ୍ରସ୍ଥଳ ସମ୍ବଲପୁରରୁ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ବର୍ତ୍ତମାନର ସାଂସଦ ନିତେଶ ଗଙ୍ଗଦେବଙ୍କ ସ୍ଥାନରେ ଦଳ ସମ୍ବଲପୁର ଆସନରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ତଥା ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କୁ ବାଦ୍ ଦିଆଯାଇଛି। ରାଇରଙ୍ଗପୁରର ବର୍ତ୍ତମାନର ବିଧାୟକ ନବ ଚରଣ ମାଝୀଙ୍କୁ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ କରିଛି ବିଜେପି...
ଗୁମର ଖୋଲୁଛି ଡ୍ରାଇଭିଂ ଲାଇସେନ୍ସ
ଭୁବନେଶ୍ୱର : ଅମାନିଆ ଓ ମଦୁଆ ଗାଡି ଚାଳକଙ୍କୁ ଧରି ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ଜବତ ହେଉଥିବାବେଳେ ତାହାକୁ ଆଉ ଅଧିକାଂଶ ଖାତିର କରୁନାହାନ୍ତି । ପୁଲିସ୍ ହେପାଜତରୁ କିଛି ଅର୍ଥ ଦେଇ ଏହାକୁ ସହଜରେ ମୁକୁଳାଇ ନେଉଥିବାବେଳେ ପରିବହନ ବିଭାଗ ଏହାର ଟେର ପାଉନାହିଁ । ଖୋଦ୍ ରାଜଧାନୀରେ ଜବତ ଲାଇସେନ୍ସକୁ ଦେବାପାଇଁ ୨ହଜାର ଟଙ୍କା ଲାଞ୍ଚ ନେଇ ଜଣେ ପୁଲିସ୍ କର୍ମଚାରୀ ଧରାପଡିବାପରେ ଏହି ଘଟଣା ପଦାକୁ ଆସିଛି । ଯେବେଠାରୁ ପୁଲିସ୍ ହାତରେ ଗାଡିମୋଟର ଯାଞ୍ଚ ଓ ଜୋରିମାନା ଆଦାୟ...
Pradhan To Fight From Sambalpur
Bhubaneswar: For the first time being sworn-in as Union Minister, senior BJP leader Dharmendra Pradhan is going to face electoral battle during the upcoming Lok Sabha polls.The BJP, which has announced its candidates for 18 out of 21 Lok Sabha seats of Odisha, has nominated Shri Pradhan from Sambalpur, the nerve center of Western Odisha.Replacing the sitting MP Nitesh...
ରାଜ୍ୟରେ ହୁଗୁଳା ସ୍ୱାସ୍ଥ୍ୟସେବା
ଭୁବନେଶ୍ୱର : ବିଜେଡି ଶାସନରେ ଓଡିଶାର ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ସରକାରୀ ମେଡିକାଲରେ ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫଙ୍କ ଅଭାବ ଯୋଗୁଁ ଲୋକେ ଚିକିତ୍ସା ପାଇବାରୁ ବଂଚିତ ହେଉଥିବା କାରଣରୁ ବାଧ୍ୟ ହୋଇ ବ୍ୟୟବହୁଳ ଘରୋଇ ଡାକ୍ତରଖାନା ଉପରେ ନିର୍ଭରଶୀଳ ହେଉଛନ୍ତି । ରାଜ୍ୟରେ ସ୍ୱାସ୍ଥ୍ୟସେବା ପୂରା ହୁଗୁଳା ପଡିଥିବାବେଳେ ମିଛ ବିଜ୍ଞାପନ ଓ ପ୍ରଚାର ପ୍ରସାରରେ ମାତିଛନ୍ତି ରାଜ୍ୟ ସରକାର ବୋଲି ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାଣିଗ୍ରାହୀ...
ବିଜେଡ଼ିରେ ଇରାନୀ ରାୟ
ଭୁବନେଶ୍ୱର : ନୟାଗଡ଼ ନିର୍ବାଚନମଣ୍ଡଳୀର ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ବିଧାୟିକା ପ୍ରାର୍ଥୀ ଇରାନୀ ରାୟଙ୍କ ସହ ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖଭବନ ଠାରେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡଃ ଅରୁଣ ସାହୁ, ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଓ ଡଃ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ବିଜେପି ବିଧାୟିକା ପ୍ରାର୍ଥୀ ଇରାନୀ ରାୟ ଏବଂ ଶତାଧିକ ବିଜେପି କର୍ମୀଙ୍କୁ ଡଃ ସାହୁ, ଶ୍ରୀ ମଙ୍ଗରାଜ ଓ ଡଃ ପାତ୍ର...










